ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଭାରତୀୟ ଜାତୀୟତାବାଦ, ଜାତୀୟ ସଂହତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ (ତୃତୀୟ ଅଧ୍ୟାୟ)
ସେଆର କରନ୍ତୁ

ଭାରତୀୟ ଜାତୀୟତାବାଦ, ଜାତୀୟ ସଂହତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ (ତୃତୀୟ ଅଧ୍ୟାୟ)

ଏଠାରେ ଭାରତୀୟ ଜାତୀୟତାବାଦ, ଜାତୀୟ ସଂହତି ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଆଲୋଚନା କରାଯାଇଛି ।

ଭାରତୀୟ ଜାତୀୟତାବାଦ
ଜାତୀୟତାବାଦ ଏକ ମନସ୍ତାତ୍ତ୍ଵିକ ଭାବୋଚ୍ଛାସ । ସ୍ଵାଧୀନତା ଓ ଦେଶପ୍ରେମ ସହିତ ପ୍ରକୃତ ଜାତୀୟତାବାଦ ଜଡିତ ।
ଜାତୀୟ ସଂହତି
ପ୍ରତ୍ୟେକ ଦେଶରେ ରହିଛି ଆଞ୍ଚଳିକ ବିଭିନ୍ନତା ଓ ଭାଷାଗତ ବିଭିନ୍ନତା । ସେଥିସହିତ ରହିଛି ଧର୍ମ , ସଂସ୍କୃତି ପରମ୍ଫରା ତଥା ସାମାଜିକ ଚଳଣି ଓ ଆଚାର ବ୍ୟବହାରରେ ବିଭିନ୍ନତା ।
ଗଣତାନ୍ତ୍ରିକ ମୂଲ୍ୟବୋଧ
ଗଣତନ୍ତ୍ର ହେଉଛି ଇଂରାଜୀ ଶବ୍ଦ “ ଡିମୋକ୍ରାସି ଓ ଓଡିଆ ଭାଷାନ୍ତର ।
ନେବିଗତିଓଂ
Back to top