ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ
ସେଆର କରନ୍ତୁ

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ସମ୍ପର୍କରେ ସୂଚନା ଏଠାରେ ଉଲ୍ଲେଖ କରାଯାଇଛି

ଓଡିଶା ଲୋକସେବା ଅଧିକାର ନିୟମାବଳୀ – ୨୦୧୨ ର ଧାରା ୭ ଅନୁଯାୟୀ ସୂଚନା

 

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଡି ଓ କାର୍ଯ୍ୟାଳୟ

କ୍ର.ସଂ

ଅଧିସୂଚିତ ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ ସମୟସୀମା

ସେବା ଦେୟ (ଟଙ୍କାରେ )

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅଫିଲ ଫଇସଲା ଦେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟସୀମା

୧.କ

ତଫସିଲଭୁକ୍ତି ଜାତି ପ୍ରମାଣ ପତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖତିୟାନ/ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ଆବେଦନକାରୀଙ୍କ ଜାତି ଓ ଧର୍ମ ସମ୍ଭାନ୍ଧୀୟ ସତ୍ୟପାଠ

ଙ) ପିତା, ମାତା, ଭାଇ ଓ ଭଉଣୀଙ୍କର ଜାତି ପ୍ରମାଣ ପତ୍ରର ନକଲ (ଯଦି ପୂର୍ବର ପ୍ରାପ୍ତ ହୋଇଥିବେ )

ଚ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହେଇଥିବା ଖଜଣା ପାଉତିର ନକଲ

୩୦ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ)

୩୦

ଜିଲ୍ଲାପାଳ

୩୦ ଦିନ

ରାଜସ୍ୱ ଆୟୁକ୍ତ

୩୦ ଦିନ

୧.ଖ

ତଫସିଲଭୁକ୍ତ ଜନଜାତି  ପ୍ରମାଣ ପତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖତିୟାନ/ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ଆବେଦନକାରୀଙ୍କ ଜାତି ଓ ଧର୍ମ ସମ୍ଭାନ୍ଧୀୟ ସତ୍ୟପାଠ

ଙ) ପିତା, ମାତା, ଭାଇ ଓ ଭଉଣୀଙ୍କର ଜାତି ପ୍ରମାଣ ପତ୍ରର ନକଲ (ଯଦି ପୂର୍ବର ପ୍ରାପ୍ତ ହୋଇଥିବେ )

ଚ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହେଇଥିବା ଖଜଣା ପାଉତିର ନକଲ

୩୦ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଜିଲ୍ଲାପାଳ

୩୦ ଦିନ

ରାଜସ୍ୱ ଆୟୁକ୍ତ

୩୦ ଦିନ

୧.ଗ

ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରମାଣ ପାତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖତିୟାନ/ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ପରିବାରର ସମସ୍ତ ଆୟ ସମ୍ବନ୍ଧୀୟ ସତ୍ୟପାଠ

ଙ) ପିତା ମାତା ଚାକିରିକିମ୍ବ ବ୍ୟାସାୟ କରୁଥିଲେ,ତାଙ୍କ ଦରମା ପ୍ରମାଣ ପାତ୍ର ଏବଂ ଆୟକର ପଇଠର ପ୍ରମାଣ ପତ୍ର

ଚ) ପିତା, ମାତା, ଭାଇ ଓ ଭଉଣୀଙ୍କର ଜାତି ପ୍ରମାଣ ପତ୍ରର ନକଲ (ଯଦି ପୂର୍ବର ପ୍ରାପ୍ତ ହୋଇଥିବେ )

ଛ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହେଇଥିବା ଖଜଣା ପାଉତିର ନକଲ

୩୦ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

୧.ଘ

ସାମାକିତ ତଥା ଆର୍ଥିକ ଅନୁଗ୍ରସର ବର୍ଗ ପ୍ରମାଣ ପତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖତିୟାନ/ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ପରିବାରର ସମସ୍ତ ଆୟ ସମ୍ବନ୍ଧୀୟ ସତ୍ୟପାଠ

ଙ) ପିତା ମାତା ଚାକିରିକିମ୍ବ ବ୍ୟାସାୟ କରୁଥିଲେ,ତାଙ୍କ ଦରମା ପ୍ରମାଣ ପାତ୍ର ଏବଂ ଆୟକର ପଇଠର ପ୍ରମାଣ ପତ୍ର

ଚ) ପିତା, ମାତା, ଭାଇ ଓ ଭଉଣୀଙ୍କର ଜାତି ପ୍ରମାଣ ପତ୍ରର ନକଲ (ଯଦି ପୂର୍ବର ପ୍ରାପ୍ତ ହୋଇଥିବେ )

ଛ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହେଇଥିବା ଖଜଣା ପାଉତିର ନକଲ

୩୦ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

୧.ଙ

ଉତ୍ତରାଧିକାରୀ

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖତିୟାନ/ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ମୃତ୍ୟୁ ପ୍ରମାଣ ପତ୍ରର ନକଲ

ଙ) ମୃତବ୍ୟକ୍ତି ସରକାରୀ ଚାକିରିଆ ହୋଇଥିଲେ ସେ ବାପୁସ୍ତକ (ପ୍ରଥମ ପୃଷ୍ଠା) ର ନକଲ

ଚ) ଆବେଦନକାରୀଙ୍କଦ୍ଵାରା ମୃତବ୍ୟକ୍ତିଙ୍କ ଉତ୍ତରାଧିକାରୀ ସମ୍ବନ୍ଧୀୟ ସତ୍ୟପାଠ

ଛ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଖଜଣା ପାଉତିର ନକଲ

୩୦ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

୨.କ

ବାସିନ୍ଦା ପ୍ରମାଣ ପାତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ଖାତିୟାନ / ପଟ୍ଟାର ନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ଆବେଦନକାରୀଙ୍କର ବାସିନ୍ଦା ସମ୍ବନ୍ଧୀୟ ସତ୍ୟପାଠ

ଙ)ବାସସ୍ଥାନ ସପକ୍ଷରେ ଅନ୍ୟାନ୍ୟ ଆବାସିକ ପ୍ରମାଣ ପତ୍ରର ନକଲ ( ଯେପରିକି ବି.ପି।ଏଲ.କାର୍ଡ, ରେସନ୍ କାର୍ଡ, ଜବ୍ କାର୍ଡ, ବିଦ୍ୟୁତ୍ ବିଲ୍, ଟେଲିଫୋନେ ବିଲ୍ ଶିକ୍ଷାଗତ ପ୍ରମାଣ ପାତ୍ର ...... ଇତ୍ୟାଦି )

ଚ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦେଇଥିବା ଖଜଣା ପାଉତିର ନକଲ

 

୧୫ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

୨.ଖ

ଆୟ ପ୍ରମାଣ ପତ୍ର

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ)ବନ୍ଦୋବସ୍ତ କିମ୍ବା ଚକବନ୍ଦୀ ଖାତିୟାନ/ ପଟ୍ଟାରନକଲ

ଗ) ଭୋଟ ପରିଚୟ ପତ୍ରର ନକଲ

ଘ) ପରିବାରର ସମସ୍ତ ଆୟ ସମ୍ବନ୍ଧୀୟ ସତ୍ୟପାଠ

ଙ) ପରିବାରରେ ଯଦି କେହି ଚାକିରି କରୁଥାଆନ୍ତି, ତେବେ ସେମାନଙ୍କର ଦରମା ପ୍ରମାଣ ପତ୍ରର ନକଲ

ଚ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦେଇଥିବା ଖଜଣା ପାଉତିର ନକଲ

 

 

୧୫ ଦିନ (ଆପତ୍ତି ଫଇସଲା କରିବାର ସମୟ ସୀମା ବାଦଦେଇ, ଯଦି କିଛି ଥାଏ )

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

ଖଟିୟାନର ସାହି ମୋହର ନକଲ

ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

୩ ଦିନ

୩୦

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

ଦାଖଲ ଖାରଜ ମାମଲା ଗୁଡିକର ଫଇସଲା (ବିରୋଧ ନଥିବା)

କ) ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ରେଜିଷ୍ଟ୍ରିଭୁକ୍ତ ଦଲିଲ, ମଧ୍ୟବର୍ତ୍ତି ଦଲିଲ, କୋର୍ଟଡିଗ୍ରୀର ନକଲ, ଇତ୍ୟାଦି

ଗ) ଇକିମାଇଲ ସଂପତ୍ତି ହୋଇଥିଲେ ଅନ୍ୟ ଜମିମାଲିକ ମାନଙ୍କ ଦ୍ଵାରା ନାଦାବୀ ପତ୍ର

ଘ) କୌର୍ଟ ଡିଗ୍ରୀ ହୋଇଥିଲେ ଅପିଲ ହୋଇନଥିବା ସମ୍ବନ୍ଦୀୟ ସତ୍ୟପାଠ

 

୯୦ ଦିନ (ଫଇସଲା ପାଇଁ) ଏବଂ ୪୫ ଦିନ (ପଟ୍ଟା ସଂଶୋଧନ ପାଇଁ )

୫୫

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

ଓଡିଶା ଭୂସଂସ୍କାର ଆଇନର ଧାରା – ୮ (କ) ଅନ୍ତର୍ଗତ ମାମଲା ଗୁଡିକର ଫଇସଲା

କ)ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ କୋର୍ଟ ଫି ଦେଇ ଦରଖାସ୍ତ

ଖ) ଖତିୟାନର ନକଲ

ଗ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଖଜଣା ପାଉତିର ନକଲ

 

୬୦ ଦିନ ଫଇସଲା ପାଇଁ (ପ୍ରମିୟମ ଦାଖଲର ସମୟ ସୀମା ବାଦ ହେଇ )

୫୫

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

ଓଡିଶା ଭୂସଂସ୍କାର ଆଇନର ଧାରା – ୧୯(୧) (ଗ) ଅନ୍ତର୍ଗତ ମାମଲା ଗୁଡିକର ଫଇସଲା

କ)ନିର୍ଦ୍ଧାରିତ ଫର୍ମରେ କୋର୍ଟ ଫି ଦେଇ ଦରଖାସ୍ତ

ଖ) ଖତିୟାନର ନକଲ

ଗ) ଆପୋସ ବୁଝାମଣା ସମ୍ବନ୍ଧୀୟ ସମସ୍ତ ଜମି ମାଲିକଙ୍କର ସତ୍ୟପା,କଚ୍ଛ ଫର୍ଦ୍ଦ ଏବଂ ଟ୍ରସ୍ ମ୍ୟାପ୍

ଘ) ଚଳିତ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଖଜଣା ପାଉତିର ନକଲ

 

 

୧୮୦ ଦିନ

୫୫

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

ଅନୁକମ୍ପାମୂଳକ ସହାୟତା ପ୍ରଦାନ

କ) ହିତାଧିକାରୀଙ୍କ ଦରଖାସ୍ତ

ଖ) ଭୋଟ ପରିଚୟ ପତ୍ରର ନକଲ

ଜିଲ୍ଲାପାଳଙ୍କ ଅନୁମୋଦନ ଏବଂ ଅର୍ଥ ପାଇବାର ୯୦ ଦିନ ମଧ୍ୟରେ

ମାଗଣା

ଉପଜିଲ୍ଲାପାଳ

୩୦ ଦିନ

ଜିଲ୍ଲାପାଳ

୩୦ ଦିନ

 

 

 

 

କ୍ର.ସଂ

ବିସ୍ତ୍ରୁତ ବିବରଣୀ

 

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟାଲୟରେ ଦରଖାସ୍ତ ଗ୍ରହଣ କରିବାକୁ ପ୍ରାଧିକୃତ ବ୍ୟକ୍ତିଙ୍କ ନାମ

 

୨.

ଆପିଲ କରିବା ଲାଗି ସମୟ ସୀମା

ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କ ଆଦେଶ ପ୍ରାପ୍ତ ଦେବାର ୩୦ ଦିନ ମଧ୍ୟରେ

 

ପୁନଃନିରୀକ୍ଷଣ ଆବେଦନ ଲାଗି ସମୟ ସୀମା

ଅପିଲ ପ୍ରାଧିକାରୀଙ୍କ ଆଦେଶ ପ୍ରାପ୍ତ ଦେବାର ୩୦ ଦିନ ମଧ୍ୟରେ

 

ବି.ଦ୍ର.   ୧.   କ) ସରକାରୀ ଛୁଟି ଦିବସ ଗୁଡିକ ପ୍ରଦତ୍ତ ସମୟ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ଦେବ ନାହିଁ ।

ଖ) ଦରଖାସ୍ତକାରୀ ଧାର୍ଯ୍ୟ ସମୟ ମଧ୍ୟରେ ଆବଶ୍ୟକୀୟ ସେବା ପାଇବା ନିମନ୍ତେ ଦରଖାସ୍ତ ସହିତ ଉପର ଲିଖତ କାଗଜ  ପତ୍ର                     ଦାଖଲ କରିବେ, ଅନ୍ୟଥା ସେବା ଯୋଗାଇବା ନିମନ୍ତେ ସମୟ ସୀମା ଦିଆଯିବ ନାହିଁ ।

ଗ) ) ଦରଖାସ୍ତକାରୀ ସମସ୍ତ କାଗଜ ପତ୍ରର ନକଳକୁ ନିଜ ଦ୍ଵାରା ଅଣୁପ୍ରମାଣିତ କରି ଆଫିସରେ ଦାଖଲ କରିବେ ।

୨. କ) ଯେଉଁଠାରେ ପୁନଃନିରୀକ୍ଷଣ ପ୍ରାଧିକାରୀ ଅନୁଭବ କରିବେ ଯେ ଯଥେଷ୍ଟ କାରଣ ନ ଥାଇ ନିଯୁକ୍ତି ପ୍ରାପ୍ତ ଅଧିକାରୀ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି, ସେଠାରେ ସେ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କ ଉପରେ ଓଡିଶା ଲୋକସେବା ଅଧିକାର ଅଧିନିୟମ – ୨୦୧୨ ର ଧାରା ୮(୧)(କ) ଅନୁସାରେ ସର୍ବାଧିକ ପାଞ୍ଚହଜାର ତାଙ୍କ କୋରିମାନା କରିପାରିବେ ।

ଖ) ଯେଉଁଠାରେ ପୁନଃନିରୀକ୍ଷଣ ପ୍ରାଧିକାରୀ ଅନୁଭବ କରିବେ ଯେ ନିଯୁକ୍ତିପ୍ରାପ୍ତ ଅଧିକାରୀ ସେନା ଯୋଗାଇବାରେ ବିଳମ୍ଵ କରିଛନ୍ତି, ସେଠାରେ ସେ ବିଳମ୍ବର ପ୍ରତ୍ୟେକ ଦିନ ପାଇଁ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କ ଉପରେ ଲୋକସେବା ଅଧିକାର ଅଧିନିୟମ – ୨୦୧୨ ର ଧାରା ୮(୧)(ଖ) ଅନୁସାରେ ସର୍ବାଧିକ ଦୁଇଶହ ପଚାଶ ଟଙ୍କା ଜୋରିମାନା କରିପାରିବେ ।

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା  (ରେଜିଷ୍ଟ୍ରେସଟ୍)

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

 

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

୧.

ବିଭିନ୍ନ ପ୍ରକାର ଦଲିଲ୍ ଓ ଦସ୍ତାବିଜର ପଞ୍ଜିକରଣ

(କ)ଉପଯୁକ୍ତ ଧାର୍ଯ୍ୟ ଷ୍ଟାମ୍ପ ସହ ଲିଖିତ ଦାଲିଲ୍/ ଦସ୍ତାବିଜ

(ଖ) ଜମି ଜମା ମାଲିକାନା ସମ୍ବନ୍ଧୀୟ କାଗଜାତ୍

(ଗ) ସମ୍ପାଦନକାରୀଙ୍କ ପରିଚୟପତ୍ର

(ଘ) ସମ୍ପାଦାନକାରୀଙ୍କର ତିନି କିତା ଫଟୋ (ପାସପୋର୍ଟ ସାଇଜ୍ ର)

(ଙ) ପଞ୍ଜିକୃତ୍ତ ଦଲିଲ୍ ଟ୫,୦୦,୦୦୦ଙ୍କା ରୁ ଉର୍ଦ୍ଧ ଥିଲେ ଦଲିଲ୍ ସମ୍ପାଦନକାରୀଙ୍କ ପ୍ୟାନ୍ କାର୍ଡର ନକଲ

(ଚ) ପଞ୍ଜିକୃତ୍ତ ହେବାକୁ ଥିବା ଦଲିଲ୍ ର ମୂଲ୍ୟ ଟ୩୦,୦୦,୦୦୦ଙ୍କା କିମ୍ବା ଉର୍ଦ୍ଧ ଥିଲେ ଆୟକର ରିଟର୍ଣ୍ଣର ପ୍ରମାଣ ପତ୍ର

(ଛ)କ୍ଷମତା ପ୍ରାପ୍ତ ଆଟର୍ଣ୍ଣି (Power of Athorney) ଙ୍କ ଜରିଆରେ ଦାଖଲ କରୁଥିଲେ ଉପରୋକ୍ତ କାଗଜାତ୍ ବ୍ୟତୀତ

i. ସଂପୃକ୍ତ ପଞ୍ଜିକୃତ କ୍ଷମତାପତ୍ର

ii. କ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କ ପରିଚୟପତ୍ର ଏବଂ ଫଟୋ

(ଜ) ଧାର୍ଯ୍ୟ ରେଜିଷ୍ଟ୍ରେସନ ଫି

ତିନୋଟି କାର୍ଯ୍ୟ ଦିବସ

ପ୍ରଥମ ୬ପୃଷ୍ଠା ସମ୍ବଳିତ ଦଲିଲ/ଦସ୍ତାବିଜ ପାଇଁ ଟ୨୦୦ଙ୍କା ଓ ଅଧିକ ଏକ ପୃଷ୍ଠା ପାଇଁ ଟ୧୦ଙ୍କା (ନିମ୍ନଲିଖିତ ଦଲିଲ ଦସ୍ତାବିଜ ବ୍ୟତୀତ )

(କ) କନ୍ ଭେୟାନ୍ସ (ହସ୍ତାନ୍ତରଣ)ସଂଶୋଧନ ପତ୍ର, ସଂଶୋଧନ ପତ୍ର (ଏକକ), ଲିଜ୍ ରେଣ୍ଟ (୧ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ), ଅଗ୍ରୀମ ଲିଜ୍, (ଖଜଣା ସହ) (୧ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ),ଲିଜ୍ ଫେରସ୍ତ / ଲିଜ୍ ରଦ୍ଦ, କ୍ଷମତାପତ୍ର (ନିଜ ଦ୍ଵାରା ସ୍ଵାକ୍ଷରିତ), ପାର୍ଟ ନରସିପ୍ ରଦ୍ଦ, ଇଚ୍ଛାପତ୍ର ରଦ୍ଦ, ସମ୍ପତ୍ତି ପାଇଁ ଚୁକ୍ତି, ଚୁକ୍ତିପତ୍ର ରଦ୍ଦ, ବିକ୍ରି ପାଇଁ ଚୁକ୍ତି (ବିନା ଦଖଲରେ), ନାଁଦାବୀ ପତ୍ର (ଟ୧,୦୦୦ ଙ୍କା ପାଇଁ), ବନ୍ଧକ ବାତିଲ, ସେଟଲମେଣ୍ଟ ସେଟଲମେଣ୍ଟ ପ୍ରତ୍ୟାହାର ଇତ୍ୟାଦି ପାଇଁ ଟ ୧୦୦ଙ୍କା ଓ ଅଧିକ ଏକ ପୃଷ୍ଠା ପାଇଁ ଟ୧୦ଙ୍କା

(ଖ) ଟ୫୦ଙ୍କାରୁ କମ୍ ଅଂଶିଦାର ପତ୍ର, ଜଉମୁଦା ଉଇଲ୍ / ଜଉମୁଦା

ଜିଲ୍ଲା ନିବଂଧକ ତଥା ଅତିରିକ୍ତ ଜିଲ୍ଲାପାଳ

୩୦ ଦିନ

ମହାନିବଂଧନ ନିରୀକ୍ଷକ, ଓଡିଶା,କଟକ

୩୦ଦିନ

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା  (ରେଜିଷ୍ଟ୍ରେସଟ୍

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

 

 

 

 

ଉଇଲ୍ ଖୋଲିବା, କ୍ଷତିପୂରଣ ବଣ୍ଡ, କ୍ଷତିପୂରଣ ବଣ୍ଡ (ସମ୍ପତ୍ତି ସହିତ ) ରେସ୍ପଣ୍ଡସିଆ ବଣ୍ଡ, ରେସ୍ପଣ୍ଡସିଆ ବଣ୍ଡ (ସମ୍ପତ୍ତି ସହିତ) , ନିରାପତ୍ତା ବଣ୍ଡ,(ସମ୍ପତ୍ତି ସହିତ ),ଆଫିଡେଫିଟ୍(ସତ୍ୟପାଠ) ବନ୍ଧକ ଫେରସ୍ତ ଇତ୍ୟାଦି ପାଇଁ ଟ୫୦ ଙ୍କା ଓ ଅଧିକ ଏକ ପୃଷ୍ଠା ପାଇଁ ଟ୧୦ଙ୍କା

(ଗ) ଦଖଲ ସହ ବିକ୍ରି ଚୁକ୍ତିପତ୍ର ପାଇଁ ଟ୫୦୦ଙ୍କାଓ ଅଧିକ ଏକ ପୃଷ୍ଠା ପାଇଁ ଟ୧୦ଙ୍କା

(ଘ) ବିବିଧ ଦଲିଲ୍ ପାଇଁ ଟ୧୫୦ଙ୍କା ଓ ଅଧିକ ଏକ ପୃଷ୍ଠା ପାଇଁ ଟ୧୦ଙ୍କା

(ଙ) ସରକାରଙ୍କୁ ଦତ୍ତପତ୍ର / ବନ୍ଧକ ମାଗଣାରେ

ଜିଲ୍ଲା ନିବଂଧକ ତଥା ଅତିରିକ୍ତ ଜିଲ୍ଲାପାଳ

୩୦ଦିନ

ମହାନିବଂଧନନିରୀକ୍ଷକ , ଓଡିଶା,କଟକ

୩୦ଦିନ

 

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

୨.

ଦାୟମୁକ୍ତ ଓ ଦାୟମୁକ୍ତ ପ୍ରମାଣପତ୍ର

(କ) ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ଓ ଉପଯୁକ୍ତ ସରକାରୀ ଦେୟ

(ଖ) ଜମିଜମାର ସଠିକ୍ ବିବରଣୀ (ଚୌହଦୀ ସହିତ )

(ଗ) ମାଲିକାନା ସମ୍ବନ୍ଧୀୟ ତଥ୍ୟ

ସାତୋଟି କାର୍ଯ୍ୟ ଦିବସ

ପ୍ରଥମ ୧୩ ବର୍ଷ ପାଇଁ ଆବେଦନ କରୁଥିଲେ ବାର୍ଷିକ ଟ୫୦ଙ୍କାଓ ସର୍ବାଧିକ ଟ ୨୦୦ଙ୍କା,୧୩ ବର୍ଷରୁ ଅଧିକ ପ୍ରତିବର୍ଷ ପାଇଁ ଟ୫୦/-

ଜିଲ୍ଲା ନିବଂଧକ ତଥା ଅତିରିକ୍ତ ଜିଲ୍ଲାପାଳ

୩୦ଦିନ

ମହାନିବଂଧନନିରୀକ୍ଷକ , ଓଡିଶା,କଟକ

୩୦ଦିନ

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

୩.

ପୂର୍ବ ପଞ୍ଜିକୃତ ଦଲିଲ୍/ ଦସ୍ତାବିଜର ସହି ମୋହର ନକଲ

ନିର୍ଦ୍ଧାରିତ ଦରଖାସ୍ତ ଫର୍ମ ଓ ଧାର୍ଯ୍ୟ ଫି ସହିତ

(କ) ଦଲିଲ୍/ଦସ୍ତାବିଜର ସଠିକ୍ ନମ୍ବର, ତାରିଖ ଏବଂ ମସିହା

(ଖ) ସମ୍ପାଦନକାରୀ ନାମ ଓ ଠିକଣା

(ଗ) ପଞ୍ଜିକୃତ ହୋଇଥିବା ଅଫିସ୍ ର ନାମ, ଦସ୍ତାବିଜ ଦରଜ ହୋଇଥିବା ବହି ଏବଂ ଖଣ୍ଡର ନମ୍ବର

ସାତୋଟି କାର୍ଯ୍ୟ ଦିବସ

ପ୍ରତି ପୃଷ୍ଠା ପାଇଁ ଟ୨୫ଙ୍କା ଏବଂ ସର୍ବାଧିକ ଟ୨୦୦ଙ୍କା

ଜିଲ୍ଲା ନିବଂଧକ ତଥା ଅତିରିକ୍ତ ଜିଲ୍ଲାପାଳ

୩୦ଦିନ

ମହାନିବଂଧନନିରୀକ୍ଷକ , ଓଡିଶା,କଟକ

୩୦ଦିନ

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

୪.

ବିବାହ ପଞ୍ଜିକରଣ ଓ ପ୍ରମାଣପତ୍ର ପ୍ରଦାନ

(କ)ନିର୍ଦ୍ଧାରିତ ଫର୍ମରେ ଧାର୍ଯ୍ୟ ସରକାରୀ ଦେୟ

(ଖ) ପକ୍ଷମାନଙ୍କର

i. ନାମ ଓ ଠିକଣା

ii. ପରିଚୟ ପତ୍ର

iii. ବୟସ ପ୍ରମାଣ ପତ୍ର

iv.ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର

(ଗ) ଧାରା ୧୫ ପାଇଁ ଯୁଗ୍ମ ଫଟୋ (୨ଟି)ଏବଂ ବିବାହ ସମ୍ବନ୍ଧୀୟ କାଗଜାତ୍

(ଘ) ଧାରା ୫ ପାଇଁ ପକ୍ଷମାନଙ୍କର ଦୁଇଟି ଲେଖାଏଁ ପାସପୋର୍ଟ ଫଟୋ

 

୪୦ ଟି କାର୍ଯ୍ୟ ଦିବସ (ଅଭିଯୋଗ ନଥିଲେ )

 

 

 

୭୦ ଟି କାର୍ଯ୍ୟ ଦିବସ (ଅଭିଯୋଗ ଥିଲେ )

ମାଗଣା

ଜିଲ୍ଲା ନିବଂଧକ ତଥା ଅତିରିକ୍ତ ଜିଲ୍ଲାପାଳ

୩୦ଦିନ

ମହାନିବଂଧନନିରୀକ୍ଷକ , ଓଡିଶା,କଟକ

୩୦ଦିନ


 

ଓଡ଼ିଶା ଲୋକସେବା ଅଧିକାରୀ ନିୟମାବଳୀ – ୨୦୧୨ର ଧାରା ୭ ଅନୁଯାୟୀ ସୂଚନା

ନିଯୁକ୍ତି ପ୍ରାପ୍ତ ଅଧିକାରୀଙ୍କ ନାମ, ପଦବୀ ଓ କାର୍ଯ୍ୟାଳୟ :-

କ୍ର.ସଂ

ଅଧିସୂଚିତ

ଲୋକସେବା

ଦରଖାସ୍ତ ସହ ଦେବାକୁ ଥିବା କାଗଜାତ

ପ୍ରଦତ୍ତ

ସମୟସୀମା

ସେବା ଦେୟ

(ଟଙ୍କାରେ)

ଅପିଲ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ଅପିଲ ଫଇସଲା ହେବାର ସମୟ ଅବଧି

ପୁନଃ ନିରୀକ୍ଷଣ ପ୍ରାଧିକାରୀଙ୍କ ପଦବୀ ଓ ଠିକଣା

ପୁନଃ ନିରୀକ୍ଷଣ ଲାଗି ଧାର୍ଯ୍ୟ ସମୟ ସୀମା

୫.

ସମିତି ଗୁଡିକର ପଞ୍ଜିକରଣ

(କ) ନିର୍ଦ୍ଧାରିତ ଫି (ଟ୍ରେଜେରୀ ଚାଲାଣ) ମାଧ୍ୟମରେ

(ଖ) ବାଇ ଲ (ଆର୍ଟିକିଲ ଅଫ୍ ଆସୋସିଏସନ୍ )

(ଗ) ମେମୋରାଣ୍ଡମ୍

(ଘ) ସମିତିର ଜେନେରାଲ ବଡି ତଥା କାର୍ଯ୍ୟ ନିର୍ବାହୀ ମିଟିଙ୍ଗ୍ ର ବିବରଣୀ

(ଙ) ଆୟ ବ୍ୟୟର ହିସାବ ।

୩୦ ଟି କାର୍ଯ୍ୟ ଦିବସ (ଏକ ଜିଲ୍ଲାରେ ହୋଇଥିଲେ )

ମାଗଣା

ମହାନିବଂଧକ ନିରୀକ୍ଷକ, ଓଡିଶା, କଟକ

୩୦ଦିନ

ସରକାର

(ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ )

୩୦ଦିନ

୯୦ ଟି କାର୍ଯ୍ୟ ଦିବସ (ଏକରୁ ଅଧିକ ଜିଲ୍ଲା ହୋଇଥିଲେ )

ମାଗଣା

ସରକାର

(ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ )

୩୦ଦିନ

ସରକାର

(ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ )

୩୦ଦିନ

କ୍ର.ସଂ

ବିସ୍ତୃତ ବିବରଣୀ

 

ନିଯୁକ୍ତ ପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦରଖାସ୍ତ ଗ୍ରହଣ କରିବାକୁ ପ୍ରାଧିକୃତ ବ୍ୟକ୍ତି ନାମ

 

 

ଅପିଲ କରିବା ଲାଗି ସମୟ ସୀମା

ନିଯୁକ୍ତ ପ୍ରାପ୍ତ ଅଧିକାରୀଙ୍କ ଆଦେଶ ପ୍ରାପ୍ତ ହେବାର ୩୦ ଦିନ ମଧ୍ୟରେ

 

ପୁନଃନିରୀକ୍ଷଣ ଆବେଦନ ଲାଗି ସମୟ ସୀମା

ଅପିଲ ଅଧିକାରୀଙ୍କ ଆଦେଶ ପ୍ରାପ୍ତ ହେବାର ୩୦ ଦିନ ମଧ୍ୟରେ

 

ବି.ଦ୍ର. ୧. (କ) ସରକାରୀ ଛୁଟି ଦିବସ ଗୁଡିକ ପ୍ରଦତ୍ତ ସମୟ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ହେବ ନାହିଁ ।

(ଖ) ଦରଖାସ୍ତକାରୀ ଧାର୍ଯ୍ୟ ସମୟ ମଧ୍ୟରେ ଆବଶ୍ୟକୀୟ ସେବା ପାଇବା ନିମନ୍ତେ ଦରଖାସ୍ତ ସହିତ ଉପର ଲିଖିତ କାଗଜ ପତ୍ର ଦାଖଲ କରିବେ, ଅନ୍ୟଥା ସେବା ଯୋଗାଇବା ନିମନ୍ତେ ସମୟ ସୀମା ଦିଆଯିବ ନାହିଁ ।

୨. (କ) ଯେଉଁଠାରେ ପୁନଃନିରୀକ୍ଷଣ ପ୍ରାଧିକାରୀ ଅନୁଭବ କରିବେ ଯେ ଯଥେଷ୍ଟ କାରଣ ନ ଥାଇ ନିଯୁକ୍ତିପ୍ରାପ୍ତ ଅଧିକାରୀ ସେବା ଯୋଗାଇବାର ବିଫଳ ହୋଇଛନ୍ତି, ସେଠାରେ ସେ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କ ଉପରେ ଓଡିଶା ଲୋକସେବା ଅଧିକାର ଅଧିନିୟମ - ୨୦୧୨ ର ଧାରା ୮ (୧) (କ) ଅନୁସାରେ ସର୍ବାଧିକ ପାଞ୍ଚ ହଜାର ଟଙ୍କା ଜୋରିମାନା କରିପାରିବେ ।

(ଖ) ଯେଉଁଠାରେ ପୁନଃନିରୀକ୍ଷଣ ପ୍ରାଧିକାରୀ ଅନୁଭବ କରିବେ ଯେ ନିଯୁକ୍ତିପ୍ରାପ୍ତ ଅଧିକାରୀ ସେବା ଯୋଗାଇବାରେ ବିଳମ୍ବର ପ୍ରତ୍ୟେକ ଦିନ ପାଇଁ ନିଯୁକ୍ତପ୍ରାପ୍ତ ଅଧିକାରୀଙ୍କ ଉପରେ ଲୋକସେବା ଅଧିକାର ଅଧିନିୟମ- ୨୦୧୨ ର ଧାରା ୮ (୧) (ଖ) ଅନୁସାରେ ସର୍ବାଧିକ ଦୁଇଶହପଚାଶ ଟଙ୍କା ଜୋରିମାନା କରିପାରିବେ ।

ଆଧାର :

ORISSA VOLUNTARY HEALTH ASSOCIATION

LOSKSWASTHYA BHAWAN

165, LAXMISAGAR SQUARE, Bhubaneswar 751006, Odisha, India

Email: ovha2008@gmail.com , Website: www.odishavha.org.in

3.09375
ସଞ୍ଜିିବ ପ୍ରଧାନ ଗ୍ରାମ.ଗଣ୍ଡାଗାଡ଼ା କନ୍ଧମାଳ Mar 31, 2017 11:37 AM

ଓଡ଼ିଶା ଲୋକସେବା ଆଇନ୍ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଆଇନ୍ କାରଣ ସମୟ ସୀମା ମଧ୍ୟରେ ଜନସାଧାରଣ ଆବଶ୍ୟକ ସେବା ପାଇପାରିବେ କିନ୍ତୁ ଅଧିକାରୀମାନେ ପ୍ରାପ୍ତିି ସ୍ଵୀକାର ରସିଦ୍ ଦେବାକୁ କୁଣ୍ଠାବୋଧ କାହିଁକି ?

ସଞ୍ଜିିବ ପ୍ରଧାନ ଗ୍ରାମ.ଗଣ୍ଡାଗାଡ଼ା କନ୍ଧମାଳ Mar 30, 2017 08:54 AM

ସେବା ଆଇନ୍ ଜନସାଧାରଣଙ୍କ ପାଇଁ ଅତି ଭଲ ।

ସୂର୍ଯ୍ୟ ନାରାୟଣ ସାହୁ Jul 08, 2016 02:29 PM

ସବୁ ଜରୁରୀ ଆଇନ ର ଓଡ଼ିଆ ସଂସ୍କରଣ ପ୍ରକାଶ ପାଇଲେ ଭଲ ହୁଅନ୍ତା

ସ୍ମୃତି ରଞ୍ଜନ ଦାଶ Feb 27, 2016 12:20 PM

ଏହି ନିୟାମାବଳୀ ଲୋକମାନଙ୍କ ଭଲ ପରାମର୍ଶ ଦେଇଥାଏ ଜା ଦ୍ଵାରା କି ଲୋକ ମାନେ ତାଙ୍କ ନିଜ ନିଜର ଅଧିକାର ବିଷୟରେ ଜାଣିପାରୁଛନ୍ତି ।

ରାଜେଶ କୁମାର ଦାସ Feb 27, 2016 11:23 AM

ଭଲ ଖବର ଏବେ ଏହି ପୋର୍ଟାଲ ମାଧ୍ୟମରେ ଗୋଟିଏ ଜାଗାରେ ସବୁକିଛି ତଥ୍ୟ ମିଳିପାରିବ । ମୋର ପରାମର୍ଶ ଏହା ଯେ ସବୁ ଯୋଜନା ଏବଂ ନୀତିକୁ ଏଠାରେ ପ୍ରକାଶ କରାଯାଉ ତାହାହେଲେ ଏହାର ସୁଫଳ ସମସ୍ତଙ୍କୁ ମିଳିବ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top