ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା ବିଷୟରେ ସୂଚନା ।
କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା ।
କାଳିଆ ଯୋଜନା ସମ୍ବନ୍ଧୀୟ ସମ୍ଭାବ୍ୟ ପ୍ରଶ୍ନ ଏବଂ ଉତ୍ତର ବିଷୟରେ ସୂଚନା ।
କୃଷି ଉଦ୍ୟୋଗୀ ଯୋଜନା ର ସୂଚନା
କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା ସମ୍ବନ୍ଧରେ ସୂଚନା ।
କୃଷି ସୂଚନା ସେବା ସମ୍ବନ୍ଧରେ ସୂଚନା ଦିଆଯାଇଛି ।
କ୍ଷୁଦ୍ର ଚାଷୀ ମାନଙ୍କ ଉତ୍ପାଦକୁ ସାଇତି ରଖିବାର କ୍ଷମତା ବଢାଇ ଓ ଅଭାବୀ ବିକ୍ରିରୁ ରକ୍ଷା କରିବାପାଇଁ ଭରତ ସରକାର ୦୧. ୦୪. ୨୦୦୧ରୁ ଗ୍ରାମୀଣ ଗୋଦାମ ଯୋଜନା ଆରମ୍ଭ କରିଛନ୍ତି ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ବିଷୟରେ ସୂଚନା ।
ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୮ ଗୋଟି ଜିଲ୍ଲା : କେନ୍ଦୁଝର,ଅନୁଗୁଳ,ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି, ନୂଆପଡା, ଓ ଦେବଗଡ
୨୦୧୪-୧୫ ରେ ଆରମ୍ଭ ହୋଇଥିବା ଜାତୀୟ ପ୍ରାଣୀସମ୍ପଦ ନିୟୋଗ ପ୍ରାଣୀସମ୍ପଦ ଉତ୍ପାଦନ ପ୍ରଣାଳୀ ଓ ସମସ୍ତ ହିତାଧିକାରୀଙ୍କ କ୍ଷମତା ବର୍ଦ୍ଧନ କ୍ଷେତ୍ର ରେ ବିକାଶ ପାଇଁ ଉଦ୍ଦିଷ୍ଟ ।
କୃଷି କ୍ଷେତ୍ରରେ ବିକାଶ ହିଁ ଏହି ନିର୍ଦ୍ଦେଶାଳୟର ମୁଖ୍ୟ କାର୍ଯ୍ୟ ।
ନୂତନ ଶସ୍ୟ ବୀମା ଯୋଜନା ବିଷୟରେ ସୂଚନା ।
‘ପରମ୍ପରାଗତ କୃଷି ବିକାଶ ଯୋଜନା’ ଜାତୀୟ ବୃହତ ପ୍ରକଳ୍ପ ‘ସତତ କୃଷି ପାଇଁ ଜାତୀୟ ନିୟୋଗ’ ର ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଅନ୍ତର୍ଗତ ଏକ ଅଙ୍ଗ ବିଶେଷ ।
ଅତ୍ୟାଧୁନିକ ପ୍ରକ୍ରିୟାକରଣ , କୃଷି ବର୍ଜ୍ୟବସ୍ତୁ ଯୋଜନା କୃଷି ପରିପୂରକ ଇତ୍ୟାଦି , PMKSY (ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା) ର ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଦ୍ଵାରା ଦେଶରେ ଅଧିକରୁ ଅଧିକ ଜମିରେ ଜଳସେଚନ କରାଯାଇ ଉତ୍ପାଦନ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି ।
ବିଜୁ କୃଷକ ବିକାଶ ଯୋଜନା (BKVY) ସମ୍ବନ୍ଧିତ ସୂଚନା ।
ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା ସମ୍ବନ୍ଧରେ ସୂଚନା ।
ଯୁଗ୍ମ ଦେୟ ଗୋଷ୍ଠୀ (JLG) ଋଣ ଯୋଜନା ର ସୂଚନା
ରାଜ୍ୟ କୃଷି ନୀତି ୨୦୧୩ ବିଷୟରେ ସୂଚନା ।
ରାଜ୍ୟରେ ପଶୁ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା ବିଷୟରେ ସୂଚନା ।