ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ବିକାଶ ପାଇଁ ସମର୍ପିତା
ବିକାଶ ପାଇଁ ସମର୍ପିତା ର ଯାତ୍ରା
ବୟସ ନୁହେଁ ମନୋଭାବ ଦରକାର
୭୬ ବୟସରେ ୧୩୦୦ ଝିଅଙ୍କ ପାଠପଢା ବ୍ୟବସ୍ଥା କରିଛନ୍ତି ବୀରେନ୍ଦ୍ର
ଟ୍ରକ୍ ମେକାନିକ୍ ଶାନ୍ତି ଦେବୀ
ମହିଳା ଚାହିଁଲେ ପୁରୁଷଙ୍କ ଭଳି ସବୁ କ୍ଷେତ୍ରରେ କାମ କରିପାରିବେ ।ଟ୍ରକ୍ ମେକାନିକ୍ ଶାନ୍ତି ଦେବୀ ଅନ୍ୟତମ ।
ନିଶା ବିରୋଧୀ ଆନ୍ଦୋଳନରେ ସଂଗ୍ରାମୀ
ନିଶା ବିରୋଧୀ ଆନ୍ଦୋଳନରେ ସଂଗ୍ରାମୀ ଇମ୍ରାନ୍ ଅଲ୍ଲୀଙ୍କ ଯାତ୍ରା ।
ଅନାଥଙ୍କ ସାହାରା
ସହରରେ କାମ କରି ପାଠ ପଢିଲେ, ଗାଁକୁ ଫେରି ପାଲଟିଲେ ଅନାଥଙ୍କ ସାହାରା ଅଶୋକ ।
ବିଦ୍ୟା
‘ବିଦ୍ୟା’: ବସ୍ତିରେ ବହି ବସ୍ତାନିର ବ୍ୟବସ୍ଥା, ବାରଦୁଆର ହେଉଥିବା ଲୋକଙ୍କୁ ଆତ୍ମନିର୍ଭର କରୁଥିବା ସଂସ୍ଥା
୫ ବର୍ଷର ଦିଶା ନିଶା ବିରୋଧୀ ଅଭିଯାନ
ଜେଜେଙ୍କ ମୃତ୍ୟୁପରେ ୫ ବର୍ଷର ନାତୁଣିର ନିଶା ବିରୋଧୀ ଅଭିଯାନ, ଘର ଘର ବୁଲି କରୁଛନ୍ତି ସଚେତନ ।
ଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା
ସମାଜର କେତେଜଣ ନିଆରା ମଣିଷଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ରାଧିକାଅସହାୟଙ୍କୁ ଶସ୍ତାରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ।
ବଟ ବୃକ୍ଷ ଯୋଗାଉଛି ରୋଜଗାରର ପନ୍ଥା
ଆଦିବାସୀଙ୍କ ଗହଣରେ ଦୁଇ ମାସର ରହଣି ପରେ ବିକାଶ ଆରମ୍ଭ କଲେ ଏକ ସାମାଜିକ ଉଦ୍ୟୋଗ; ବଟ ବୃକ୍ଷ ଯାହାକି ଯୋଗାଉଛି ରୋଜଗାରର ପନ୍ଥା
କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍
ପୈତୃକ ଘର ବିକି କୋଟିଏ ଟଙ୍କାରେ ପ୍ରତିଷ୍ଠା କଲେ ହସ୍ପିଟାଲ୍, ଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି ହନୁମାନ ସହାୟ
ନେବିଗତିଓଂ
Back to top