ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ
କଠିନ ପରିଶ୍ରମ ବଳରେ ମଧୁସୂଦନ ରାଓ ଲେଖିଛନ୍ତି ସଫଳତାର ଚମତ୍କାର କାହାଣୀ ଇଟା, ବାଲି ଓ ସିମେଣ୍ଟ ବୋହୁଥିବା ମୁଲିଆ ଆଜି ୨୦ଟି କମ୍ପାନୀର ମାଲିକ ।
ଦେଶର ସର୍ବବୃହତ ହୋଟେଲ ନେଟୱର୍କ ବନେଇବା ପଥରେ Oyo Rooms: ୨୧ ବର୍ଷୀୟ ଯୁବକଙ୍କର ଉଦ୍ୟୋଗ
Oyoର ଏକ ମୋବାଇଲ ଆପ ମଧ୍ୟ ରହିଛି ଯାହା ସାହାଯ୍ୟରେ ଅତିଥିମାନେ ରୁମ ବୂକ କରିପାରିବେ, ହୋଟେଲର ରାସ୍ତା ପାଇପାରିବେ ଓ ହୋଟେଲରେ ପହଞ୍ଚିବା ପରେ ଏହା ଜରିଆରେ ରୁମ ସେବା ମଧ୍ୟ ଅର୍ଡର କରିପାରିବେ।
ଗତ ଏକବର୍ଷ ମଧ୍ୟରେ ଓଡିଶାର ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ବଢ଼ିଛି ତିନିଗୁଣ
ଉଦ୍ୟୋଗ ଥିଲା ଦିନେ ଏକ ପୁରୁଷଙ୍କ ଦୁର୍ଗ। କିନ୍ତୁ ଧୀରେ ଧୀରେ ଏଥିରେ ମହିଳା ସାମିଲ ହେଲେ। ପ୍ରତି ବର୍ଷ ଏଥିରେ ମହିଳାଙ୍କର ଯୋଗଦାନ ବଢିବାକୁ ଲାଗିଛି।
ପକେଟ ଖର୍ଚ୍ଚରୁ ଆରମ୍ଭ ହେଲା ସମାଜସେବା - Starz Foundation
ଅଭିଜିତଙ୍କ ପକେଟ ଖର୍ଚ୍ଚରୁ ଆରମ୍ଭ ହେଲା ସମାଜସେବା - Starz Foundation । ଗରିବ ଲୋକଙ୍କ ସାହାରା ।
ଶରଦଙ୍କ ‘ପରାକ୍ରମ’ ଗାଁ ପାଇଁ ଗଛ, ପିଲାଙ୍କୁ ପ୍ରୋତ୍ସାହନ, ରୋଗୀକୁ ରକ୍ତଦାନ
ଦେଶ ପ୍ରେମ ଓ ସମାଜ କଲ୍ୟାଣର ଚିନ୍ତା ଅନେକ ଲୋକଙ୍କ ମନରେ ଥାଏ । ତନମଧ୍ୟ ରୁ ଅନ୍ୟତମ ଶରଦ ।
Yummadeର ସଫଳତାର କାହାଣୀ: ଷ୍ଟାର୍ଟଅପ କମ୍ପାନୀଙ୍କ ପାଇଁ ଶ୍ରେଷ୍ଠ ଉଦାହରଣ
ନୂଆ ବ୍ୟବସାୟ ଆରମ୍ଭ କରିଥିବା ସଂସ୍ଥାମାନେ, କେବଳ ଅଧିକ ଗ୍ରାହକ ପାଇବାକୁ ନୁହେଁ, ବରଂ ସବୁଦିନିଆ ଓ ଭରସାଯୋଗ୍ୟ ଗ୍ରାହକଙ୍କୁ କିପରି ନିଜ ଆଡକୁ ଟାଣି ପାରିବେ ସେ ଦିଗରେ ଷ୍ଟ୍ରାଟେଜି କରିବା କଥା ।
HouseMaidForYou ମାଧ୍ୟମରେ ଘରୋଇ ସାହାଯ୍ୟ ପାଇଁ ବିମାନ ପରିଚାଳିକା ରଥୀ ରାଣାଙ୍କ ଉଦ୍ୟୋଗ
ମହିଳାମାନଙ୍କୁ ଘରୋଇ କାମରେ ସାହାଯ୍ୟ ଏବଂ ଯତ୍ନ ନେବା ପାଇଁ କାମ ପାଇଁ ଚାକିରୀ ଦେବାକୁ ଆଗେଇ ଆସିଲେ ରଥୀ ।
ସିଲାଇଶିଳ୍ପ ଦ୍ଵାରା ନିଶ୍ଚିତ ହେଲା ଚିକନକାରୀ ଶିଳ୍ପୀଙ୍କ ପ୍ରାପ୍ୟ
ସିଲାଇଶିଳ୍ପ ଦ୍ଵାରା ଚିକନକାରୀ ଶିଳ୍ପୀଙ୍କ ଉପକାର ।
ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା
ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ଯୋଜନା, ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ଛାତ୍ରଛାତ୍ରୀ ।
ଆଦିବାସୀ ମହିଳା ସଶକ୍ତିକରଣ
ଆଦିବାସୀ ମହିଳା ସଶକ୍ତିକରଣ ଗଜପତି ଓ କନ୍ଧମାଳ ଜିଲ୍ଲାରେ ରାହା ଦେଖାଇଛି ପଣସକଠା ।
ନେବିଗତିଓଂ
Back to top