ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ
ସେଆର କରନ୍ତୁ

ସଫଳ କାହାଣୀ

ସମାଜ ରେ ବିଭିନ୍ନ ବ୍ୟକ୍ତି ର ସଫଳ କାହାଣୀ

ଗଞ୍ଜାମ ଟାଇଗର୍
ମହିଳା ମତ୍ସ୍ୟଜୀବୀଙ୍କୁ ସ୍ୱାବଲମ୍ବୀ କରୁଛନ୍ତି ଏହି ୭୦ ବର୍ଷର ମହିଳା ଚିତିଆମ୍ମା ।
ନିରକ୍ଷତା ବିରୁଦ୍ଧରେ ଜୀବନବ୍ୟାପୀ ସଂଗ୍ରାମ
ନିରକ୍ଷତା ବିରୁଦ୍ଧରେ ଜୀବନବ୍ୟାପୀ ସଂଗ୍ରାମ ଚଳାଇଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ।ଶିକ୍ଷା ଲାଗି ନିରବଚ୍ଛିନ୍ନ ଉଦ୍ୟମ ।
ବାଲେଶ୍ଵର ପ୍ରେରଣା ସାଜିଛନ୍ତି ପଙ୍କଜିନୀ
ବାଲେଶ୍ୱର ଜିଲ୍ଲାର ଭଞ୍ଜଚୁରା ଗାଁର ସେ ଆଶାକର୍ମୀ । ସେବାକୁ ବ୍ରତ କରିଥିବା ଏହି ଆଶାକର୍ମୀ ଜଣଙ୍କ, ଏହି ଗାଁମର ଅନେକ ଜୀବନ ବଞ୍ଚାଇବା ସହ ଅନେକ ଗର୍ଭବତୀଙ୍କୁ ମାତୃତ୍ୱର ସୁଖ ପାଇବାରେ ସାହାଯ୍ୟ କରି ପାରିଛନ୍ତି ।
‘ମଶରୁମ୍ ଲେଡି’ ଦିବ୍ୟା
ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତି ଯୋଗାଇଦେବାରେ ଅଗ୍ରଣୀ ଭୂମିକା ନେଇଛନ୍ତି ମଶରୁମ୍ ଲେଡି ଭାବରେ ପରିଚିତ ଦିବ୍ୟା ରାୱତ ।
ଦୃଢ ମନୋବଳ ହିଁ ଆଣିଦେଇଛି ସଫଳତା
ନିଜ ପ୍ରତି ଥିବା ଏହି ଦୃଢ ବିଶ୍ଵାସ ଏବଂ କର୍ମନିଷ୍ଠା ହିଁ ତାଙ୍କୁ ଦେଖାଇପାରିଛି ସଫଳତା ସ୍ଵାଦ । ଜୟନ୍ତ ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ।
ଗଞ୍ଜାମର ଏକ ଗାଁ ହ୍ୱିସିଲ୍ ବଜେଇ ହାସଲ ହେଲା ପୂର୍ଣ୍ଣ ପରିମଳ
ସ୍ୱଚ୍ଛ ଭାରତ ଅଭିଯାନ ଗାଁର ଲୋକମାନଙ୍କୁ ପ୍ରୋତ୍ସାହିତ କରି ପାରିଛି ।
ଆଦିବାସୀ ବାଳିକାଙ୍କ ଜୀବନ ବଦଳାଉଛି ‘ଉଡ଼ାଣ’
କିଶୋରୀଙ୍କୁ ଶିକ୍ଷାର ଆଲୋକ ଦେଖାଇବା ଲକ୍ଷ୍ୟରେ ମୟୁରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷାସନ୍ଧାନ ପକ୍ଷରୁ ଉଡ଼ାଣ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି ।
ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର୍
ଭାରତୀୟ ସମାଜରେ ନାରୀମାନଙ୍କୁ ପୁରୁଷମାନଙ୍କଠାରୁ ଦୁର୍ବଳ ମନେ କରାଯାଏ । ଏହି ଧାରଣାକୁ ଅନେକ ସମୟରେ ଦେଶର କିଛି ତୁଙ୍ଗ ନାରୀ ଭୁଲ ପ୍ରମାଣିତ କରିପାରିଛନ୍ତି । ସେଭଳି ଜଣେ ମହିଳା ହେଉଛନ୍ତି ଏମ୍ ବସନ୍ତ କୁମାରୀ ।
ଛାତ୍ରୀଙ୍କ ପାଇଁ ଦାନ କଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଅର୍ଥରାଶି
ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପାଇଥିଲେ ପ୍ରଫେସର ମଧୁସୂଦନ ପତି । ତାଙ୍କର ଏହି ଅର୍ଥରାଶି ମେଧାବୀ ଛାତ୍ରୀଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ।
ଓଡ଼ିଶାର ଲୋକକଳାକୁ ଫ୍ୟାଶନର ରୂପ
ଆଦିବାସୀ ବହୁଳ କୋରାପୁଟ ଜିଲ୍ଳାରେ ରହିଛି ତାଙ୍କର ସିଲାଇ କାରଖାନା । ଲୋକପ୍ରିୟ କୋଟପାଡ ଡିଜାଇନକୁ କପଡ଼ା ଉପରେ ଫ୍ୟାଶନର ରୂପ ଦେବାରେ ଲାଗିଛନ୍ତି । ଲୋକମାନଙ୍କୁ ଏହି ସୁଯୋଗ ପ୍ରଦାନ କରିଛନ୍ତି ଓଡ଼ିଶାର ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ପଟ୍ଟନାୟକ।
ନେବିଗତିଓଂ
Back to top