ସେଆର କରନ୍ତୁ

କନ୍ଧମାଳ

କନ୍ଧମାଳ ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଇତିହାସ

ଅନେକଗୁଡିଏ ଅଣଦେଖା ପାହାଡୀଇଲାକା କନ୍ଧମାଳ ଜିଲ୍ଲାରେ ରହିଅଛି, ଯାହାକି ଘାଟିଗୁଡିକର ଏକ ଅନ୍ତହୀନ ଶୃଙ୍ଖଳା ସୃଷ୍ଟିକରେ । ଏହି ଜିଲ୍ଲାର ଇତିହାସ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ ଏବଂ ତାହାର ପ୍ରମାଣ ୩ୟ ଖ୍ରୀଷ୍ଟ.ପୂର୍ବ  ଶତାବ୍ଦୀରେ ମଧ୍ୟ ମିଳିଥାଏ । ସେହି ସମୟରେ ଏହା ଏକ ଅଜୟ ଅଟଭୀକ ରାଜ୍ୟ ଭାବେ ପରିଚିତ ଥିଲା । ଜିଲ୍ଲାର ଇତିହାସରୁ ଜଣାଯାଏ ଯେ ଏହା ମୌର୍ଯ୍ୟ ସମ୍ରାଜ୍ୟ ଅଧୀନରେ ଥିଲା ।

ପରବର୍ତ୍ତୀ ସମୟରେ ଏହି ପରବର୍ତ୍ତୀୟ ଅଟଭୀକ ରାଜ୍ୟ କନ୍ଧମାଳ ନାମରେ ପରିଚିତ ହେଲା । ଅଭିଲେଖ ମାନଙ୍କରୁ ଜଣାଯାଏ କନ୍ଧମାଳ ଜିଲ୍ଲାର ନାମକରଣ ଏଠାରେ ବସବାସ କରୁଥିବା ସାହସୀ ଖୋଣ୍ଡ ଜନଜାତିଙ୍କ ଠାରୁ ଆସିଅଛି ।  ଓଡିଶାର ସେସ  ସ୍ଵଦେଶୀ ଗଙ୍ଗବଂଶୀ ଶାସକଙ୍କ ଶାସନ ସମୟରେ ତିନୋଟି ଛୋଟ ରାଜ୍ୟ ଯଥା; ବୌଦ୍ଧ, ଘୁମସର ଓ ଖେମୁଣ୍ଡିକୁ ନେଇ ବର୍ତ୍ତମାନ ସମୟର କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା । ଉନବିଂଶ ଶତାବ୍ଦୀରେ ଇଂରେଜ ମାନଙ୍କ ଆଗମନକ୍ରମେ କନ୍ଧମାଳ ଜିଲ୍ଲାର ଆଧୁନିକ ଇତିହାସ ଲିପିବଦ୍ଧ କରଯାଇଥିଲା, କିନ୍ତୁ ଇଂରେଜମାନକୁ କନ୍ଧମାଳ ଜିଲ୍ଲା ଶାସନ କରିବାରେ ବହୁତ ବିରୋଧ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲ ।

ଭଞ୍ଜବଂଶୀ ଶାସକ ମାନେ ୧୮୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କନ୍ଧମାଳକୁ ନିଜ ଅଧୀନରେ ରଖି ଶାସନ କରିଥିଲେ । କନ୍ଧମାଳ ଇତିହାସ ଅନୁସାରେ ବର୍ତ୍ତମାନର କନ୍ଧମାଳ ଜିଲ୍ଲାଉପଖଣ୍ଡ ଓ ବାଲିଗୁଡା କ୍ଷେତ୍ର ଗଙ୍ଗବଂଶୀ ଶାସକଙ୍କ ଦ୍ଵାରା ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଶାସିତ ହୋଇଥିଲା । ୧୮୩୦ ଓ ୧୮୮୦ ଖ୍ରୀଷ୍ଟାବ୍ଦ ସମୟରେ ଇଂରେଜ ମନେ ଗଙ୍ଗବଂଶୀ ସମର୍ଥିତ ପାହାଡୀ ଶାସକଙ୍କୁ ପରାସ୍ତକରି କନ୍ଧମାଳ ଜିଲ୍ଲାକୁ ଅଧିକାର କରିଥିଲେ । କନ୍ଧମାଳ ଜିଲ୍ଲା ଯାହାକି ମୂଳତଃ ବୌଦ୍ଧ ଜିଲ୍ଲାର ଅଂଶ ଥିଲା, ତାହା ଅତ୍ୟନ୍ତ ଜଟିଳ ଐତିହାସିକ ସମୟମଧ୍ୟ ଦେଇ ଗତିକରିଥିଲା ।

ବର୍ତ୍ତମାନ ସମୟର କନ୍ଧମାଳ ଜିଲ୍ଲା ୧୯୫୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବୌଦ୍ଧର ଏକ ଅଭିର୍ଣ୍ଣଅଙ୍ଗ ଥିଲା । ଇଂରେଜଙ୍କ ଶାସନକାଳରେ ହିଁ  ବୌଦ୍ଧ ଜିଲ୍ଲାର ବିଭକ୍ତିକରଣ ହୋଇ କନ୍ଧମାଳ ଜିଲ୍ଲା ଗଠିତ ହୋଇଥିଲା ।

ଜିଲ୍ଲା ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ।

କନ୍ଧମାଳ ଜିଲ୍ଲାରେ  କ୍ରାନ୍ତୀୟମଣ୍ଡଳ ସୀମାବର୍ତ୍ତୀ ଜଳବାୟୁର ଅନୁଭବ ହୋଇଥାଏ । ଜିଲ୍ଲାରେ ଅଭିଲିଖିତ ଅତ୍ୟଧିକ ତାପମାତ୍ରା ୪୫.୫॰ ସେଲ୍ସିୟସ ଏବଂ  ସର୍ବନିମ୍ନ ତାପମାତ୍ରା ୨॰ ସେଲ୍ସିୟସ ଅଟେ । କନ୍ଧମାଳ ଜିଲ୍ଲାରେ ହାରାହାରି ୧୫୨୨.୯୫ ମିମି ବର୍ଷା ହୋଇଥାଏ । କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ । କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା , ପୁର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି ।

ଭୌତିକ ଦୃଷ୍ଟିରୁ, ସମ୍ପୂର୍ଣ୍ଣ ଜିଲ୍ଲା ଖୁବ ଉଚ୍ଚତାରେ ଅବସ୍ଥିତ ଓ ପାହାଡ, ପର୍ବତମାଳା ଏବଂ ଦୁର୍ଗମ ଶଙ୍କିର୍ଣ୍ଣ ଘାଟି ଦ୍ଵାରା ଆଛାଦିତ, ଏହା ଜିଲ୍ଲାର ସାମାଜିକ-ଆର୍ଥିକ ସ୍ଥିତି ଓ ଜିଲ୍ଲାର ବିକାଶ କ୍ଷେତ୍ରରେ ମାର୍ଗଦର୍ଶନ କରେ । କନ୍ଧମାଳ ଜିଲ୍ଲା ମଧ୍ୟଓଡିଶା ରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଉତ୍ତରଦିଗରେ ବୌଦ୍ଧ ଜିଲ୍ଲା, ଦକ୍ଷୀଣରେ ରାୟଗଡା , ପୂର୍ବରେ ଗଞ୍ଜାମ ଓ ନୟାଗଡ ଜିଲ୍ଲା ଏବଂ ପଶ୍ଚିମରେ କଳାହାଣ୍ଡି ଜିଲ୍ଲା ରହିଅଛି । କନ୍ଧମାଳ ଜିଲ୍ଲା, ଉତ୍ତର ଅକ୍ଷାଂଶ ୧୯॰୩୪’ ଠାରୁ ୨୦॰୩୬’  ଓ ପୂର୍ବ ଦ୍ରାଘିମା ୮୩॰୩୪ ‘ ଠାରୁ ୮୪॰୩୪’  ମଧ୍ୟରେ ଅବସ୍ଥିତ ଓ କନ୍ଧମାଳ ଜିଲ୍ଲାର ଭୌଗଳିକ କ୍ଷେତ୍ର ୭୬୫୪ ବର୍ଗ.କିମି ଅଟେ  । କନ୍ଧମାଳ ଜିଲ୍ଲା ଡୋକର, ଟେରା-କୋଟ୍ଟା,ବେତ ଏବଂ ବାଉଁଶ ନିର୍ମିତ ହସ୍ତଶିଳ୍ପ ପାଇଁ ଖୁବ ପ୍ରସିଦ୍ଧ । ଏହି ଜିଲ୍ଲା ଏହାର ସମୃଦ୍ଧ ସାଂସ୍କୃତିକ ବିରାଶତ ପାଇଁ ଖୁବ ଗର୍ବିତ ।

କନ୍ଧମାଳ ଜିଲ୍ଲା ପ୍ରାକୃତିକ ସୌନ୍ଧର୍ଯତା ରେ ପରିପୂର୍ଣ୍ଣ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବନ୍ୟଜନ୍ତୁ ସମ୍ପଦ, ସ୍ଵାସ୍ଥ୍ୟକର ଜଳବାଯୁ, ପ୍ରାକୃତିକ ଦୃଶ୍ୟ ଏବଂ ଶଙ୍କିର୍ଣ୍ଣ ଘାଟି ରାସ୍ତା ରହିଅଛି । କଫିବଗିଚା ଦୃଶ୍ୟରଜି, ପାଇନ ଜଙ୍ଗଲ, ଘାଟି ରାସ୍ତା, ପାହାଡପର୍ବତ ଏବଂ ଜଳପ୍ରପାତ ଆଦି ଆକର୍ଷଣୀୟ ସ୍ଥାନ ରହିଅଛି । ଜିଲ୍ଲା ରା ୬୬ ପ୍ରତିଶତ ଭୂଭାଗ ଘାନା ଜଙ୍ଗଲ ଦ୍ଵାରା ଆଛାଦିତ ଏବଂ ୨୦୦୦ ଫୁଟ – ୩୦୦୦ ଫୁଟ ଉଚତା ବିଶିଷ୍ଟ ପାହାଡର ଉପରିଭାଗ ଘାସପଡିଆ ଦ୍ଵାରା ଆଛାଦିତ ।

କନ୍ଧମାଳ ଜିଲ୍ଲାର ମାଟି ମୁଖ୍ୟତଃ ଲାଲ-ମଙ୍କେଡା ପଥରରୁ ଗଠିତ ଏବଂ ଅଥିର ବହୁ ପରିମାଣର ଜୈବିକ ତତ୍ଵ ରହିଅଛି । ତେଣୁ ଅହିମାଟି ବହୁପରିମାଣରେ ଜଳ ଧରିରଖିବାରେ ସକ୍ଷମ ହୁଏନାହିଁ । ଏହି ମାଟିରେ ଅମ୍ଳର ପରିମାଣ ଖୂବ ଅଧିକ, ଏହାର ପି.ଏଚ. ସ୍ଥର ୫.୩ ଧାରୁ ୬.୫ ମଧ୍ୟରେ ରହିଥାଏ । ଖରିଫ ଋତୁରେ ଧାନ, ମକା ଓ ନାଇଜର ପରି ମୁଖ୍ୟ ଫସଲ ଉତ୍ପାଦନ କରାଯାଏ । ଜଳସେଚିତ ଅଞ୍ଚଳ ଗୁଡିକରେ ଆଳୁ, ପନିପରିବା, ସୋରିଷ ଆଦି ଚାଷ କରାଯାଇଥାଏ ।

କନ୍ଧମାଳ ଜିଲ୍ଲାର ବିଶାଳ ଜଙ୍ଗଲ, କୃଷି ଉତ୍ପାଦନ ଓ ଜଙ୍ଗଲଜାତ ଦ୍ରବ୍ୟ ଆକସ୍ମିକ ଭାବରେ କନ୍ଧମାଳରେ ଉଦ୍ୟୋଗର ଆଧାର ସୃଷ୍ଟି କରେ। କନ୍ଧମାଳ ଜିଲ୍ଲାରେ ଅନେକଗୁଡିଏ କୁଟୀର ଓ କୃଷି ଉଦ୍ୟୋଗ ରହିଅଛି ଏବଂ ତାହା ଜଙ୍ଗଲଜାତ ଦ୍ରବ୍ୟ ଓ କୃଷି ଉତ୍ପାଦକୁ ନେଇ ଗଠିତ । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଠାରେ ପ୍ରଚୁର ପରିମାଣରେ କଳସୀସା ଖଣିଜସମ୍ପଦ ରହିଅଛି।

କନ୍ଧମାଳ ଜିଲ୍ଲାରେ ୨ଟି ଜିଲ୍ଲା ଉପଖଣ୍ଡ , ୧୨ଟି ତହସିଲ , ୧୨ଟି ବ୍ଲକ ଓ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି । ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ମୋଟ ଜନସଂଖ୍ୟା ୭,୩୩,୧୧୦ ଅଟେ । ତନ୍ମଧ୍ୟରୁ ୩,୫୯,୯୪୫ ପୁରୁଷ ଓ ୩,୭୩,୧୬୫ ମହିଳା ଅଟନ୍ତି ।

ଜନସାଂଖିକ

କନ୍ଧମାଳ ଜିଲ୍ଲା ଜନସାଂଖିକ ବିବରଣୀ

ବିବରଣୀ

ସଂଖ୍ୟା

ବିବରଣୀ

ସଂଖ୍ୟା

କ୍ଷେତ୍ରଫଳ

୭୬୪୯ ବର୍ଗ କି.ମି.

ଉପଖଣ୍ଡ

ତହସିଲ

୧୨

ଜିଲ୍ଲା ପରିଷଦ

୧୮

ବ୍ଲକ

୧୨

ଗ୍ରାମ ପଞ୍ଚାୟତ

୧୭୧

ପୌର ପରିଷଦ

ପୌରପାଳିକା

ଜନସଂଖ୍ୟା

୭,୩୩,୧୧୦

ଗ୍ରାମ

୨,୫୧୫

ପୁରୁଷ ଜନସଂଖ୍ୟା

୩,୫୯,୯୪୫

ମହିଳା ଜନସଂଖ୍ୟା

୩,୭୩,୧୬୫

ସହରାଞ୍ଚଳ ଜନସଂଖ୍ୟା (ପୁରୁଷ)

୩୬,୪୨୨

ସହରାଞ୍ଚଳ ଜନସଂଖ୍ୟା (ମହିଳା)

୩୫,୮୫୭

ଗ୍ରାମାଞ୍ଚଳ ଜନସଂଖ୍ୟା (ପୁରୁଷ)

୩,୨୩,୫୨୩

ଗ୍ରାମାଞ୍ଚଳ ଜନସଂଖ୍ୟା (ମହିଳା)

୩,୩୭,୩୦୮

ପୁରୁଷ ଜନସଂଖ୍ୟା(ଅନୁସୂଚିତ ଜାତି)

୧୫.୮୩%[୫୬,୯୮୭]

ଜନସଂଖ୍ୟା(ଅନୁସୂଚିତ ଜାତି)

୧୫.୬୯%[୫୮,୫୫୭]

ପୁରୁଷ ଜନସଂଖ୍ୟା(ଅନୁସୂଚିତ ଜନ ଜାତି)

୫୨.୯୩%[୧,୯୦,୫୦୬]

ଜନସଂଖ୍ୟା(ଅନୁସୂଚିତ ଜନ ଜାତି)

୫୪.୨୨%[୨,୦୨,୩୧୪]

ସାକ୍ଷରତା ପ୍ରତିଶତ(ପୁରୁଷ)

୭୬.୯୩%[୨,୩୩,୯୦୦]

ସାକ୍ଷରତା ପ୍ରତିଶତ(ମହିଳା)

୫୧.୯୪%[୧,୬୫,୮୮୬]

ସ୍ତ୍ରୀ-ପୁରୁଷ ଜନସଂଖ୍ୟା ଅନୁପାତ

୧୦୩୭

ଜନସଂଖ୍ୟା ଘନତ୍ଵ

୯୧

ଅର୍ଥବ୍ୟବସ୍ଥା

ଉଦ୍ୟାନକୃଷି ଓ ରେଶମ କୀଟ ଉପରେ ଓଡିଶାର ଏକ ଗବେଷଣା କେନ୍ଦ୍ର ଏଠାରେ ରହିଅଛି। ଏଠାରେ ଥିବା ଫାର୍ମ ମାନଙ୍କରେ ନାନାଦି ପ୍ରଜାତିର ପିଜୁଳି ଗଛ ରହିଅଛି , ଯାହାକି ଅନ୍ୟକେଉଁ ସ୍ଥାନରେ ମିଳିବା ଅତ୍ୟନ୍ତ ଦୁର୍ଲଭ । କନ୍ଧମାଳ ଜିଲ୍ଲା ଉନ୍ନତ ମାନର ହଳଦୀ ଉତ୍ପାଦନ ପାଇଁ ପ୍ରସିଦ୍ଧ।

କୃଷି ଉତ୍ପାଦନ କ୍ଷେତ୍ରରେ ନଦୀ ପିଲାସାଲୁଙ୍କିର ବଡ ଅବଦାନ ରହିଅଛି, କିନ୍ତୁ ଜଳସଙ୍କଟ ହେତୁ ଏହି ଜିଲ୍ଲାରେ କୃଷି କ୍ଷେତ୍ରରେ ସେପରି ସଫଳତା ମିଳିବା ଅତ୍ୟନ୍ତ କଷ୍ଟକର । ଏଠାର  ଅର୍ଥବ୍ୟବସ୍ଥା ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଓ ଚେରମୂଳି ଉପରେ ପର୍ଯ୍ୟବେଶିତ । ପିଲାସାଲୁଙ୍କି ନଦୀରେ ସେସ ନଦୀବଢି  ୧୯୮୧ ମସିହାରେ ଆସିଥିଲା।  ପିଲାସାଲୁଙ୍କି ନଦୀ ଉପରେ ନିର୍ମିତ ନଦୀବନ୍ଧ ବର୍ଷା ଦିନରେ ସୃଷ୍ଟି ହେଉଥିବା ନଦୀବଢୀ କୁ ରୋକିବାରେ ସଫଳ ହୋଇଛି । ଏହି ନଦୀବନ୍ଧ ବଣଭୋଜି ପାଇଁ ଖୁବ ଜଣାଶୁଣା ।

କଲେକ୍ଟରେଟ୍

କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ବନ୍ଧରେ

୧ ଜାନୁୟାରୀ ୧୯୯୪ମସିହାରେ ଓଡିଶାର ପୂର୍ବତନ ଫୁଲବାଣୀ ଜିଲ୍ଲା; କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଭାବେ ବିଭକ୍ତ ହୋଇ କନ୍ଧମାଳ ରାଜସ୍ୱଜିଲ୍ଲା ଅସ୍ଥିତ୍ଵକୁ ଆସିଥିଲା ।   ଏହି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀ ସହରରେ ଅବସ୍ଥିତ ।  ଜିଲ୍ଲାରେ ୧୨ଟି ତହସିଲ, ୧୨ଟି ବ୍ଳକ, ୧୮ଟି ଥାନା,୧୭୧ଗୋଟି ଗ୍ରାମପଞ୍ଚାୟତ ଏବଂ ୨୫୧୫ଗୋଟି ଗ୍ରାମ, ୨ଟି ନଗର ପଞ୍ଚାୟତ ଓ ୧ଟି ପୌରପରିଷଦ ରହିଅଛି । ବୌଦ୍ଧ ଜିଲ୍ଲା ଦକ୍ଷିଣ ରାଜସ୍ୱ ଆୟୋଗଙ୍କ ଅଧୀନରେ ଅଛି ।

ନିମ୍ନଲିଖିତ କାର୍ଯ୍ୟାଳୟ ଗୁଡିକ ଉଭୟ ନିୟାମକ ଓ ବିକାଶାତ୍ମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ ।

ରାଜସ୍ଵ ନିୟାମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟାଳୟ

  • ସଂସ୍ଥା ଉପବିଭାଗ
  • ରାଜସ୍ୱ ଉପବିଭାଗ
  • ଜିଲ୍ଲା ଉନ୍ନୟନ ଉପବିଭାଗ
  • ନିଜାରତ ଉପବିଭାଗ
  • ଭୂ ଅଧିଗ୍ରହଣ ଉପବିଭାଗ
  • ଜିଲ୍ଲା ଗ୍ରନ୍ଥାଗାର
  • ସାଧାରଣ ବିବିଧ ବିଭାଗ
  • କାର୍ଯ୍ୟାଳୟ ଅଧିକ୍ଷକ
  • ଅଧିକ୍ଷକ, ଭୂ-ଅଭିଲେଖ
  • ଜିଲ୍ଲା ଋଣ ଓ ତଉଜି ଉପବିଭାଗ
  • ଜିଲ୍ଲା ଜରୁରୀ ଉପବିଭାଗ

ବିକାଶାତ୍ମକ ପ୍ରଶାସନ ଅଧିନସ୍ଥ କାର୍ଯ୍ୟାଳୟ

  • ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ
  • ଜିଲ୍ଲା କୋଷାଗାର
  • ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ
  • ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ
  • ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ
  • ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
  • ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ
  • ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ
  • ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟାଳୟ
  • ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟାଳୟ
  • ସର୍ବଶିକ୍ଷା ଅଭିଯାନ

ତହସିଲ

କନ୍ଧମାଳ ଜିଲ୍ଲା ୧୨ ଟି ତହସିଲକୁ ନେଇ ଗଠିତ । ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ।ତହସିଲଗୁଡିକ ବିଷୟରେ ଅଧିକ ସୂଚନା ପାଇଁ କ୍ଲିକ କରନ୍ତୁ

କ୍ରମିକ ସଂଖ୍ୟା

ଜିଲ୍ଲା

ଜିଲ୍ଲା ଉପଖଣ୍ଡ

ତହସିଲ

ତହସିଲ ଅଫିସ ଇ-ମେଲ

ତହସିଲ ଅଫିସ ଫୋନ ନମ୍ବର

କନ୍ଧମାଳ

ଫୁଲବାଣୀ

ଫୁଲବାଣୀ

tah.kandh-od[ଏଟ]nic[ଡଟ]in

୦୬୮୪୨-୨୫୩୬୪୭

କନ୍ଧମାଳ

ଫୁଲବାଣୀ

ଖଜୁରୀପଡା

tah.khajur-od[ଏଟ]nic[ଡଟ]in

୦୬୮୪୨-୨୫୧୫୦୮

କନ୍ଧମାଳ

ଫୁଲବାଣୀ

ଫିରିଙ୍ଗିଆ

tah.phirin-od[ଏଟ]nic[ଡଟ]in

୦୬୮୪୫-୨୬୭୩୦୩

କନ୍ଧମାଳ

ବଲିଗୁଡା

ବଲିଗୁଡା

tah.baliguda-od[ଏଟ]nic[ଡଟ]in

୦୬୮୪୬-୨୪୩୨୨୨

କନ୍ଧମାଳ

ବଲିଗୁଡା

ଦାରିଙ୍ଗବାଡି

tah.daring-od[ଏଟ]nic[ଡଟ]in

୦୬୮୪୯-୨୪୫୩୧୬

କନ୍ଧମାଳ

ବଲିଗୁଡା

କ. ନୂଆଗ

tah.knua-od[ଏଟ]nic[ଡଟ]in

୦୬୮୪୬-୨୪୬୫୫୨

କନ୍ଧମାଳ

ବଲିଗୁଡା

ରାଇକିଆ

tah.raikia-od[ଏଟ]nic[ଡଟ]in

୦୬୮୪୭-୨୬୪୯୦୦

କନ୍ଧମାଳ

ବଲିଗୁଡା

କୋଟଗଡ

kotatah.kotag-od[ଏଟ]nic[ଡଟ]in

୦୬୮୪୮-୨୨୦୨୬୦

କନ୍ଧମାଳ

ବଲିଗୁଡା

ଟିକାବାଲି

tah.tikabali-od[ଏଟ]nic[ଡଟ]in

୦୬୮୪୭-୨୬୨୦୬୫

୧୦

କନ୍ଧମାଳ

ବଲିଗୁଡା

ଘୁ. ଉଦୟଗିରୀ

tah.guday-od[ଏଟ]nic[ଡଟ]in

୦୬୮୪୭-୨୬୦୦୨୮

୧୧

କନ୍ଧମାଳ

ବଲିଗୁଡା

ଚକାପାଦ

tah.chakp-od[ଏଟ]nic[ଡଟ]in

୦୬୮୪୭-୨୬୪୪୬୦, ୨୬୪୪୩୦

୧୨

କନ୍ଧମାଳ

ବଲିଗୁଡା

ତୁମୁଡିବନ୍ଧ

tah.tumudi-od[ଏଟ]nic[ଡଟ]in

୦୬୮୪୦-୨୩୦୨୭୬

ସବଡିଭିଜନ ଏବଂ ବ୍ଲକ୍

କନ୍ଧମାଳ ଜିଲ୍ଲା 12 ଟି ବ୍ଲକ ମଧ୍ୟରେ ବିଭକ୍ତ ଓ ଏହାର ପରିସୀମା ତହସିଲ ସୀମା ସହ ସମବିସ୍ତୃତ ଅଟେ ।

ବ୍ଲକ ପ୍ରଶାସନର ଅଧ୍ୟାକ୍ଷତା ବି.ଡ଼ି.ଓଙ୍କ ଦ୍ଵାରା କରାଯାଇଥାଏ। ବି.ଡ଼ି.ଓ ନିଜ କ୍ଷେତ୍ରାଧିକାର ମଧ୍ୟରେ ବିକାଶ କାର୍ଯ୍ୟ ଓ ଜନକଲ୍ୟାଣକାରି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥାନ୍ତି ।

କ୍ରମିକ ସଂଖ୍ୟା

ଜିଲ୍ଲା

ଜିଲ୍ଲା ଉପଖଣ୍ଡ

ବ୍ଲକ

ପଞ୍ଚାୟତ ଅଫିସ ଇ-ମେଲ

ପଞ୍ଚାୟତ ଅଫିସ ଫୋନ ନମ୍ବର

କନ୍ଧମାଳ

ଫୁଲବାଣୀ

ଫୁଲବାଣୀ

ori-bpbhulbani[ଏଟ]nic[ଡଟ]in

୦୬୮୪୨-୨୫୩୬୭୧

କନ୍ଧମାଳ

ଫୁଲବାଣୀ

ଖଜୁରୀପଡା

ori-khajuripada[ଏଟ]nic[ଡଟ]in

୦୬୮୪୨-୨୫୧୫୨୭

କନ୍ଧମାଳ

ଫୁଲବାଣୀ

ଫିରିଙ୍ଗିଆ

ori-phiringia[ଏଟ]nic[ଡଟ]in

୦୬୮୪୫-୨୬୭୫୨୪

କନ୍ଧମାଳ

ବଲିଗୁଡା

ବଲିଗୁଡା

ori-balliguda[ଏଟ]nic[ଡଟ]in

୦୬୮୪୬-୨୪୩୨୫୧

କନ୍ଧମାଳ

ବଲିଗୁଡା

ଦାରିଙ୍ଗବାଡି

ori-daringbadi[ଏଟ]nic[ଡଟ]in

୦୬୮୪୯-୨୪୫୩୨୧

କନ୍ଧମାଳ

ବଲିଗୁଡା

କ. ନୂଆଗ

ori-pnuagaon[ଏଟ]nic[ଡଟ]in

୦୬୮୪୬-୨୪୬୩୩୫

କନ୍ଧମାଳ

ବଲିଗୁଡା

ରାଇକିଆ

ori-raikia[ଏଟ]nic[ଡଟ]in

୦୬୮୪୭-୨୬୪୬୦୮

କନ୍ଧମାଳ

ବଲିଗୁଡା

କୋଟଗଡ

ori-kotgarh[ଏଟ]nic[ଡଟ]in

୦୬୮୪୮-୨୨୦୨୩୨

କନ୍ଧମାଳ

ବଲିଗୁଡା

ଟିକାବାଲି

ori-tikabali[ଏଟ]nic[ଡଟ]in

୦୬୮୪୭-୨୬୩୭୩୦

୧୦

କନ୍ଧମାଳ

ବଲିଗୁଡା

ଘୁ. ଉଦୟଗିରୀ

ori-gudayagiri[ଏଟ]nic[ଡଟ]in

୦୬୮୪୭-୨୬୦୦୪୦

୧୧

କନ୍ଧମାଳ

ବଲିଗୁଡା

ଚକାପାଦ

ori-chakapad[ଏଟ]nic[ଡଟ]in

୦୬୮୪୭-୨୬୩୭୩୩

୧୨

କନ୍ଧମାଳ

ବଲିଗୁଡା

ତୁମୁଡିବନ୍ଧ

ori-tumudibandh[ଏଟ]nic[ଡଟ]in

୦୬୮୪୦-୨୩୦୩୨୮

ପୋଲିସ୍

ପୂର୍ବତନ ଫୁଲବାଣୀ ଜିଲ୍ଲା ୧ଜାନୁୟାରୀ, ୧୯୯୪ରେ ଦୁଇଭାଗରେ ବିଭକ୍ତ ହୋଇ ଅନ୍ଧମାଳ ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଗଠିତ ହୋଇଥିଲା । କନ୍ଧମାଳ ଜିଲ୍ଲା ରେ ୨ଟି ଜିଲ୍ଲା ଉପଖଣ୍ଡ, ୧୨ଟି ବ୍ଲକ , ୧୭୧ଟି ଗ୍ରାମ ପଞ୍ଚାୟତ, ୨୫୧୫ଟି ଗାଁ, ୩ଟି ଇଉ.ଏଲ.ବି, ୧୮ଟି ଥାନା ରହିଅଛି । ଜନସଂଖ୍ୟାର ୫୦% ରୁ ଅଧିକ ଲୋକ ଆଦିବାସୀ ଜନଜାତିର ଅଟନ୍ତି । ସର୍ବୋପରି କନ୍ଧମାଳ ଜିଲ୍ଲା ଅର୍ଥନୀତି ଦୃଷ୍ଟିରୁ ଏକ ପଛୁଆ ଜିଲ୍ଲା ଭାବେ ପରିଚିତ । ବର୍ତ୍ତମାନ ସମୟରେ ସମାଜବାଦୀ ଚରମପନଥିଙ୍କ ଅନୁପ୍ରବେଶ ,କନ୍ଧ ଜାତି ଓ ପାନ ଜାତି ମଧ୍ୟରେ ଜାତିଗତ ହିଂସା ଏବଂ ହିନ୍ଦୂ , ଖ୍ରୀଷ୍ଟିଆନ ମଧ୍ୟରେ ଧାର୍ମିକ ହିଂସା ପୁଲିସ ପାଇଁ ଏକ ଚଲେଞ୍ଜ ସୃଷ୍ଟି କରିଛି ।

ଅଫିସ/ଥାନା

ଫୋନ ନମ୍ବର

ଅଫିସ/ଥାନା

ଫୋନ ନମ୍ବର

ଆରକ୍ଷୀ ନିରୀକ୍ଷକ

୦୬୮୪୨ ୨୫୩୬୧୦

ଏସ.ଡ଼ି .ପି.ଓ ଫୁଲବାଣ

୦୬୮୪୨ ୨୫୩୭୬୧

ଅତିରିକ୍ତ ଆରକ୍ଷୀ ନିରୀକ୍ଷକ

୦୬୮୪୨ ୨୫୪୨୨୧

ଏସ.ଡ଼ି .ପି.ଓ ବାଲିଗୁଡା

୦୬୮୪୬ ୨୪୩୩୧୫

ଡ଼ି.ସି ଏସଏସ

୦୬୮୪୨ ୨୫୩୪୧୦

ଏସ.ଡ଼ି .ପି.ଓ ଘୁ ଉଦୟଗିରୀ

୦୬୮୪୭ ୨୬୦୬୮୮

ଆରକ୍ଷୀ ଉପନିରୀକ୍ଷକ(କ୍ରାଇମ)

୦୬୮୪୨ ୨୫୪୨୧୧

ଆରକ୍ଷୀ ନିରୀକ୍ଷକ ଟାଉନ ଥାନା

୦୬୮୪୨ ୨୫୩୮୨୦

ଆରକ୍ଷୀ ଉପନିରୀକ୍ଷକ

୦୬୮୪୨ ୨୫୩୨୩୦

ଆରକ୍ଷୀ ନିରୀକ୍ଷକ ଦାରିଙ୍ଗବାଡି ଥାନା

୦୬୮୪୯ ୨୪୫୩୨୦

ଆରକ୍ଷୀ ଉପନିରୀକ୍ଷକ

୦୬୮୪୨ ୨୫୩୭୯୩

ଆରକ୍ଷୀ ନିରୀକ୍ଷକ ବାଲିଗୁଡା ଥାନା

୦୬୮୪୬ ୨୪୩୨୩୩

ଡ଼ିଏସପି (ଡ଼ି ଆଇ ବି )

୦୬୮୪୨ ୨୫୩୬୦୯

ଆରକ୍ଷୀ ନିରୀକ୍ଷକ କୋଟଗଡ ଥାନା

୦୬୮୪୮ ୨୨୦୨୪୪

ଡ଼ି.ପି.ଓ

୦୬୮୪୨ ୨୫୩୧୪୧

ଆରକ୍ଷୀ ନିରୀକ୍ଷକ ବାମହନି ଗାଁ ଥାନା

୦୬୮୪୬ ୨୪୪୭୮୦

ଆର.ଓ

୦୬୮୪୨ ୨୫୩୬୫୭

ଆରକ୍ଷୀ ନିରୀକ୍ଷକ ଖଜୁରୀପଡା ଥାନା

୦୬୮୪୨ ୨୫୧୫୨୩

ପୁଲିସ ହସ୍ପିଟଲ

୦୬୮୪୨ ୨୫୩୪୨୧

ଆରକ୍ଷୀ ନିରୀକ୍ଷକ ରାଇକିଆ ଥାନା

୦୬୮୪୭ ୨୬୪୬୩୭

ପୁଲିସ ହହାଇ ସ୍କୁଲ

୦୬୮୪୨ ୨୫୩୩୯୨

ଆରକ୍ଷୀ ନିରୀକ୍ଷକ ଟିକାବାଲି ଥାନା

୦୬୮୪୨ ୨୬୩୭୨୭

ପୁଲିସ ୱର୍କଶପ

୦୬୮୪୨ ୨୫୩୭୯୯

ଆରକ୍ଷୀ ନିରୀକ୍ଷକ ଏନାର୍ଜି ଥାନା

୦୬୮୪୨ ୨୫୩୭୩୩

ଆରକ୍ଷୀ ନିରୀକ୍ଷକ ଚକାପାଦ ଥାନା

୦୬୮୪୭ ୨୬୪୪୨୨

ଆରକ୍ଷୀ ନିରୀକ୍ଷକ ତୁମୁଡିବନ୍ଧ ଥାନା

୦୬୮୪୦ ୨୩୦୩୪୪

ଆରକ୍ଷୀ ନିରୀକ୍ଷକ ଫିରିଙ୍ଗିଆ ଥାନା

୦୬୮୪୫ ୨୬୬୫୨୭

ଆରକ୍ଷୀ ନିରୀକ୍ଷକ ସରଙ୍ଗଡ ଥାନା

୦୬୮୪୬ ୨୪୭୨୧୨

ଆରକ୍ଷୀ ନିରୀକ୍ଷକ ଗୋଚପଡା ଥାନା

୦୬୮୪୨ ୨୬୨୦୭୧

ଆରକ୍ଷୀ ନିରୀକ୍ଷକ ସଦର ଥାନା

୦୬୮୪୨ ୨୧୧୦୦୪

ଥାନା

କନ୍ଧମାଳ ଜିଲ୍ଲାର ଥାନାର ବିବରଣୀ

କ୍ରମିକ ସଂଖ୍ୟ

ଥାନା

ଟାଉନ ଥାନା, ଫୁଲବାଣୀ

ସଦର ଥାନା, ଫୁଲବାଣୀ

ଖଜୁରୀପଡା ଥାନା

ଫିରିଙ୍ଗିଆ ଥାନା

ବାଲିଗୁଡ଼ା ଥାନା

ଟିକାବାଲି ଥାନା

ରାଇକିଆ ଥାନା

କ. ନୁଆଗାଁ ଥାନା

କୋଟଗଡ଼ ଥାନା

୧୦

ଦାରିଙ୍ଗବାଡ଼ି ଥାନା

୧୧

ଘୁ. ଉଦୟଗିରି ଥାନା

୧୨

ଚକାପାଦ ଥାନା

୧୩

ତୁମୁଡିବନ୍ଧ ଥାନା

୧୪

ବ୍ରାହ୍ମଣୀ ଗାଁ ଥାନା

୧୫

ସରଙ୍ଗଡ ଥାନା

୧୬

ଏନାର୍ଜି ଥାନା ଫୁଲବାଣୀ

୧୭

ବେଲଘର ଥାନା

୧୮

ଗୋଚପଡା ଥାନା

ଗ୍ରାମ ଓ ପଞ୍ଚାୟତ

ଗ୍ରାମ:

କନ୍ଧମାଳ ଜିଲ୍ଲା ୨୫୧୫ ଗ୍ରାମାଞ୍ଚଳକୁ ନେଇ ଗଠିତ ଓ ତାହା ୧୭୧ ଟି ଗ୍ରାମପଞ୍ଚାୟତ ଦ୍ଵାରା ପ୍ରଶାସିତ। ଏହାଛଡା ଅଠାରେ

  • ୧ ନଗର ପରିଷଦ
  • ୨ ଅଧିସୂଚିତ କ୍ଷେତ୍ର ପରିଷଦ
  • ୩ ବିଧାନସଭା ନିର୍ବାଚନ କ୍ଷେତ୍ର  ରହିଅଛି।

ଜିଲ୍ଲା ପରିଷଦ:

କନ୍ଧମାଳ ଜିଲ୍ଲା ପରିଷଦ ତିନି ସ୍ତରୀୟ ପଞ୍ଚାୟତିରାଜ ସଂଗଠନ ର ଶୀର୍ଷସଂସ୍ଥା ଅଟେ ।ଏହା  ଜିଲ୍ଲାସ୍ତରରେ କାର୍ଯ୍ୟକରେ ଓ ଜିଲ୍ଲାପରିଷଦ ପ୍ରେସିଡେନ୍ଟ ଆହାର ମୁଖ୍ୟ ଅଟନ୍ତି । ଜିଲ୍ଲାପରିଷଦ ଅଧୀନରେ ୧୬ଟି କାଉନ୍ସିଲ ରହିଅଛି ଓ ଏହା ନିର୍ବାଚିତ ସଦସ୍ୟଙ୍କ ଦ୍ଵାରା ପ୍ରତିନିଧିତ୍ଵ କରାଯାଏ।

ପଞ୍ଚାୟତ ସମିତି:

ଏହା ମଧ୍ୟବର୍ତ୍ତୀ ସ୍ତରର ପଞ୍ଚାୟତିରାଜ ବ୍ୟବସ୍ଥା ଅଟେ । ଜିଲ୍ଲାରେ ୧୨ ଟି ପଞ୍ଚାୟତ ସମିତି ଅଛି ଓ ଏହା ବ୍ଲକ ମୁଖ୍ୟାଳୟ ଠାରୁ ପରିଚାଳିତ ହୁଏ । ପ୍ରତ୍ୟେକ ପଞ୍ଚାୟତ ସମିତିରେ କେତେଗୁଡିଏ ସମିତି ସଦସ୍ୟ ଅଛନ୍ତି  ଓ ସେମାନେ ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ ଗ୍ରାମର ନିର୍ବାଚିତ ପ୍ରତିନିଧି ଅଟନ୍ତି ।

ଗ୍ରାମ ପଞ୍ଚାୟତ:

ଜିଲ୍ଲା ରେ ୧୭୧ଟି ଗ୍ରାମପଞ୍ଚାୟତ ରହିଅଛି । ସରପଞ୍ଚ ପ୍ରତ୍ୟେକ ଗ୍ରାମପଞ୍ଚାୟତର ନିର୍ବାଚିତ ମୁଖ୍ୟ ଅଟନ୍ତି । ଗ୍ରାମପଞ୍ଚାୟତ କାର୍ଯ୍ୟନିରବାହୀ ଅଧିକାରୀ ପ୍ରତ୍ୟେକ ପଞ୍ଚାୟତର ନୋଡାଲ ଅଫିସର ଅଟନ୍ତି, ସେ ଗ୍ରାମପଞ୍ଚାୟତର ବିଭିନ୍ନ ଜନକଲ୍ୟାନକାରୀ କାର୍ଯ୍ୟକ୍ରମ ଓ ବିକାଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାନ୍ତି।

ନ୍ୟାୟାଳୟ

ଅବସ୍ଥିତି: ଏହା ଫୁଲବାଣୀ ସହରର ମୁଖ୍ୟ ସଡକରେ ସ୍ଥିତ ଆରଖି ଅଧିକ୍ଷକ କାର୍ଯ୍ୟାଳୟ ଓ କରୋନେଶନ ପଡିଆ ନିକଟରେ ଅବସ୍ଥିତ । ବସଷ୍ଟାଣ୍ଡ ଠାରୁ କୋର୍ଟର ଦୂରତା ପାଖାପାଖି ୧ କି.ମି. ଅଟେ । ସୁପେରିୟର କୋର୍ଟ ଭବନ, କୋର୍ଟ ବିଲ୍ଡିଂ ନିକଟରେ ଅବସ୍ଥିତ ।

ନିମ୍ନଲିଖିତ କାର୍ଯ୍ୟାଳୟ ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ କାର୍ଯ୍ୟକରେ।

  1. ଜିଲ୍ଲା ଓ ଦୌରା ଜଜ ଅଦାଲତ, ଫୁଲବାଣୀ
  2. ଅତିରିକ୍ତ ଓ ଦୌରା ଜଜ କାର୍ଯ୍ୟାଳୟ, ଫୁଲବାଣୀ
  3. ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ, ଫୁଲବାଣୀ
  4. ରେଜିଷ୍ଟ୍ରର ଓ ସହାୟକ ଦୌରା ଜଜ କାର୍ଯ୍ୟାଳୟ
  5. ବିଶେଷ ଟ୍ରାକ କୋର୍ଟ
  6. ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ କୋର୍ଟ
  7. ନ୍ୟାଇକ ମାଜିସ୍ଟ୍ରେଟ ଅଦାଲତ, ପ୍ରଥମ ଶ୍ରେଣୀ

ନିମ୍ନ ଲିଖିତ ନ୍ୟାୟାଳୟ ସୁପେରିୟର କୋର୍ଟ ବିଲ୍ଡିଂରେ କାର୍ଯ୍ୟକରେ ।

  1. ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କାର୍ଯ୍ୟାଳୟ(ଭିଜିଲେନ୍ସ ),ଫୁଲବାଣୀ
  2. ପରିବାର ନ୍ୟାୟଳୟ, ଫୁଲବାଣୀ

ରେଜିସ୍ଟ୍ରାର କାର୍ଯ୍ୟାଳୟ ଓ ଦେୱାନୀ ଅଦାଲତ, ଫୁଲବାଣୀ ଜିଲ୍ଲା ନ୍ୟାୟଳୟ ଭବନ ମଧ୍ୟରେ କାର୍ଯ୍ୟ କରେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ମଧ୍ୟ ଏହି ଭବନ ମଧ୍ୟରେ କାର୍ଯ୍ୟକରେ ।

ଜିଲ୍ଲା ନ୍ୟାୟାଳୟ ଭବନ ମଧ୍ୟରେ ନିମ୍ନଲିକ୍ଷିତ ସାଖା-କାର୍ଯ୍ୟାଳୟ ରହିଅଛି ।

  1. ଜିଲ୍ଲା ନ୍ୟାୟାଳୟର ଇଁଙ୍ଗ୍ରାଜି କାର୍ଯ୍ୟାଳୟ
  2. ଜିଲ୍ଲା ନ୍ୟାୟାଳୟର ହିସାବ ଉପବିଭାଗ
  3. ପ୍ରତିଲିପି ଉପବିଭାଗ
  4. ନିଜାରତ ଉପବିଭାଗ
  5. ପୁସ୍ତକାଳୟ ଉପବିଭାଗ
  6. ମାଲଖାନା ଉପବିଭାଗ
  7. ଜିଲ୍ଲା ନ୍ୟାୟପାଳିକା ରେକର୍ଡ କକ୍ଷ
  8. ଅତିରିକ୍ତ ଓ ଦୌରା ଜଜ କାର୍ଯ୍ୟାଳୟ
  9. ସି.ଜେ.ଏମ କାର୍ଯ୍ୟାଳୟ
  10. ଏସ.ଡ଼ି.ଜେ.ଏମ କାର୍ଯ୍ୟାଳୟ

କନ୍ଧମାଳ ନ୍ୟାୟପାଳିକା  ଅଧିକାରୀ ମାନଙ୍କ ସମ୍ପର୍କ  ବିବରଣୀ

କ୍ରମିକ ସଂଖ୍ୟା

ପଦବୀ

କାର୍ଯ୍ୟାଳୟ ଫୋନ ନମ୍ବର

କାର୍ଯ୍ୟାଳୟ ଫାକ୍ସ ନମ୍ବର

ନିବାସ ଫୋନ ନମ୍ବର

1

ଜିଲ୍ଲା ଓ ଦୌରା ଜଜ,ଫୁଲବାଣୀ

୦୬୮୪୨-୨୫୩୧୩୧

୦୬୮୪୨-୨୫୫୫୩୩

୦୬୮୪୨-୨୫୬୦୦୬

2

ଜଜ, ଫାମିଲି କୋର୍ଟ,ଫୁଲବାଣୀ

୦୬୮୪୨-୨୫୬୦୦୨

୦୬୮୪୨-୨୫୬୦୦୨

୦୬୮୪୨-୨୫୫୦୬୧

3

ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ(ଭିଜିଲେନ୍ସ ),ଫୁଲବାଣୀ

୦୬୮୪୨-୨୫୩୭୪୫

୦୬୮୪୨-୨୫୩୭୪୫

୦୬୮୪୨-୨୫୪୦୧୬

4

ଅତିରିକ୍ତ ଓ ଦୌରା ଜଜ, ଫୁଲବାଣୀ

୦୬୮୪୨-୨୫୬୦୧୩

-

୦୬୮୪୨-୨୫୬୦୧୭

5

ମୁଖ୍ୟ ନ୍ୟାଇକ ମାଜିସ୍ଟ୍ରେଟ, ଫୁଲବାଣୀ

୦୬୮୪୨-୨୫୩୭୧୦

-

୦୬୮୪୨-୨୫୩୮୧୦

6

ରେଜିଷ୍ଟ୍ରର ଦେୱାନୀ ଅଦାଲତ, ଫୁଲବାଣୀ

୦୬୮୪୨-୨୫୩୮୫୫

୦୬୮୪୨-୨୫୩୮୫୫

୦୬୮୪୨-୨୫୩୮୫୬

7

ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ଫୁଲବାଣୀ

୦୬୮୪୨-୨୫୪୭୫୫

-

୦୬୮୪୨-୨୫୫୪୪୫

8

ସଚିବ,ଡ଼ି.ଏଲ.ଏସ.ଏ ,ଫୁଲବାଣୀ

୦୬୮୪୨-୨୫୪୦୩୧

-

-

9

ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ,ବାଲିଗୁଡା

-

-

-

10

ବରିଷ୍ଠ ଦେୱାନୀ ଅଦାଲତ ଜଜ ଓ ଏ.ଏସ.ଜେ .,ବାଲିଗୁଡା

୦୬୮୪୬-୨୪୩୦୭୯

୦୬୮୪୬-୨୪୩୦୭୯

୦୬୮୪୬-୨୪୩୬୨୫

11

ସବ-ଡିଭିଶନଆଲ ନ୍ୟାଇକ ମାଜିସ୍ଟ୍ରେଟ,ବାଲିଗୁଡା

୦୬୮୪୬-୨୪୩୨୯୧

-

୦୬୮୪୬-୨୪୩୫୨୨

12

ଅତିରିକ୍ତ ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି ,ଘୁ.ଉଦୟଗିରୀ

୦୬୮୪୭-୨୬୦୦୧୩

୦୬୮୪୭-୨୬୦୦୧୩

୦୬୮୪୭-୨୬୦୦୧୩

13

ଦେୱାନୀ ଅଦାଲତ ଜଜ ଓ ଜେ.ଏମ.ଏଫ.ସି,ଦାରିଙ୍ଗବାଡି

୦୬୮୪୯-୨୪୬୧୫୮

୦୬୮୪୯-୨୪୬୧୫୮

୦୬୮୪୯-୨୪୫୪୮୮

14

ଶେରିସ୍ତାଦାର, ଜିଲ୍ଲା ଅଦାଲତ, ଫୁଲବାଣୀ

୦୬୮୪୨-୨୫୪୪୪୦

୦୬୮୪୨-୨୫୪୪୪୦

-

15

କୋଟ ମ୍ୟାନେଜର,ଜିଲ୍ଲା ଅଦାଲତ, ଫୁଲବାଣୀ

୦୬୮୪୨-୨୫୩୦୭୮

-

-

16

ସିଷ୍ଟମ ଅଫିସର,ଜିଲ୍ଲା ଅଦାଲତ, ଫୁଲବାଣୀ

୦୬୮୪୨-୨୫୩୨୧୫

-

-

17

ଆକାଉଣ୍ଟ ଉପବିଭାଗ ଜିଲ୍ଲା ଅଦାଲତ ,ଫୁଲବାଣୀ

୦୬୮୪୨-253795

-

-

18

ସମ୍ମୁଖ କାର୍ଯ୍ୟାଳୟ,
ଜିଲ୍ଲା ନ୍ୟାଇକା ସେବା ଅଧିକାରୀ,କନ୍ଧମାଳ

୦୬୮୪୨-253034

--

ଅଧିକ ତଥା ସବିଶେଷ ବିବରଣୀ ପାଇଁ କ୍ଲିକ କରନ୍ତୁ

ଜିଲ୍ଲା ସରକାରୀ କାର୍ଯ୍ୟାଳୟ ଯୋଗାଯୋଗ ସୂଚନା

ଜିଲ୍ଲା ସରକାରୀ କାର୍ଯ୍ୟାଳୟ ମାନଙ୍କ ଫୋନ ନମ୍ବର ଓ ଇ-ମେଲ

କ୍ରମିକ ସଂଖ୍ୟା

ଜିଲା

ଅଫିସ

ପଦ

ଫୋନ ନମ୍ବର

ଇ-ମେଲ ଆଇ.ଡ଼ି.

କନ୍ଧମାଳ

ଜିଲ୍ଲାପାଳ କାର୍ଯ୍ୟାଳୟ

ଜିଲ୍ଲାପାଳ

୦୬୮୪୨-୨୫୩୬୦୧/୨୫୩୬୦୨

dm-kandhamal[ଏଟ]nic[ଡଟ]in

କନ୍ଧମାଳ

ଜିଲ୍ଲା ଉଦ୍ୟାନକୃଷି କାର୍ଯ୍ୟାଳୟ

ଉଦ୍ୟାନ କୃଷିବିତ

୦୬୮୪୨-୨୫୫୨୭୩

ddhkandhamal.od[ଏଟ]nic[ଡଟ]in

କନ୍ଧମାଳ

ଆଇ.ଟି.ଡ଼ି.ଏ , ବାଲିଗୁଡା

ପ୍ରକଳ୍ପ ପ୍ରଶାସକ

୦୬୮୪୬-୨୪୩୨୪୪

paitdaballiguda2011[ଏଟ]gmail[ଡଟ]com

କନ୍ଧମାଳ

ଜିଲା ମଙ୍ଗଳ କାର୍ଯ୍ୟାଳୟ

ମଙ୍ଗଳ ଅଧିକାରୀ

୦୬୮୪୨-୨୫୩୬୪୩

dwo.kandhamal[ଏଟ]gmail[ଡଟ]com

କନ୍ଧମାଳ

ଉପ ଜିଲ୍ଲାପାଳ କାର୍ଯ୍ୟାଳୟ , ବାଲିଗୁଡା

ଉପ ଜିଲ୍ଲାପାଳ

୦୬୮୪୬-୨୪୩୨୨୯

subcollectorballiguda[ଏଟ]yahoo[ଡଟ]com

କନ୍ଧମାଳ

ଉପ ଜିଲ୍ଲାପାଳ କାର୍ଯ୍ୟାଳୟ , ଫୁଲବାଣୀ

ଉପ ଜିଲ୍ଲାପାଳ

୦୬୮୪୨-୨୫୩୬୦୫

subcollectorphulbani[ଏଟ]gmail[ଡଟ]com

କନ୍ଧମାଳ

ଆଇ.ଟି.ଡ଼ି.ଏ ଫୁଲବାଣୀ

ପ୍ରକଳ୍ପ ପ୍ରଶାସକ

୦୬୮୪୨-୨୫୪୧୪୯

itdaphulbani[ଏଟ]gmail[ଡଟ]com

କନ୍ଧମାଳ

ଲଘୁ ସେଚନ କାର୍ଯ୍ୟାଳୟ

କାର୍ଯ୍ୟ ନିର୍ବାହୀ ଜନ୍ତ୍ରୀ

୦୬୮୪୨-୨୫୩୬୩୪

କନ୍ଧମାଳ

ଉଠା ଜଳସେଚନ କାର୍ଯ୍ୟାଳୟ

କାର୍ଯ୍ୟ ନିର୍ବାହୀ ଜନ୍ତ୍ରୀ

୦୬୮୪୨-୨୫୩୨୯୭

୧୦

କନ୍ଧମାଳ

ଗ୍ରାମୀଣ ଜଳ ଯୋଗାଣ ଓ ସ୍ଵଚ୍ଛତା

କାର୍ଯ୍ୟ ନିର୍ବାହୀ ଜନ୍ତ୍ରୀ

୦୬୮୪୨-୨୫୩୩୧୪

୧୧

କନ୍ଧମାଳ

ସୂଚନା ବିଜ୍ଞାନ କେନ୍ଦ୍ର

ସୂଚନା ବିଜ୍ଞାନ ଅଧିକାରୀ

୦୬୮୪୨-୨୫୩୮୯୧

oriphu[ଏଟ]nic[ଡଟ]in

୧୨

କନ୍ଧମାଳ

ଜିଲା ସମାଜ କଲ୍ୟାଣ କାର୍ଯ୍ୟାଳୟ

ଜିଲା ସମାଜ କଲ୍ୟାଣ ଅଧିକାରୀ

୦୬୮୪୨-୨୫୩୬୯୪

dswokandhamal[ଏଟ]nic[ଡଟ]in

୧୩

କନ୍ଧମାଳ

ପୌର ପରିଷଦ କାର୍ଯ୍ୟାଳୟ

କାର୍ଯ୍ୟ ନିର୍ବାହୀ ଅଧିକାରୀ

୦୬୮୪୨-୨୫୩୬୧୯

municipality.plb[ଏଟ]rediffmail[ଡଟ]com

୧୪

କନ୍ଧମାଳ

ଏନ.ଏ.ସି ଉଦୟଗିରୀ

କାର୍ଯ୍ୟ ନିର୍ବାହୀ ଅଧିକାରୀ

୦୬୮୪୨-୨୬୦୦୫୭

୧୫

କନ୍ଧମାଳ

ଆରଖି  ଅଧିକ୍ଷକ କାର୍ଯ୍ୟାଳୟ

ଆରଖି ଅଧିକ୍ଷକ

୦୬୮୪୨-୨୫୩୬୧୦

୧୬

କନ୍ଧମାଳ

ଜିଲା ସୂଚନା ଓ ଜନସମ୍ପର୍କ କାର୍ଯ୍ୟାଳୟ

ଜିଲା ସୂଚନା ଓ ଜନସମ୍ପର୍କ ଅଧିକାରୀ

୦୬୮୪୨-୨୫୩୬୪୦

ipr.kandhamal[ଏଟ]gmail[ଡଟ]com

୧୭

କନ୍ଧମାଳ

ଜିଲା ଗ୍ରାମୀଣ ବିକାଶ ସଂସ୍ଥା

ପ୍ରକଳ୍ପ ନିର୍ଦେଶକ

୦୬୮୪୨-୨୫୩୬୯୬

ori-dphulbani[ଏଟ]nic[ଡଟ]in

୧୮

କନ୍ଧମାଳ

ଜିଲା  ଉଦ୍ୟୋଗ କେନ୍ଦ୍ର

ଜିଲା ଉଦ୍ୟୋଗ ଅଧିକାରୀ

୦୬୮୪୨-୨୫୩୨୩୯

dicphb[ଏଟ]nic[ଡଟ]in

୧୯

କନ୍ଧମାଳ

ଜିଲା ବେସାମରିକ ଯୋଗାଣ  କାର୍ଯ୍ୟାଳୟ

ଜିଲା ବେସାମରିକ ଯୋଗାଣ ଅଧିକାରୀ

୦୬୮୪୨-୨୫୩୬୭୦

cso.kandhamal[ଏଟ]gmail[ଡଟ]com

୨୦

କନ୍ଧମାଳ

ଜିଲା  କୃଷି କାର୍ଯ୍ୟାଳୟ

ଜିଲା କୃଷି ଅଧିକାରୀ

୦୬୮୪୨-୨୫୩୬୨୩

୨୧

କନ୍ଧମାଳ

ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ

ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ

୦୬୮୪୨-୨୫୩୨୪୯

cdmophulbani[ଏଟ]gmail[ଡଟ]com

ହେଲ୍ପଲାଇନ୍

କନ୍ଧମାଳ ଜିଲ୍ଲାର ହେଲ୍ପଲାଇନ

ସବିଶେଷ ବିବାବରଣୀ

ଫୋନ ନମ୍ବର

ସ୍ଥାନୀୟ ପୁଲିସ ସ୍ଟେଶନ

୧୦୦

ବରିଷ୍ଠ ବ୍ୟକ୍ତି ହେଲ୍ପଲାଇନ

୧୦୯୦

ମହିଳା ହେଲ୍ପଲାଇନ

୧୦୯୧

ଶିଶୁ ହେଲ୍ପଲାଇନ

୧୦୯୮

ଅଗ୍ନିଶମ ହେଲ୍ପଲାଇନ

୧୦୧

ଏମ୍ବୁଲେନ୍ସ ହେଲ୍ପଲାଇନ

୧୦୮

ଜନନୀ ଏମ୍ବୁଲେନ୍ସ ହେଲ୍ପଲାଇନ

୧୦୨

ଟ୍ରାଫିକ ହେଲ୍ପଲାଇନ

୧୦୯୫

ଏନ.ଏ.ଏଚ.ଆଇ ହେଲ୍ପଲାଇନ

୧୦୩୩

ଏସଟିଡି ଏବଂ ପିନ୍ କୋଡ୍

କନ୍ଧମାଳ ଜିଲ୍ଲାର  ଏସଟିଡି ଏବଂ ପିନ୍ କୋଡ୍

କ୍ରମିକ. ସଂଖ୍ୟା.

ଜିଲା

ସ୍ଥାନ

ଏସ.ଟି.ଡି କୋଡ୍

କନ୍ଧମାଳ

ଫିରିଙ୍ଗିଆ

୦୬୮୫୪

କନ୍ଧମାଳ

ଖଜୁରୀପଡା

୦୬୮୪୨

କନ୍ଧମାଳ

କନ୍ଧମାଳ

୦୬୮୪୨

କନ୍ଧମାଳ

ରଇକିଆ

୦୬୮୪୭

କନ୍ଧମାଳ

ତୁମୁଡିବନ୍ଧ

୦୬୮୪୦

କନ୍ଧମାଳ

କେ.ନୂଆଗାଁ

୦୬୮୪୬

କନ୍ଧମାଳ

କୋଟଗଡ

୦୬୮୪୮

କନ୍ଧମାଳ

ଚକାପାଦ

୦୬୮୪୭

କନ୍ଧମାଳ

ଦାରିଙ୍ଗବାଡି

୦୬୮୪୯

୧୦

କନ୍ଧମାଳ

ଜି. ଉଦୟଗିରୀ

୦୬୮୪୭

୧୧

କନ୍ଧମାଳ

ବାଲିଗୁଡା

୦୬୮୪୬

୧୨

କନ୍ଧମାଳ

କେ.ନୂଆଗାଁ

୦୬୮୪୬

କେତେକ ଜରୁରୀ ସ୍ଥାନର ଠିକଣା

ବ୍ୟାଙ୍କ

  • ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ଏଲଟିଡ଼. ଫୁଲବାଣୀ ବ୍ବ୍ରଞ୍ଚ
  • ମେନ ରୋଡ, ଗଣେଶ ବଜାର ଫୁଲବାଣୀ ଓଡିଶା

  • ଆକ୍ସିସ ବ୍ୟାଙ୍କ
  • ତଳ ମହଲା ହାତପଦା, ହିଲ ଭିଉ ରୋଡ ଫୁଲବାଣୀ

  • ଆଲ୍ଲାହାବାଦ ବ୍ୟାଙ୍କ, ଫୁଲବାଣୀ
  • ଫୁଲବାଣୀ କନ୍ଧମାଳ ପିନ - ୭୬୨୦୦୧

  • ଇଉନିୟନ ବ୍ୟାଙ୍କ ଓଫ ଇଣ୍ଡିଆ, ଫୁଲବାଣୀ
  • ଫୁଲବାଣୀ ପିନ -୭୬୨୦୦୧ କନ୍ଧମାଳ

  • ଏଚ.ଡ଼ି.ଅଫ.ସି ବ୍ୟାଙ୍କ ଏଲଟିଡ଼ି. ଫୁଲବାଣୀ
  • ପ୍ଲଟ ନମ୍ବର: ୬୩୪ ଗଣେଶ ବଜାର ଫୁଲବାଣୀ ୭୬୨୦୦୧

  • ସିଣ୍ଡିକେଟ ବ୍ୟାଙ୍କ ଫୁଲବାଣୀ
  • ହାତପଦା ଫୁଲବାଣୀ

  • ସେଣ୍ଟ୍ରାଲ ବ୍ୟାଙ୍କ ଓଫ ଇଣ୍ଡିଆ ଫୁଲବାଣୀ
  • ବ୍ଲକ ଅଫିସ ନିକଟ, ୧ଏସଟି ଫ୍ଲୋର , ଫୁଲବାଣୀ ୭୬୨୦୦୧

  • ସ୍ଟେଟ ବ୍ୟାଙ୍କ ଓଫ ଇଣ୍ଡିଆ, ଫୁଲବାଣୀ
  • ଚିଦାନନ୍ଦ ନଗର ଫୁଲବାଣୀ ଓଡିଶା ୭୬୨୦୦୧
    ଇମେଲ୍ : sbi[dot]00154[at]sbi[dot]co[dot]in

ବିଦ୍ୟାଳୟ ଓ ମହାବିଦ୍ୟାଳୟ

ବିଦ୍ୟାଳୟ

  • ଏଜେଓ ଉଚବିଦ୍ୟାଳୟ
  • ମେନ ରୋଡ, ଟେଲିକମ କଲୋନୀ, ଫୁଲବାଣୀ, ଓଡିଶା, ୭୬୨୦୦୨

  • କର୍ମେଲ ଇଂଗ୍ଲିଶ ମିଡିୟମ ସ୍କୁଲ
  • ନାରାୟଣୀ ସାହି ରୋଡ, ଏଗ୍ରିକଲ୍ଚର କଲୋନୀ , ଫୁଲବାଣୀ, ଓଡିଶା , ୭୬୨୦୦୧

  • କେନ୍ଦ୍ରୀୟ ବିଦ୍ୟାଳୟ , କନ୍ଧମାଳ
  • ଏସଏଚ ୧, କନ୍ଧମାଳ, ଫୁଲବାଣୀ ଓଡିଶା ୭୬୨୦୦୧

  • ଜୱାହର ନଭୋଦୟ ବିଦ୍ୟାଳୟ
  • ତୁଡିପାଜୁ, ଫୁଲବାଣୀ, କନ୍ଧମାଳ, ପୁନ-୭୬୨୦୦୨

  • ସତ୍ୟ ସାଇ ଉଚବିଦ୍ୟାଳୟ
  • ଏସ.ଏଚ ୧, ଅମ୍ଳ ପଡା, ଫୁଲବାଣୀ, ଓଡିଶା ୭୬୨୦୦୧

ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ

  • ଏସ.ଏମ. ସରକାରୀ ମହିଳା ମହାବିଦ୍ୟାଳୟ
  • ବିଶ୍ୱବିଦ୍ୟାଳୟ : ବରହମପୁର

  • ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥାନ ଫୁଲବାଣୀ
  • ଔଦ୍ୟୋଗିକ ପ୍ରଶିକ୍ଷଣ ସଂସ୍ଥାନ ଫୁଲବାଣୀ , ପୋଷ୍ଟ; ଫୁଲବାଣୀ
    ଫୋନ : 06842-253753

  • ସରକାରୀ ସ୍ଵାୟାଂସାସିତ ମହାବିଦ୍ୟାଳୟ
  • ବିଶ୍ୱବିଦ୍ୟାଳୟ : ବରହମପୁର

ବିଜୁଳି

  • ଇଲେକଟ୍ରିକ କାର୍ଯ୍ୟାଳୟ , ବାଲିଗୁଡା
  • ଗଞ୍ଜୁପଡି ଓଡିଶା ୭୬୨୧୦୩

  • ପାୱାର ହାଉସ, ଇଲେକଟ୍ରିକ କାର୍ଯ୍ୟାଳୟ, ଫୁଲବାଣୀ
  • ଇଲେକଟ୍ରିକ କଲୋନୀ, ଫୁଲବାଣୀ, ୭୬୨୦୦୧

  • ସାଉଥକୋ ଉଟିଲିଟି, ଟିକାବାଲି ଉପଖଣ୍ଡ
  • ଟିକାବାଲି ଓଡିଶା ୭୬୨୦୧୦

ଚିକିତ୍ସାଳୟ

ନଗର ପାଳିକା

ଡାକ

  • ଫୁଲବାଣୀ ଏଚ.ଓ
  • ମୁଖ୍ୟ କାର୍ଯ୍ୟାଳୟ କନ୍ଧମାଳ ଜିଲା, ଫୁଲବାଣୀ, ଓଡିଶା
    ଫୋନ : 07008868077
    ୱେବସାଇଟ୍ ଲିଙ୍କ : ଡାକସେବା

ଆଧାର -"କନ୍ଧମାଳ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top