ହୋମ / ସମାଜ କଲ୍ୟାଣ / ସ୍ଵୟଂ ସହାୟକ ଗୋଷ୍ଠୀ / ସ୍ଵୟଂ ସହାୟକ ଗୋଷ୍ଠୀପାଇଁ ତାଲିମ
ସେଆର କରନ୍ତୁ

ସ୍ଵୟଂ ସହାୟକ ଗୋଷ୍ଠୀପାଇଁ ତାଲିମ

ସ୍ଵୟଂ ସହାୟକ ଗୋଷ୍ଠୀପାଇଁ ତାଲିମ ସମ୍ପର୍କରେ ସୂଚନା

ଉଦ୍ଦେଶ୍ୟ

ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ ଧାରଣା ଦେବା ଓ ଭାଗୀଦାରୀତା ଏବଂ ସଶକ୍ତିକରଣ ବଢାଇବାରେ ଏହାର ଗୁରୁତ୍ଵ ବିଷୟରେ ଅବଗତ କରାଇବା - ଏହି ସାରଣୀର ମୁଖ୍ୟ ଉଦ୍ଦେଶ୍ୟ । ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀର ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟଗୁଡିକୁ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ । ଏହି ସାରଣୀ ଅଂଶ ଗ୍ରହଣକାରୀଙ୍କର ଜ୍ଞାନ, କୌଶଳ,ବୃଦ୍ଧି କରିବ ଯଦ୍ୱାରା ସେମାନେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଠିକ ଭାବରେ ପରିଚାଳିତ କରିପାରିବେ ।

ତାଲିମର ବିଷୟବସ୍ତୁ

ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା

ଏହି ତାଲିମ ଶେଷରେ ଅଂଶଗ୍ରହଣକାରୀମାନେ, ନିମ୍ନଲିଖିତ ବିଷୟଗୁଡିକ ଉପରେ ଅବଗତ ହେବେ ସେମାନଙ୍କର ଚଳଣି ଯଥା – ଅପେକ୍ଷାକୃତ ଭଲ ବା ଗରିବ – ସେଗୁଡିକର କାରଣଗୁଡିକ ଚିହ୍ନଟ କରିବା ଗରିବ ବ୍ୟକ୍ତିଟିକୁ ଦାରିଦ୍ର୍ୟ ଚକ୍ରରୁ ମୁକୁଳାଇବା ପାଇଁ ସାମୁହିକ କାର୍ଯ୍ୟ ପ୍ରକ୍ରିୟାର ଗୁରୁତ୍ଵକୁ ବୁଝିବା ।

ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା ଓ ତାଲିମ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆବଶ୍ୟକତା

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା

ତାଲିମ ପରେ ଅଂଶଗ୍ରହଣକାରୀମାନେ

  • ସଭାର ଅର୍ଥକୁ ବ୍ୟାଖ୍ୟା କରିପାରୁଥିବେ ଏବଂ କାହିଁକି ନିୟମିତ ସାପ୍ତାହିକ ସଭାର ଆବଶ୍ୟକତା ରହିଛି ତାହା ବୁଝାଇ ପାରିବେ ।
  • ସ୍ଵୟଂ ସହାୟକ ଗୋଷ୍ଠୀ ସଭା କରିବା ପାଇଁ ଆବଶ୍ୟକ ଥିବା ପ୍ରଣାଳୀକୁ ବ୍ୟାଖ୍ୟା କରିପାରୁଥିବେ ।

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଓ ପରିଚାଳନା

ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ

ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ଗୋଟିଏ ଗୋଷ୍ଠୀର ସଭ୍ୟାମାନଙ୍କ ବିଭିନ୍ନ ବ୍ୟବହାର ବିଷୟରେ ଅବଗତ ହେବେ ।

ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଦଳୀୟ କୌଶଳ, ଦ୍ଵନ୍ଦ ସମାଧାନ ଓ ନେତୃତ୍ଵ

ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର

ସ୍ଵୟଂ ସହାୟକ ଗୋଷ୍ଠୀରେ ବ୍ୟବହୃତ ହେଉଥିବା ବିଭିନ୍ନ ଖାତାପତ୍ରର କି ଆବଶ୍ୟକତା ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରିବା ଓ ବିଭିନ୍ନ ଖାତାପତ୍ରକୁ ଚିହ୍ନଟ କରିବା ଏହି ଅଧିବେଶନର ଉଦ୍ଦେଶ୍ୟ ।

ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ନଥିପତ୍ରର ରକ୍ଷଣାବେକ୍ଷଣ ଓ ହିସାବ ପତ୍ର

ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା

ଅଧିବେଶନ ଶେଷରେ ଅଂଶଗ୍ରହଣକାରୀମାନେ ନିମ୍ନୋକ୍ତ ବିଷୟରେ ଅବଗତ ହେବେ ।

  • ଆର୍ଥିକ ସାକ୍ଷରତା ଓ ଆର୍ଥିକ ଯୋଜନା କହିଲେ କ’ଣ ବୁଝାଯାଏ ଏବଂ ଦୈନନ୍ଦିନ ଜୀବନରେ ଏହାର କି ଆବଶ୍ୟକତା ରହିଛି ।
  • ସେମାନଙ୍କର ଦୈନିକ ଅର୍ଥ ପରିଚାଳନାର ଅଭ୍ୟାସକୁ ବିଶ୍ଳେଷଣ କରିବା ଓ ଏହାର ଉନ୍ନତି ନିମନ୍ତେ ଉପଯୁକ୍ତ ପନ୍ଥା ନିରୂପଣ କରିବା ।

ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସାକ୍ଷରତା

ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା

ସ୍ଵୟଂ ସହାୟକ ଗୋଷ୍ଠୀ ସ୍ତରରେ କ୍ଷୁଦ୍ର ବିନିଯୋଗ ଯୋଜନା ପ୍ରସ୍ତୁତ କରିବାରେ ଗୋଷ୍ଠୀ ବିନିଯୋଗ ପାଣ୍ଠିର ଉଦ୍ଦେଶ୍ୟ ବିଷୟରେ ଅଂଶଗ୍ରହଣକାରୀଙ୍କୁ ଧାରଣା ଦେବା ।

ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା ସମ୍ବନ୍ଧୀୟ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ । ସ୍ଵୟଂ ସହାୟକ ଗୋଷ୍ଠୀର କ୍ଷୁଦ୍ର ବିନିଯୋଗ ଯୋଜନା

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top