ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ରାୟଗଡା ଜିଲ୍ଲାର ପର୍ଯ୍ୟଟନ ସ୍ଥାନ
ସେଆର କରନ୍ତୁ

ରାୟଗଡା ଜିଲ୍ଲାର ପର୍ଯ୍ୟଟନ ସ୍ଥାନ

ରାୟଗଡା ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ସମ୍ବନ୍ଧରେ ସୂଚନା ।

ରାୟଗଡ ଜିଲ୍ଲା

ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ରାଜୁତି ସମୟରେ ରାୟଗଡ ଜିଲ୍ଲା କଳିଙ୍ଗ ସାମ୍ରାଜ୍ୟ ଅଧୀନରେ ଥିଲା। ରାୟଗଡର ଇତିହାସ ସମ୍ପର୍କରେ ରାଜା ମାନ୍ଧାତା ଭୋଜପୁରରେ ଥିବା ପ୍ରସ୍ତର ଖୋଦେଇରେ ବ୍ରାହ୍ମୀ ଭାଷାରେ ଲିପିବଦ୍ଧ କରିଛନ୍ତି। ପରେ ସେ ଗଙ୍ଗ ବଂଶୀ ଓ ସୂର୍ଯ୍ୟ ବଂଶୀ ରାଜା ଖାରବେଳଙ୍କ ନିକଟରୁ ପରାଜିତ ହୋଇଥିଲେ । ସେତେବେଳେ ଏହା ଗୁଡ଼ାରି କଟାକା ର ଦାଦରନବଙ୍କ ଅଧୀନରେ ରହିଥିଲା। ଏହାର ବିସ୍ତୃତ ଇତିହାସ ପାଟଳେଶ୍ଵର ମନ୍ଦିରରେ ଥୀବା ପଥରରେ ବ୍ରାହ୍ମୀ ଭାଷାରେ ଲିପିବଦ୍ଧ ହୋଇଛି ।

ଏହିଭଳି ଭାବରେ ପାଟଳେଶ୍ଵର ମନ୍ଦିର ନିକଟରୁ ମିଳିଥିବା ପଥରରେ ଖୋଦିତ ସାହିତ୍ୟରୁ ଲାଙ୍ଗୁଳିନଦାର ଅବସ୍ଥିତ ବିଷୟରେ ଅନେକ କିଛି ତଥ୍ୟ ମିଳିଛି। ୧୫୧୯ରେ ଯେତେବେଳେ ରାଜା ମୁକୁନ୍ଦ ଦେବ ଗୋହେରା ଟିକ୍ରିରେ ପରାଜିତ ହୋଇଥିଲେ ସେତେବେଳେ ଏହି ଅଞ୍ଚଳଟି ବାହାମନୀଶଙ୍କ ଅଧୀନକୁ ଆସିଥିଲା । ତାପରେ ଏହା ନନ୍ଦପୁର ରାଜାଙ୍କ ଅଧୀନରେ ୪୭ ବର୍ଷ ଧରି ରହିଥିଲା। ହଶିନ ଖାନଙ୍କ ଦ୍ଵାରା ପରାଜିତ ହୋଇ ମୃତ୍ୟୁବରଣ କରିଥିବା ବିଶ୍ଵମ୍ବର ଦେବ ସମ୍ଭବତଃ ରାୟଗଡାର ତୃତୀୟ ରାଜା ଥିଲେ। ଦେବୀ ମଝିଘରିଆଣୀଙ୍କ ସତୀକୁଣ୍ଡ ଓ ମାଟିରେ ନିର୍ମିତ ଦୁର୍ଗ ଏହାର ମୁକସାକ୍ଷୀ ରୂପେ ପ୍ରତୀୟମାନ। ପରେ ଏହା ବିଜୟନଗରମ୍ ର ତହସିଲ ବୋବିଲିଅଞ୍ଚଳରେ ରହିଥିଲା । ପରେ ଇଂରେଜ ଶାସନ ସମୟରେ ସ୍ଵାଧୀନତା ପର୍ଯ୍ୟନ୍ତ ରାୟଗଡାଜୟପୁର ଜମିଦାରୀ ଅଧୀନରେ ରହିଥିଲା।

ରାୟଗଡା ଯିବା ପାଇଁ ରେଳପଥ ଓ ସଡକପଥ ଅତ୍ୟନ୍ତ ସୁଗମ।

  • ଆକାଶ ମାର୍ଗ-
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳପଥ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡକପଥ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି ।

ପର୍ଯ୍ୟଟନ ସ୍ଥଳ

ମା ମଝିଘରିଆଣି ମନ୍ଦିର, ରାୟଗଡ଼

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳଗାଡ଼ିରେ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡ଼କ ପଥରେ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି

ମା ମାଝିଘରିଆଣୀ ମନ୍ଦିର ଦକ୍ଷିଣ ଓଡିଶା ତଥା ଆନ୍ଧ୍ରପ୍ରଦେଶ ର ଏକ ପ୍ରମୂଖ ପୀଠସ୍ଥଳୀ ଅଟେ. ବିଶେଷ କରି ଅଭିଵକ୍ତ କୋରାପୁଟ ଜ଼ିଲ୍ଲା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ ରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏହି ପୀଠସ୍ଥଳୀ କୁ ମା’ ଙ୍କ ଦର୍ଶନ ସକାଶେ ଆସିଥାନ୍ତି ।

ଏଠାରେ ମା’ ଙ୍କ କେବଳ ମୂଖ ଭାଗଟି ହିଁ ପୂଜାପାଏ. ମା’ଙ୍କ ଭକ୍ତ ଙ୍କର ଭିଡ ବିଶେଷ କରି ରବିବାର, ବୁଧବାର ଓ ଶୁକ୍ରବାର ଦିନ ଦେଖିବାକୁ ମିଳିଥାଏ. ମା’ଙ୍କ ଚୈତ୍ର ପର୍ବ ଏହି ପୀଠ ର ଏକ ବିଶେଷ ଏବଂ ପ୍ରସିଦ୍ଧ ପର୍ବ ଅଟେ ଯାହାକି ପ୍ରତି ବର୍ଷ ଚୈତ୍ର ମାସ( ମାର୍ଚ୍ଚ-ଅପ୍ରେଲ) ରେ ପାଳନ କରାଯାଏ ।

ଲକ୍ଷ୍ମୀ ନାରାୟଣ ମନ୍ଦିର, ଥେରୁବାଲି

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳଗାଡ଼ିରେ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡ଼କ ପଥରେ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି ।

ଥେରୁବାଲି ସ୍ଥିତ IMFA ପରିସର ରେ ଥିବା ଲକ୍ଷ୍ମୀନାରାୟଣଙ୍କ ର ଏକ ପ୍ରସିଦ୍ଧ ଭବ୍ୟ ମନ୍ଦିର ଅଛି ଯେଉଁଠି ଲକ୍ଷ୍ମୀନାରାୟଣଙ୍କ ବ୍ୟତୀତ ହନୁମାନ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ଭଗବାନ ଶିବ ପୂଜା ପାଉଛନ୍ତି ।  ମନ୍ଦିର ର ନିର୍ମାଣ ଶୈଳୀ ସହ ପରିସର ରେ ଥିବା ପୁଷ୍ପ ଉଦ୍ୟାନ ଟି ମନ୍ଦିର ର ଶୋଭା ବର୍ଦ୍ଧନ କରୁଛି ।

ଝୁଲାପୋଲ, ଚେକାଗୁଡା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳଗାଡ଼ିରେ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡ଼କ ପଥରେ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି

ରାୟଗଡ଼ ସହର ଉପାନ୍ତ ରେ ଥିବା ଚେକଗୁଡ଼ା ଗାଁ ନିକଟବର୍ତ୍ତୀ ନାଗାବଳୀ ନଦୀ ରେ ଏକ ଝୁଲା ବ୍ରିଜ଼ ର ନିର୍ମାଣ କରାଯାଇଛି ଯାହା ଓଡିଶା ର ଏହି ପ୍ରକାରର ଦ୍ଵିତୀୟ ବ୍ରିଜ଼. ବ୍ରିଜ଼ ଟି ନାଗାବଳୀ ନଦୀର ଉଭୟ ପାର୍ଶ୍ୱରେ ଥିବା ଏହି ବ୍ରିଜ଼ ୧୫୧ମିଟର ଦୀର୍ଘ । ଆଦିବାସୀ ଅଧ୍ୟୁଷିତ ପାଖାପାଖି ୯ଟି ଗ୍ରାମପଂଚାୟତର ୨୦,୦୦୦ ରୁ ଉର୍ଦ୍ଧ ଜନଜାତି ଙ୍କୁ ରାୟଗଡ଼ ସହର ସହ ଯୋଡ଼ିବାରେ

ଏହି ବ୍ରିଜ଼ ର ଏକ ପ୍ରମୁଖ ଭୂମିକା ରହିଛି. କର୍ଣ୍ଣାଟକ ରେ ସ୍ଥାପିତ ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନର ମୁଖ୍ୟ ଗିରିଶ ଭରଦ୍ୱାଜ ଙ୍କ ଦ୍ଵାରା ଏହି ବ୍ରିଜ଼ ର ଡିଜାଇନ ପ୍ରସ୍ତୁତ କରାଯାଇଛି. ଓଡିଶା ପୋଲିସ ହାଉସିଂ କପୋର୍ରେସନ ଦ୍ଵାରା ଏହି ବ୍ରିଜ଼ ନିର୍ମିତ ହୋଇଛି ।

ମୀନାଝୋଲା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳଗାଡ଼ିରେ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡ଼କ ପଥରେ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି ।

ଏହା ରାୟଗଡା ଠାରୁ 134 କି. ମି ଦୂରରେ ଅବସ୍ଥିତ। ଏହା ପ୍ରାକୃତିକ ସୁନ୍ଦରତାରେ ପରିପୂର୍ଣ୍ଣ। ଏଠାରେ ତିନୋଟି ନଦୀର ସଙ୍ଗମ ସ୍ଥଳରେ ଏକ ଭବ୍ୟ ଶିବମନ୍ଦିର ଅବସ୍ଥିତ। ଏହା ବନ୍ୟା ପ୍ରାଣୀ ଭରା ଘଞ୍ଚ ଜଙ୍ଗଲରେ ଅବସ୍ଥିତ ।

ଏହି ସ୍ଥାନ ଶିବରାତ୍ରି ପାଇଁ ପ୍ରସିଦ୍ଧ ଅଟେ। ଯଦିଓ ଏଠାକୁ ସବୁ ଋତୁରେ ଗମନାଗମନର ସୁବିଧା ନାହିଁ ତଥାପି ଏହି ସ୍ଥାନଟି ଦର୍ଶନୀୟ ଅଟେ। ରାୟଗଡା ଓ ଗୁଣୁପୁରରୁ ଗୁଡାରି ପର୍ଯ୍ୟନ୍ତ ନିୟମିତ ବସର ସୁବିଧା ଅଛି। ଅବଶିଷ୍ଟ 25 କି. ମି ଗାଡିରେ ଯାଇ ହେବ।

ଚାଟିକଣା

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ରାୟଗଡାର ନିକଟତମ ବିମାନବନ୍ଦର ହେଉଛି ବିଶାଖାପଟ୍ଟନମ (ଆନ୍ଧ୍ରପ୍ରଦେଶ) ଯାହା ରାୟଗଡା ଠାରୁ ୨୦୦ କି॰ମି ଦୂରରେ ଅବସ୍ଥିତ। ବିଶାଖାପଟ୍ଟନମ ବିମାନ ବନ୍ଦର ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇ ଓ ନାଗପୁର ବିମାନବନ୍ଦର ସହ ସଂଯୁକ୍ତ।

  • ରେଳଗାଡ଼ିରେ
  • ଭାରତର ଅନ୍ୟାନ୍ୟ ସହର ଯଥା ଦିଲ୍ଲୀ, ଚେନ୍ନାଇ, ଆଲେପି, ବୋକାରୋ, ରାୟପୁର, ଗୁଜରାତ, ନାଗପୁର, କୋଲକାତା,ହାଇଦ୍ରାବାଦ, ବିଲାସପୁର ଓ ଭୁବନେଶ୍ଵର ଆଦି ସହ ରାୟଗଡା ଟ୍ରେନ ଯୋଗେ ସଂଯୁକ୍ତ।

  • ସଡ଼କ ପଥରେ
  • ରାୟଗଡା ସୁଗମ୍ୟସଡକ ପଥ ଦ୍ଵାରା ସଂଯୁକ୍ତ। ଜାତୀୟ ରାଜପଥ-୪୩ କୋରାପୁଟ ଦେଇ ଯାଇଛି ଯାହା ରାୟଗଡାରୁ ୧୦୯ କି.ମି ଦୂରରେ ଅବସ୍ଥିତ। ଫୁଲବାଣୀ, ମାଲକାନଗିରି, କୋରାପୁଟ, ଜୟପୁର, ପୁରୀ, କଟକ, ଭୁବନେଶ୍ଵର, ବିଜୟନଗରମ, ବିଶାଖାପାଟନମରୁ ସିଧାସଳଖ ଏକ୍ସପ୍ରେସ ବସର ସୁବିଧା ଅଛି

ଏହି ସ୍ଥାନଟି ରାୟଗଡା ଠାରୁ 48 କି. ମି ଦୂରରେ ଘାଟି ଓ ବିଭିନ୍ନ ପାହାଡ ପରିବେଷ୍ଟିତ। ମହାଦେବ ମନ୍ଦିର ଦର୍ଶନ ପାଇଁ ଏଠାକୁ ଭକ୍ତମାନେ ଆସିଥାନ୍ତି। ଏଠାରେ ପିକନିକ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସୁନ୍ଦର ଝରଣା ଅତ୍ୟନ୍ତ ମନୋମୁଗ୍ଧକର ଅଟେ। ଶିବରାତ୍ରିରେ ଏଠାରେ ଭଗବାନ ଶିବଙ୍କର ବହୁବିଧ ପୂଜା ଅର୍ଚ୍ଚନା କରାଯାଏ। ଚଟିକୋଣାର ଡୋଙ୍ଗରିଆ କନ୍ଧ ଜାତି ଆଦିବାସୀ ଜନଜାତି ଅନ୍ତର୍ଭୁକ୍ତ।

ଆଧାର - " ରାୟଗଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top