ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / କଟକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ
ସେଆର କରନ୍ତୁ

କଟକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ

କଟକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ସମ୍ବନ୍ଧରେ ସୂଚନା ।

କଟକ ଜିଲ୍ଲା

“କଟକ” ଶବ୍ଦର ସୃଷ୍ଟି ସଂପର୍କରେ ବୁଝାଯାଏ ଯେ ଏହା ଏକ ସେନା ଛାଉଣୀ ତଥା ସହରର ରାଜଧାନୀ ଥିଲା । କଟକ ଜିଲ୍ଲାର ନାମ ଏହି “କଟକ” ନାମରୁ ସୃଷ୍ଟି ହେବାର ଯଥାର୍ଥତା ପ୍ରତିପାଦନ କରିଛି । କଟକ ସହର ସେନା ଛାଉଣୀରୁ ଆରମ୍ଭ ହୋଇ ଏହାର ଅବସ୍ଥିତି ଦୃଷ୍ଟିରୁ ପରବର୍ତ୍ତୀ ସମୟରେ ରାଜ୍ୟର ରାଜଧାନୀ ହୋଇପାରିଥିଲା । ଅନଙ୍ଗ ଭୀମଦେବ-୩ୟଙ୍କ ସମୟର ଲିପିକୁ ଅନୁକରଣ କଲେ ଜଣାଯାଏ ଯେ ଏହି ସହରର ମୂଳ ନାମ ଅଭିନବ-ବାରାଣାସୀ-କଟକ ନାମେ ଅଭିହିତ ଥିଲା । ଦେଶର ବାରାଣାସୀ ସହର ଯାହାକି ବାରୁଣା ଏବଂ ଅସି ମଧ୍ୟରେ ଅବସ୍ଥିତ ହେବା ପରି , କଟକ ସହର ମହାନଦୀ ଓ କାଠଯୋଡି ନଦୀ ମଧ୍ୟରେ ଅବସ୍ଥିତ (ଏହା ନୂତନ ଧରଣର ବାରାଣାସୀ ନାମରେ ଅଭିହିତ )।

କିଭଳି ପହଁଞ୍ଚିବେ

  • ଆକାଶ ପଥ :
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୩୦କି.ମି.

  • ରେଳ ଯୋଗେ :
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ ।

  • ସଡକ ପଥ :
  • ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ କଟକ ହେଉଛି ୨୫ କି.ମି. ।

ପର୍ଯ୍ୟଟନ ସ୍ଥଳ

ନେମାଳ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ଭୁବନେଶ୍ଵର ବିମାନ ବନ୍ଦର -୭୦ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ -କଟକ ୪୦ କି.ମି.

  • ସଡ଼କ ପଥରେ
  • କେନ୍ଦ୍ରାପଡ଼ା ରାସ୍ତା ରେ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ୩୫ କି.ମି. ବସ ଯୋଗେ ଯାଇହେବ ।ଅବଶିଷ୍ଟ ୮ କି.ମି. ଅଟୋ ରିକ୍ସା ଯୋଗେ ଯାତ୍ରା କରି ନେମାଳ ଠାରେ ପହଞ୍ଚି ହେବ ।

  • ରୁହନ୍ତୁ
  • ରହଣି ସୁବିଧା :(ସରକାରୀ /ବେସରକାରୀ )-ଯାତ୍ରୀ ନିବାସ

ଏହା ପଂଚ ସଖା ମଧ୍ୟରୁ ଅନ୍ୟତମ, ଓଡିଶାରେ ଭକ୍ତି ଧର୍ମର ସଂସ୍ଥାପକ ଅଚ୍ୟୁତାନନ୍ଦଙ୍କର ସମାଧିପୀଠ । ଅଚ୍ୟୁତାନନ୍ଦ ମଧ୍ୟ ତାଙ୍କ ଦ୍ଵାରା ଲିଖିତ ଭବିଷ୍ୟବାଣୀ-“ମାଲିକା” ପାଇଁ ପ୍ରସିଦ୍ଧ । ଏହି ସ୍ଥଳ ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ।

ପ୍ରକୃଷ୍ଟ ସମୟ : ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟତମ ପର୍ଯ୍ୟଟନ ସ୍ଥାନ : କାକୁଡିଆ ପଦା- ୮ କି.ମି.,ଛାପଚିକଣ -୧୩ କି.ମି.

ଯୋଗାଯୋଗ :ପର୍ଯ୍ୟଟନ ଅଧିକାରୀ
ଦୂର ଭାଷ : ୦୬୭୧-୨୩୦୫୨୨୫
ଇ -ମେଲ :oritourcuttack[at]gmail.com

ଶ୍ରୀ ଶ୍ରୀ ରାମନାଥ ଦେବ - ବୈଦ୍ୟନାଥ ଦେବ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଖୋର୍ଦ୍ଧା ମଧ୍ୟ ଦେଇ ୭୫ କି.ମି.

  • ରେଳଗା ଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୭୨ କି.ମି.

  • ସଡ଼କ ପଥରେ
  • କଟକରୁ ବୈଦ୍ୟଶ୍ଵର ପର୍ଯ୍ୟନ୍ତ ୭୦ କି.ମି. ବସ ସେବା ଉପଲବ୍ଧ ଏବଂ ଅବଶିଷ୍ଟ ୨ କି.ମି. ଅଟୋ ଭଡାକରି ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ନାହିଁ

ବାଙ୍କୀ ବ୍ଲକରେ ଥିବା ଶ୍ରୀ ଶ୍ରୀ ରାମନାଥ ଦେବ – ବୈଦ୍ୟନାଥ ଦେବଙ୍କ ପ୍ରସିଦ୍ଧ ପ୍ରାଚୀନ ମନ୍ଦିର । ମହାନଦୀ ତଟରେ ଅବସ୍ଥିତ ଏହି ମନ୍ଦିର ୧୪୬୦ ଖ୍ରୀଷ୍ଟାଦ୍ଦରେ ଡାହାଳିଆ ରାଜାଙ୍କ ଦ୍ଵାରା ନିର୍ମିତ । କିନ୍ତୁ ପ୍ରବାଦ ଅଛିଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଓ ଦେବୀ ସୀତା ଭଗବାନ ଶିବଙ୍କୁ ତାଙ୍କର ବନବାସ ସମୟରେ ଏହି ସ୍ଥାନରେ ପୂଜା କରିଥିଲେ । ତେଣୁ ଉଭୟ ମନ୍ଦିର ପ୍ରଭୁ ଶ୍ରୀରାମ ଓ ଦେବୀ ସୀତାଙ୍କ ଅନୁସାରେ ନାମିତ ହୋଇଛି । ରାମନାଥ ମନ୍ଦିର ପର୍ବତର ଶିଖରେ ଅବସ୍ଥିତ ଥିବା ବେଳେ ବୈଦ୍ୟନାଥ ଦେବ ମନ୍ଦିର ହାତିଆ ପାହାଡର ପାଦ ଦେଶରେ ଅବସ୍ଥିତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଚର୍ଚ୍ଚିକା ମନ୍ଦିର ବାଙ୍କୀ – ୨୦ କି.ମି.,ସିଂହନାଥ -୨ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୧୧୭ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୮୭ କି.ମି.

  • ସଡ଼କ ପଥରେ
  • କଟକରୁ ବଡମ୍ବା-୮୧ କି.ମି. ଏବଂ ବଡମ୍ବାରୁ ଶଙ୍ଖମାରୀ-୬ କି.ମି. ଅଟୋ ଭଡା କରି ଯାଇହୁଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ନାହିଁ

ମହାନଦୀର ଉତ୍ତର ପାର୍ଶ୍ଵରେ ଥିବା ଶଙ୍ଖମେରୀ ସ୍ଥିତ ଶ୍ରୀ ଶ୍ରୀ ସ୍ଵପନେଶ୍ଵର ଦେବ ,୧୬୯୦ ରୁ ୧୭୩୪ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବଡମ୍ବା ଗଡଜାତ ରାଜା ବଳଭଦ୍ର ମଙ୍ଗରାଜଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହି ଗ୍ରାମ ମଧ୍ୟ ବଡମ୍ବା ଗଡଜାତର ପ୍ରଥମ ଗ୍ରାମ ଏବଂ ଏହା ବଡମ୍ବା ଗଡଜାତର ପ୍ରଥମ ରାଜା ହଟ୍ଟକିଶୋରଙ୍କ ଦ୍ଵାରା ୧୩୦୫ ଖ୍ରୀଷ୍ଟାଦ୍ଦ ବେଳକୁ ସ୍ଥାପିତ ହୋଇଥିଲା । ଏହି ମନ୍ଦିରର ପ୍ରମୁଖ ଆକର୍ଷଣ ହେଲା, ସର୍ପ କାମୁଡା ରୋଗୀମାନେ ଏଠାରେ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କଲେ ଓ ଅଧିଆ ପଡିଲେ ତାହା ଭଲ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ରାମନାଥ ଏବଂ ବୈଦ୍ୟନାଥ – ୩ କି.ମି.,ସିଂହନାଥ -୪ କି.ମି. , ଭଟ୍ଟାରିକା-୮ କି.ମି., ଅଂଶୁପା – ୩୩ କି.ମି.,ଅମଙ୍ଗେଇକୁଦ -୪୯ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ସପନପୁର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୫୦ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୨୦ କି.ମି.

  • ସଡ଼କ ପଥରେ
  • କଟକରୁ ଟାଙ୍ଗୀ-ଚୌଦ୍ଵାର ଦେଇ ସପନପୁର ୨୦ କି.ମି. ଟ୍ୟାକ୍ସି ଯୋଗେ ଯାଇହୁଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ଅତିଥି ଶାଳା

କ୍ଷୁଦ୍ର ସପନପୁର ଗ୍ରାମ, ଏହାର ଚତୃପାର୍ଶ୍ଵରେ ସବୁଜ କୃଷି କ୍ଷେତ୍ରମାନଙ୍କରେ ଥିବା ବିନ୍ଦୁ ଭଳି ଧାଡି ଧାଡି ପାହାଡ ଯୋଗୁଁ ସୃଷ୍ଟ ପ୍ରାକୃତିକ ସୌନ୍ଦର୍ଯ୍ୟ ହେତୁ ପ୍ରସିଦ୍ଧ । ଏହି ଗ୍ରାମର ବାହାରେ ଅନତି ଦୂରରେ ପାହାଡ ଉପରେ ମହିମା ଗୋସାଇଁଙ୍କ ଦ୍ଵାରା ଉନବିଂଶ ଶତାଦ୍ଦୀରେ ସ୍ଥାପିତ ଏକ ଆଶ୍ରମ ରହିଛି । ଏହି ଆଶ୍ରମର ଆଧ୍ୟାତ୍ମିକ ପ୍ରଭାବ ରହିଥିବା ଜଣାଯାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଡମଡମଣୀ- ୧୭ କି.ମି.,ମଣିନାଗ ଗୁମ୍ଫା -୨୮ କି.ମି. , କପିଳାସ -୩୫ କି.ମି.।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ସିଂହନାଥ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୧୧୭ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୯୬ କି.ମି.

  • ସଡ଼କ ପଥରେ
  • ବଡମ୍ବା ଦେଇ ଗୋପୀନାଥପୁର ପର୍ଯ୍ୟନ୍ତ ୯୫ କି.ମି. ବସ ଯୋଗେ ଯାଇହେବ । ଗୋପୀନାଥପୁରଠାରୁ ଡଙ୍ଗା ଯୋଗେ ୧କି.ମି. ଗଲେ ସିଂହନାଥପୀଠରେ ପହଞ୍ଚି ହେବ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) :ନାହିଁ

ମହାନଦୀରେ ଥିବା ଏକ କ୍ଷୁଦ୍ର ଦ୍ଵୀପ ମଧ୍ୟରେ ଏହା ଅବସ୍ଥିତ । ଏହାର ଅଧିଷ୍ଟାତା ଦେବତା ହେଉଛନ୍ତି ଭଗବାନ ଶିବ-ଶମ୍ଭୁନାଥ । ଏହା ବ୍ୟତୀତ ଏହି ଦ୍ଵୀପରେ ରଘୁନାଥ, ଦକ୍ଷିଣକାଳୀ ମନ୍ଦିର ମଧ୍ୟ ରହିଛି । ସିଂହନାଥ ମନ୍ଦିର ବହୁ ପ୍ରାଚୀନ ଓ ବର୍ଷସାରା ଏଠାକୁ ଭକ୍ତମାନଙ୍କର ଯାତାୟତ ଲାଗି ରହିଥାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ- ରାମନାଥ ଏବଂ ବୈଦ୍ୟନାଥ ୩ କି.ମି.,ସ୍ଵପନେଶ୍ଵର ଦେବ (ଶଙ୍ଖମାରି) ୪ କି.ମି.,ଅଂଶୁପା ୩୩ କି.ମି., ଅମଙ୍ଗେଇକୁଦ ୪୯ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ସତ୍ୟଭାମାପୁର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରରୁ ୬୫ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୩୫ କି.ମି.

  • ସଡ଼କ ପଥରେ
  • କଟକରୁ ସତ୍ୟଭାମାପୁର ପର୍ଯ୍ୟନ୍ତ ବସ ସେବା ଉପଲବ୍ଧ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) :ନାହିଁ

କଟକ ଠାରୁ ୨୦ କି.ମି. ଦୂରରେ ଥିବା ଏହି ଗ୍ରାମରେ ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୪୮ ମସିହା ଏପ୍ରେଲ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ପ୍ରଥମ ସ୍ନାତକ, ପ୍ରଥମ ସ୍ନାତକୋତ୍ତର ପ୍ରାପ୍ତ ଏବଂ ଆଇନୀରେ ପ୍ରଥମ ସ୍ନାତକ । ମଧୁସୂଦନ ଦାସ ପୂର୍ବ ଭାରତରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିକାଶ ପାଇଁ କଠିନ ପରିଶ୍ରମ କରିଥିଲେ । ଜଣେ ସଫଳ ଆଇନଜ୍ଞ, ସମାଜ ସଂସ୍କାରକ ଓ ଦେଶପ୍ରେମୀ ଭାବରେ ସେ ଜାତି ପାଇଁ ପ୍ରଶଂସନୀୟ ସେବା କରିଥିଲେ । ସେ ଥିଲେ ଜଣେ ଓଡିଆ, ଇଂରାଜୀ ଓ ବଙ୍ଗଳା ଭାଷାରେ କହିପାରୁଥିବା ବିଚକ୍ଷଣ ବକ୍ତା । ସେ ଓଡିଆ ଓ ଇଂରାଜୀ ଭାଷାରେ ବହୁ କବିତା ଓ ପ୍ରବନ୍ଧ ଲେଖି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ଉଦ୍ରେକ କରିଥିଲେ । ତାଙ୍କ ଜୀବନରେ ସମସ୍ତ ସଂଚୟ ସେ ଗରିବ ପିଲାମାନଙ୍କର ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରିଦେଇଥିଲେ । ସେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ ଯାହାକି ଓଡିଶାରେ ସାମାଜିକ ଓ ଶିଳ୍ପ ବିପ୍ଲବ ଆଣିଦେଇଥିଲା । ତାଙ୍କର ଦୃଢ ରାଜନୈତିକ ଆନ୍ଦୋଳନ ଯୋଗୁଁ ସେ ସମଗ୍ର ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିପାରିଥିଲେ, ଯାହାଫଳରେ କି ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ସ୍ଵତନ୍ତ୍ର ଓଡିଶା ଜନ୍ମଲାଭ କରିଥିଲା । ସେହି ଦିବସକୁ ଓଡିଶା ଦିବସ ବା ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଉତ୍କଳ ଗୌରବ ମଧୁସୂଦନ ଦାସ ୮୫ ବର୍ଷ ବୟସରେ ୧୯୩୪ ମସିହା ଫେବୃୟାରୀ ୪ ତାରିଖ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କର ରାଜ୍ୟ ଓ ଜାତି ପାଇଁ ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।

ପ୍ରକୃଷ୍ଟ ସମୟ :ବର୍ଷର ସବୁ ସମୟ

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ସାତକୋଶିଆ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • କଟକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରର ୧୭୫ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ -କଟକ- ୧୩୫ କି.ମି.

  • ସଡ଼କ ପଥରେ
  • ସାତକୋଶିଆକୁ ସିଧାସଳଖ ବସ ସେବା ଉପଲବ୍ଧ । ବଡମ୍ବା ଦେଇ ୧୩୫ କି.ମି. ଗଲେ ବାଲିପୁଟ ଠାରେ ସାତକୋଶିଆ ନିକଟରେ ବସ ରହେ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ /ବେସରକାରୀ )-ବନ ବିଭାଗ ଅଧିନସ୍ଥ ଡାକବଙ୍ଗଳାରେ ରହିବା ସୁବିଧା ଅଛି ।

ଏହି ସ୍ଥାନ ଦୁଇ ପାହାଡ ମଝିରେ ଥିବା ସଂକୀର୍ଣ୍ଣ ଫାଙ୍କ ବା ଉପତ୍ୟକା ପାଇଁ ପ୍ରସିଦ୍ଧ ଯାହାକି ସାତକୋଶିଆ ଠାରୁ ଆରମ୍ଭ ହୋଇଛି । ଦଳଗତ ଭାବେ ନୌକାରେ ଯାତ୍ରା କରି ସୁନ୍ଦର ସୁନ୍ଦର ବିଭିନ୍ନ ପ୍ରଜାତିର ହିଂସ୍ର ପ୍ରାଣୀ ଦର୍ଶନ କରିବା ପାଇଁ ଏହା ଆଦର୍ଶ ସ୍ଥାନ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – ପ୍ରଗଳା ପୀଠ-୩୬ କି.ମି.,ଦେଓଝର-୪୭ କି.ମି.,ସିଂହନାଥ ୬୦ – କି.ମି.,ସ୍ଵପ୍ନେଶ୍ଵର ୬୦ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ପ୍ରସନ୍ନ ପୁରୁଷୋତ୍ତମ ଦେବ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରର ୯୩ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ -କଟକ- ୬୩ କି.ମି.

  • ସଡ଼କ ପଥରେ
  • କଟକରୁ ତିଗିରିଆ ଛକ ୬୦ କି.ମି. ବସ ଯୋଗେ ଓ ଅବଶିଷ୍ଟ ୩ କି.ମି. ଅଟୋ ଭଡା କରି ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ନାହିଁ

ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବ ମନ୍ଦିର ହେଉଛି ଓଡିଶାର ପୁରାତନ ମନ୍ଦିର ମାନଙ୍କ ମଧ୍ୟରେ ୨ ୟ ବୃହତମ ମନ୍ଦିର । ମନ୍ଦିରର ଦୃଶ୍ୟ ମନୋରମ ଅଟେ । ଏହି ମନ୍ଦିର ତତ୍କାଳୀନ ତିଗିରିଆ ରାଜା ଶ୍ରୀ ଶଙ୍କର୍ଷଣ ମାନ୍ଧାତା ୧୭୮୭ ଖ୍ରୀଷ୍ଟାଦ୍ଦରେ ନିର୍ମାଣ ଆରମ୍ଭ କରିଥିଲେ ଓ ଶ୍ରୀ ବନମାଳି ଚମ୍ପତ୍ତି ସିଂହ ମହାପାତ୍ର ପୂର୍ଣ୍ଣାଙ୍ଗ କରିଥିଲେ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଅଂଶୁପା -୧୩ କି.ମି., ସିଂହନାଥ ୨୮ କି.ମି., ଶଙ୍ଖମାରୀ- ୨୮ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ପ୍ରଗଳା ପୀଠ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରର ୧୫୧ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ - କଟକ -୧୨୧ କି.ମି.

  • ସଡ଼କ ପଥରେ
  • କଟକରୁ ନରସିଂହପୁର ୧୧୦ କି.ମି. ଏବଂ ସେଠାରୁ ପ୍ରଗଳା ପୀଠ ୧୧ କି.ମି. ଅଟୋ ଭଡା କରି ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଦ୍ଵାରା ନିର୍ମିତ ଆଶ୍ରୟ ସ୍ଥଳ ।

ଏହି ସ୍ଥାନ ଏହାର ଅଧିଷ୍ଟାତ୍ରୀ ଦେବୀ ‘ମା’ ପ୍ରଗଳାଙ୍କ ପାଇଁ ପ୍ରସିଦ୍ଧ , ଯିଏ କି ନରସିଂହପୁର ରାଜ ପରିବାର ମୁଖ୍ୟଙ୍କ ପାରିବାରିକ ଠାକୁରାଣୀ ଥିଲେ । ପ୍ରବାଦ ଅଛି ଯେ, ପ୍ରଗଳା ହେଉଛନ୍ତି ରାଜା ଧରମ ସିଂହଙ୍କର ଝିଅ , ଯିଏ ତାଙ୍କ ବାପାଙ୍କର ଜୀବନକୁ ଅନୁଗୋଳ ରାଜାଙ୍କର ଆକ୍ରମଣରୁ ରକ୍ଷା କରିଥିଲେ । ଏଠାରେ ଦେବୀ ଖଡଗ ରୂପରେ ପୂଜା ପାଉଛନ୍ତି । ମୁଖ୍ୟତ ଶୀତ ଦିନେ ଏଠାରେ ମଧ୍ୟ ବଣ ଭୋଜି କରାଯାଇଥାଏ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ସାତକୋଶିଆ -୧୧ କି.ମି., ଭଟ୍ଟାରିକା- ୩୦ କି.ମି.,ସିଂହନାଥ – ୪୬ କି.ମି.,ଶଙ୍ଖମାରୀ- ୪୬ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ପରମହଂସ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ

    ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରରୁ ୪୦ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ -କଟକ-୧୩ କି.ମି.

  • ସଡ଼କ ପଥରେ
  • ଏହି ପୀଠକୁ ଯିବାପାଇଁ ସିଧାସଳଖ ବସ ସେବା ଉପଲବ୍ଧ ନାହିଁ । ତେବେ ଟ୍ୟାକ୍ସି କିମ୍ବା ଅଟୋ ଯୋଗେ ୧୫ କି.ମି. ଦୂରତା ଅତିକ୍ରମ କରି ଏହି ସ୍ଥାନକୁ ଯାଇହୁଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ /ବେସରକାରୀ )-ମନ୍ଦିର ପରିସରରେ ଯାତ୍ରୀ ନିବାସ ରହିଛି ।

ଏହି ସ୍ଥାନ ଭଗବାନ ଶିବଙ୍କର ପୀଠ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ଅନନ୍ତ ଗର୍ଭ ନାମରେ ବିଖ୍ୟାତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – କଟକ ୧୧ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ନିଆଳି ମାଧବ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରର ୫୩ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୫୨ କି.ମି. ଓ ଭୁବନେଶ୍ଵର - ୫୩ କି.ମି.

  • ସଡ଼କ ପଥରେ
  • ଏହି ସ୍ଥାନକୁ ଯିବାକୁ ହେଲେ ବସ ଯୋଗେ ନିଆଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବାକୁ ହେବ । ଏହା ନିକଟସ୍ଥ ବସ ଷ୍ଟାଣ୍ଡ ଏବଂ କଟକ କୁ ୫୦ କି.ମି. ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) :ଯାତ୍ରୀ ନିବାସ

ରାଧା ମାଧବ ବିଗ୍ରହ ପାଇଁ ପ୍ରସିଦ୍ଧ ଏହା ଏକ ଧାର୍ମିକ କେନ୍ଦ୍ର । ପବିତ୍ର ପ୍ରାଚୀ ନଦୀ କୂଳରେ ଏହା ଅବସ୍ଥିତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – ଜୟଦେବ ପୀଠ,କେନ୍ଦୁଲି – ୨୨ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ମା ଧାକୁଲେଇ ପୀଠ, ପ୍ରତାପ ନଗରୀ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନବନ୍ଦର - ଭୁବନେଶ୍ଵର-୩୮ କି.ମି

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ କଟକ - ୭ କି.ମି

  • ସଡ଼କ ପଥରେ
  • କଟକରୁ ନିୟମିତ ବସ ଓ ଅଟୋ ସେବା ଉପଲବ୍ଧ ।

  • ରୁହନ୍ତୁ
  • ରହଣି: (ସରକାରୀ ଓ ବେସରକାରୀ)- ନାହିଁ

ବର୍ଷସାରା ଜଳ ପ୍ରବାହିତ ହେଉଥିବା, ପୁରୀ ମୁଖ୍ୟ କେନାଲ ଓ କୁଆଖାଇ ନଦୀର ପାର୍ଶ୍ଵରେ ଥିବା ମା ଧାକୁଲେଇ ପୀଠ ହେଉଛି ଏକ ସୁନ୍ଦର, ଦର୍ଶନୀୟ ଓ ଧାର୍ମିକ ସ୍ଥଳ । ଏହି ମନ୍ଦିରକୁ ଲାଗି ଏକ ସୁନ୍ଦର ଜୈନ ସଂଗ୍ରହାଳୟ ରହିଛି ,  ଯାହାକି ବହୁ ବର୍ଷ ପୂର୍ବେ ଜୈନ ଶ୍ରଦ୍ଧାଳୁମାନେ ନିର୍ମାଣ କରିଥିବାର ଜଣାଯାଏ । ଏହି ସ୍ଥାନ ଦୋଲ ପୂର୍ଣ୍ଣିମାରେ ବାଣଫୁଟା ପାଇଁ ପ୍ରସିଦ୍ଧ ।

ପ୍ରକୃଷ୍ଟ ସମୟ: ଅକ୍ଟୋବରରୁ ମାର୍ଚ୍ଚ ମାସ

ଯୋଗାଯୋଗ:ପର୍ଯ୍ୟଟନ ଅଧିକାରୀ
ଦୃରଭାଷ:୦୬୭୧-୨୩୦୫୨୨୫
ଇମେଲ: oritourcuttack[at]gmail.com

ଲଳିତଗିରି

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନବନ୍ଦର-ଭୁବନେଶ୍ଵର-୯୦ କି.ମି

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ କଟକ - ୬୦କି.ମି

  • ସଡ଼କ ପଥରେ
  • କଟକ -କେନ୍ଦ୍ରାପଡ଼ା-ପାରାଦୀପ ରାସ୍ତାରେ ଚଣ୍ଡୀଖୋଲ ଦେଇ ବନ୍ଦରଶ୍ଵର ଛକ ପର୍ଯ୍ୟନ୍ତ ୬୧ କି.ମି. ବସ ସେବା ଉପଲବ୍ଧ । ଅବଶିଷ୍ଟ ୩ କି.ମି. କୁ ସାଇକେଲ-ରିକ୍ସା ଯୋଗେ ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ /ବେସରକାରୀ )-ନାହିଁ

ଏହା ସବୁଠୁ ପୁରାତନ ବୌଦ୍ଧ ପୀଠ ମଧ୍ୟରେ ଅନ୍ୟତମ । ହୁଏନସାଂ ୭ମ ଶତାବ୍ଦୀରେ ଲଳିତଗିରି ପରିଦର୍ଶନ କରିଥିଲେ । ଉତଖନନ କରାଯାଇଥିବା ଅନେକ ଗୁଡିଏ ପ୍ରାଚୀନ ସ୍ମୃତିଚିହ୍ନ, ଏହି ସ୍ଥାନଟି ପୁଷ୍ପଗିରି ବୁଦ୍ଧ ବିହାରର ଅଂଶ ବିଶେଷ ବୋଲି ପ୍ରମାଣିତ କରୁଛି ।

ପ୍ରକୃଷ୍ଟ ସମୟ:ଅକ୍ଟୋବର ମାସ ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥାନ-ଓଳାଶୁଣୀ-୨ କି.ମି., ରତ୍ନଗିରି ଓ ଉଦୟଗିରି – ୨୦ କି.ମି.

ଯୋଗାଯୋଗ:ପର୍ଯ୍ୟଟନ ଅଧିକାରୀ
ଦୃରଭାଷ:୦୬୭୧-୨୩୦୫୨୨୫
ଇମେଲ: oritourcuttack[at]gmail.com

ନରାଜ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୪୫ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ-୧୫ କି.ମି.

  • ସଡ଼କ ପଥରେ
  • କଟକରୁ ନରାଜ ୧୫ କି.ମି. ଟ୍ୟାକ୍ସିରେ ଯିବା ସୁବିଧାଜନକ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) :ଡାକବଙ୍ଗଳା-ଜଳସେଚନ ବିଭାଗ,ପାନ୍ଥଶଳା (ପର୍ଯ୍ୟଟନ ବିଭାଗ), ଅତିଥି ଶାଳା କଟକରେ ଉପଲବ୍ଧ ।

ମହାନଦୀର ଉପନଦୀ କାଠଯୋଡିର ଉତ୍ପତ୍ତି ସ୍ଥଳରେ ଥିବା ନରାଜ ଏଠାରେ ମହାନଦୀର ବିସ୍ତୃତ ପ୍ରସାରୀ ଜଳରାଶି ଯୋଗୁଁ ଆକର୍ଷଣୀୟ ଦେଖାଯାଏ । ଏଠାରେ ମଧ୍ୟ କେତେକ ବୌଦ୍ଧ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ଏଠାରେ ଥିବା ପ୍ରଭୁ ସିଦ୍ଧେଶ୍ଵରଙ୍କୁ ଦର୍ଶନ କରିବା ପାଇଁ ଅନେକ ସମୟରେ ଦର୍ଶକ ମାନେ ଆସିଥାନ୍ତି । ଏହା ମଧ୍ୟ ବଣଭୋଜି ପାଇଁ ଏକ ସୁନ୍ଦର ସ୍ଥାନ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଧବଳେଶ୍ଵର ୧୫ କି.ମି., ବାଙ୍କୀ-ଚର୍ଚ୍ଚିକା-୩୫ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ମଣିନାଗ ଗୁମ୍ଫା-ଜାଳୁକା ପର୍ବତ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୫୨ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ କଟକ-୨୮ କି.ମି.

  • ସଡ଼କ ପଥରେ
  • ଯଦିଓ କଟକରୁ ଟାଙ୍ଗୀ ୧୭ କି.ମି. ପର୍ଯ୍ୟନ୍ତ ବସ ସେବା ଉପଲବଧ, ତେବେ ମଣିନାଗ ଗୁମ୍ଫା ପର୍ଯ୍ୟନ୍ତ ୨୮ କି.ମି. ଟାକ୍ସିରେ ଯାତ୍ରା କରିବା ଉପଦେଶ ଯୋଗ୍ୟ ।

  • ରୁହନ୍ତୁ
  • ରହଣି ସୁବିଧା (ସରକାରୀ/ବେସରକାରୀ) : ନାହିଁ ।

ଜାଳୁକା ପର୍ବତ ଗୌରବୋଜ୍ଜଳ ହିନ୍ଦୁ ସଂସ୍କୃତିର ଅତୀତ ସ୍ମୃତିକୁ ବହନ କରୁଥିବା ସଙ୍ଗେ ସଙ୍ଗେ  ଧାର୍ମିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ମଧ୍ୟରେ ଏହାର ପ୍ରଭୁତ୍ଵ ରହିଆସିଥିବା ଜାହିର କରିଥାଏ । ଏହି ସ୍ଥାନ ବିରୂପା ନଦୀର ପଶ୍ଚିମ ପାର୍ଶ୍ଵ ତଥା ସନ୍ଥ ମଣ୍ଡୁକାଙ୍କ ନାମରେ ନାମିତ ପ୍ରସିଦ୍ଧ ମଣ୍ଡୁକା ପର୍ବତର ପୂର୍ବ ପାର୍ଶ୍ଵ ଅବସ୍ଥିତ । ଏହି ସ୍ଥଳକୁ ୬ ଗୋଟି ପାହାଡ ଘେରି ରହିଛି । ୩ କି.ମି. ଦୈର୍ଘ୍ୟ ଓ ଅଧ କି.ମି. ପ୍ରସ୍ଥ ବ୍ୟାପି ରହିଥିବା ଏହି ପର୍ବତ ପ୍ରସିଦ୍ଧ ମଣିନାଗ ଗୁମ୍ଫା ଓ ଅନ୍ୟ ପବିତ୍ର ସ୍ଥାନ ସମୂହକୁ ଆଲିଙ୍ଗନ କରୁଛି । ଏହି ସବୁ ନିର୍ଦ୍ଦିଷ୍ଟ କେତେକ ସ୍ଥାନର ଅବସ୍ଥିତି ଯୋଗୁଁ ପର୍ବତର ଧାର୍ମିକ ଓ ପୌରଣିକ ଗୁରୁତ୍ଵ ରହିଛି ।

ପ୍ରକୃଷ୍ଟ ସମୟ :ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ସପନପୁର-୨୮ କି.ମି., ଡମଡମଣି-୪୫ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

କାକୁଡିଆପଡା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର- ୭୭କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୪୭ କି.ମି. ।

  • ସଡ଼କ ପଥରେ
  • କଟକରୁ ଅସୁରେଶ୍ଵର ଛକ-୩୫ କି.ମି. ଅବଶିଷ୍ଟ ୧୨ କି.ମି.ଦୂରତା ଅସୁରେଶ୍ଵର ଛକରୁ ଅଟୋ ଭଡା କରି ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି: (ସରକାରୀ ବା ବେସରକାରୀ)- ନାହିଁ

ଏହା ଦେବୀ ସିଦ୍ଧଦେବୀଙ୍କ ପାଇଁ ପ୍ରସିଦ୍ଧ । ପାଣି ତଳେ ଉଭୟ ଭଗବାନ ଶିବ ଓ ଦେବୀ ପାର୍ବତୀ ଏଠାରେ ପୂଜା ପାଉଛନ୍ତି ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନେମାଳ-୩୦କି.ମି ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ଧବଳେଶ୍ଵର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର- ୫୪କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୨୪ କି.ମି. ।

  • ସଡ଼କ ପଥରେ
  • କଟକରୁ ଚୌଦ୍ଵାର ଦେଇ ମଞ୍ଚେଶ୍ଵର ୩୦ କି.ମି. ଟ୍ୟାକ୍ସି ବା ଅଟୋ ଯୋଗେ ଯାତ୍ରା କରିବାକୁ ହୋଇଥାଏ । କଟକ ସହରର ଉତ୍ତର ପଟୁ ନୌକରେ ମହାନଦୀ ଦେଇ ସିଧାସଳଖ ଧବଳେଶ୍ଵର ପୀଠରେ ପହଁଚି ହୁଏ ।

  • ରୁହନ୍ତୁ
  • ରହଣି: (ସରକାରୀ ବା ବେସରକାରୀ)-ନିରୂପମା ହୋଟେଲ (ଓଟିଡିସି)

ମହାନଦୀରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦ୍ଵୀପରେ ଥିବା ଏହି ସ୍ଥାନ ଅଧିଷ୍ଟାତା ଦେବ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵର (ଶିବ)ଙ୍କ ନାମରେ ନାମିତ । ଏଠାରେ କୁଳୁକୁଳୁ ଶଦ୍ଦ କରି ବହି ଯାଉଥିବା ମହାନଦୀ ପାଣି ନୌକା ବିହାର ପାଇଁ ବହୁ ସୁଯୋଗ ଆଣିଦେଇଥାଏ । ଏଠାରେ ଏକ ଝୁଲା ପୋଲ ରହିଛି, ଯାହାକି ଉତ୍ତର ପାର୍ଶ୍ଵରୁ ମଞ୍ଚେଶ୍ଵରକୁ ସଂଯୋଗ କରୁଛି ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନରାଜ (୧୨ କି.ମି),ଚୌଦ୍ୱାର-୧୫ କି.ମି,କଟକ-୨୪ କି.ମି ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack[at]gmail.com

ଦେଓଝର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର - ୧୪୪କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୧୩୦କି.ମି. ।

  • ସଡ଼କ ପଥରେ
  • କଟକ ନରସିଂହପୁର ରାସ୍ତାରେ ଚମ୍ପେଶ୍ଵର ପର୍ଯ୍ୟନ୍ତ ୧୧୫କିମି ବସ ସେବା ଉପଲବ୍ଧ ଚମ୍ପେଶ୍ଵରରୁ ଗୋଡିବନ୍ଧ ଓ ସେଠାରୁ ଦେଓଝର ପର୍ଯ୍ୟନ୍ତ ୧୫ କି.ମି. ଅଟୋ ଭଡାକରି ଯିବାକୁ ହୋଇଥାଏ ।

  • ରୁହନ୍ତୁ
  • ରହଣି: (ସରକାରୀ ବା ବେସରକାରୀ)-ରହଣି ସୁବିଧା ନାହିଁ ।

ଦେଓଝରଠାରେ ଥିବା ଝରଣା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ସ୍ଥାନ ବଣଭୋଜି ପାଇଁ ପ୍ରକୃଷ୍ଟ । ଏଠାରେ ଥିବା ଝରଣାର ଶିଖର ବଡେଦିଧାର ନାମକ ଏକ ଗୁମ୍ଫା ରହିଛି, ଯାହାକି ଏକଦା ସାଧୁ ସନ୍ଥମାନଙ୍କର ସ୍ଵର୍ଗ ଥିଲା ବୋଲି କୁହାଯାଏ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ- ଚମ୍ପେଶ୍ଵର-୧୫ କି.ମି., ବନେଶ୍ଵର ନାସୀ-୨୦ କି.ମି.,ପ୍ରଗଳାପୀଠ-୩୩କି.ମି.,ଭଟ୍ଟାରିକା-୩୫କି.ମି., ଶଙ୍ଖମାରୀ-୩୯ କି.ମି., ସିଂହନାଥ -୩୯କି.ମି., ସାତକୋଶିଆ-୪୭ କି.ମି.।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack[at]gmail.com

ଡମଡମଣୀ

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର-୫୭ କିମି

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ : କଟକ -୨୭ କିମି

  • ସଡ଼କ ପଥରେ
  • କଟକରୁ ଚୌଦ୍ବାରକୁ ନିୟମିତ ବସ ସେବା ଉପଲବ୍ଧ । ଚୌଦ୍ବାରରୁ ଟାକ୍ସି ଯୋଗେ ଡମଡମଣୀ ଯିବାକୁ ଉପଦେଶ ଯୋଗ୍ୟ ।

  • ରୁହନ୍ତୁ
  • ରହଣି (ସରକାରୀ/ ବେସରକାରୀ): ଡାକ ବଙ୍ଗଳା (ଜଙ୍ଗଲ ବିଭାଗ)

ଡମଡମଣୀ ଠାକୁରାଣୀଙ୍କ ନାମରେ ନାମିତ ଏହି ସ୍ଥାନ ସ୍ଥାନୀୟ ଡାଳିଯୋଡା ଅରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଏହି ସ୍ଥଳ ଦେଇ ଏକ ବାରମାସୀ ଝରଣା ପ୍ରବାହିତ । ଏହା ଭକ୍ତମାନଙ୍କ ଦର୍ଶନାର୍ଥେ ଏବଂ ବଣଭୋଜି କରିବା ପାଇଁ ଏକ ପ୍ରକୃଷ୍ଠ ସ୍ଥାନ । ପ୍ରବାଦ ଅଛି ଯେ, ପାଣ୍ଡବମାନେ ସେମାନଙ୍କର ଅଜ୍ଞାତ ବାସ ସମୟରେ ବିରାଟ ରାଜ୍ୟ ନିକଟରେ ଥିବା ଏହି ଅଞ୍ଚଳରେ ଛଦ୍ମବେଶରେ ରହିଥିଲେ ଏହି ଜଙ୍ଗଲ ରାଜଙ୍କର ଶିକାର ପ୍ରିୟ ସ୍ଥଳ ଥିଲା । କିନ୍ତୁ ଏବେ ଏହା ଜାତୀୟ ସଂରକ୍ଷଣ ଜଙ୍ଗଲର ଅଂଶ ବିଶେଷ ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ଦର୍ଶନୀୟ ସ୍ଥାନ : ଚୌଦ୍ବାର-୧୫ କିମି, କଟକ ସହର-୩୦ କିମି ମାଗୁରା ପୋଖରୀ-୧୭ କିମି ଧବଳେଶ୍ଵର-୧୫ କିମି

ଯୋଗାଯୋଗ : ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଦୂରଭାଷ : ୦୬୭୧-୨୩୦୫୨୨୫
ଇ-ମେଲ : oritourcuttack[at]gmail.com

କଟକ ସହର

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର - ୩୦କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ ।

  • ସଡ଼କ ପଥରେ
  • ଭୁବନେଶ୍ଵରରୁ ୧୬ ନମ୍ବର ଜାତୀୟ ରାଜପଥରେ ଏହା ହେଉଛି ୨୫ କି.ମି।

  • ରୁହନ୍ତୁ
  • ରହଣି: (ସରକାରୀ ବା ବେସରକାରୀ)-ପାନ୍ଥଶାଳା-ଓଡିଶା ପର୍ଯ୍ୟଟନ ନିଗମ (ଓଟିଡିସି),ହୋଟେଲ,ଅତିଥିଶାଳା କଟକରେ ଉପଲବ୍ଧ ।

ହଜାର ବର୍ଷରୁ ଉର୍ଦ୍ଧ୍ଵ ଏହି ସହର ଭାରତର ସବୁଠାରୁ ପୁରାତନ ସହରଗୁଡିକ ମଧ୍ୟରେ ଅନ୍ୟତମ । ଏହି ସହର ଅନଙ୍ଗ ଭୀମଦେବ -୩ୟଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଏବଂ ଓଡିଶାର ପୂର୍ବତନ ରାଜଧାନୀ ଥିଲା । ସହରକୁ ଘେରି ରହିଥିବା ଉତ୍ତର ଓ ପୂର୍ବରେ ମହାନଦୀ ଏବଂ କାଠଯୋଡି ନଦୀ ପୂର୍ବକାଳରେ ରାଜମାନଙ୍କ ପାଇଁ ସୁରକ୍ଷା କବଚ ସଦୃଶ ହୋଇଥିଲା । ଏକାଦଶ ଶତାବ୍ଦୀରେ ନିର୍ମିତ କାଠଯୋଡି ପଥର ବନ୍ଧ,ବାରବାଟୀ ଦୁର୍ଗର ଧ୍ଵଂସାବଶେଷ ,ଅଧିଷ୍ଟାତ୍ରୀ ଦେବୀ କଟକ ଚଣ୍ଡୀ,କଦମ-ଇ-ରସୁଲ,ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ,  ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟ ଏବଂ କେତେକ ପୁରାତନ ଗୀର୍ଜା ସହରର ପ୍ରମୁଖ ଆକର୍ଷଣ କଟକର ସୂକ୍ଷ୍ମ ତାରକସି କାରୁକାର୍ଯ୍ୟ ଦେଶରେ ଶ୍ରେଷ୍ଠ ବିବେଚିତ ପାଇଁ ଏହି ସହର ରୌପ୍ୟ ନଗରୀ ଭାବେ ପରିଚିତ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନରାଜ (୧୫ କି.ମି),ଧବଳେଶ୍ଵର-୨୪ କି.ମି,ଚୌଦ୍ୱାର-୧୫ କି.ମି,ପରମହଂସ- ୧୫ କି.ମି ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack[at]gmail.com

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

କଟକରେ ରହଣି ସୁବିଧା ଏକକ ବ୍ୟବସ୍ଥା(ହୋଟେଲ, ଧର୍ମଶାଳା, ନିରୀକ୍ଷଣ ବଙ୍ଗଳା, ହୋଲିଡେ ହୋମସ, ବନ ବିଭାଗୀୟ ଲଜ/ବିଶ୍ରାମାଗାର/ଅତିଥିଶାଳା ଇତ୍ୟାଦି )

କ୍ର.ସଂ

ଏକକ ବ୍ୟବସ୍ଥା ନାମ ସଂପୂର୍ଣ୍ଣ ଠିକଣା (ଇ-ମେଲ, ୱେବସାଇଟ, ଦୂରଭାଷ ନଂ, ଫାକ୍ସ ଇତ୍ୟାଦି)

ପ୍ରକାର ଭେଦ
ଷ୍ଟାର/ଏଚ.ଏସ.ଜି/ଏମ.ଏସ.ଜି/ଏଲ.ଏସ.ଜି
ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁମୋଦିତ କି ନୁହେଁ

ସଂରକ୍ଷଣ କର୍ତ୍ତୁପକ୍ଷ

ହୋଟେଲ ଆକବରୀ କଣ୍ଟିନେଣ୍ଟାଲ
ଦୋଳମୁଣ୍ଡାଇ, କଟକ -୧
ଫୋନ. ୦୬୭୧-୨୪୨୩୨୫୧/୨୪୨୩୨୫୪/
୨୪୨୩୨୬୪/୨୪୨୩୨୬୯/୨୪୨୩୨୭୩
ଫାକ୍ସ-୨୪୨୩୨୫୪
E.Mail-hotelakbari[at]yahoo.co.in

ଟି.ଏସ.ଏମ ଓଡିଶା ଏଲ.ନମ୍ବର.୪୯୭/ଟି.ଏସ.ଏମ
୦୧.୦୫.୧୯୮୨ ଏବଂ ଏଲ.ନମ୍ବର
୪୦୫୨/ଟି.ଏସ.ଏମ ୦୨.୦୬.୮୭ ଏଚଏସଜି ଦ୍ୱାରା ଅନୁମୋଦିତ

ପରିଚାଳକ

ହୋଟେଲ ଦ୍ଵାରକା
ବଜ୍ରକବାଟୀ ରୋଡ, କଟକ-୧
ଫୋନ. ୦୬୭୧-୨୪୨୨୨୨୦/୨୪୨୧୩୪୫
ଫ୍ୟାକ୍ସ-୨୪୨୪୩୩୨
hoteldwaraka[at]radiffmail.com

ଏଚଏସଜି

ପରିଚାଳକ

ହୋଟେଲ ବ୍ଲୁ ଲାଗୁନ
ସନସାଇନ ଫିଲଡ, ରିଙ୍ଗ ରୋଡ
କଟକ-୨ ଫୋନ-୨୪୩୧୮୮୪/୨୬୮୨୦୧୭
e.mail-bluelagoon[at]satyam.net.in
www.hoteltheblelagoon.com

ଏଚଏସଜି

ପରିଚାଳକ

ହୋଟେଲ ମନୋରମା ପ୍ଲାଜା
ମହତାବ ରୋଡ, କଟକ-୧୨
ଫୋନ. ୦୬୭୧-୨୩୩୧୬୮୧/୨୩୧୪୬୮୧
ଫ୍ୟାକ୍ସ-୨୩୩୧୯୦୫

ଏଚଏସଜି

ପରିଚାଳକ

ହୋଟେଲ ସାଗରଶ୍ରୀ ପ୍ରାଇଭେଟ ଲିଃ
ହରିପୁର ରୋଡ, ଦୋଳମୁଣ୍ଡାଇ, କଟକ -୧
ଫୋନ-୨୪୩୦୨୫୧/୨୪୩୩୧୩୨

ଏଲ ନମ୍ବର. ଟି .ଡ଼ି-୭
୨୬.୦୪.୨୦୦୦
ଏମଏସଜି (ଅନୁମୋଦିତ)

ପରିଚାଳକ

ପାନ୍ଥନିବାସ, ବକ୍ସିବଜାର,କଟକ-୧
ଫୋନ. -୦୬୭୧-୨୩୦୬୮୬୭/୨୩୦୬୯୧୬
ଚେକ ଆଉଟ- ସକାଳ ୮ ଘଟିକା

ଏଚଏସଜି

ପରିଚାଳକ

ହୋଟେଲ ବମ୍ବେ ଇନ
ବରଫ ଫାକ୍ଟ୍ରି ରୋଡ, କଟକ-୩
ଫୋନ. -୦୬୭୧-୨୫୪୯୦୦୯ (୧୮)
ଫାକ୍ସ-୨୫୪୮୮୮୮
email-ctkbombayin[at]sancharnet.in
www.hotelbombayin.com

ଏମଏସଜି

ପରିଚାଳକ

ହୋଟେଲ ଅଶୋକ
ବରଫ ଫାକ୍ଟ୍ରି ରୋଡ, କଲେଜ ଛକ, କଟକ ୩
ଫୋନ -୦୬୭୧-୨୫୪୭୫୦୯/୨୫୪୮୮୧/୧୮/୧୯
e-mail -hotel[at]yahoo.co.in

ଏମଏସଜି ଅନୁମୋଦିତ

ପରିଚାଳକ

ହୋଟେଲ ଶ୍ରୀ ଜଗନ୍ନାଥ
ମହତାବ ରୋଡ କଟକ-୧
ଫୋନ.୨୩୧୦୮୦୪/୨୩୨୭୮୦୫/୨୩୨୭୮୦୬
ଫାକ୍ସ- ୨୩୨୯୪୨୪
e.mail -hotelsrijagannath[at]gmail.com

ଏଲଏସଜି

ପରିଚାଳକ

୧୦

ହୋଟେଲ ସିଲଭର ସିଟି
ବାଦାମବାଡି, କଟକ-୧୧
ଫୋନ.- ୨୩୨୩୧୨୦ /୨୩୩୫୩୨୦
e.mail-hotelsilvercity[at]yahoo.com

ଏଲଏସଜି

ପରିଚାଳକ

୧୧

ହୋଟେଲ ମୋନାଲିସା
ବାଦାମବାଡି, କଟକ-୯
ଫୋନ.-୨୪୨୧୧୦୯

ଏଲଏସଜି (ଅନୁମୋଦିତ)
ଏନଓ.୧୨୬୩-୧୯୮୩-୮୪

ପରିଚାଳକ

୧୨

ରକ୍ସି ରିସର୍ଟ
ବାଦାମବାଡି, କଟକ-୯
ଫୋନ.-୨୩୧୫୭୬୩/୨୩୧୦୧୧୦

ଏଲଏସଜି

ପରିଚାଳକ

୧୩

ହୋଟେଲ ବିଶାଲ
ବାଦାମବାଡି, କଟକ-୧୨
ଫୋନ.-୨୩୧୦୭୫୨/୨୩୧୦୯୯୩

ଏଲଏସଜି

ପରିଚାଳକ

୧୪

ହୋଟେଲ ରକ୍ସି
ବାଦାମବାଡି, କଟକ-୧୨
ଫୋନ.-୨୩୧୦୭୨୨

ଏଲଏସଜି
୮୪୮୬/ଟିଏସମ ଡେଟ ୧୧.୯.୮୪ (ଅନୁମୋଦିତ)

ପରିଚାଳକ

୧୫

ହୋଟେଲ ନୀଳାଦ୍ରି
ମଙ୍ଗଳାବାଗ,କଟକ -୧
ଫୋନ-୨୪୧୪୨୨୧/୨୪୧୪୩୩୧

ଏମଏସଜି
ଟିଏସମ,ଓଡିଶା ତା ୭.୭.୭୭

ପରିଚାଳକ

୧୬

ହୋଟେଲ ଅମ୍ବିକା
ପିଲିଗ୍ରୀମ ରୋଡ,କଟକ -୩
ଫୋନ -୨୫୧୦୧୩୭/୨୫୨୪୧୧୭/୨୫୧୪୪୩୪

ଏଲଏସଜି
ଟିଏସମ ଓରିଶା ଡେଟ ୧୫.୧୦.୮୦

ପରିଚାଳକ

୧୭

ହୋଟେଲ ବାସନ୍ତୀ
ମହତାବ ରୋଡ ,କଟକ -୧
ଫୋନ -୨୩୨୯୪୬୧

ଏଲଏସଜି

ପରିଚାଳକ

୧୮

ବିଜୟା ଲଜ
କାଠଗୋଲା,ଫାଣ୍ଡି ରୋଡ
କଟକ -୧ .ଫୋନ -୨୩୦୫୬୬୬

ଏଲଏସଜି

ପରିଚାଳକ

୧୯

ହାଡିବନ୍ଧୁ ଲଜିଙ୍ଗ ହାଉସ
ମେଡିକାଲ ରୋଡ ,ମଙ୍ଗଳାବାଗ,
କଟକ – ୧ ଫୋନ -୨୩୦୨୯୭୭

ଏଲଏସଜି

ପରିଚାଳକ

୨୦

ବିକ୍ରମ ଲଜିଙ୍ଗ ଆଣ୍ଡ ବୋର୍ଡିଙ୍ଗ
ଥୋରିଆସାହି,କଟକ -୧
ଫୋନ -୨୪୨୧୧୧୮

ଏଲଏସଜି

ପରିଚାଳକ

୨୧

ରାମଚନ୍ଦ୍ର ଲଜ
ମଙ୍ଗଳାବାଗ,କଟକ -୧
ଫୋନ -୨୫୧୪୨୩୮

ଏଲଏସଜି

ପରିଚାଳକ

୨୨

ହୋଟେଲ ଗାୟତ୍ରୀ
ଚଉଧୁରୀ ବଜାର,କଟକ
ଫୋନ -୨୫୧୬୪୪୦/୨୫୨୦୫୮୯

ଏଲଏସଜି

ପରିଚାଳକ

୨୩

ହୋଟେଲ ଆଦର୍ଶ
ଚଉଧୁରୀ ବଜାର,କଟକ-୧
ଫୋନ -୨୫୧୯୮୯୮

ଏଲଏସଜି

ପରିଚାଳକ

୨୪

ସନ୍ତୋଷ ଭୱାନ
ବାଙ୍କା ବଜାର,କଟକ -୧
ଫୋନ -୨୪୧୮୮୮୮

ଏଲଏସଜି
ଟିଏସମ,ଓରିଶା ଡେଟ ୬.୮.୮୦

ପରିଚାଳକ

୨୫

ହୋଟେଲ ମୈତ୍ରୀ
ଚଉଧୁରୀ ବଜାର,କଟକ
ଫୋନ -୨୬୧୯୬୬୭/୨୪୨୯୧୮୦

ଏଲଏସଜି

ପରିଚାଳକ

୨୬

ଶ୍ରୀରାମ ଗେସ୍ଟ ହାଉସ
ନନ୍ଦୀ ସାହି,ଚଉଧୁରୀ ବଜାର,କଟକ-୧
ଫୋନ -୨୪୧୮୨୧୩/୨୪୧୮୨୧୭

ଏଲଏସଜି

ପରିଚାଳକ

୨୭

ହୋଟେଲ ବୈଶାଳୀ
ଦୋଳମୁଣ୍ଡାଇ, କଟକ
ଫୋନ – ୨୪୩୨୭୦୭

ଏଲଏସଜି

ପରିଚାଳକ

୨୮

ହୋଟେଲ ଆନନ୍ଦ
ରାଣୀହାଟ,କେନାଲ ରୋଡ ,କଟକ -୩
ଫୋନ – ୩୨୯୩୨୯୬

ଏଲଏସଜି

ପରିଚାଳକ

୨୯

କଲିଙ୍ଗା ଗେଷ୍ଟ ହାଉସ
ସି.ଏମ.ସି, ଚୌଧୁରୀ ବଜାର
କଟକ- ୯
ଫୋନ – ୨୩୦୮୭୮୮

ଏଲଏସଜି

୩୦

ଇନ୍ଦ୍ରପୁରୀ ଲଜ
ମାଛୁଆ ବଜାର,କଟକ – ୧
ଫୋନ – ୨୫୨୦୮୯୦

ଏଲଏସଜି

ପରିଚାଳକ

୩୧

ସ୍ପେଶାଲ ସର୍କିଟ ହାଉସ (ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ)
ମାଛୁଆ ବଜାର କଟକ -୧
ଫୋନ – ୨୩୦୫୦୪୩

ଏଲଏସଜି

ପରିଚାଳକ

୩୨

ହୋଟେଲ ପୁଷ୍ପାଞ୍ଜଳି
ମାଲଗୋଦାମ,କଟକ -୧

ଏଲଏସଜି

ପରିଚାଳକ

୩୩

ହୋଟେଲ ସ୍ଵାଗତ
ବକ୍ସି ବଜାର,କଟକ – ୧
ଫୋନ – ୨୪୩୧୯୬୩

ଏଲଏସଜି

ପରିଚାଳକ

୩୪

ନୀଲମ ଲଜ
ହରିପୁର ରୋଡ ,କଟକ – ୧
ଫୋନ – ୨୪୩୩୫୫୩

ଏଲଏସଜି

ପରିଚାଳକ

୩୫

ହୋଟେଲ ସାଗର
ଦୋଳମୁଣ୍ଡାଇ,କଟକ -୧
ଫୋନ -୨୪୨୨୮୩୮/୨୪୨୧୧୪୮

ଏଲଏସଜି
ଟିଏସମ ଓଡିଶା ତା ୨.୪.୮୧

ପରିଚାଳକ

୩୬

ହୋଟେଲ ବିଜୟ
କଲେଜ ଛକ,କଟକ – ୩
ଫୋନ ୨୫୪୮୫୬୦/୨୫୪୫୬୦
Email-vijayahotel[at]gmail.com

ଏଲଏସଜି

ପରିଚାଳକ

୩୭

ମିନି ଲଜ
ହରିପୁର ରୋଡ,କଟକ-୧
ଫୋନ -୨୪୩୦୪୨୧

ଏଲଏସଜି

ପରିଚାଳକ

୩୮

ହୋଟେଲ ନିଉ ଜଶ୍ମୀନ
ଶିଖରପୁର,କଟକ-୩
ଫୋନ – ୨୪୪୧୭୬୨/୨୪୪୧୬୩୩
Email-hotelnewjasmine[at]gmail.com

ଏଲଏସଜି

ପରିଚାଳକ

୩୯

ଶଙ୍କର ଲଜ
ବାରବାଟୀ ମାର୍କେଟ ଛକ
କଟକ-୧୨

ଏଲଏସଜି

ପରିଚାଳକ

୪୦

ହୋଟେଲ ମୟୂର
ଗଣ୍ଡରପୁର, କଟକ-୩
ଫୋନ- ୨୪୪୧୪୦୬/୨୪୪୦୧୨୮

ଏଲଏସଜି

ପରିଚାଳକ

୪୧

ସ୍ଵରାଜ ହୋଟେଲ ଆଣ୍ଡ ଲଜ
ଜେଲ ରୋଡ, ଦରଘା ବଜାର, କଟକ
ଫୋନ-୯୮୬୧୦୬୪୩୧୩

ଏଲଏସଜି

ପରିଚାଳକ

୪୨

ଇନ୍ଦ୍ର ଭୱାନ ଲଜିଙ୍ଗ ହାଉସ
କାଠଗଡ ସାହି,କଟକ – ୧
ଫୋନ-୨୪୧୬୭୩୨

ଏଲଏସଜି

ପରିଚାଳକ

୪୩

ସୌଭାଗ୍ୟ ଲଜ
ବେପାରୀ ସାହି , ବକ୍ସି ବଜାର,କଟକ -୧
ଫୋନ-୨୪୧୬୩୧୬

ଏଲଏସଜି

ପରିଚାଳକ

୪୪

ଆଶୀର୍ବାଦ ଗେଷ୍ଟ ହାଉସ
ରାଣୀହାଟ,ମେଡିକାଲ ରୋଡ ,କଟକ-୧
ଫୋନ – ୯୪୩୭୩୦୯୮୯୦

ଏଲଏସଜି

ପରିଚାଳକ

୪୫

ଶ୍ରୀରାମ ଲଜ
ବାଦାମବାଡି,କଟକ – ୯
ଫୋନ-୨୪୨୩୫୩୭

ଏଲଏସଜି

ପରିଚାଳକ

୪୬

ପ୍ରମୋଦ କନଭେନସନ ଆଣ୍ଡ କ୍ଳବ ରିସର୍ଟ
ଚହଟା ନଗର ,ବିଡାନାସୀ,କଟକ ଫୋନ-୦୬୭୧-୨୫୦୪୫୩୦
Email-padmahospitality[at]gmail.com

ହଏସଜି

ପରିଚାଳକ

୪୭

ଇନ୍ଟରନେସନାଲ ଲଜିଙ୍ଗ
କାଠଗୋଳା,ମଙ୍ଗଳାବାଗ,କଟକ -୧
ଫୋନ -୨୩୦୨୧୯୯

ଏଲଏସଜି

ପରିଚାଳକ

୪୮

ଶ୍ରୀବିନାୟକ ଲଜ
ମଙ୍ଗଳାବାଗ,କଟକ -୧
ଫୋନ-୨୩୦୬୩୭୩

ଏଲଏସଜି

ପରିଚାଳକ

୪୯

ହୋଟେଲ ଶ୍ରୀ ନିଳୟ
ବଜ୍ରକବାଟି ରୋଡ,କଟକ
ମୋବାଇଲ-୯୨୩୮୩୩୮୩୮୧

ଏଲଏସଜି

ପରିଚାଳକ

୫୦

ହୋଟେଲ ମହେନ୍ଦ୍ର
ଦୋଳମୁଣ୍ଡାଇ,କଟକ
ଫୋନ .୨୪୩୨୧୪୬/୨୪୨୯୦୪୩

ଏଲଏସଜି

ପରିଚାଳକ

୫୧

ମୀରା ଗେସ୍ଟ ହାଉସ
ବାଘ ମଙ୍ଗଳା ମନ୍ଦିର ନିକଟ
ମଙ୍ଗଳାବାଗ ,କଟକ
ଫୋନ – ୨୪୧୯୯୫୯/୬୯୪୧୨୩୩

ଏଲଏସଜି

ପରିଚାଳକ

୫୨

ହିନ୍ଦ ଲଜ
ରାନୀହାଟ କଟକ
ଫୋନ -୨୪୧୩୬୮୨

ଏଲଏସଜି

ପରିଚାଳକ

୫୩

ରିକ୍ଷାରାମ ବଦ୍ରିଦାସ ଧର୍ମଶାଳା
ଚୌଧୁରୀ ବଜାର,କଟକ

ଏଲଏସଜି

ପରିଚାଳକ

୫୪

ପାରାଡାଇସ ଭୱାନ
ବାଦାମବାଡି,କଟକ

ଏଲଏସଜି

ପରିଚାଳକ

୫୫

ଦେବଲୋକ ଲଜ ମଧୁପାଟଣା,କଟକ
ଫୋନ -୨୩୪୪୫୨୪

ଏଲଏସଜି

ପରିଚାଳକ

୫୬

ମୋହନ ନନ୍ଦପ ଆଣ୍ଡ ଲଜ
ଥୋରିଆସାହି , କଟକ
ଫୋନ -୨୫୩୨୨୭୧

ଏଲଏସଜି

ପରିଚାଳକ

୫୭

ଗଣେଶ କାଳୁରାମ ଧର୍ମଶାଳା
ଚିରଞ୍ଜିଲାଲ ଭୱାନ,କଟକ
ମାଣିକଘୋଷ ବଜାର ,କଟକ
ଫୋନ – ୨୩୦୮୬୫୬

ଏଲଏସଜି

ପରିଚାଳକ

୫୮

ଅରବିନ୍ଦ ଲଜ
କଲେଜ ଛକ,କଟକ
ଫୋନ -୨୫୪୮୩୫୨

ଏଲଏସଜି

ପରିଚାଳକ

୫୯

କୁଲମୁନ ଗେଷ୍ଟ ହାଉସ
ହାଇ କୋର୍ଟ ଛକ କଟକ
ମୋବାଇଲ -୯୪୩୭୨୮୫୯୬୦

ଏଲଏସଜି

ପରିଚାଳକ

୬୦

ଗଣେଶ ଘାଟ ଧର୍ମଶାଳା
ଗଣେଶ ଘାଟ ,ଚାନ୍ଦିନୀ ଚୌକ ,କଟକ

ଏଲଏସଜି

ପରିଚାଳକ

୬୧

ମୋଡା ଧର୍ମଶାଳା
ବାଙ୍କା ବଜାର ,କଟକ
ଫୋନ – ୨୩୦୮୮୮୧

ଏଲଏସଜି

ପରିଚାଳକ

୬୨

ମୋଦୀ ଗେସ୍ଟ ହାଉସ
ବାଙ୍କା ବଜାର ,କଟକ
ଫୋନ -୨୫୧୯୨୯୩

ଏଲଏସଜି

ପରିଚାଳକ

୬୩

କାଠଯୋଡି ଲଜ
ଖପୁରିଆ ,ପ୍ରେସ ଛକ
କଟକ -୧୦ ଫୋନ -୨୩୪୩୧୬୮

ଏଲଏସଜି

ପରିଚାଳକ

୬୪

ସାହେବ ଲଜ
ପେନସନ ଲେନ ,ବକ୍ସିବଜାର କଟକ -୧
ମୋବାଇଲ -୯୪୩୭୧୦୯୨୬୨

ଏଲଏସଜି

ପରିଚାଳକ

୬୫

ଶ୍ରୀ ହନୁମାନ ମିନି ଗେଷ୍ଟ ହାଉସ
ବର ପଥର,ବକ୍ସିବଜାର,କଟକ – ୧
ମୋବାଇଲ -୯୭୭୮୪୧୫୯୪୧

ଏଲଏସଜି

ପରିଚାଳକ

୬୬

ମଙ୍ଗଳା ଲଜ
ବାଦାମବାଡି,କଟକ

ଏଲଏସଜି

ପରିଚାଳକ

୬୭

ଆଇ.ବି,ପି.ଡବ୍ଲୁ.ଡି(ଆର ଆଣ୍ଡ ବି)
ଓଏମପି ଛକ ,କଟକ
ଫୋନ – ୨୩୦୪୧୨୮

ଏଲଏସଜି

୬୮

ପାନ୍ଥଶାଳା ଧବଳେଶ୍ଵର
ସା/ପୋ:-ମଞ୍ଚେଶ୍ଵର
ଭାୟା:-ଚଷାପଡା

କଟକ ଫୋନ -୨୩୭୦୪୯୫

ଏଲଏସଜି

ସହକାରୀ ପର୍ଯ୍ୟଟନ ଅଧିକାରୀ

୬୯

ହୋଟେଲ ବମ୍ବେ
ଆଇସିଇ ଫାକଟ୍ରି ରୋଡ, କଟକ-୩
ଫୋନ. -୦୬୭୧-୨୫୪୯୦୦୯ ( ୧୮)
ଫ୍ୟାକ୍ସ-୨୫୪୮୮୮୮
email-ctkbombayin[at]sancharnet.in
www.hotelbombayin.com

ଏମଏସଜି

ପରିଚାଳକ

୭୦

ହୋଟେଲ ରକ୍ସି ଇନ
ବାଦାମବାଡି,କଟକ -୧୨
ଫୋନ -୩୨୦୧୧୧୦/୩୨୦୩୧୮୦/୨୩୧୧୧୨୨

ଏମଏସଜି

ପରିଚାଳକ

୭୧

ହୋଟେଲ ସ୍ଵାଗତ ଆଣ୍ଡ ରେଷ୍ଟୁରାଣ୍ଟ
ବାଦାମବାଡି,କଟକ
ଫୋନ -୨୩୨୯୪୩୦

ଏଲଏସଜି

ପରିଚାଳକ

୭୨

ଦି ତ୍ରିପଲ ସି
ବକ୍ସି ବଜାର ,କଟକ
ଫୋନ -୨୪୨୪୧୦୦,୧୦୧,୧୦୨,୧୦୩,
ଫ୍ୟାକ୍ସ-୦୬୭୧-୨୪୨୪୧୦୫

ଏମଏସଜି

ପରିଚାଳକ

୭୩

ହୋଟେଲ ମହାବୀର ଗାଲାକ୍ସି
ବଜ୍ରକବାଟି ରୋଡ ,କଟକ
ଫୋନ -୦୬୭୧-୨୩୧୦୨୮୧
ଫ୍ୟାକ୍ସ-୦୬୭୧-୨୩୨୩୧୧୫

ଏହଏସଜି

ପରିଚାଳକ

୭୪

ହୋଟେଲ ବିଶାଳ ଇନ୍ନ
ବାଦାମବାଡି ,କଟକ
ଟେଲ-୦୬୭୧-୨୩୨୯୩୬୬/୨୨
୨୩୧୦୭୫୨/୯୯୩
Email-hotelbisalin[at]gmail.com

ଏମଏସଜି

ପରିଚାଳକ

୭୫

ହୋଟେଲ ଗ୍ରାଣ୍ଡ ରେସିଡେନସି
ବାଦାମବାଡି , କଟକ
ଫୋନ -୨୩୧୩୩୨୯/୨୩୧୩୨୨୯/୨୩୧୩୧୨୯
Email-reservation[at]grandresidency.co.in/ritesh[at]grandresidency.co.in

ଏଚଏସଜି

ପରିଚାଳକ

୭୬

ହୋଟେଲ ଶୀତଳ
ଲିଙ୍କ ରୋଡ ,ଏଡ଼ି .ମାର୍କେଟ ,କଟକ
ଫୋନ -୦୬୭୧-୨୩୧୬୮୮୮/୨୩୧୭୮୮୮
Email-cuttack[at]hotelseetal.net

ଏଚଏସଜି

ପରିଚାଳକ

୭୭

ଶଙ୍କର ଲଜ
ବାଦାମବାଡି,କଟକ
ଫୋନ -୯୩୩୭୦୩୬୧୦୭

ଏଲଏସଜି

ପରିଚାଳକ

୭୮

ଶାନ୍ତି ଲଜ
କଲେଜ ଛକ ,କଟକ
ଫୋନ -୦୬୭୧ -୨୫୪୮୮୭୭.

ଏଲଏସଜି

ପରିଚାଳକ

୭୯

କ୍ରୀଷ୍ଣା କୁଞ୍ଜ
ଷ୍ଟେସନ ବଜାର,କଲେଜ ଛକ ,କଟକ
ଫୋନ -୦୬୭୧-୨୪୫୯୯୦୪

ଏଲଏସଜି

ପରିଚାଳକ

୮୦

ଆଶୀର୍ବାଦ ଭୱାନ,
କଲେଜ ଛକ ,କଟକ
ମୋବାଇଲ – ୯୩୩୮୮୫୩୬୬୭

ଏଲଏସଜି

ପରିଚାଳକ

୮୧

ମହାଦେବ ଲଜ
କାଠଗୋଳା ସାହି
ମୋବାଇଲ -୯୪୩୭୫୧୧୦୪୬

ଏଲଏସଜି

ପରିଚାଳକ

୮୨

ଶ୍ରୀ ରକ୍ସି ପ୍ଲାଜା
ବାଦାମବାଡି,କଟକ
ଫୋନ -୦୬୭୧-୨୩୧୧୩୨/୩୨୦୩୧୮୧

ଏମଏସଜି

ପରିଚାଳକ

୮୩

ହୋଟେଲ ଲର୍ଡ୍ସ
ହରିପୁର ରୋଡ,କଟକ
ଫୋନ – ୦୬୭୧-୨୪୨୨୦୫୦

୮୪

ଅହଲ୍ୟା ଲଜ
ମଙ୍ଗଳାବାଗ କାଠଗୋଲା
ଫୋନ -୦୬୭୧-୨୩୦୫୮୬୫

ଏଲଏସଜି

ପରିଚାଳକ

ଆଧାର - "କଟକ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top