অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି

କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି

  • ଛାତ ଉପର,ପାକଶାଳା ବଗିଚା ପାଇଁ ଜିଆଖତ ପ୍ରସ୍ତୁତି
  • ଲକ୍ଷ୍ମୀପ୍ରିୟା ଚୌଧୁରୀଙ୍କ ଛାତ ଉପରେ ପାକଶାଳା ବଗିଚା ପାଇଁ ଜିଆଖତ ପ୍ରସ୍ତୁତି ।

  • 'ଛାତ ଉପର ବିପ୍ଲବ'
  • ସଉକ ଅମଳ କରିପାରିବେ ଯାହା ଆପଣଙ୍କୁ ଦେଇଥାଏ ସ୍ଵାସ୍ଥ୍ୟର ସଚେତନତା, ଦେଇଥାଏ ନିଜ ବଗିଚାରୁ ତଟକା ଫୁଲଫଳ, ଶାକ ସବଜି ପୁଣି ପ୍ରକୃତିକୁ ଆପଣଙ୍କ ସହିତ ଘନିଷ୍ଠଭାବେ ଯୋଡ଼ି ଏକ ସାମାଜିକ ଆନ୍ଦୋଳନରେ ମଧ୍ୟ ସାମିଲ କରିଥାଏ। ସଉକଟି ହେଲା 'କିଚେନ ଗାର୍ଡ଼ନ'।

  • ଅଁଳା ଚାଷରୁ ଲକ୍ଷପତି
  • ଉଦ୍ୟମ ଓ ଇଛାଶକ୍ତି ରହିଲେ ସବୁକିଛି ସମ୍ଭବ । ଅଁଳା ଚାଷରୁ ଅମର ସିଂହ ହୋଇଛନ୍ତି ସଫଳ ଚାଷୀ ।

  • ଅନ୍ୟମାନଙ୍କୁ ବି ରୋଜଗାରର ବାଟ ଦେଖାଇଛି
  • ଚାଷକୁ ଆପଣାଇ କୈଳାସ ଚନ୍ଦ୍ର ସିଂହ ହୋଇଛନ୍ତି ସଫଳ ।

  • ଆତ୍ମ ବିଶ୍ଵାସ ହିଁ ଏଇଠି ପହଞ୍ଚାଇଛି
  • ଦୁର୍ଗାପ୍ରସାଦ ନନ୍ଦ ସଫଳ ଚାଷୀ ସମ୍ବନ୍ଧରେ ଆଲୋଚନା କରାଯାଇଛି।

  • ଆଦିବାସୀ ମହିଳା ସଶକ୍ତିକରଣ
  • ଆଦିବାସୀ ମହିଳା ସଶକ୍ତିକରଣ କୁ ରାହା ଦେଖାଇଛି ପଣସକଠା ।

  • ଆଧୁନିକ ଜ୍ଞାନକୌଶଳ ଦେଇଛି ସଫଳତା
  • ଆଧୁନିକ ଜ୍ଞାନକୌଶଳ ଦେଇଛି କୁନାଙ୍କୁ ସଫଳତା ।

  • ଆମ୍ବ ଯୋଗାଇଛି ରୋଜଗାର
  • ଆମ୍ବ ଯୋଗାଇଛି ରୋଜଗାର ସଫଳ ଚାଷୀ ପୁସେ ମିଣିଆକା ।

  • ଉନ୍ନତ ଜ୍ଞାନକୌଶଳ ଦେଇଛି ସଫଳତା
  • ପିଲାଟି ଦିନରୁ ଚାଷ ସହିତ ପରିବେଶର ସୁରକ୍ଷା ପାଇଁ ସେ ଉଦ୍ୟମରତ । ଉନ୍ନତ ଜ୍ଞାନକୌଶଳ ଦେଇଛି ସୂର୍ଯ୍ୟନାରାୟଣଙ୍କୁ ସଫଳତା ।

  • ଉନ୍ନତ ଯନ୍ତ୍ରପାତି ଉପରେ ସଚେତନ କରାଇଲା ଟାଟା ଏଗ୍ରିକୋ
  • ଗଞ୍ଜାମ ଚାଷୀଙ୍କୁ କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରୟୋଗ ସମ୍ପର୍କରେ ସଚେତନ କରାଉଛି ଟାଟା ଏଗ୍ରିକୋ ।

  • କଠିନ ପରିଶ୍ରମ ଦ୍ଵାରା ହୋଇପାରିବେ ସଫଳ ଚାଷୀ
  • କୈଳାଶ ସୀଠ ଓ ରାମକୃଷ୍ଣ କଠିନ ପରିଶ୍ରମ ଦ୍ଵାରା ହୋଇପାରିଛନ୍ତି ସଫଳ ଚାଷୀ ।

  • କଠିନ ପରିଶ୍ରମରୁ ସଫଳ ଚାଷୀ
  • ନିତ୍ୟାନନ୍ଦ ପ୍ରଧାନ ଓ ଜୟନ୍ତ ସାହୁଙ୍କ ସଫଳ କାହାଣୀ ।

  • କଠୋର ପରିଶ୍ରମ ଓ ରୋଜଗାର କ୍ଷମ କରିଛି ଚାଷ
  • ସଫଳ ଚାଷୀ ରମେଶ ଦଳେଇ ଏବଂ ଲକ୍ଷ୍ମୀଧରଙ୍କ କାହାଣୀ ସମ୍ବନ୍ଧରେ ସୂଚନା ।

  • କୁବେରଙ୍କ ଔଷଧୀୟ ବଗିଚା
  • ଡ. କୁବେର କାନ୍ତ ପଣ୍ଡାଙ୍କ ଔଷଧୀୟ ବଗିଚା ସୂଚନା ।

  • କୃଷି ଦେଇଛି ପରିଚୟ
  • ଗାଁ ସ୍କୁଲରେ ପାଠପଢୁଥିବା ବେଳେ ବାପା ସ୍ଵର୍ଗତ ଉଚ୍ଛବ ସିଠଙ୍କ ସହିତ ଜମିରେ ପାଣି ମଡାଇବାକୁ ଯାଉଥିଲେ । ଆଉ ସେ ଦଶମ ଶ୍ରେଣୀରୁ ପାଠପଢା ଛାଡିଲେ । ପ୍ରାୟ ୧୨ ବର୍ଷ ହେଲା ସେ କୃଷିକୁ ନିଜର ବୃତ୍ତି ଓ ବ୍ରତ ଭାବରେ ଆଦରି ନେଇଛନ୍ତି । ନିଜର ପୈତୃକ ଜମି ସହିତ କେତେକ ପଡୋଶିଙ୍କ ଜମିକୁ ସେ ଲିଜରେ ନେଇ ଶ୍ରୀ ପ୍ରଣାଳୀରେ ଧାନଚାଷ କରିବା ସହିତ ବିଭିନ୍ନ ପନିପରିବା ଚାଷ କରୁଛନ୍ତି ।

  • କୃଷି ଦେଇଛି ପରିଚୟ
  • ସଫଳ ଚାଷୀ ବିରଞ୍ଚି ନାରାୟଣ ମହାନ୍ତି ଏବଂ ନକୁଳ ସମ୍ବନ୍ଧିତ ତଥ୍ୟ ।

  • କୃଷି ପାଇଁ ଛାଡିଲେ କର୍ପୋରେଟ୍ ଚାକିରି
  • ବିନୋଦ କୁମାରଙ୍କ କାହାଣୀ ।

  • କୃଷି ସଂଗ୍ରହାଳୟ
  • ଚାଷୀ ସୟଦ ଘନି ଖାନ୍ କୃଷି ସଂଗ୍ରହାଳୟ ପ୍ରୟାସ ସ୍ଥାପନ କରାଯାଇଥିବା ମୁଖ୍ୟଜିୟମ୍‌ ।

  • ଚାଲ ଦେଶୀ ଚାଷ କରିବା, ବିଷକୁ ଛାଡ଼ି ଅମୃତ ଖୋଜିବା
  • ନଟବର ଷଡଙ୍ଗୀ ଶିକ୍ଷକତା ରୁ ଚାଷୀ ତାଙ୍କ ଯାତ୍ରା ସମ୍ବନ୍ଧରେ ସୂଚନା ।

  • ଚାଷ କାମ ହିଁ ଆନନ୍ଦ ଦେଉଛି
  • ଚାଷ କାମ ଦେଇଛି ସଫଳତା ଏହି ସଫଳ ଚାଷୀ ମଧୁସୂଦନ ପଣ୍ଡା ।

  • ଚାଷ ଜୁଟାଇଲା ସାହସ
  • ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଧଉଁରାଦାଦର ଗାଁରେ ଜଣେ ଅସହାୟା ମହିଳା ଶୋଭା ବିଶାଲ(୫୦)ବହୁ ଘାତ ପ୍ରତିଘାତ ଭିତରେ ବି ଚାଷକରି ବଞ୍ଚିବାର ସାହସ ଜୁଟାଇଛନ୍ତି ।

  • ଚାଷ ଜୁଟାଇଲା ସାହସ
  • ସାରା ରାଜ୍ୟରେ ମରୁଡି ପରିସ୍ଥିତି ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ଚାଷୀର ଜୀବନ ଯାଉଛି ।

  • ଚାଷ ଦେଇଛି ଖୁସି
  • ସଫଳ ଚାଷୀ ନିର୍ମଳ କୁମାର ମହାନ୍ତିଙ୍କ ସୂଚନା ।

  • ଚାଷ ଦେଇଛି ଜୀବନର ରାହା
  • ରୋଜଗାର ପାଇଁ ଉପାୟ ପାଞ୍ଚି ଶେଷରେ ଚାଷ କାର୍ଯ୍ୟକୁ ଆପଣେଇଲେ ।

  • ଚାଷ ବାଟ ଦେଖାଇଛି
  • ଚାଷକୁ ଆପଣାଇ ରମେଶ ଚନ୍ଦ୍ର ରାଉତ ସଫଳ ଚାଷୀ ଭାବେ ପରିଚିତ ।

  • ଚାଷକରି ହୋଇଛନ୍ତି ସଫଳ
  • ଉଲ୍ଲାସ କୁମାର ସ୍ଵାଇଁ ଓ ସୁବ୍ରତଙ୍କ ସଫଳ କାହାଣୀ ।

  • ଚାଷପାଇଁ ଛାଡ଼ିଲେ ଚାକିରି
  • ବ୍ୟାଙ୍କ ଚାକିରି ଛାଡି ଜଣେ ଚାଷ କାମ କରିବାର ମନୋବୃତ୍ତି ସଫଳ ଚାଷୀ ସଂକଳ୍ପ ଶର୍ମା ।

  • ଜଣେ ଚାହିଁଲେ ନିଶ୍ଚିତ ସ୍ଵାବଲମ୍ବୀ ହୋଇପାରିବ
  • ସଫଳ ମହିଳା କୃଷିଜୀବୀ ରେଖା ସାହୁ ରୋଜଗାର କରିବା ପାଇଁ ଚାଷ କାମରେ ମନବୃତ୍ତି ଦେଇ ସଫଳ ହୋଇଛନ୍ତି ।

  • ଜୀବନ ବୋଝ ନୁହେଁ
  • ଶୋଭା ବିଶାଲ ର ସଙ୍ଘର୍ଷ

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate