ଉନ୍ନତ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉତ୍ପାଦନ, ବଣ୍ଟନ ଓ ବ୍ୟବହାର ।
ବିହନ ଉପଚାରର କିପରି ସଂରକ୍ଷଣ ଓ ରୋଗପୋକ ଦମନ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।
ପ୍ରସୁପ୍ତ ଅବସ୍ଥାର ଜାଗରଣ ଓ ବୃଦ୍ଧି ପ୍ରଣାଳୀକୁ ଅଙ୍କୁରଣ ବା ଗଜା ହେବା କୁହାଯାଏ ।
ଆଖୁ , ଆଳୁ, ଇତ୍ୟାଦି ଫସଲ ପାଇଁ ଅଙ୍ଗୀୟ ପ୍ରସାରଣ ପଦ୍ଧତିରେ ବିହନ ପଦାର୍ଥ ଉତ୍ପାଦନ କରାଯାଏ ।
ଉତ୍ପାଦନ ବୃଦ୍ଧି କରିବା ନିମିତ୍ତ ସର୍ବଦା ପରୀକ୍ଷିତ । ଉତ୍କୃଷ୍ଟ ବିହନ ଚାଷୀମାନେ ବ୍ୟବହାର କରିବା ଉଚିତ ।
ବିହନ ପ୍ରସୁପ୍ତି ଅବସ୍ଥା ବିହନର ବିଶ୍ରାମ କାଳ ।
ଯେକୌଣସି ବିହନର ମୂଲ୍ୟାଙ୍କନ କରିବାକୁ ହେଲେ ପ୍ରଥମେ ବିହନର ବିଶୁଦ୍ଧତା ପରୀକ୍ଷା କରାଯାଏ ।
ବୀଜର ଅଙ୍କୁର କ୍ଷମତା – ଗଜା ହେବା ସାମର୍ଥ୍ୟକୁ ବୁଝାଏ ।
ସୋରିଷ ଫସଲର ଉତ୍ପାଦନ ଓ ସଂରକ୍ଷଣ ସମ୍ବନ୍ଧରେ ଆଲୋଚନା କରାଯାଇଛି ।