অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଔଷଧୀୟ ବୃକ୍ଷ ଚାଷ

ଔଷଧୀୟ ବୃକ୍ଷ ଚାଷ

  • ଅଁଳା
  • ଭାରତୀୟ ବନୌଷଧି ମଧ୍ୟରେ ଅଁଳା ବୃକ୍ଷ ସର୍ବପରିଚିତ ଉଦ୍ଭିଦ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଅଁଳା ପାରମ୍ପରିକ ଭାବରେ ଦେଶୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଆସୁଛି ।

  • ଅଜଗନ୍ଧା
  • ଅଣସୋରିଷିଆ, ଅଣସୋରିଷମ ବା ଅଜଗନ୍ଧା

  • ଅନନ୍ତମୂଳ
  • ଅନନ୍ତମୂଳ ଏକ ବହୁବର୍ଷୀୟୁ , ପତଳା, ଗୁଳ୍ମଜାତୀୟ ଆରୋହଣଶୀଳ ଲଟା ଅଟେ । ଏହା ଲଟା ସଦୃଶ ଉଦ୍ଭିଦଟି ଜାତୀୟ ସମଗ୍ର ପ୍ରାନ୍ତରେ ବିଶେଷତଃ ବିହାର , ପଶ୍ଚିମବଙ୍ଗ , ସୁନ୍ଦରବନ , ପଶ୍ଚିମଘାଟ , ମଧ୍ୟପ୍ରଦେଶ ଏବଂ ଦାକ୍ଷଣାତ୍ୟ ପ୍ରଦେଶମାନଙ୍କରେ ପ୍ରାକୃତିକ ରୂପରେ ଜଙ୍ଗଲରେ ଦେଖାଯାଇଥାଏ ।

  • ଅଶୋକ
  • ଭାରତୀୟ ଧର୍ମ ଓ ସଂସ୍କୃତିରେ ଅଶୋକ ବୃକ୍ଷର ମହତ୍ତ୍ଵ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ପୌରାଣିକ ଓ ଐତିହାସକ ଆଖ୍ୟାନରୁ ଏହାର ସ୍ପଷ୍ଟ ଉଦାହରଣ ମିଳେ ।

  • ଅଶ୍ଵଗନ୍ଧା
  • ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ବହୁ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଆସୁଛି । ଏହାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ ।

  • ଆଛୁ ଚାଷ
  • ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଏହାର ଫୁଲ ଧଳା ରଙ୍ଗର ଓ ସୁଗନ୍ଧଯୁକ୍ତ ।

  • ଆମ୍ବିଳିତି
  • ଆମ୍ୱିଳିତି, ଯାହାକୁ ଅମ୍ଳିତୀ ଓ ସଂସ୍କୃତରେ ଚାଂଗେରୀ ବୋଲି କୁହାଯାଏ

  • ଇସବଗୋଲ
  • ବିଶ୍ଵର ଉଷ୍ଣ ତଥା କ୍ରାନ୍ତୀୟ ଅଞ୍ଚଳରେ ପ୍ରାୟ ୨୦୦ ପ୍ରଜାତିର ଇସବଗୋଲ ଗୁଚ୍ଛ ଦେଖିବାକୁ ମିଳେ ।

  • ଉଦ୍ଭିଦର କ୍ରମବିସ୍ତାର
  • ଜୀବଜଗତ ତିଷ୍ଠି ରହିବା ନିମନ୍ତେ ଉଦ୍ଭିଦର ଆବଶ୍ୟକତା ରହିଛି । ଉଦ୍ଭିଦ ବିନା ମନୁଷ୍ୟର ଜୀବନଧାରଣ ଦୁର୍ବିସହ ହେବା ସୁନିଶ୍ଚିତ । ଏହି ଉଦ୍ଭିଦ ଉପରେ ମନୁଷ୍ୟ ସଦା ନିର୍ଭରଶୀଳ ।

  • ଓଡିଶାରେ ଔଷଧୀୟ ବୃକ୍ଷ ଚାଷ
  • ଓଡିଶାରେ ଔଷଧୀୟ ବୃକ୍ଷ ଚାଷ କରିବାର ସୂଚନ

  • ଓଡିଶାରେ ଔଷଧୀୟ ବୃକ୍ଷ ଚାଷ
  • ଓଡିଶା ଏକ ପ୍ରାକୃତିକ ସମ୍ପଦଭରା ରାଜ୍ୟ । ଏହାର ଜଙ୍ଗଲ ସମ୍ପଦ, ଖଣି ସମ୍ପଦ ଏବଂ ଜଳ ସମ୍ପଦକୁ ଉପଯୁକ୍ତ ଦିଗରେ ବିନିଯୋଗ କରାଯାଇପାରୁନଥିବାରୁ ରାଜ୍ୟର ଅର୍ଥନୈତିକ ପ୍ରଗତି ଆଶାନୁରୂପକ ଲକ୍ଷ୍ୟ ହାସଲ କରିପାରୁନାହିଁ ।

  • ଓଲୁଅ ଚାଷ
  • ଏହି ପୋର୍ଟାଲରେ ଓଲୁଅ ଚାଷ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ଔଷଧୀୟ ବୃକ୍ଷ ମେଥି ଚାଷ ପାଇଁ ଉପଯୁକ୍ତ ସମୟ
  • ଔଷଧୀୟ ବୃକ୍ଷ ମେଥି ଚାଷ ସମ୍ବନ୍ଧିତ ସୂଚନା ।

  • କାକମାଚୀ
  • ଏହି ପୋର୍ଟାଲରେ କାକମାଚୀ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • କାକମାଚୀ
  • ଏହି ପୋର୍ଟାଲରେ କାକମାଚୀ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • କୁଙ୍କୁମ
  • ଏହି ପୋର୍ଟାଲରେ କୁଙ୍କୁମ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ଗୁଗୁଳ
  • ଗୁଗୁଳ ଭାରତୀୟ ବନୌଷଧିମାନଙ୍କ ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି

  • ଗୁଡମାରୀ
  • ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ । ଏହି ଲଟା ମୁଖ୍ୟତଃ ଶୁଷ୍କ ପତ୍ରମୋଚୀ ଓ ବୁଦୁବୁଦିଆ ଜଙ୍ଗଲରେ ଦେଖାଯାଏ । ଏହାର ପତ୍ର ଅନ୍ତ୍ୟନ୍ତ ତିକ୍ତ ଅଟେ ।

  • ଗୁଳୁଚୀଲତା
  • ଗୁଳୁଚୀଲତା ଔଷଧ ନିର୍ମାଣ ରେ କରାଯାଏ

  • ଘିକୁଆଁରି
  • ଘିକୁଆଁରି ସମଗ୍ର ଭାରତବର୍ଷରେ ପ୍ରାକୃତିକ ରୂପେ ଦେଖାଯାଉଥିବା ଏକ ବହୁବର୍ଷୀୟ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ଔଷଧ ତଥା ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ କରିବା କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଥିବାରୁ ସମ୍ପ୍ରତି ଏହାର ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହାର କୃଷିକରଣ ଦିଗରେ ଧ୍ୟାନ ଦିଆଯାଉଛି ।

  • ଚନ୍ଦନ ଗଛ
  • ଚନ୍ଦନ ବୃକ୍ଷ ପ୍ରକୃତିର ଅମୂଲ୍ୟତମ ଉପହାର । ଚନ୍ଦନ ଗଛ ଚାଷ ପ୍ରଣାଳୀ ସମ୍ବନ୍ଧିତ ତଥ୍ୟ ।

  • ଚନ୍ଦ୍ରଶୂର
  • ଏହି ପୋର୍ଟାଲରେ ଚନ୍ଦ୍ରଶୂର ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ଡାଲଚିନି
  • ଏହି ପୋର୍ଟାଲରେ ଡାଲଚିନି ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ତୁଳସୀ
  • ତୁଲସୀ ବୃକ୍ଷ ଚାଷ କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।

  • ଥାଲକୁଡି
  • ଥାଲକୁଡି ଏକ ଭୁଇଁ ପ୍ରସାରୀ କ୍ଷୁପ ଜାତୀୟ ଉଦ୍ଭିଦ । ବିଶେଷତଃ ସନ୍ତସନ୍ତିଆ ଓ ଓଦାଭୁଇଁରେ ଏହା ବିକଶିତ ହୁଏ । ଆୟୁର୍ବେଦର ମଣ୍ଡୁକପର୍ଣ୍ଣୀ ଓ ସରସ୍ଵତୀ ନାମରେ ଏହି ଉଦ୍ଭିଦଟି ପରିଚିତ ।

  • ଧ୍ଵନ୍ଵନ୍ତରୀ
  • ଏହି ପୋର୍ଟାଲରେ ଧ୍ଵନ୍ଵନ୍ତରୀ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

  • ନିମ୍ବ
  • ନିମ୍ବ ବୃକ୍ଷର ସମସ୍ତ ଅଂଶ ଔଷଧୀୟ ଗୁଣର ସମୃଦ୍ଧ

  • ପଳାଶ
  • ପଳାଶ ଏକ ମଧ୍ୟମ ଉଚ୍ଚତା ବିଶିଷ୍ଟ ପତ୍ରମୋଚୀ ବୃକ୍ଷ । ଅତ୍ୟନ୍ତ ଶୁଷ୍କ ଅଞ୍ଚଳକୁ ବାଦଦେଲେ ଏହା ଭାରତର ପ୍ରାୟ ସମସ୍ତ ଭାବରେ ବିଶେଷତଃ ପର୍ଣ୍ଣମୋଚୀ ଜଙ୍ଗଲରେ ଦେଖିବାକୁ ମିଳେ ।

  • ପାଞ୍ଚ ଆଙ୍ଗୁଳିଆ
  • ପାଞ୍ଚ ଆଙ୍ଗୁଳିଆ ଏକ ମୃଦୁ , ଆରୋହଣଶୀଳ ସୁନ୍ଦର ଲତା ଉଦ୍ଭିଦ ଅଟେ । ଯାହାକି ପ୍ରାକୃତିକ ରୂପରେ ଛୋଟ ଛୋଟ ଗଛ ଉପରେ ଛାଡିଥିବାର ଦେଖାଯାଏ ।

  • ପାତାଳ ଗରୁଡ
  • ପ୍ରାଚୀନ କାଳରୁ ଭାରତବର୍ଷ ପାତାଳ ଗରୁଡର ବ୍ୟବସାୟିକ ଔଷଧୀୟ ବ୍ୟବହାର ପରମ୍ପରା ରହିଆସିଛି । ଭାବପ୍ରକାଶ ନିଘଣ୍ଟୁ , ରାଜନିଘଣ୍ଟୁ ଓ ସୁଶ୍ରୁତ ସଂହିତା ପ୍ରଭୁତି ଆୟୁର୍ବେଦର ପ୍ରସିଦ୍ଧ ଦ୍ରବ୍ୟଗୁଣ ଶାସ୍ତ୍ରମାନଙ୍କରେ ସର୍ପଗନ୍ଧା (ପାତାଳ ଗରୁଡ ) ର ଔଷଧୀୟ ଗୁଣ- କର୍ମ- ପ୍ରୟୋଗ- ସମ୍ବନ୍ଧରେ ସବିଶେଷ ବିବରଣୀ ଦେଖିବାକୁ ମିଳେ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate