অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ନିର୍ଦେଶିକା

କୃଷି ନିର୍ଦେଶିକା

  • ଖରିଫ ଫସଲର ବୁଣିବା ଅବସ୍ଥା (ତଳି ଘରା ପ୍ରସ୍ତୁତି)
  • ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

  • ରବି ଫସଲର ବୃଦ୍ଧୀୟ ଅବସ୍ଥା (ତୃଣ ପରିଚାଳନା)
  • ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ତୃଣ ଓ ଘାସ ଫସଲକୁ ନଷ୍ଟ କରିପାରେ ଏବଂ ଏହାକୁ ଦମନ କରିବା ପାଇଁ ବିଭିନ୍ନ ତୃଣ ନାଶକ ବିଷୟରେ ସଚେତନା କରିବାI

  • ଅଣ-କାଠ ବନଜାତ ଦ୍ରବ୍ୟର ଚିରନ୍ତନ ସଂଗ୍ରହ ଏବଂ ପରବର୍ତ୍ତୀ ପରିଚାଳନା
  • ଯଦ୍ୟପି, ସାଧାରଣତଃ କୃଷିକୁ କୌଣସି ଅର୍ଥନୀତିର ମେରୁଦଣ୍ଡ ଭାବରେ ବିଚାର କରାଯାଏ, ଅନ୍ୟାନ୍ୟ ସମ୍ବନ୍ଧୀତ ବୃତ୍ତିର ମଧ୍ୟ ମହତ୍ୱ ବୃଦ୍ଧି ପାଉଛି I

  • ଅମଳ-ପରବର୍ତ୍ତୀ ପରିଚାଳନା ଏବଂ ବଜାର ସଲଗ୍ନତା ଟୁଲ୍
  • ଆବହମାନ କାଳରୁ କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଭାବରେ ରହିଅଛି I କୃଷି-ଭିତ୍ତିକ ଅର୍ଥନୀତିର ତିନୋଟି ମୁଖ୍ୟ ସ୍ତମ୍ଭ ହେଉଛି, “ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିପଣନ” I

  • ଆଇସିଏଆର ଇନଷ୍ଟିଚ୍ୟୁଟ ଆଣ୍ଡ ୟୁନିଭର୍ସିଟି
  • ଆଇସିଏଆର ଇନଷ୍ଟିଚ୍ୟୁଟ ଆଣ୍ଡ ୟୁନିଭର୍ସିଟି ବିଷୟରେ ସୂଚନା ।

  • ଉତ୍ପାଦର ଜମାସଂଗ୍ରହ, ପ୍ରକ୍ରିୟା ଏବଂ ଯୋଜନା
  • ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା, ଏବଂ ଆୟକୁ ବଢାଇବା ପାଇଁ ଏହାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

  • ଏନ୍ଟିଏଫ୍ପିର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଉପକ୍ରମ
  • ମହୁଲ ଫୁଲ ସଂଗ୍ରହ ଏବଂ ବିକ୍ରୟର ସୁପରିଚାଳନା ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା I

  • କିପରି କରିବେ ମୃତ୍ତିକା ପରୀକ୍ଷା
  • ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ ।

  • କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ
  • ଲୋକଙ୍କ ଉପରେ କଲ୍ୟାଣକାରୀ ପ୍ରଭାବ ପକାଇବା ପାଇଁ ଲକ୍ଷ୍ୟ ରଖିଅଛି I

  • କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (କୃଷି ଟୁଲ୍)
  • କୃଷି ଜ୍ଞାନକ୍ଷେତ୍ର ହେଉଛି ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ଏକ ମୁଖ୍ୟ ଉପାଦାନ ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କ ମଧ୍ୟରେ ଉନ୍ନତି ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବା I

  • କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (ସୁଗମୀକରଣ ଟୁଲ୍ )
  • କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ ନିର୍ଦ୍ଦେଶିକାରେ ପ୍ରଶିକ୍ଷଣ ମଡ୍ୟୂଲ୍ ସବୁକୁ ଆଠଗୋଟି ଜ୍ଞାନକ୍ଷେତ୍ରରେ ବିଭାକର କରାଯାଇଅଛି I

  • କୃଷି ଟୁଲ୍ (ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା)
  • ଖରିଫ ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I

  • କୃଷି ଟୁଲ୍ (ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଜମି ପ୍ରସ୍ତୁତି))
  • ରବି ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ସିଆରପି ମାନଙ୍କର ଜ୍ଞାନ ବର୍ଦ୍ଧନ କରିବା ।

  • କୃଷି ବିକାଶ କେନ୍ଦ୍ର
  • କୃଷି ବିକାଶ କେନ୍ଦ୍ର

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ଖରାଟିଆ ହଳ)
  • ଖରାଟିଆ ହଳ କରିବାର ଉପଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ଜୈବିକ ଖତ ପ୍ରୟୋଗ)
  • ଚାଷୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବା ଏବଂ ଏହା କିପରି ଭାବେ ମୃତ୍ତିକାର ଉର୍ବରତାକୁ ବଜାୟ ରଖି ଅଧିକ ଅମଳ ଦେଇଥାଏ ସେମାନଙ୍କୁ ବୁଝାଇବା I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ଫସଲ ଖସଡା)
  • ଚାଷୀମାନଙ୍କୁ ଅଗ୍ରୀମ ଫସଲ ଖସଡା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବା ଯାହାଦ୍ୱାରା ଅଧିକ ଅମଳ ଓ ଲାଭ ହୋଇ ପାରିବ I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନ କିସମ ବାଛିବା)
  • ଅଧିକ ଅମଳକ୍ଷମ ଓ ହାଇବ୍ରିଡ ବିହନ ବ୍ୟବହାର କଲେ ଅମଳ ଉପରେ ଏହାର ପ୍ରଭାବ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ଏବଂ ସୁସ୍ଥ ଓ ନୀରୋଗ ବିହନର ଉପାଦେୟତା ବିଷୟରେ ସଚେତନ କରିବା I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନର ଗଜା ପରୀକ୍ଷା)
  • ଉପଲବ୍ଧ ବିହନର ମାନକୁ ଗଜା ପରୀକ୍ଷଣ ଦ୍ୱାରା ଅଙ୍କୁରଣର ପ୍ରତିଶତକୁ କିପରି ଆକଳନ କରାଯାଏ, ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ ।

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ମୃତ୍ତିକା ପରୀକ୍ଷା ପାଇଁ ମାଟି ନମୂନା ସଂଗ୍ରହ)
  • ମୃତ୍ତିକା ପରୀକ୍ଷାର ଉପାଦେୟତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବୁଝାଇବା ଯେ ଏହା ଫସଲର ଖାଦ୍ୟସାର ପରିଚାଳନାରେ ସାହାଯ୍ୟ କରିବ I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ମୃତ୍ତିକା ସୌରୀକରଣ)
  • ମୃତ୍ତିକାରେ ଥିବା ରୋଗ ଜୀବାଣୁ ଏବଂ ତୃଣ ମଞ୍ଜି ନାଶ କରିବା ପାଇଁ ମୃତ୍ତିକା ସୌରୀକରଣର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

  • ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ସବୁଜ ସାର)
  • ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ବୁଣିବା ପୂର୍ବରୁ ସବୁଜ ସାର ଚାଷ କରିବାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

  • ଖରିଫ ଫସଲର ଅମଳ (ଅମଳର ଉପଯୁକ୍ତ ସମୟ)
  • ଚାଷୀମାନଙ୍କୁ ଅମଳ ଏବଂ ଅମଳ-ପରବର୍ତ୍ତୀ ପରିଚାଳନାର ମହତ୍ୱ ବିଷୟରେ ବୁଝାଇବା I

  • ଖରିଫ ଫସଲର ଅମଳ (ଅମଳ କରିବା ପଦ୍ଧତ୍ତି)
  • ଚାଷୀମାନଙ୍କୁ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଶିକ୍ଷା ଦେବା I

  • ଖରିଫ ଫସଲର ଅମଳ (ଅମଳ କରିବା ପାଇଁ ଆବଶ୍ୟକ ଉପକରଣ)
  • ଫସଲ ଅମଳ ପାଇଁ ବ୍ୟବହାର ହେଉଥିବା ଆଧୁନିକ ଉପକରଣ ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବା I

  • ଖରିଫ ଫସଲର ଅମଳ (ଅମଳ ପରବର୍ତ୍ତୀ ଯତ୍ନ)
  • ଅମଳ ପରବର୍ତ୍ତୀ ଯତ୍ନ, ବିଶେଷତଃ ସଂରକ୍ଷଣ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

  • ଖରିଫ ଫସଲର ଅମଳ (ଶୁଖାଇବା ଏବଂ ବର୍ଗୀ କରଣ)
  • ଖାଦ୍ୟ ଶସ୍ୟର ସଠିକ ଶୁଖାଇବା ଏବଂ ବର୍ଗୀକରଣ କରିବାର ଉପଯୁକ୍ତ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

  • ଖରିଫ ଫସଲର ବୁଣିବା ଅବସ୍ଥା (ଅନ୍ତଃ ଫସଲ ଚାଷ)
  • ଅନ୍ତଃ ଫସଲ ଚାଷର ଉପାଦେୟତା ବିଷଯରେ ଚାଷୀମାନଙ୍କୁ ଶିକ୍ଷା ଦେବା I

  • ଖରିଫ ଫସଲର ବୁଣିବା ଅବସ୍ଥା (ଜମି ମାପ)
  • ଖରିଫ ଫସଲର ବୁଣିବା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I ବିହନ ପରିମାଣ ନିର୍ଦ୍ଧାରଣ କରିବା ।

  • ଖରିଫ ଫସଲର ବୁଣିବା ଅବସ୍ଥା (ଜୀବାଣୁ ସାର ବ୍ୟବହାର)
  • ଜୀବାଣୁ ସାରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ବୁଝାଇବା କାରଣ ଏହା ଯବାକ୍ଷାରଯାନକୁ ମାଟିରେ ବାନ୍ଧିରଖି ଫସଲର ଅମଳ ବଢାଇବାରେ ସାହାଯ୍ୟ କରିଥାଏ I

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate