ବିହନ ଉପଚାର ଏକ ଶବ୍ଦ ଯାହା ଉତ୍ପାଦ ଓ ପ୍ରକ୍ରିୟା ଉଭୟଙ୍କର ବର୍ଣ୍ଣନା କରିଥାଏ । ବିହନ ଉପଚାର ନିମ୍ନ ମଧ୍ୟ କୌଣସି ଗୋଟିଏ ପ୍ରକାରରେ କରାଯାଇପାରେ ।
ଶସ୍ୟ |
କୀଟ/ରୋଗ |
ବିହନ ଉପଚାର |
ମନ୍ତବ୍ୟ |
ଆଖୁ |
ରୁଟ, ରଟ, ବିଲ୍ଟ |
କାର୍ବେଣ୍ଡିଜିମ(0.1%) 2/କେଜି ବିହନ ଟ୍ରାଇକୋଡର୍ମା ଅନୁପୂରକ 4-6 ଗ୍ରା କେଜି ବିହନ |
ବିହନ ଡ୍ରେସିଂ ପାଇଁ ମେଟାଲ ସିଡ ଡ୍ରେସର / ମାଟି ପାତ୍ର . |
ଚାଉଳ |
ରୁଟ ରଟ ରୋଗ |
ଟ୍ରାଇକୋଡର୍ମା 5-10 ଗ୍ରା/କେଜି ବିହନ (ପ୍ରତ୍ୟରୋପଣ ପୂର୍ବରୁ) |
-do- |
ଅନ୍ୟ କୀଟ ଜୀବ |
କ୍ଲୋରୋପାଇରିଫୋସ 3 ଗ୍ରା/କେଜି ବିହନ.. |
||
ବ୍ୟକ୍ଟେରିଆଲ ସିଦ ବ୍ଲାଇଟ |
ସଯୁଡୋମନାସ ଫ୍ଲୋରୋସେନ୍ସ 0.5% ଡବଲୁ ପି 10 ଗ୍ରାମ /କେଜି .. |
||
ରୁଟ ନୋଟ ନେମାଟୋଡ |
ମନୋକ୍ରିପ୍ଟୋଫସର 0.2% ଘୋଳରେ 6 ଘଣ୍ଟା ପାଇଁ ବିହନକୁ ଶୋଷିବା |
ଉପରିସ୍ଥ ସହ ସମାନ |
|
ବ୍ହାଇଟ ଟିପ ନେମାଟୋଡ |
ମନୋକ୍ରିପ୍ଟୋଫସର 0.2% ଘୋଳରେ ବିହନକୁ ଶୋଷିବା |
-do- |
|
ମରିଚ |
ଏନ୍ଥ୍ରୋକ୍ନୋଜ ଅପ ଡେମ୍ପିଂ ଅପ |
ଟ୍ରାଇକଡର୍ମା ଭିରାଇଡ 4ଗ୍ରାମ/କେଜି କାର୍ବଡାଜିମ 1ଗ୍ରା/100 ଗ୍ରା ବିହନ ଦରରେ ବିହନ ଉପଚାର |
- ଉପରିସ୍ଥ ସହ ସମାନ - |
ମାଟିରେ ଉପସ୍ଥିତି ଦ୍ଵାରା ଫୁଫୁନ୍ଦ ରୋଗରୁ ସଂକ୍ରମଣ |
ଟ୍ରାଇକଡର୍ମା ଭିରାଇଡ 2ଗ୍ରାମ/କେଜି କାର୍ବଡାଜିମ ବିହନ ହାରରେ ତଥା ଷ୍ଟୁଡୋମନସ ଫ୍ଲୋରେନ୍ସ 10 ଗ୍ରାମ / କିଗ୍ରା ଦରରେ କାପ୍ଟାନ 75 ଡବଲୁଏଏସ 1.5ରୁ 2.5 ଗ୍ରାମ ଏ ଆଇ ପ୍ରତି ଲିଟର ହାରରେ ମାଟିକୁ ଭିଜାଇବା ପାଇଁ । |
-ଉପରିସ୍ଥ ସହ ସମାନ - |
|
ଜସିଡ, ଅପହିଡ, ଥ୍ରିପ୍ସ |
ଇମଦେ କ୍ଲୋପ୍ରିଡ 70 ଡବଲୁଏସ 10-15 ଗ୍ରାମ ଏଆଇ /କିଗ୍ରା ବିହନ |
||
ହରଡ |
ବିଲ୍ଟ ବ୍ଲାଇଟ ଏବଂ ରୁଟ ରଟ |
ଟ୍ରାଇକୋଡୋର୍ମା ପୂରକ 4 ଗ୍ରାମ/ କିଗ୍ରା ବିହନ |
ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । |
ମଟର |
ରୁଟ ରଟ |
ଏମାନଙ୍କ ଦ୍ଵାରା ବିହନ ଉପଚାର
100 କିଗ୍ରା ଏଫବାଇଏମରେ 2.5 – 5 କିଗ୍ରା ହାରରେ ମାଟିର ଅନୁ ପ୍ରୟୋଗ୍ or କାର୍ବଣ୍ଡାଜିମ ବା କେପ୍ଟେନ 2 ଗ୍ରାମ g/ କିଗ୍ରା ବିହନ |
- ଉପରିସ୍ଥ ସହ ସମାନ - |
ବହାରଟ |
ଥିରମ + କାର୍ବଣ୍ଡାଜିମ 2 ଗ୍ରାମ / କିଗ୍ରା ବିହନ କାର୍ବଣ୍ଡାଜିମ ବା କେପ୍ଟେନ 2 ଗ୍ରାମ / କିଗ୍ରା ବିହନ |
||
ଭେଣ୍ଡି |
ରୁଟ ନଟ ନେମାଟୋ଼ଡ |
ପେସିଲୋମେସସ ଲିଲେସିନସ ଏବଂ ଷ୍ଟୁଡୋମନସ ଫ୍ଲୋରେସେନ୍ସ 10 ଗ୍ରାମ / କିଗ୍ରା ବିହନ ଡ୍ରେସର ରୂପରେ. |
- ଉପରିସ୍ଥ ସହ ସମାନ - |
ଟମାଟୋ |
ମାଟିରେ ଉପସ୍ଥିତି ଦ୍ଵାରା ଫୁଫୁନ୍ଦ ରୋଗରୁ ସଂକ୍ରମଣ ଅର୍ଲି ବ୍ଲାଇଟ ଡେମ୍ପିଂ ଅଫ ବିଲ୍ଟ |
ଭିରାଇଡ 2 ଗ୍ରାମ/ 100 ଗ୍ରାମ ବିହନ । କେପ୍ଟେନ 75 ଡବଲୁଏସ 1.5 ରୁ 2.0 ଜି ଏ ଆଇ/ ଲିଟର ହାରରେ ମାଟିକୁ ଓଦା କରିବା ପାଇଁ। ସଯୁଡୋମନାସ ଫ୍ଲୋରୋସେନ୍ସ ଏବଂ ଭି କାଲମିଡୋସ୍ପୋରିଯମ 10 ଗ୍ରା/ କିଗ୍ରା ବିହନ ଡ୍ରେସର ରୂପରେ । |
ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । |
ଧଣିଆ |
ବିଲ୍ଟ |
ଟ୍ରାଇକୋଡର୍ମା ବିରାଇଡ 4ଗ୍ରା /କିଗ୍ରା ବିହନ . |
- ଉପରିସ୍ଥ ସହ ସମାନ - |
ବାଇଗଣ |
ବେକ୍ଟେରିଆଲ ବିଲ୍ଚ |
ସଯୁଡୋମନାସ ଫ୍ଲୋରୋସେନ୍ସ @ 10ଗ୍ରାମ / କିଗ୍ରା । |
- ଉପରିସ୍ଥ ସହ ସମାନ - |
ଫଳଦାର ପରିବା |
ମାଟିରେ ଉପସ୍ଥିତି ଦ୍ଵାରା ସଂକ୍ରମଣ |
ଟ୍ରାଇକୋଡର୍ମା ବିରାଇଡ 2ଗ୍ରା /100 ଗ୍ରାମ ବିହନ । |
- ଉପରିସ୍ଥ ସହ ସମାନ - |
ନେମାଟୋଡ |
କାର୍ବୋଫୁରନ/ କାର୍ବୋସଲଫନ 3% (ଡବଲୁ/ ଡବଲୁ ) |
||
ସୂର୍ଯ଼ମୁଖୀ |
ବିହନ ରଟ |
ଟ୍ରାଇକୋଡର୍ମା ବିରାଇଡ 6 ଗ୍ରା /କିଗ୍ରା ବିହନ । |
- ଉପରିସ୍ଥ ସହ ସମାନ - |
ଜସିଟ ହ୍ରାଇଟ ଫ୍ଲାଇ |
ଇମିଡାକ୍ଲୋର୍ପିଡ 48 ଏଫଏସ 5-9 ଗ୍ରା ଏ ଆଇ ପ୍ରତି କିଲୋ ବିହନ । ଇମିଡାକ୍ଲୋର୍ପିଡ 70 ଏଫଏସ 7 ଗ୍ରା ଏ ଆଇ ପ୍ରତି କିଲୋ ବିହନ । |
||
ଗହମ |
ଟର୍ମାଇଟ |
ବୁଣିବା ପୂର୍ବରୁ ବିହନକୁ ନିମ୍ନଲିଖିତ ମଧ୍ଯରୁ କୌଣସିୀ କୀଟନାଶକ ଦ୍ଵାରା ଉପଚାର କରନ୍ତୁ. । କ୍ଲୋରଫାଇରିଫୋ 4 ଏମଏଲ / କେଜି ବିହନ ବା ଏଣ୍ଡୋସଲଫାନ 7 ଏମଏଲ / କେଜି ବିହନ। |
ବିହନର ଡ୍ରେସିଂ ପାଇଁ ଧାତୁର ବିହନ ଡ୍ରେସର / ମାଟି ପାତ୍ର ବା ପଲିଥିନ ବ୍ୟାଗ୍ ବ୍ୟବହାର କରାଯାଏ । |
ବଣ୍ଟ / ଫଲସ ସ୍ମଟ / ଲୁଜ ସ୍ମଟ / କଭର୍ଡ ସ୍ମଟ |
ଥିରମ 75% ଡବଲୁପି କାର୍ବୋକ୍ସିନ 75 % ଡବଲୁପି ଟେବୁକୋନଜାଲ 2 ଡିଏସ 1.5ରୁ to 1.87 ଜିଏଆଇ ପ୍ରତି କିଲୋ ବିହନଟି ଭିରାଇଡ 1.15 % ଡବଲୁପି @ 4 ଗ୍ରା / କିଗ୍ରା . |
||
କ୍ରୁସିଫେରସ ପରିବା (କୋବି, ଫୁଲକୋବି,ବ୍ରୋକଲି, ମୂଳା ) |
ମାଟି / ବିହନ ଜନିତ ରୋଗ (ଦ୍ୟମ୍ପିଂଗ୍ ଅଫ ) ରୁଟ ନଟ ଏବଂ ନେମୋଟୋ଼ଡ |
2 ଗ୍ରା / 100 ଗ୍ରା ବିହନ ଦରରେ ଟ୍ରାଇକୋଡର୍ମା ଭିରାଇଡ ଦ୍ଵାରା ବିହନ ଉପଚାର କାପ୍ଟେନ 75% ଡବଲୁଏସ 1.5 ରୁ 2.5 ଜି ଏ ଆଇ./ ଲିଟର ହାରରେ ମାଟିକୁ ଓଦା କରିବା ପାଇଁ ସୟୁଡୋମନାସ ଫ୍ଲୋରୋସେନ୍ସ ଏବଂ ଭର୍ଲିସିଲିଯମ କ୍ଲେମିଦୋସ୍ପରିଯମ 10ଗ୍ରା /କିଗ୍ରା ବିହନ ହାରରେ ବିହନ ଡ୍ରେସର ରୂପେ । |
-do- |
ଚଣା |
ବିଲ୍ଟ ଏବଂ ଡାମ୍ପିଂ ଅଫ |
9 ଗ୍ରାମ / କିଗ୍ରା ବିହନ ଦରରେ ଟ୍ରାଇକୋଡର୍ମା ଭିରାଇଡ 1% ଡବଲୁପି ଦ୍ଵାରା ବିହନ ଉପଚାର । କାର୍ବେଣ୍ଡିଜମ ସହିତ କାର୍ବସଲଫନର ମିଶ୍ରଣ ଥିରମ ଯ଼ୁକ୍ତ କାର୍ବେଣ୍ଡିଜମ 0.2% ହାରରେ କାର୍ବସେଲଫନ ସହିତ 0.2% ହାରରେ 15-30 ମିଲି ଏ ଆଇ / କିଗ୍ରା ବିହନ ହାରରେ ବିହନର କ୍ଲୋରୋ ପାଇରିଫସ 20 ଇସି ଦ୍ଵାରା ଉପଚାର କରନ୍ତୁ । |
|
ଆଳୁ |
ମାଟି ଏ କନ୍ଦ ଜନିତ ରୋଗ |
ଷ୍ଟୋର କରିବା ପୂର୍ବରୁ 0.25 % ହାରରେ ଏମଇଏମସିର 3% ଡବଲୁଏସ ଦ୍ଵାରା ବା 3% ବୋରିକ ଏସିଡ ଦ୍ଵାରା 20 ମିନିଟ ପାଇଁ ବିହନ ଉପଚାର. |
|
ବାର୍ଲି |
ଲୁଜ ସ୍ମଟ କଭର୍ଡ ସ୍ମଟ ଲିଫ ଷ୍ଟ୍ରାଇପ ଟର୍ମାଇଟ |
କାର୍ବୋକ୍ସିନ 75% ଡବଲୁପି 4 ଏମଏଲ / କିଗ୍ରା ବିହନ ହାରରେ କ୍ଲୋରୋପାଇରୋଫୋସ ଦ୍ଵାରା ବିହନର ଉପଚାର କରନ୍ତୁ । ଥିରମ 75% ଡବଲୁପି 1.5ରୁ 1.87 ଗ୍ରାମ ଏଆଇ/ କେଜି ବିହନ |
|
ସିମଲା ମରିଚ |
ରୁଟ ନଟ ନେମାଟୋଡ |
ସଯୁଡୋମନାସ ଫ୍ଲୋରୋସେନ୍ସ 1% ଡବଲୁପି ପେନସଲିଲୋମାଇସିସ ଲିଲା ସିରିଅସ ଏବଂ ଭର୍ଟି ସିଲିଅମ କ୍ଲେମିଡୋସ୍ପୋରିଅମ 1% ଡବଲୁପି ପ୍ରତି 10 ଗ୍ରା/ କେଜି ବିହନ ଡ୍ରେସର ରୂପରେ . |
|
ସମ୍ବଳ : ଡିରେକ୍ଟୋରେଟ ଅଫ ପ୍ଲାଣ୍ଟ ପ୍ରଟେକ୍ସନ ,କ୍ଵାରାଣ୍ଟାଇନ ଓ ଷ୍ଟୋରେଜ
ଆଧାର - କୃଷି ବିଭାଗ
Last Modified : 4/28/2020