ଜାତୀୟତାବାଦ ଏକ ମନସ୍ତାତ୍ତ୍ଵିକ ଭାବୋଚ୍ଛାସ । ସ୍ଵାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ ଜାତୀୟତାବାଦ ଜଡିତ ।
ଗଣତନ୍ତ୍ର ହେଉଛି ଇଂରାଜୀ ଶବ୍ଦ “ ଡିମୋକ୍ରାସି ଓ ଓଡିଆ ଭାଷାନ୍ତର ।
ପ୍ରତ୍ୟେକ ଦେଶରେ ରହିଛି ଆଞ୍ଚଳିକ ବିଭିନ୍ନତା ଓ ଭାଷାଗତ ବିଭିନ୍ନତା । ସେଥିସହିତ ରହିଛି ଧର୍ମ , ସଂସ୍କୃତି ପରମ୍ଫରା ତଥା ସାମାଜିକ ଚଳଣି ଓ ଆଚାର ବ୍ୟବହାରରେ ବିଭିନ୍ନତା ।