ଲକ୍ଷ୍ମୀପ୍ରିୟା ଚୌଧୁରୀଙ୍କ ଛାତ ଉପରେ ପାକଶାଳା ବଗିଚା ପାଇଁ ଜିଆଖତ ପ୍ରସ୍ତୁତି ।
ସଉକ ଅମଳ କରିପାରିବେ ଯାହା ଆପଣଙ୍କୁ ଦେଇଥାଏ ସ୍ଵାସ୍ଥ୍ୟର ସଚେତନତା, ଦେଇଥାଏ ନିଜ ବଗିଚାରୁ ତଟକା ଫୁଲଫଳ, ଶାକ ସବଜି ପୁଣି ପ୍ରକୃତିକୁ ଆପଣଙ୍କ ସହିତ ଘନିଷ୍ଠଭାବେ ଯୋଡ଼ି ଏକ ସାମାଜିକ ଆନ୍ଦୋଳନରେ ମଧ୍ୟ ସାମିଲ କରିଥାଏ। ସଉକଟି ହେଲା 'କିଚେନ ଗାର୍ଡ଼ନ'।
ଉଦ୍ୟମ ଓ ଇଛାଶକ୍ତି ରହିଲେ ସବୁକିଛି ସମ୍ଭବ । ଅଁଳା ଚାଷରୁ ଅମର ସିଂହ ହୋଇଛନ୍ତି ସଫଳ ଚାଷୀ ।
ଚାଷକୁ ଆପଣାଇ କୈଳାସ ଚନ୍ଦ୍ର ସିଂହ ହୋଇଛନ୍ତି ସଫଳ ।
ଦୁର୍ଗାପ୍ରସାଦ ନନ୍ଦ ସଫଳ ଚାଷୀ ସମ୍ବନ୍ଧରେ ଆଲୋଚନା କରାଯାଇଛି।
ଆଦିବାସୀ ମହିଳା ସଶକ୍ତିକରଣ କୁ ରାହା ଦେଖାଇଛି ପଣସକଠା ।
ଆଧୁନିକ ଜ୍ଞାନକୌଶଳ ଦେଇଛି କୁନାଙ୍କୁ ସଫଳତା ।
ଆମ୍ବ ଯୋଗାଇଛି ରୋଜଗାର ସଫଳ ଚାଷୀ ପୁସେ ମିଣିଆକା ।
ପିଲାଟି ଦିନରୁ ଚାଷ ସହିତ ପରିବେଶର ସୁରକ୍ଷା ପାଇଁ ସେ ଉଦ୍ୟମରତ । ଉନ୍ନତ ଜ୍ଞାନକୌଶଳ ଦେଇଛି ସୂର୍ଯ୍ୟନାରାୟଣଙ୍କୁ ସଫଳତା ।
ଗଞ୍ଜାମ ଚାଷୀଙ୍କୁ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସଚେତନ କରାଉଛି ଟାଟା ଏଗ୍ରିକୋ ।
କୈଳାଶ ସୀଠ ଓ ରାମକୃଷ୍ଣ କଠିନ ପରିଶ୍ରମ ଦ୍ଵାରା ହୋଇପାରିଛନ୍ତି ସଫଳ ଚାଷୀ ।
ନିତ୍ୟାନନ୍ଦ ପ୍ରଧାନ ଓ ଜୟନ୍ତ ସାହୁଙ୍କ ସଫଳ କାହାଣୀ ।
ସଫଳ ଚାଷୀ ରମେଶ ଦଳେଇ ଏବଂ ଲକ୍ଷ୍ମୀଧରଙ୍କ କାହାଣୀ ସମ୍ବନ୍ଧରେ ସୂଚନା ।
ଡ. କୁବେର କାନ୍ତ ପଣ୍ଡାଙ୍କ ଔଷଧୀୟ ବଗିଚା ସୂଚନା ।
ଗାଁ ସ୍କୁଲରେ ପାଠପଢୁଥିବା ବେଳେ ବାପା ସ୍ଵର୍ଗତ ଉଚ୍ଛବ ସିଠଙ୍କ ସହିତ ଜମିରେ ପାଣି ମଡାଇବାକୁ ଯାଉଥିଲେ । ଆଉ ସେ ଦଶମ ଶ୍ରେଣୀରୁ ପାଠପଢା ଛାଡିଲେ । ପ୍ରାୟ ୧୨ ବର୍ଷ ହେଲା ସେ କୃଷିକୁ ନିଜର ବୃତ୍ତି ଓ ବ୍ରତ ଭାବରେ ଆଦରି ନେଇଛନ୍ତି । ନିଜର ପୈତୃକ ଜମି ସହିତ କେତେକ ପଡୋଶିଙ୍କ ଜମିକୁ ସେ ଲିଜରେ ନେଇ ଶ୍ରୀ ପ୍ରଣାଳୀରେ ଧାନଚାଷ କରିବା ସହିତ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ।
ସଫଳ ଚାଷୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ନକୁଳ ସମ୍ବନ୍ଧିତ ତଥ୍ୟ ।
ବିନୋଦ କୁମାରଙ୍କ କାହାଣୀ ।
ଚାଷୀ ସୟଦ ଘନି ଖାନ୍ କୃଷି ସଂଗ୍ରହାଳୟ ପ୍ରୟାସ ସ୍ଥାପନ କରାଯାଇଥିବା ମୁଖ୍ୟଜିୟମ୍ ।
ନଟବର ଷଡଙ୍ଗୀ ଶିକ୍ଷକତା ରୁ ଚାଷୀ ତାଙ୍କ ଯାତ୍ରା ସମ୍ବନ୍ଧରେ ସୂଚନା ।
ଚାଷ କାମ ଦେଇଛି ସଫଳତା ଏହି ସଫଳ ଚାଷୀ ମଧୁସୂଦନ ପଣ୍ଡା ।
ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଧଉଁରାଦାଦର ଗାଁରେ ଜଣେ ଅସହାୟା ମହିଳା ଶୋଭା ବିଶାଲ(୫୦)ବହୁ ଘାତ ପ୍ରତିଘାତ ଭିତରେ ବି ଚାଷକରି ବଞ୍ଚିବାର ସାହସ ଜୁଟାଇଛନ୍ତି ।
ସାରା ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ଚାଷୀର ଜୀବନ ଯାଉଛି ।
ସଫଳ ଚାଷୀ ନିର୍ମଳ କୁମାର ମହାନ୍ତିଙ୍କ ସୂଚନା ।
ରୋଜଗାର ପାଇଁ ଉପାୟ ପାଞ୍ଚି ଶେଷରେ ଚାଷ କାର୍ଯ୍ୟକୁ ଆପଣେଇଲେ ।
ହରିହର ଦାଶ ଓ ଅକ୍ଷୟଙ୍କ ସଫଳ କାହାଣୀ ।
ଚାଷକୁ ଆପଣାଇ ରମେଶ ଚନ୍ଦ୍ର ରାଉତ ସଫଳ ଚାଷୀ ଭାବେ ପରିଚିତ ।
ଉଲ୍ଲାସ କୁମାର ସ୍ଵାଇଁ ଓ ସୁବ୍ରତଙ୍କ ସଫଳ କାହାଣୀ ।
ବ୍ୟାଙ୍କ ଚାକିରି ଛାଡି ଜଣେ ଚାଷ କାମ କରିବାର ମନୋବୃତ୍ତି ସଫଳ ଚାଷୀ ସଂକଳ୍ପ ଶର୍ମା ।
ସଫଳ ମହିଳା କୃଷିଜୀବୀ ରେଖା ସାହୁ ରୋଜଗାର କରିବା ପାଇଁ ଚାଷ କାମରେ ମନବୃତ୍ତି ଦେଇ ସଫଳ ହୋଇଛନ୍ତି ।
ଶୋଭା ବିଶାଲ ର ସଙ୍ଘର୍ଷ