ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ଶାଳିନୀଙ୍କ ସ୍ୱପ୍ନ ସିଢି ଚଢିବା ଭଳି ‘ୱାକର’ କଲେ ଉଦ୍ଭାବନ
ଝିଅ ମନରେ ଆସିଥିଲା ଏକ ଅଭିନବ ପରିକଳ୍ପନା(ଆଇଡିଆ) ଓ ଏବେ ସେହି ଆଇଡିଆ ଯୋଗୁଁ ଖୁବଶୀଘ୍ର ଲକ୍ଷଲକ୍ଷ ଲୋକଙ୍କୁ ମିଳିବ ଫାଇଦା, ଯେଉଁମାନେ ପ୍ରତିଦିନ ଚାଲିବା ପାଇଁ ୱାକର୍ ବ୍ୟବହାର କରିଥାନ୍ତି । ଶାଳିନୀଙ୍କ ସ୍ଵପ୍ନ ।
ଗରିବଙ୍କୁ ବଂଚାଇବା ପାଇଁ ୧୦ ବର୍ଷୀୟ ବାଳକଙ୍କ ଉଦ୍ୟମ ଏବେ 'HIVE’ ନାମରେ କୋଲକାତାରେ ବେଶ ଚର୍ଚ୍ଚିତ
ହାଇଭ ଇଣ୍ଡିଆ ହେଉଛି ସ୍ୱର୍ଗତ ଡକ୍ଟର ରାକେଶ ଅଗ୍ରୱାଲ୍ ଓ ନିତାଇଦାସଙ୍କ ମାନସ ସନ୍ତାନ। ଏବେ ଏଥିରେ ୧୫ ସ୍ଥାୟୀ ସଦସ୍ୟ ରହିଛନ୍ତି ଓ କୋଲକାତାର ୨୧୬ ବର୍ଗକିଲୋମିଟରରେ ଥିବା ୭୯ ଟିପୁଲିସଷ୍ଟେସନ ରହିଛି।
ରୁଟି ବ୍ୟାଙ୍କ
ଭୋକିଲାଙ୍କୁ ଘର ତିଆରି ଖାଦ୍ୟ ଖୁଆଇବାର ଅଭିନବ ଅଭିଯାନରେ ରାଜକୁମାର ସଫଳ ।
ବ୍ୟବସାୟ ଛାଡି ଲୋକସେବା
ଦେଶର ଭବିଷ୍ୟତଙ୍କୁ ଗଢୁଛି ପଂଚଶୀଳଙ୍କ ‘ବାଲ୍ ସମ୍ବଲ’ ବ୍ୟବସାୟ ଛାଡି ଲୋକସେବା ।
ଏସିଡ୍ ମାଡରେ ହାରିନାହାନ୍ତି, ବରଂ ଫାଇଟର୍ ରୂପ ନେଇଛନ୍ତି
ରୂପାଙ୍କ ଏସିଡ୍ ମାଡରେ ହରିନାହାନ୍ତି ବରଂ ଫାଇଟର ରୂପ ନେଇଛନ୍ତି । ଅନ୍ୟ ପାଇଁ ସେ ଏକ ଉଦାହରଣ ।
ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’
ଗାଁ ମହିଳାଙ୍କ ଅଭିନବ ପ୍ରକଳ୍ପ ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’ ।
ସଂଗୀତ ମାଧ୍ୟମରେ ସଚେତନତା
କନ୍ୟା ଭ୍ରୁଣ ହତ୍ୟା ରୋକିବା ଲାଗି ଗୀତ ପରିବେଷଣ କରୁଛି କଟକର ରକ୍ ବ୍ୟାଣ୍ଡ୍ ଟିମ୍ ଅଭିଯାନ ।
ପିଲାଙ୍କୁ ପାଠ ପଢାଇବାକୁ ଖାଲି ପାଦରେ ଦୌଡୁଛନ୍ତି ବିନ୍ଦୁ
ଗ୍ରାମାଞ୍ଚଳ ପିଲାମାନେ ସ୍କୁଲ ଯିବେ ଆଉ ପାଠ ପଢିବେ । ଖାସ୍ ଏମିତି ଏକ ମହତ୍ ଇଚ୍ଛା ପାଇଁ ନିଜ ସଉକକୁ ଲକ୍ଷ୍ୟ କରି ଆଗେଇ ଚାଲିଲେ ବିନ୍ଦୁ ଉପାଧ୍ୟାୟ ।
ଆଦିବାସୀଙ୍କ ଲାଗି ଆଶାର ଆଲୋକ ସରସ୍ଵତୀ ଦିଦି
ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜରୁରୀ ଚିକିତ୍ସାସେବା ଅଭାବରୁ ଅନେକ ଆଦିବାସୀ ଅକାଳରେ ଆଖି ବୁଜିଦିଅନ୍ତି। କିନ୍ତୁ ଏହି ଆଦିବାସୀ ମାନଙ୍କ ଲାଗି ଦେବଦୂତ ସାଜିଛନ୍ତି ଜଣେ ଆଶା କର୍ମୀ ସରସ୍ଵତୀ ପରିଡ଼ା।
ଜଣେ ଦନ୍ତରୋଗ ବିଶେଷଜ୍ଞ ଓ ଜଣେ ଇଂଜିନିୟର: ମୁଖଗହ୍ୱର କର୍କଟ ରୋଗ ବିରୋଧୀ ଅଭିଯାନରେ ଦୁଇ ଭାଇ-ଭଉଣୀ
ଯେଉଁ ସମୟରେ ଏହି ଦୁଇ ଭାଇଭଉଣୀ ନିଜର ଭ୍ରାମ୍ୟମାଣ ଦନ୍ତ ଲ୍ୟାବକୁ ନେଇ ବାହାରକୁ ଯାଆନ୍ତି, ସେମାନେ ଅନେକ ଅସାଧାରଣ ରୋଗୀଙ୍କ ପାଖରେ ପହଂଚିଥାନ୍ତି ।
ନେବିଗତିଓଂ
Back to top