ସହରାଞ୍ଚଳରେ ନିର୍ମାଣ ହେଉଥିବା ବିଭିନ୍ନ କୋଠାବଡି, ରାସ୍ତା,ପୋଲ ଇତ୍ୟାଦି ପାଇଁ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ସରକାର ପ୍ରଚଳନ କରିଥିବା ଯୋଜନା ମାନ ନିମ୍ନରେ ପ୍ରଦାନ କରାଯାଇଛି।
ଯୋଜନାର ନାମ |
ମିଳୁଥିବା ସୁବିଧା |
କିଏ ପାଇବ |
କ’ଣ ଦରକାର |
କାହାକୁ କହିବେ |
ନିର୍ମାଣ ଶ୍ରମିକ ପେନସନ୍ ଯୋଜନା |
ବିଧବା, ଭିନ୍ନକ୍ଷମ ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ଵକୁ ୩୦୦ ଟଙ୍କାର ମାସିକ ଭତ୍ତା ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ଵଙ୍କୁ ମାସିକ ୫୦୦ ଟଙ୍କାରେ ଭତ୍ତା |
ନିର୍ମାଣ ଶ୍ରମିକ |
ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା |
୩ ବର୍ଷ ଧରି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର ସହାୟତା |
ନିର୍ମାଣ ଶ୍ରମିକ |
ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ନିର୍ମାଣ ଶ୍ରମିକ ଗର୍ଭବତୀ ସହାୟତା ଯୋଜନା |
ମମତା ଯୋଜନାରେ ୫ ହଜାର ଟଙ୍କା ବ୍ୟତୀତ ୮ ହଜାର ଟଙ୍କା ସହାୟତା |
ଗର୍ଭବତୀ ନିର୍ମାଣ ଶ୍ରମିକ |
ଗର୍ଭବତୀ ଅଙ୍ଗନବାଡି ରେଜିଷ୍ଟ୍ରେସନ, ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ନିର୍ମାଣ ଶ୍ରମିକ ଯୋଜନା |
୪ର୍ଥ ଓ ୫ମ ବାର୍ଷିକ ୨୦୦୦ ଟଙ୍କା ୮ମ ଓ ୯ମ ବାର୍ଷିକ ୩୦୦୦ ଟଙ୍କା ୧୦ମ ବାର୍ଷିକ ୪୦୦୦ ଟଙ୍କା ଯୁକ୍ତ ୨ ବାର୍ଷିକ ୫୦୦୦ ଟଙ୍କା ଯୁକ୍ତ ୨ବାର୍ଷିକ ୭୦୦୦ ଟଙ୍କା ସିଟିଓ ଆଇଟିଆଇ ବାର୍ଷିକ ୧୦୦୦୦ ଟଙ୍କା ଏମବିଏ, ବିଟେକ ଓ ମେଡିକାଲ ବାର୍ଷିକ ୪୦୦୦୦ ଟଙ୍କା |
ନିର୍ମାଣ ଶ୍ରମିକ |
ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ନିର୍ମାଣ ଶ୍ରମିକ ଯୋଜନା |
ଦୁଇଟି କନ୍ୟା ସନ୍ତାନ ଏବଂ ଅବିବାହିତା ନିର୍ମାଣ ଶ୍ରମିକଙ୍କ ନିମନ୍ତେ ୨୫ ହଜାର ଟଙ୍କା ସହାୟତା |
ନିର୍ମାଣ ଶ୍ରମିକ |
ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ନିର୍ମାଣ ଶ୍ରମିକ ଯୋଜନା |
୧ଲକ୍ଷ ମୃତ୍ୟୁକାଳୀନ ସହାୟତା । ୨ ଲକ୍ଷ ଦୁର୍ଘଟଣାଜନିତ ମୃତ୍ୟୁକାଳୀନ ସହାୟତା । ୪୦ ହଜାରରୁ ଦେଢ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ଅକ୍ଷମତା ସହାୟତା । କ୍ୟାନସର ହୃଦରୋଗ, ଥାଲାସେମିଆ ଏବଂ ସିକିଲସେଲ ଭଳି ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରୁ ଭରଣ କରାଯିବ । |
ନିର୍ମାଣ ଶ୍ରମିକ |
ବି.ପି.ଏଲ କାର୍ଡ, ଜବ୍ କାର୍ଡ, ଭୋଟର / ଆଧାର କାର୍ଡ ଜେରକ୍ସ, ବ୍ୟାଙ୍କ ପାସ୍ ବହି ଜେରକ୍ସ, ପାସପୋର୍ଟ ଫଟୋ ୨ଟି |
ଜିଲ୍ଲା ଶ୍ରମ ଅଧିକାରୀ / ଶ୍ରମ କମିଶନର, ଭୁବନେଶ୍ଵର |
ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼
Last Modified : 4/7/2020