ସେଆର କରନ୍ତୁ

ଫଳାଫଳ ପାଇଁ ଖୋଜନ୍ତୁ

RSS Subscribe to an always-updated RSS feed.

9 items matching your search terms.
Filter the results.
Item type















New items since



Sort by ପ୍ରାସଙ୍ଗିକତା · ତାରିଖ ( ସବୁଠାରୁ ନୂଆ ପ୍ରଥମ) · କୌଣସି ଫଳାଫଳ ମିଳିଲା ନାହିଁ
ମୁଣ୍ଡବ୍ୟଥା ର ହୋମିଓପ୍ୟାଥି ଚିକିତ୍ସା
ମୁଣ୍ଡବ୍ୟଥା ର ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
ନାକରୁ ରକ୍ତସ୍ରାବ ପାଇଁ ହୋମିଓପ୍ୟାଥି ଚିକିତ୍ସା
ନାକରୁ ରକ୍ତସ୍ରାବ ପାଇଁ ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
Comment ହୋମିଓପ୍ୟାଥି ଚିକିତ୍ସା
ବିଭିନ୍ନ ପୁରାତନ ତଥା ନୂତନ ରୋଗକୁ ହୋମିଓପ୍ୟାଥି ଚିକିତ୍ସାଦ୍ଵାରା ସହଜ ଉପାୟରେ ଚିକିତ୍ସା କରାଯାଇ ପାରୁଅଛି । ଯେଉଁ ସବୁ କାରଣରୁ ଏହି ଚିକିତ୍ସା ଅଧିକ ଆଦୃତ ହୋଇପାରିଛି ସେଗୁଡିକ ହେଲା ସ୍ୱଳ୍ପ ଖର୍ଚ୍ଚରେ ରୋଗୀ ଆରୋଗ୍ୟ ହୁଏ । ଔଷଧ ଜନିତ କୁପ୍ରଭାବର ଆଶଙ୍କା ନଥାଏ । ସରଲ ଉପାୟରେ ଔଷଧ ପ୍ରୟୋଗ ହୋଇଥାଏ । ଔଷଧ ଗୁଡିକ ସ୍ଵାଦ ଯୁକ୍ତ ହୋଇଥିବାରୁ ଆବାଳ ବୃଦ୍ଧବନିତା ସମସ୍ତେ ଆଗ୍ରହରେ ଔଷଧ ସେବନ କରିଥାନ୍ତି । ରୋଗୀପାଇଁ ଔଷଧ ନିରୂପଣ କରିବା ପାଇଁ ସବୁକ୍ଷେତ୍ରରେ ଜଟିଳ ଅବ ବ୍ୟୟସାପେକ୍ଷ ଲାବୋରେଟୋରୀ ପରୀକ୍ଷା ଉପରେ ନିର୍ଭର କରାଯାଇନଥାଏ । କେଉଁ କେଉଁ ବ୍ୟାଧି ନିରାକରଣ ପାଇଁ ହୋମିଓପ୍ୟାଥି ଚିକିତ୍ସା ବିଶେଷ ଫଳପ୍ରଦ ? ଯେଉଁସବୁ ଜଟିଳ ଓ ପୁରାତନ ବ୍ୟାଧି ନିରାକରଣ କରିବାରେ ହୋମିଓପ୍ୟାଥି ଔଷଧ ବିଶେଷ ଫଳପ୍ରଦ ହେଉଛି ସେଗୁଡିକ ହେଲା ପୁରାତନ ଅମ୍ଳ ଜନିତ ପେଟରୋଗ ( Acid Peptic Diseases) ଗଣ୍ଠିବାଟ (Arthritis), ସ୍ପଣ୍ଡିଲାଇଟିସ୍ (Spondylitis), ସିଆଟିକା (Sciatica) ପୁରାତନ ଚର୍ମରୋଗ ଯଥା – ଏକଜିମା ସୋରିଆସିସ୍ ଇତ୍ୟାଦି ଶ୍ଵାସନଳୀ ଓ ଚରମରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଆଲର୍ଜି (Allergy) ଗଳାପ୍ରଦାହ (Pharyngitis) ବ୍ରୋଙ୍କାଇଟିସ (Bronchitis) ଶ୍ଵାସ (bronchial Asthma) । କେତେକ ମାନସିକ ରୋଗ ଏବଂ ମାନସିକ କାରଣରୁ ସୃଷ୍ଟି ହୋଇଥିବା ଶାରୀରିକ ରୋଗ (Psycho-somantic Disease), ଯଥା ମୁଣ୍ଡବ୍ୟଥା (migraine) ଅଗିଆବାତ, ପାକସ୍ଥଳୀ ପ୍ରାଦାହ (Gastritis) ଅନ୍ତନଳୀରେ କ୍ଷତ ( Irritable Bowel Syndrome), ଆବେଗ (Anxiety Neurosis) ବିଷାଦ ଭାବ (Depression) । କେତେକ ସାଧାରଣ ଟ୍ୟୁମର, ଭାତୁଡି ବୃକକ୍ (Kidney) ଓ ମୂତ୍ରାଶୟ (Urinary Bladder0 ରେ ପଥୁରୀ ବା Stone. ଗର୍ଭାବସ୍ଥାରେ ଭୁଣର କ୍ଷତି ନକରି ମା’ର ବିଭିନ୍ନ ରୋଗର ଚିକିତ୍ସା ଓ ସୁଖପ୍ରସବ ପାଇଁ ଔଷଧ ବ୍ୟବସ୍ଥା । ଗର୍ଭାଶୟ (Uterus) ଓ ସ୍ତନ ( Breast) ରେ ହେଉଥିବା ସାଧାରଣ ଟ୍ୟୁମର । ବିଭିନ୍ନ ଶିଶୁ ରୋଗର ଚିକିତ୍ସା ।
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି / ହୋମିଓପ୍ୟାଥି ଚିକିତ୍ସା
ଉଚ୍ଚରକ୍ତଚାପ ର ହୋମିଓପ୍ୟାଥି ଚିକିତ୍ସା
ଉଚ୍ଚରକ୍ତଚାପ ର ହୋମିଓପ୍ୟାଥି ଚିକିତ୍ସା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
ଶିଶୁମାନଙ୍କ ପାଇଁ ହୋମିଓପ୍ୟାଥି ଚିକିତ୍ସା
ଶିଶୁମାନଙ୍କୁ ହୋଉଥିବା ରୋଗ ର ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
କେତେକ ପ୍ରଶ୍ନ ହୋମିଓପ୍ୟାଥି ଚିକିତ୍ସାସ ସମ୍ପର୍କରେ
ବିଭିନ୍ନ ପୁରାତନ ତଥା ନୂତନ ରୋଗକୁ ହୋମିଓପ୍ୟାଥି ଚିକିତ୍ସାଦ୍ଵାରା ସହଜ ଉପାୟରେ ଚିକିତ୍ସା କରାଯାଇ ପାରୁଅଛି ।
Located in ସ୍ଵାସ୍ଥ୍ୟ / ହୋମିଓପ୍ୟାଥି
କୋଷ୍ଠବଦ୍ଧ ପାଇଁ ହୋମିଓପ୍ୟାଥି ଚିକିତ୍ସା
କୋଷ୍ଠବଦ୍ଧ ପାଇଁ ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
ସ୍ତ୍ରୀ ରୋଗ ପାଇଁ ହୋମିଓପ୍ୟାଥି ଚିକିତ୍ସା
ସ୍ତ୍ରୀ ରୋଗ ପାଇଁ ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
ଟାଇଫଏଡ ଜ୍ଵର ହୋମିଓପ୍ୟାଥି ଚିକିତ୍ସା
ଟାଇଫଏଡ ଜ୍ଵର ହୋମିଓପ୍ୟାଥି ଚିକିତ୍ସା ର ସୂଚନା
Located in ସ୍ଵାସ୍ଥ୍ୟ / / ହୋମିଓପ୍ୟାଥି ବିବିଧ ପ୍ରସଙ୍ଗ / ଚିକିତ୍ସା ବିଭାଗ
Back to top