ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀକୁ ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ
ମେଡିସିନ୍ ବାବା ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀ ପାଇଁ ସଂଗ୍ରହକରି ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ ।
ମହିଳା ସଶକ୍ତିକରଣର ରୋଲ୍ ମଡେଲ ‘ସୁଷମା ବର୍ଲିଆ’
ନିଜେ ସ୍ୱାବଲମ୍ବୀ ହେବେ ଓ ମହିଳା ସଶକ୍ତିକରଣ ହେବ । ଏହା ଉପରେ କାମ କରୁଛନ୍ତି ସୁଷମା ବର୍ଲିଆ । ସୁଷମା ଏବେ Apeejay Stya ଗ୍ରୁପର ପ୍ରେସିଡେଣ୍ଟ ଅଛନ୍ତି ।
ଗୃହହୀନଙ୍କୁ ଆଶ୍ରୟ ଦେବା ସହ ଶିକ୍ଷାଦାନ କରୁଛନ୍ତି ମାଲାୟଲମ କବୟିତ୍ରୀ ସୁଗଥାକୁମାରୀ
ଘରୋଇ ହିଂସାର ଶିକାର ହୋଇଥିବା ବ୍ୟକ୍ତି, ଡ୍ରଗ୍ ଯୋଗୁଁ ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତିଙ୍କୁ ଶିକ୍ଷା ମିଳିବା ସହ ନିଯୁକ୍ତି ମଧ୍ୟ ମିଳୁଛି । ସେମାନେ ଏଠାରେ ପୁଣି ନିଜର ଆତ୍ମବିଶ୍ୱାସ ଫେରି ପାଉଛନ୍ତି ।
ବସ୍ତିପିଲାଙ୍କ ପାଇଁ ଥାନା ପାଲଟିଛି ସ୍କୁଲ
ଦିଲ୍ଲୀ ପୁଲିସ୍‌ ର ଦୁଇ କନଷ୍ଟେବଳଙ୍କ ପାଠ ପଢାଇବା ବସ୍ତିପିଲାଙ୍କ ପାଇଁ ଥାନା ପାଲଟିଛି ସ୍କୁଲ ।
ମ୍ୟୁଜିୟମ ସ୍କୁଲ
ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା ମ୍ୟୁଜିୟମ ସ୍କୁଲ ।
ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ଦମ୍ପତ୍ତି
ଏଚଆଇଭି ପୀଡିତ ପିଲାଙ୍କ ସେବାରେ ଦିନ କାଟୁଛନ୍ତି ମହେଶ ଓ ତାଙ୍କ ପତ୍ନୀ ସୁଜାତା ।
ଭୂମିହୀନ ମହିଳାଙ୍କ ସଂଚୟ ଅଭିଯାନ
୨୦୦ ଟଙ୍କାରୁ ଆରମ୍ଭ ହୋଇଥିବା ଗ୍ରୁପ୍ ଏବେ ସାଢେ ତିନି କୋଟିର ବ୍ୟାଙ୍କ ।
ଆଗାମୀ ପିଢିଙ୍କୁ ଫିଲ୍ମ ତିଆରିର କଳା ଶିଖାଉଛନ୍ତି ମେଘନା
ମେଘନା ଘାଇ ପୁରିଙ୍କ ବାପା ତଥା ବିଶିଷ୍ଟ ଫିଲ୍ମ ନିର୍ଦ୍ଧେଶକ ସୁଭାଷ ଘାଇ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସୋ ମ୍ୟାନ୍ ଭାବେ ପରିଚିତ । ଖଳନାୟକ, କର୍ଜ, ହିରୋ ଓ ରାମ ଲକ୍ଷ୍ମଣ ଭଳି ବହୁ ସଫଳ ଫିଲ୍ମ କରି ସେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଇଛନ୍ତି ।
ୱେବ୍ସାଇଟ୍ ରେ ପୀଡ଼ିତାଙ୍କ ସାଥିରେଖା
ଜୀବନରେ ବହୁତ ଦୁଃଖର ସମ୍ମୁଖୀନ ହୋଇଛନ୍ତି ରେଖା କିନ୍ତୁ ହରିନାହାନ୍ତି । ସେ ସୃଷ୍ଟି କରିଛନ୍ତି ଅନ୍ୟ ପାଇଁ ପ୍ରେରଣା ।
ପାଠ ପଢେଇବା ସହ ଶିକ୍ଷକ ଦିଅନ୍ତି ପ୍ରେରଣା
କ୍ୟାରିଅର୍ରେ ସଫଳ ହେବାକୁ ହେଲେ ଛାତ୍ରଙ୍କ ପାଠପଢାରେ ରୁଚି, ଅଧ୍ୟାପକଙ୍କ ଅଧ୍ୟାପନାରେ ଆଗ୍ରହ ନିହାତି ଜରୁରୀ । ସନ୍ତୋଷ ତ୍ରିପାଠୀ ଶିକ୍ଷକ ଦିଅନ୍ତି ପ୍ରେରଣା ।
ନେବିଗତିଓଂ
Back to top