ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମୁଖ୍ୟତଃ ଧାନ, ଡାଲି, ମକା, କପା ଓ ଆଖୁ ଫସଲ ଅନ୍ତର୍ଭୁକ୍ତ କରାଯାଇଛି । ତାହା ନିମ୍ନକ୍ତ ଟେବୁଲରେ ଦର୍ଶାଅ ଯାଇଛି ।
ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୮ ଗୋଟି ଜିଲ୍ଲା : କେନ୍ଦୁଝର,ଅନୁଗୁଳ,ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ମାଲକାନଗିରି, ନୂଆପଡା, ଓ ଦେବଗଡ ।
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
|
୧ |
ପୁଞ୍ଜକ୍ଷେତ୍ର ପ୍ରଦର୍ଶନ ( ସର୍ବନିମ୍ନ ଏକ ପୁଞ୍ଜ -୧୦୦ ହେକ୍ଟର) |
|
କ) |
ଧାଡିବୁଣା / ଧାଡିରୁଆ |
ହେକ୍ଟର ପ୍ରତି ୭୫୦୦ ଟଙ୍କା |
ଖ) |
ଶ୍ରୀ ପଦ୍ଧତି କ୍ଷେତ୍ର ପ୍ରଦର୍ଶନ |
ହେକ୍ଟର ପ୍ରତି ୭୫୦୦ ଟଙ୍କା |
ଗ) |
ଶଙ୍କର ଧାନଚାଷ |
ହେକ୍ଟର ପ୍ରତି ୭୫୦୦ ଟଙ୍କା |
ଘ) |
ଫସଲ ପର୍ଜ୍ୟାୟ ଭିତିକ କ୍ଷେତ୍ର ପ୍ରଦର୍ଶନ |
ହେକ୍ଟର ପ୍ରତି ୧୨୫୦୦ ଟଙ୍କା |
୨ |
ବିହନ ଯୋଗାଣ |
|
|
ଅଧିକ ଅମଳକ୍ଷମ ଧାନ ଚାଷ ବିହନ |
କୁଇଣ୍ଟାଲ ପ୍ରତି ସର୍ବାଧିକ ୧୦୦୦ ଟଙ୍କା |
୩ |
ଫସଲ ଓ ମୃତ୍ତିକା ସଂରକ୍ଷଣ ପରିଚାଳନା |
|
କ) |
ଅନୁସାର ଯୋଗାଣ |
ହେକ୍ଟର ପ୍ରତି ସର୍ବାଧିକ ୫୦୦ ଟଙ୍କା |
ଖ) |
ତୃଣନାଶକ |
ହେକ୍ଟର ପ୍ରତି ସର୍ବାଧିକ ୫୦୦ ଟଙ୍କା |
ଗ) |
କୀଟନାଶକ ଔଷଧ (ଜୈବ ନିୟନ୍ତ୍ରଣ ପାଇଁ) |
ହେକ୍ଟର ପ୍ରତି ସର୍ବାଧିକ ୫୦୦ ଟଙ୍କା |
୪ |
ସମ୍ବଳ ସଂରକ୍ଷଣ କୌଶଳ / ଯନ୍ତ୍ରପାତି |
|
କ) |
କୋନୋ ଉଇଡର |
ସର୍ବାଧିକ ୬୦୦ ଟଙ୍କା |
ଖ) |
ହସ୍ତ୍ରଚଳିତ ସ୍ପ୍ରେୟର |
ସର୍ବାଧିକ ୬୦୦ ଟଙ୍କା |
ଗ) |
ଶକ୍ତିଚାଳିତ ସ୍ପ୍ରେୟର |
ସର୍ବାଧିକ ୩୦୦୦ ଟଙ୍କା |
ଘ) |
ଶକ୍ତିଚାଳିତ ଘାସମରା ଯନ୍ତ୍ର |
ସର୍ବାଧିକ ୧୫୦୦୦ ଟଙ୍କା |
ଙ) |
ଧାନ ଅମଳ ଯନ୍ତ୍ର |
ସର୍ବାଧିକ ୧୫୦୦୦ ଟଙ୍କା |
ଚ) |
ରୋଟାଭେଟର |
ସର୍ବାଧିକ ୩୫୦୦୦ ଟଙ୍କା |
ଛ) |
ଧାନରୁଆ ଯନ୍ତ୍ର |
ସର୍ବାଧିକ ୪୦୦୦୦ ଟଙ୍କା |
୫ |
ପମ୍ପସେଟ ପାଇଁ ପ୍ରୋସ୍ଛାହନ |
ସର୍ବାଧିକ ୧୦୦୦୦ ଟଙ୍କା |
୬ |
ଫସଲ ଧାରା ଆଧାରିତ କୃଷକ ତାଲିମ କାର୍ଯ୍ୟକ୍ରମ |
୪ ଗୋଟି ତାଲିମ ପାଇଁ ୧୪୦୦୦ ଟଙ୍କା |
ବି.ଦ୍ର: ଉପରୋକ୍ତ କୃଷି ସାମଗ୍ରୀ /ଯନ୍ତ୍ରପାତି ଗୁଡିକ ପାଇଁ ରାଜ୍ୟ କୃଷିନୀତି -୨୦୧୩ ଅନୁଯାୟୀ କୃଷକମାନଙ୍କୁ ଅତିରିକ୍ତ ରିହାତି ଯୋଗାଇ ଦିଆଯାଉଛି ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ଡାଲି (ଡାଲି ଜାତୀୟ ଫସଲ) ଅନ୍ତର୍ଭୁକ୍ତ ଜିଲ୍ଲା : ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲା ।
|
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
୧ |
ପ୍ରାମାଣିକ ବିହନ ଯୋଗାଣ |
|
କ) |
୧୦ ବର୍ଷ ମଧ୍ୟରେ ପ୍ରଚଳିତ ବିହନ କିସମ |
କୁଇଣ୍ଟାଲ ପ୍ରତି ସର୍ବାଧିକ ୨୫୦୦ ଟଙ୍କା |
୨ |
ପୁଞ୍ଜକ୍ଷେତ୍ର ପ୍ରଦର୍ଶନ (ସର୍ବନିମ୍ନ ଏକ ପୁଞ୍ଜ ୧୦୦ ହେକ୍ଟର) |
|
(କ) |
ମିଶ୍ରିତ / ଅନ୍ତଚାଷ |
ଏକ ହେକ୍ଟର ପ୍ରଦର୍ଶନ ପାଇଁ ୭୫୦୦ ଟଙ୍କା |
(ଖ) |
ଫସଲ ପର୍ଯ୍ୟାୟ |
ଏକ ହେକ୍ଟର ପ୍ରଦର୍ଶନ ପାଇଁ ୧୨୫୦୦ ଟଙ୍କା |
୩ |
ସମନୁତ ଖାଦ୍ୟସାର ପରିଚାଳନା |
|
(କ) |
ଅନୁସାର ଯୋଗାଣ |
ହେକ୍ଟର ପ୍ରତି ୫୦୦ ଟଙ୍କା |
(ଖ) |
ଜିପ୍ ସମ୍ |
ହେକ୍ଟର ପ୍ରତି ୭୫୦ ଟଙ୍କା |
(ଗ) |
ରାଇଯୋବିୟମ ଓ ପି.ଏସ୍.ବି. ଜୀବାଣୁ ସାର |
ହେକ୍ଟର ପ୍ରତି ୩୦୦ ଟଙ୍କା |
୪ |
ସମାନୁତ ରୋଗ ପୋକ ପରିଚାଳନା |
|
(କ) |
କୀଟନାଶକ ଔଷଧ ଯୋଗାଣ |
ହେକ୍ଟର ପ୍ରତି ୫୦୦ ଟଙ୍କା |
(ଖ) |
ତୃଣନାଶକ ଯୋଗାଣ |
ହେକ୍ଟର ପ୍ରତି ୫୦୦ ଟଙ୍କା |
୫ |
ସମ୍ବଳ ସଂରକ୍ଷଣ କୌଶଳ / ଯନ୍ତ୍ରପାତି |
|
(କ) |
ପାୱାର ସ୍ପ୍ରେୟର |
ଯନ୍ତ୍ର ପ୍ରତି ସର୍ବାଧିକ ୩୦୦୦ ଟଙ୍କା |
(ଖ) |
ରୋଟାଭେଟର |
ଯନ୍ତ୍ର ପ୍ରତି ସର୍ବାଧିକ ୩୫୦୦୦ ଟଙ୍କା |
(ଗ) |
ହସ୍ତ୍ରଚଳିତ ସ୍ପ୍ରେୟର |
ଯନ୍ତ୍ର ପ୍ରତି ସର୍ବାଧିକ ୬୦୦ ଟଙ୍କା |
(ଘ) |
ଜିରୋଟିଲ୍ ସିଡ ଡ୍ରିଲ |
ଯନ୍ତ୍ର ପ୍ରତି ସର୍ବାଧିକ ୧୫୦୦ ଟଙ୍କା |
୬ |
ଉନ୍ନତ ଜଳସେଚନ ଯନ୍ତ୍ର |
|
(କ) |
ଜଳ ସିଂଚନ ଯନ୍ତ୍ର ଯୋଗାଣ |
ହେକ୍ଟର ପ୍ରତି ସର୍ବାଧିକ ୧୦୦୦୦ ଟଙ୍କା |
(ଖ) |
ପମ୍ପସେଟ ପାଇଁ ପ୍ରୋତ୍ସାହନ |
ଯନ୍ତ୍ର ପ୍ରତି ସର୍ବାଧିକ ୧୦୦୦୦ ଟଙ୍କା |
(ଗ) |
ଜଳ ପରିବହନ ପାଇଁ ପାଇପ୍ ଯୋଗାଣ |
୮୦୦ ମିଟର ପାଇଁ ସର୍ବାଧିକ ୧୫୦୦୦ଟଙ୍କା |
(ଘ) |
ମୋବାଇଲ ରେନଗନ୍ |
ଯନ୍ତ୍ର ପ୍ରତି ସର୍ବାଧିକ ୧୫୦୦୦ ଟଙ୍କା |
୭ |
ଫସଲ ଧାରା ଆଧାରିତ କୃଷକ ତାଲିମ କାର୍ଯ୍ୟକ୍ରମ |
୪ ଗୋଟି ତାଲିମ ସେସନ୍ ପାଇଁ ୧୪୦୦୦ ଟଙ୍କା |
ବି.ଦ୍ର: ଉପରୋକ୍ତ କୃଷି ସାମଗ୍ରୀ / ଯନ୍ତ୍ରପାତି ଗୁଡିକ ପାଇଁ ରାଜ୍ୟ କୃଷିନୀତି – ୨୦୧୩ ଅନୁଯାୟୀ କୃଷକ ମାନଙ୍କୁ ଅତିରିକ୍ତ ରିହାତି ଯୋଗାଇ ଦିଆଯାଉଅଛି ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ମକା (ମକା ଫସଲ) ଅନ୍ତର୍ଭୁକ୍ତ ରାଜ୍ୟର ୬ ଗୋଟି ଜିଲ୍ଲା : କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ ଓ କେନ୍ଦୁଝର ।
|
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
୧ |
ଉନ୍ନତ ପ୍ରଣାଳୀରେ ଚାଷ (ମକା) |
ଏକ ହେକ୍ଟର ପ୍ରଦର୍ଶନ ପାଇଁ ୫୦୦୦ ଟଙ୍କା |
୨ |
ବିହନ ଯୋଗାଣ |
|
(କ) |
ଅଧିକ ଅମଳକ୍ଷମ ମକା ବିହନ ଯୋଗାଣ |
କୁଇଣ୍ଟାଲ ପ୍ରତି ସର୍ବାଧିକ ୧୫୦୦ ଟଙ୍କା |
(ଖ) |
ସଙ୍କର ଜାତୀୟ ବିହନ ଯୋଗାଣ |
କୁଇଣ୍ଟାଲ ପ୍ରତି ସର୍ବାଧିକ ୫୦୦୦ ଟଙ୍କା |
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ଅର୍ଥକରୀ ଫସଲ (କପା) ରାଜ୍ୟର ୧୧ ଗୋଟି ଜିଲ୍ଲା : କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୁବର୍ଣ୍ଣପୁର, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ, ବରଗଡ, କନ୍ଧମାଳ, ଓ ବୌଦ୍ଧ
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
|
୧ |
ଆଗଧାଡି କ୍ଷେତ୍ର ପ୍ରଦର୍ଶନ – ଅନ୍ତଃଚାଷ |
ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୭୦୦୦ ଟଙ୍କା |
୨ |
ଆଗଧାଡି କ୍ଷେତ୍ର ପ୍ରଦର୍ଶନ – ସମନ୍ଵିତ ଫସଲ ପରିଚାଳନା |
ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୭୦୦୦ ଟଙ୍କା |
୩ |
ଅତି ସଘନ ଚାଷ ପ୍ରଣାଳୀ |
ଏକ ହେକ୍ଟର କ୍ଷେତ୍ର ପ୍ରଦର୍ଶନ ପାଇଁ ୯୦୦୦ ଟଙ୍କା |
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ – ଅର୍ଥକରୀ ଫସଲ (ଆଖୁ) ରାଜ୍ୟର ୯ ଗୋଟି ଜିଲ୍ଲା : କଟକ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ନୟାଗଡ, ଓ ବରଗଡ ।
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
|
୧ |
ଆଖୁ ଚାଷରେ ଅନ୍ତଃଫସଲ |
ହେକ୍ଟର ପ୍ରତି ୮୦୦୦ ଟଙ୍କା |
୨ |
ପେଶୀପୋଷଣ ଚାରା ଯୋଗାଣ |
ଚାରା ପ୍ରତି ୩ ଟଙ୍କା ୫୦ ପଇସା |
ମିଶନ ଅନ୍ତର୍ଭୁକ୍ତ ରାଜ୍ୟର ୧୨ ଗୋଟି ଜିଲ୍ଲା : ବଲାଙ୍ଗିର, କଟକ, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଗଞ୍ଜାମ , କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୟାଗଡ, ଖୋର୍ଦ୍ଧା ଓ ବରଗଡ ।
|
କାର୍ଯ୍ୟକ୍ରମ |
ସରକାରୀ ସହାୟତା |
ରାଜ୍ୟ ଯୋଜନା |
||
୧ |
ସୁସ୍ଥାୟୀ ଆଖୁଚାଷ ପାଇଁ ପ୍ରୟାସ |
ହେକ୍ଟର ପ୍ରତି ୨୦୦୦୦ ଟଙ୍କା |
୨ |
ଆଖୁଚାରା ଉତ୍ପାଦନ |
ଚାଷୀ ପ୍ରତି ୨୮୫୦ ଟଙ୍କା |
୩ |
ମୂଳି ଆଖୁ ପ୍ରଦର୍ଶନ କ୍ଷେତ୍ର |
ହେକ୍ଟର ପ୍ରତି ୧୨୫୦୦ ଟଙ୍କା |
୪ |
ଆଖୁଜଳ ବିହୀନ ଜିଲ୍ଲାରେ ବିହନ ପ୍ରତିବଦଳ |
ମେଟ୍ରିକ ଟନ୍ ପ୍ରତି ୫୦୦୦ ଟଙ୍କା |
ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ |
||
୧ |
ବାର୍ଷିକ ୩ ଲକ୍ଷ ୧୦ ହଜାର ମୃତ୍ତିକା ନମୁନା ପରୀକ୍ଷା |
ମୃତ୍ତିକା ନମୁନା ପରୀକ୍ଷା ପ୍ରତି ମାତ୍ର ୫ ଟଙ୍କା ହାରରେ |
ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ / ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା |
||
୧ |
ମୃତ୍ତିକା ପରୀକ୍ଷାର ଫଳାଫଳ ଅନୁଯାୟୀ ମୃତ୍ତିକା ସୁଧାରକ ଏବଂ ଅନୁସାର ପ୍ରୟୋଗ ନିମନ୍ତେ ସହାୟତା |
ହେକ୍ଟର ପ୍ରତି ୨୫୦୦ ଟଙ୍କା |
ପରମ୍ପରାଗତ କୃଷି |
||
୧ |
ସମଷ୍ଟିଗତ ଭାବେ ୫୦ ଏକର ଜମିରେ ପରମ୍ପରାଗତ କୃଷିର ବିକାଶ ନିମନ୍ତେ ସହାୟତା |
ୟୁନିଟ୍ ପ୍ରତି ୭,୦୬,୦୦୦ ଟଙ୍କା |
୧ |
ନୂତନ କିସମ ସୋରିଷ ବିହନ ଚାଷ ପାଇଁ ପ୍ରୋସ୍ଚାହନ |
ହେକ୍ଟର ପ୍ରତି ୩୦୦୦ ଟଙ୍କା |
୨ |
ଶଙ୍କର ଜାତୀୟ ସୂର୍ଯ୍ୟମୁଖୀ ବିହନ ଚାଷ ପାଇଁ ପ୍ରୋତ୍ସାହନ |
ହେକ୍ଟର ପ୍ରତି ୫୦୦୦ ଟଙ୍କା |
ଉନ୍ନତ ଚାଷ ପ୍ରଣାଳୀ ଅନ୍ତର୍ଗତ କାର୍ଯକ୍ରମ |
ସରକାରୀ ସହାୟତା |
|
୧ |
ଧାଡିବୁଣା ଓ ଧାଡିରୁଆ ଯୋଜନା |
ଧାନ ଚାଷ ନିମନ୍ତେ ହେକ୍ଟର ପ୍ରତି ୧୨୫୦ ଟଙ୍କାର ସହାୟତା |
୨ |
ବିହନ ବିଶୋଧନ ଅଭିଯାନ |
|
କ) |
ଏକ ହେକ୍ଟର ଧାନ ଚାଷ ପାଇଁ |
୫୦ ଟଙ୍କାର ବିହନ ବିଶୋଧନ |
ଖ) |
ଏକ ହେକ୍ଟର ଡାଲି ଜାତୀୟ ଫସଲ ଚାଷ ପାଇଁ |
୧୧୫ ଟଙ୍କାର ବିହନ ବିଶୋଧକ |
ଗ) |
ଏକ ହେକ୍ଟର ତୈଳବୀଜ ଜାତୀୟ ଫସଲ ଚାଷ ପାଇଁ |
୨୨୫ ଟଙ୍କାର ବିହନ ବିଶୋଧକ |
୩ |
ସଘନ ଧାନ ଚାଷ ପଦ୍ଧତି (’ଶ୍ରୀ’ ପଦ୍ଧତି’) |
ଏକ ହେକ୍ଟର ଧାନ ଚାଷ ପାଇଁ ୫୦୦୦ ଟଙ୍କାର ସହାୟତା |
ଆଧାର – କୃଷି ବ୍ୟୁରୋ
Last Modified : 3/3/2020