ଦର୍ଶନୀୟ ସ୍ଥାନ
ଦର୍ଶନୀୟ ସ୍ଥାନ ବିଷୟରେ ସୂଚନା
-
ଶାଙ୍କୁଳାଇ ମନ୍ଦିର
- ଶାଙ୍କୁଳାଇ ମନ୍ଦିର ଅବସ୍ଥିତି ଓ ମନ୍ଦିରର ଐତିହ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
-
ତାରିଣୀ ମନ୍ଦିର
- ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର ।
-
ଚଉଷଠି ଯୋଗିନୀ ମନ୍ଦିର
- ଚଉଷଠି ଯୋଗିନୀ ମନ୍ଦିର ଓଡ଼ିଶାର ଭୁବନେଶ୍ଵରରେ ଥିବା ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) ।
-
ବିମଳା ମନ୍ଦିର
- ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀ ଙ୍କ ମନ୍ଦିର ।
-
ଆଖଣ୍ଡଳମଣି ମନ୍ଦିର
- ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ । ଏହା ଇତିହାସ ଓ କିମ୍ବଦନ୍ତୀ ବିଷୟରେ ସୂଚନା ଦିଆଯାଇଛି ।
-
ଶରଣ ଶ୍ରୀକ୍ଷେତ୍ର
- ଶରଣ ଶ୍ରୀକ୍ଷେତ୍ର ଗଞ୍ଜାମ ଜିଲ୍ଲାର ଆଠଗଡ଼ ପାଟଣାଠାରେ ଅବସ୍ଥିତ ।ଏହାର ଇତିହାସ ଓ ବିଶେଷତ୍ଵ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
-
ମଙ୍ଗଳା ମନ୍ଦିର
- ଓଡ଼ିଶାର ପୁରୀ ଜିଲ୍ଲାର କାକଟପୁରଠାରେ ପ୍ରାଚୀ ନଦୀ କୂଳରେ ମଙ୍ଗଳା ମନ୍ଦିର ଅବସ୍ଥିତ ।
-
ସାକ୍ଷୀଗୋପାଳ ମନ୍ଦିର
- ସାକ୍ଷୀଗୋପାଳ ମନ୍ଦିରର କିମ୍ବଦନ୍ତୀ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
-
ଭଦ୍ରକାଳୀ ମନ୍ଦିର
- ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଇତିହାସ ଓ ପୂଜାବିଧି ସମ୍ବନ୍ଧରେସ ସୂଚନା ଦିଆଯାଇଛି ।
-
ଗୁପ୍ତେଶ୍ଵର
- କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଜିଲ୍ଲାର ବିଶେଷତା ଓ ମହତ୍ତ୍ଵ ସମ୍ବନ୍ଧରେ ସୂଚନା ଦିଆଯାଇଛି ।