ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା
ସେଆର କରନ୍ତୁ

ନୀତି ଓ ଯ଼ୋଜନା

ନୀତି ଓ ଯ଼ୋଜନା

ନିର୍ମାଣ ଶ୍ରମିକ ପେନ୍ସନ୍ ଯୋଜନା
ନିର୍ମାଣ ଶ୍ରମିକ ପେନ୍ସନ୍ ଯୋଜନା ସୁଚନା
ଗାଁ କଲ୍ୟାଣ ସମିତି
ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ୍ ( ଏନ୍ ଆରଏଚଏସ ) ଅଧିକରେ, ପ୍ରତି ଗାଁ ସ୍ତରରେ ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଗଠନ କରିବାର ବ୍ୟବସ୍ଥା ରହିଛି । ଓଡିଶାରେ ଏହା ଗାଁ କଲ୍ୟାଣ ସମିତି ନାମରେ ପରିଚିତ ।
ଇନ୍ଦିରା ଆବାସ ଯୋଜନା
ସରକାରୀ ଯୋଜନା ଭିତରେ ଇନ୍ଦିରା ଆବାସ ଯୋଜନା ଏକ ଜନମଙ୍ଗଳକାରୀ ଯୋଜନା ଏହା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏକ ସାହାଯ୍ୟକାରୀ ଯୋଜନା ।
ବିଶ୍ଵ ଶ୍ରମିକ ଦିବସ -୨୦୧୬
ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କ ନିମନ୍ତେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ଵାରା ନିମ୍ନ ପଦକ୍ଷେପ ମାନ ନିଆଯାଇଅଛି ।
ପେନସନ ପାଇବେ ନିର୍ମାଣ ଶ୍ରମିକ
ନିର୍ମାଣ ଶ୍ରମିକମାନଙ୍କୁ ମଧୁବାବୁ ପେନସନ ଯୋଜନା ର ସୁଚନା
ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା
ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ର ସୁଚନା
ପେନ୍ସନ ଯୋଜନା
ଅସାହ୍ୟ ବୃଦ୍ଧ ବୃଦ୍ଧା ମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଜାତୀୟ ପରିବାର ମଙ୍ଗଳ ଯୋଜନା
ବି.ପି.ଏଲ୍. ପରିବାରର ପାଇଁ ଜାତୀୟ ପରିବାର ମଙ୍ଗଳ ଯୋଜନା ମାଧ୍ୟମରେ ସାହାଯ୍ୟ ଯୋଗାଯାଉଛି ।
ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା
ଗ୍ରାମସ୍ତରରେ ଗରିବ ଲୋକଙ୍କ ସଂଗଠନ ଜରିଆରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟନେଇ ସ୍ଵର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ଵରାଜଗାର ଯୋଜନା (ଏସଜିଏସୱାଇ )କୁ କାର୍ଯ୍ୟକାରୀ କରାଯାଉଛି ।
ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା
ବିଧବା ମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା ଅନୁସାରେ ଭତ୍ତା ପ୍ରଦାବ କରାଯାଉଛି ।
ନେବିଗତିଓଂ
Back to top