ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ
ସେଆର କରନ୍ତୁ

କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ

କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସମ୍ବନ୍ଧିତ ସୂଚନା ।

କିଭଳି ପହଁଞ୍ଚିବେ କନ୍ଧମାଳ

ଆକାଶ ପଥ:-

ନିକଟତମ ବିମାନବନ୍ଦର: ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ଜିଲ୍ଲା ମୁଖ୍ୟାଳୟ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।

ରେଳପଥ:-

ନିକଟତମ ରେଳପଥ: ବ୍ରହ୍ମପୁର ରେଳଷ୍ଟେସନ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

ସଡକପଥ:-

ନିକଟତମ ବସଷ୍ଟାଣ୍ଡ: ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।

କନ୍ଧମାଳ ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ସହରରେ ଅବସ୍ଥିତ ।ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ଯାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ।

ଆବାସ ସ୍ଥଳ (ହୋଟେଲ/ ରିସୋର୍ଟ/ ଧର୍ମଶାଳା)

ଉପଲବ୍ଧ ଆବାସ ବ୍ୟବସ୍ଥା ଓ ଫୋନ ନମ୍ବର ସର୍ବଶେଷ ବିବରଣୀ:-

ସରକାରୀ:

  1. ସର୍କିଟ ହାଉସ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨-୨୫୩୬୦୪
  2. ଇନ୍ସପେକଶନ ବଙ୍ଗଲା,ଫୁଲବାଣୀ,ଫୋନ ନମ୍ବର: ୦୬୮୪୨-୨୫୩୨୧୨
  3. ନିର୍ମାଣ ବିଭାଗ ରେଷ୍ଟ ସେଡ, ଫୁଲବାଣୀ,ଫୋନ ନମ୍ବର: ୦୬୮୪୨-୨୫୩୨୧
  4. ଲଘୁ ଜଳସେଚନ ବିଭାଗ ବିଶ୍ରାମଗାର,ଫୁଲବାଣୀ, ଫୋନ ନମ୍ବର: ୦୬୮୪୨-୨୫୩୬୩୪
  5. ଫରେଷ୍ଟ ରେଷ୍ଟ ସେଡ, ଫୁଲବାଣୀ,ଫୋନ ନମ୍ବର: ୦୬୮୪୨- ୨୫୩୬୧୭
  6. ପିଲ୍ଲାସାଲୁଙ୍କି ଇରିଗେଶନ ଆଇ.ବ.,ଫୁଲବାଣୀ,ଫୋନ ନମ୍ବର: ୦୬୮୪୨- ୨୫୩୭୮୧
  7. ଟୁରିଷ୍ଟ କୋମ୍ପ୍ଲେକ୍ସ, ବେଲଘର
  8. ଫରେଷ୍ଟ ଆଇ.ବି., ବେଲଘର,ଫୋନ ନମ୍ବର: ୦୬୮୪୬- ୨୪୩୨୪୯
  9. ନେଚର କ୍ୟାମ୍ପ, ବେଲଘର(ଜଙ୍ଗଲ ବିଭାଗ)
  10. ରାଜସ୍ୱ ବିଭାଗ ଆଇ.ବି., ବେଲଘର,ଫୋନ ନମ୍ବର: ୦୬୮୪୬- ୨୪୩୨୨୯
  11. ରାଜସ୍ୱ ବିଭାଗ ଆଇ.ବି., କୁରତମଗଡ,ଫୋନ ନମ୍ବର: ୦୬୮୪୬- ୨୪୩୨୯
  12. ରାଜସ୍ୱ ବିଭାଗ ଆଇ.ବି., ଦାରିଙ୍ଗବାଡି,ଫୋନ ନମ୍ବର: ୦୬୮୪୬- ୨୪୩୨୯
  13. ନିର୍ମାଣ ବିଭାଗ ଆଇ.ବି., ତୁମୁଡିବନ୍ଧ, ଫୋନ ନମ୍ବର: ୦୬୮୪୬- ୨୪୩୨୪୨
  14. ନିର୍ମାଣ ବିଭାଗ ଆଇ.ବି., ବାଲିଗୁଡା, ଫୋନ ନମ୍ବର: ୦୬୮୪୬-୨୪୩୨୪୨
  15. ନିର୍ମାଣ ବିଭାଗ ଆଇ.ବି., ଦାରିଙ୍ଗବାଡି
  16. ପାନ୍ଥଶାଳା, ଦାରିଙ୍ଗବାଡି
  17. ଫରେଷ୍ଟ ଆଇ.ବି., ଦାରିଙ୍ଗବାଡି
  18. ଫରେଷ୍ଟ ରେଷ୍ଟ ସେଡ, ବାଲିଗୁଡା,ଫୋନ ନମ୍ବର: ୦୬୮୪୬ – ୨୪୩୨୪୯
  19. ନେଚର କ୍ୟାମ୍ପ, ଦାରିଙ୍ଗବାଡି (ଜଙ୍ଗଲ ବିଭାଗ)

ବେସରକାରୀ:

  1. ହୋଟେଲ ରାଜ କମଲ, ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୪୬୮
  2. ଲକ୍ଷ୍ମୀ ଲଜ, ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୫୦୨
  3. ହୋଟେଲ ହିଲ୍ ଭିଉ, ହଟପଦା, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ -୨୫୩୫୫୨
  4. ହୋଟେଲ ଆରୟା ପାଲେସ, ଗଣେଶ ବଜାର,ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୪୪୫୫
  5. ଗୁରୁ ଲଜ, ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୮୫୩
  6. ନୟନା ଲଜ,ଗଣେଶ ବଜାର,ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୧୦୯
  7. ଭେଙ୍କଟେଶ୍ଵର ଲଜ , ଗଣେଶ ବଜାର,ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୮୪୭
  8. ହୋଟେଲ ପି.କେ ସାଲୁଙ୍କି , ଏଫ ସି ଆଇ ଛକ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ -୨୫୫୬୫୫
  9. ହୋଟେଲ ରୟାଲ ପ୍ଲାଜା, ଜେଲ ରୋଡ, ଅମଲାପଡା, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ -୨୫୫୩୫୫
  10. ହୋଟେଲ ଡ୍ରିମ ଲ୍ୟାଣ୍ଡ, ମେନ ରୋଡ, ଫୁଲବାଣୀ, ଫୋନ ନମ୍ବର: ୦୬୮୪୨ – ୨୫୩୨୪୪
  11. ଡିୟର ଇକୋ ହୋମ, ଦାରିଙ୍ଗବାଡି, ମୋବାଇଲ ନମ୍ବର: ୯୪୩୮୪୨୨୪୫୨
  12. ହୋଟେଲ ଈଊଟୋପିଆ,ମେନ ରୋଡ , ଦାରିଙ୍ଗବାଡି, ଫୋନ ନମ୍ବର: ୦୬୮୪୯ -୨୪୫୩୮୫
  13. ହୋଟେଲ ପଦ୍ମା, ଦାରିଙ୍ଗବାଡି, ଫୋନ ନମ୍ବର: ୦୬୮୪୯ -୨୪୫୩୨୩
  14. ହୋଟେଲ ସନ୍ତୋଷ ଭବନ, ବାଲିଗୁଡା
  15. ପାଟଖଣ୍ଡ ଲଜ, ମେନ ରୋଡ, ବାଲିଗୁଡା
  16. ମୁକ୍ତ ଲଜ, ମେନ ରୋଡ, ବାଲିଗୁଡା

ପର୍ଯ୍ୟଟନ ସ୍ଥଳୀ

ବେଲଘର

ବେଲଘର ସମୁଦ୍ର ପତନଠାରୁ ପ୍ରାୟ ୨୫୫୫ ଫୁଟ ଉଚତାରେ ଅବସ୍ଥିତ । ବେଲଘର ପ୍ରାକୃତିକ ଦୃଶ୍ୟରାଜି ଓ ବନ୍ୟଜନ୍ତୁ ସମ୍ପଦ(ହାତୀ ଆଦି ବନ୍ୟାପ୍ରାଣୀ)ରେ ପରିପୂର୍ଣ୍ଣ । ଏଠାରେ କୁଟି-କନ୍ଧ ଜନଜାତିର ଲୋକେ ବସବାସ କରନ୍ତି ଏବଂ ସେମାନେ ଖୁବ ବନ୍ଧୁତାପୂର୍ଣ୍ଣ ଓ ଅତିଥିପରାୟଣ ଅଟନ୍ତି।

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ବେଲଘର ଠାରୁ ୩୭୫ କି.ମି ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • ବ୍ରହ୍ମପୁର ରେଳଷ୍ଟେସନ,ବେଲଘର ଠାରୁ ୨୭୦ କି.ମି ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୬୫ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ତୁମୁଡିବନ୍ଧ ଅଟେ।

  • ରୁହନ୍ତୁ
  • ବେଲଘର ଠାରେ ସରକାରୀ ଆବାସ ରହିଅଛି ଓ ବ୍ୟକ୍ତିଗତ ଲଜ ଓ ହୋଟେଲ ନିକଟତମ ଜିଲ୍ଲା ଉପଖଣ୍ଡ ବାଲିଗୁଡାରେ ଉପଲବ୍ଧ ।

ଦାରିଙ୍ଗବାଡି

ଦାରିଙ୍ଗବାଡି ସମୁଦ୍ର ପତନ ଠାରୁ ୩୦୦୦ ଫୁଟ ଉଚ୍ଛତାରେ ଅବସ୍ଥିତ,ଏହା ଏକ ଆଦର୍ଶ ଗ୍ରୀଷ୍ମକାଳୀନ ରିସର୍ଟ, ଦାରିଙ୍ଗବାଡି “ଓଡିଶାର କାଶ୍ମୀର” ଭାବେ ପରିଚିତ । ଦାରିଙ୍ଗବାଡି ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ ଏବଂ ଏଠାରେ ପାଇନ ଜଙ୍ଗଲ, କଫି ବଗିଚା, ଶଙ୍କିର୍ଣ୍ଣ ଘାଟି ଆଦି ରହିଅଛି । ଏହା ଓଡିଶା ରାଜ୍ୟର ଏକମତ୍ର ସ୍ଥାନ ଯେଉଁଠାରେ ଶୀତରୁତୁରେ ବରଫପାତ ହୋଇଥାଏ ।

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ଦାରିଙ୍ଗବାଡି ଠାରୁ ୨୯୦ କି.ମି ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • ବ୍ରହ୍ମପୁର ରେଳଷ୍ଟେସନ,ଦାରିଙ୍ଗବାଡି ଠାରୁ ୧୩୦ କି.ମି ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୨୦ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ଦାରିଙ୍ଗବାଡି ଅଟେ।

  • ରୁହନ୍ତୁ
  • ଦାରିଙ୍ଗବାଡି ସହରରେ ଉଭୟ ସରକାରୀ ଆବାସ ଓ ବ୍ୟକ୍ତିଗତ ଲଜ ଓ ହୋଟେଲ ଉପଲବ୍ଧ ।

ବରାଳ ଦେବୀ ମନ୍ଦିର

ଏହି ସ୍ଥାନଟି ଠାକୁରାଣୀ ବରାଳ ଦେବୀଙ୍କ ପିଠ ଅଟେ ଓ ସେ ଜଗତ ଉଦ୍ଧାରକର୍ତ୍ତା ଭାବେ ଖୁବ ପ୍ରସିଦ୍ଧ। ଏଠିକାର ଲୋକମାନେ ବିଭିନ୍ନ ପର୍ବପର୍ବାଣି ଓ ବିଶେଷକରି ଦଶହରା ସମୟରେ ଠାକୁରାଣୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।

ପିଲ୍ଲାସାଲୁଙ୍କି ନଦୀବନ୍ଧ ଏକ ଆକର୍ଷଣୀୟ ସ୍ଥାନ ଅଟେ ଏବଂ ପିକ-ନିକ ସ୍ପଟ ଭାବେ ଖୁବ ଜଣାଶୁଣା । ଏହା ବରାଳ ଦେବୀ ମନ୍ଦିର ଠାରୁ ୩ କି.ମି ଦୂରରେ ଅବସ୍ଥିତ ।

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ବଲସକୁମ୍ପା ଠାରୁ ୧୯୮ କି.ମି ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ବଲସକୁମ୍ପା ଅଟେ।

  • ରୁହନ୍ତୁ
  • ଫୁଲବାଣୀ ସହର ରେ ଉଭୟ ସରକାରୀ ଆବାସ ଓ ବ୍ୟକ୍ତିଗତ ଲଜ ଓ ହୋଟେଲ ଉପଲବ୍ଧ ।

ପୁତୁଡି

ପୁତୁଡି ଜଳପ୍ରପାତ ପ୍ରାକୃତିକ ସୌନ୍ଧୟରେ ପରିପୂର୍ଣ୍ଣ ଏବଂ ଅଠାରେ ସାଲୁଙ୍କି ନଦୀ ୬୦ ଫୁଟ ଉଚ୍ଛରୁ ପ୍ରବାହିତ ହୋଇଥାଏ । ଚତୁର୍ଦିଗ ଘାନା ଜଙ୍ଗଲ ଦ୍ଵାରା ଏଛାଦିତ ଓ ଜଳପ୍ରପାତର ଗର୍ଜନ ଶରୀରରେ ରୋମାଞ୍ଚ ସୃଷ୍ଟି କରେ। ପୁତୁଡି, ଫୁଲବାଣୀ ସହର ଠାରୁ ୧୮ କି.ମି. ଦୂରରେ ଅବସ୍ଥିତ ।

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ବଲସକୁମ୍ପା ଠାରୁ ୨୨୯ କି.ମି ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • ବ୍ରହ୍ମପୁର ରେଳଷ୍ଟେସନ,ବଲସକୁମ୍ପା ଠାରୁ ୧୮୩ କି.ମି ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଫୁଲବାଣୀ ବସଷ୍ଟାଣ୍ଡ, ଏଠାରୁ ୧୮ କି.ମି ଦୂରତାରେ ଅବସ୍ଥିତ । ନିକଟତମ ବସସ୍ଟପ ଡଡକି ଅଟେ।

  • ରୁହନ୍ତୁ
  • ଫୁଲବାଣୀ ସହରରେ ଉଭୟ ସରକାରୀ ଆବାସ ଓ ବ୍ୟକ୍ତିଗତ ଲଜ ଓ ହୋଟେଲ ଉପଲବ୍ଧ ।

ଜଗନ୍ନାଥ ମନ୍ଦିର

ଏହା କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନରେ ଅବସ୍ଥିତ। ଫୁଲବାଣୀ ସହରରୁ ରାଜ୍ୟର ବିଭିନ୍ନ ସ୍ଥାନ ଓ ଜିଲ୍ଲାର ପର୍ଯ୍ୟଟନସ୍ଥଳ ଗୁଡିକୁ ନିୟମିତ ବସ ସେବା ଉପଲବ୍ଧ । ଯେକେହି, ବସ କିମ୍ବା ଟ୍ୟାକ୍ସି ଦ୍ଵାରା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସହଜରେ ଯାଇପାରିବେ ।

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵର, ଫୁଲବାଣୀ ଠାରୁ ୨୧୧କି.ମି ଦୂରତାରେ ଅବସ୍ଥିତ ।

  • ରେଳଗାଡ଼ିରେ
  • ବ୍ରହ୍ମପୁର ରେଳଷ୍ଟେସନ,ଫୁଲବାଣୀ ଠାରୁ ୧୬୫କି.ମି ଦୂରତାରେ ଅବସ୍ଥିତ ।

  • ସଡ଼କ ପଥରେ
  • ଫୁଲବାଣୀ ବସଷ୍ଟାଣ୍ଡ, ଜିଲ୍ଲା ମୁଖ୍ୟାଳୟ ଠାରୁ ୧କି.ମି ଦୂରତାରେ ଅବସ୍ଥିତ ।

  • ରୁହନ୍ତୁ
  • ଏଠାରେ ଉଭୟ ସରକାରୀ ଆବାସ ଓ ବ୍ୟକ୍ତିଗତ ଲଜ ଓ ହୋଟେଲ ଉପଲବ୍ଧ ।

ଆଧାର -"କନ୍ଧମାଳ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

1.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top