ରାସାୟନିକ ପ୍ରକ୍ରିୟାରେ ତିଆରି କରାଯାଉଥିବା ଉଦ୍ଭିଦ ହରମୋନ ଗୁଡିକ ପ୍ରୟୋଗ କରିବା ଦ୍ଵାରା ଉଦ୍ଭିଦର ପ୍ରାକୃତିକ ପ୍ରକ୍ରିୟା ଏବଂ ଦୈହିକ ଗଠନ ପ୍ରଣାଳୀ ଓ ପ୍ରକାର ଇତ୍ୟାଦିରେ ଅସାଧାରଣ ପରିବର୍ତ୍ତନ ଅଣାଯାଇପାରେ ।
ଉଦ୍ଭିଦ ହରମୋନ ପ୍ରୟୋଗ କରିବା ଦ୍ଵାରା ଉଦ୍ଭିଦର ପ୍ରାକୃତିକ ପ୍ରକ୍ରିୟା ଏବଂ ଦୈହିକ ଗଠନ ପ୍ରଣାଳୀ ଓ ପ୍ରକାର ଇତ୍ୟାଦିରେ ଅସାଧାରଣ ପରିବର୍ତ୍ତନ ଅଣାଯାଇପାରେ ।
ଉନ୍ନତ ଗୋବର ଖତ ପ୍ରସ୍ତୁତ ପ୍ରଣାଳୀ ର ସୂଚନା ।
ଏନ୍.ପି.ଭି ର ଭୂତାଣୁ ଫସଲ ରକ୍ଷାରୁ କିପରି ସାହାଯ୍ୟ କରେ।
ଫସଲରେ ବିଭିନ୍ନ ପ୍ରକାରର ପୋକ, ରୋଗ, ସୂତ୍ରଜୀବ ଆକ୍ରମଣ ହେତୁ କିପରି ସ୍ପ୍ରେ କରି କିପରି ଫସଲ କ୍ଷତିରୁ ରକ୍ଷା କରିପାରିବେ ।
କମ୍ପୋଷ୍ଟ ଖତ ର ସୂଚନା
ଭଲ ଫସଲ ପାଇଁ କିପରି ଭଲ କମ୍ପୋଷ୍ଟ ପ୍ରସ୍ତୁତ କରିପାରିବେ ସେ ସମ୍ବନ୍ଧିତ ତଥ୍ୟ ।
ମୃତ୍ତିକାର ଆବଶ୍ୟକ ଅଭାବ ପୂରଣ ପାଇଁ ଖତ ଓ ସାର ପ୍ରୟୋଗ କରନ୍ତୁ ।
ଗଛଟିଏ ବଢିବା ପାଇଁ ଓ ଫଳ ଦେବା ପାଇଁ କେଉଁ କେଉଁ ଖାଦ୍ୟ ଉପାଦାନ ଦରକାର ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଜିଆ ମାନଙ୍କୁ ବ୍ୟବହାର କରି କିପରି ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ଗୋଟିଏ ଜମିରେ ବାରମ୍ବାର ଫସଲ ଚାଷ କରିବା ଦ୍ଵାରା ମାଟିର ଉର୍ବର ଶକ୍ତି ହ୍ରାସକୁ ଦୃଷ୍ଟିରେ ରଖି ଜୀବାଣୁ କଲଚର ପ୍ରୟୋଗ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ।
ମୃତ୍ତିକାର ଉର୍ବରତା ବୃଦ୍ଧି କରାଯିବା ପଦ୍ଧତିକୁ ଜୈବ ଉର୍ବରକ କୁହାଯାଏ ।
ଜୈବିକ କୃଷିରେ ଖତର ମହତ୍ତ୍ଵ ସମ୍ବନ୍ଧରେ ସୂଚନା ।
ଜୈବିକ ଖତ ପ୍ରୟୋଗର ପ୍ରୟୋଜନୀୟତା ର ସୂଚନା
ଫସଫେଟ୍ ଜାତୀୟ ସାର ର ସୂଚନା ।
ବିଭିନ୍ନ ପ୍ରକାର ସାର ପ୍ରଣାଳୀ ସମ୍ବନ୍ଧରେ ସୂଚନା ।
ମିଶ୍ରିତ ସାରଗୁଡିକର ବିଶେଷତ୍ଵର ସୂଚନା ।
ମିଶ୍ରିତ ସାରଗୁଡିକର ବିଶେଷତ୍ଵର ସୂଚନା ।
ସାନ୍ଧ୍ରିତ ଜୈବିକ ଖତର ବୈଶିଷ୍ଟ୍ୟର ସୂଚନା ।
ସାର ମିଶାଇବା ପ୍ରଣାଳୀ ସମ୍ବନ୍ଧିତ ତଥ୍ୟ ।
ବୋର୍ଡକସ ମିଶ୍ରଣ ଓ ବୋର୍ଡକସ ପେଷ୍ଟ ପ୍ରସ୍ତୁତ କରି କିପରି ଗଛର ଅଧିକାଂଶ ସମୟରେ ଫଙ୍ଗସରୁ ଉତ୍ପନ୍ନ ରୋଗକୁ ଠିକ୍ କରିବେ ।
ରୋଗପୋକ ଦମନ ପାଇଁ ଫୁଲ ଓ ଫଳରେ କିପରି ଔଷଧ ବ୍ୟବହାର କରିବେ ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି ।
ସବୁଜ ଖତ ପ୍ରସ୍ତୁତି କିପରି କରିବେ ସେ ସମ୍ବନ୍ଧରେ ସୂଚନା ।