ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ଖୋର୍ଦ୍ଧା ଜିଲ୍ଲା
ସେଆର କରନ୍ତୁ

ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲା

ଇତିହାସ

ଖୋର୍ଦ୍ଧା ଓଡ଼ିଶାର ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଖୋର୍ଦ୍ଧା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଭୂଗୋଳ

ଓଡ଼ିଶାର ପୂର୍ବ ଭାଗରେ ଅବସ୍ଥିତ ଖୋର୍ଦ୍ଧା ଜିଲ୍ଲାର ଆୟତନ ୨,୮୭.୫ ବର୍ଗ କିମି

ଅବସ୍ଥିତି

ପୂର୍ବରେ : ପୁରୀ ଜିଲ୍ଲା

ପଶ୍ଚିମରେ: ନୟାଗଡ଼ ଜିଲ୍ଲା

ଉତ୍ତରରେ : କଟକ ଜିଲ୍ଲା

ଦକ୍ଷିଣରେ: ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦ ଅଛି୤

ମୁଖ୍ୟ ନଦୀ

ଦୟା
ଭାର୍ଗବୀ
କୁଆଖାଇ
କୁଶଭଦ୍ରା
ମଲାଗୁଣୀ
ରାଣା
କୁସୁମୀ

ଜନସଂଖ୍ୟା

୨୦୧୧ ଜନଗଣନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ମୋଟ ଲୋକସଂଖ୍ୟା ୨୨,୪୬,୩୪୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୬୫,୬୨୦ ଓ ସହରାଞ୍ଚଳରେ ୧୦,୮୦,୭୨୧ ଲୋକ ବାସ କରନ୍ତି  ।
ପୁରୁଷ: ୧୧,୬୬,୯୪୯
ମହିଳା: ୧୦,୭୯,୩୯୨
ଛ ବର୍ଷରୁ କମ: ୨,୨୨,୨୭୫
ସାକ୍ଷରତା ହାର: ୮୭.୫୧%
ପୁରୁଷ: ୯୨.୫୫%
ମହିଳା: ୮୨.୦୬%

ପ୍ରଶାସନିକ ବିଭାଗ

ଉପଖଣ୍ଡ (ସବ୍ ଡିଭିଜନ):  ୧. ଭୁବନେଶ୍ଵର ଓ ୨. ଖୋର୍ଦ୍ଧା ।
ତହସିଲ: : ୧. ବାଣପୁର, ବେଗୁନିଆ, ଭୁବନେଶ୍ଵର, ବୋଲଗଡ଼, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ ଓ ବାଲୁଗାଁ
ବ୍ଳକ: : ୧.ବାଲିଅନ୍ତା, ୨.ବାଲିପାଟଣା, ୩.ଜଟଣି, ୪.ଭୁବନେଶ୍ଵର, ୫.ବାଣପୁର, ୬.ବେଗୁନିଆ, ୭.ବୋଲଗଡ଼, ୮.ଚିଲିକା, ୯.ଖୋର୍ଦ୍ଧା ସଦର ଓ ୧୦.ଟାଙ୍ଗୀ ୤
ଗ୍ରାମ ପଞ୍ଚାୟତ: ୧୫୨
ଗ୍ରାମ: ୧,୫୬୭
ସହର: ୫
ମହାନଗର ନିଗମ:୧: ଭୁବନେଶ୍ଵର
ପୌରପାଳିକା:୨: ଖୋର୍ଦ୍ଧା, ଜଟଣି
ବିଜ୍ଞାପିତ ଅଞ୍ଚଳ ପରିଷଦ:୨: ବାଣପୁର, ବାଲୁଗାଁ,

ରାଜନୀତି

ଲୋକ ସଭା ନିର୍ବାଚନ ମଣ୍ଡଳୀ
ଭୁବନେଶ୍ଵର
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ମୂଳ ଲେଖା: ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ୮ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଜୟଦେବ (୧୧୧)
  2. ଭୁବନେଶ୍ଵର(ମଧ୍ୟ) (୧୧୨)
  3. ଭୁବନେଶ୍ଵର(ଉତ୍ତର) (୧୧୩)
  4. ଭୁବନେଶ୍ଵର(ଏକାମ୍ର) (୧୧୪)
  5. ଜଟଣି (୧୧୫)
  6. ବେଗୁନିଆ (୧୧୬)
  7. ଖୋର୍ଦ୍ଧା (୧୧୭)
  8. ଚିଲିକା (୧୧୮)

ଦର୍ଶନୀୟ ସ୍ଥାନ

  1. ନନ୍ଦନକାନନ ଜୀବ ଉଦ୍ୟାନ
  2. ଚିଲିକା ହ୍ରଦ
  3. ରାଜାରାଣୀ ମନ୍ଦିର
  4. ଧଉଳି ଶାନ୍ତି ସ୍ତୁପ
  5. ଲିଙ୍ଗରାଜ ମନ୍ଦିର
  6. ଅଟ୍ରି ଉଷ୍ଣପ୍ରସ୍ରବଣ
  7. ଖଣ୍ଡଗିରି ଓ ଉଦୟଗିରି
  8. ବରୁଣେଇ
  9. ଗଡମଣିତ୍ରୀ(ରାମଚଣ୍ଡି)
  10. ମୁକ୍ତେଶ୍ଵର ମନ୍ଦିର
  11. କାଇପଦର ପିର୍ ବାବା
  12. ଶିଶୁପାଳଗଡ଼
  13. ଜୟଦେବ କେନ୍ଦୁଲି
  14. ବାଣପୁର

ଆଧାର:ଖୋର୍ଦ୍ଧା

3.13888888889
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top