অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଣୀ ଧନ

ପ୍ରାଣୀ ଧନ

  • ଆମ ପ୍ରାଣୀ ସମ୍ପଦ
  • ଆମ ପ୍ରାଣୀ ସମ୍ପଦ ର ସୂଚନା

  • ଏମୁ ପକ୍ଷୀ ଚାଷ
  • ଏମୁ ପକ୍ଷୀ ଚାଷ ସମ୍ବନ୍ଧିତ ସୂଚନା ।

  • ଏମୁ ପକ୍ଷୀ ପାଳନ
  • ଏମୁ ପୃଥିବୀର ଦ୍ଵିତୀୟ ବୃହତ ପକ୍ଷୀ । ଏହାର ଉତ୍ପତ୍ତି ଅଷ୍ଟ୍ରେଲିଆ ମହାଦେଶରେ ହୋଇଥିଲା ।

  • କଜଳପାତି
  • କଜଳପାତି (ବୈଜ୍ଞାନିକ ନାମ: Dicrurus macrocercus) ଡାଇକ୍ରୁରାଇଡି (Dicruridae) ଜାତି ର ଏକ ଏସୀୟ ପକ୍ଷୀ ।

  • କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି
  • କୁକୁଡ଼ା ଖାଦ୍ୟ ଓ ଖାଦ୍ୟଦେବା ପଦ୍ଧତି ସମ୍ବନ୍ଧିତ ସୂଚନା ।

  • କୁକୁଡ଼ା ଛୁଆ ପାଳନ
  • କୁକୁଡ଼ା ଛୁଆ ପାଳନ ସମ୍ବନ୍ଧରେ ସୂଚନା ।

  • କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ
  • କୁକୁଡ଼ା ପାଳନ ପଦ୍ଧତି, କୁକୁଡ଼ା ଗୃହ ଓ ଉପକରଣ ସମ୍ବନ୍ଧିତ ସୂଚନା ।

  • କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ ଜାଣିବା କଥା
  • କୁକୁଡ଼ା ପାଳନରେ ସ୍ଵତନ୍ତ୍ର ଯତ୍ନ ଓ ଦୁର୍ଗୁଣ ବିଷୟରେ କେତୋଟି ଜାଣିବା କଥା

  • କୁକୁଡ଼ାମାନଙ୍କର ରୋଗ, ତା'ର ପ୍ରତିକାର ଓ ଟୀକା ଦେବା ପଦ୍ଧତି
  • କୁକୁଡ଼ାମାନଙ୍କର ରୋଗ, ତା'ର ପ୍ରତିକାର ଓ ଟୀକା ଦେବା ପଦ୍ଧତି ର ସୂଚନା

  • କୁକୁଡା ପାଳନ
  • କୁକୁଡା ପାଳନ ସମ୍ବନ୍ଧରେ ସୂଚନା ।

  • କୁକୁଡା ପାଳନ
  • କୁକୁଡା ପାଳନ ଓ ବ୍ୟବସାୟିକ ଉତ୍ପାଦନ, ପରିଚାଳନା ସମ୍ପର୍କରେ ସୂଚନା ଦିଆଯାଏ ।

  • କୁକୁଡାଙ୍କୁ ବାର୍ଡ଼ 'ଫ୍ଲୁ' ବିପଦ
  • କୁକୁଡାଙ୍କୁ ବାର୍ଡ଼ 'ଫ୍ଲୁ' ରୁ କିପରି ଦୂରେଇ ରଖିବେ ଓ କି ସତର୍କତା ଅବଲମ୍ବନ କରିବେ ସେ ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।

  • କେନ୍ଦ୍ରାପଡା ପ୍ରଜାତି ମେଣ୍ଢାକୁ ମିଳିବ ଜାତୀୟ ମାନ୍ୟତା
  • କେନ୍ଦ୍ରାପଡା ପ୍ରଜାତିର ମେଣ୍ଢାଙ୍କୁ ଜାତୀୟ ମାନ୍ୟତା ମିଳିବ

  • କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ
  • କ୍ଵେଲ୍ ବା ଗୁଣ୍ଡୁରି ଚଢ଼େଇ ପାଳନ କରି ଲାଭବାନ ହୋଇପାରିବେ ।

  • ଖରାଦିନେ ଗୋରୁଙ୍କ ଯତ୍ନ
  • ଗ୍ରୀଷ୍ମଋତୁରେ ଗୃହପାଳିତ ପ୍ରାଣୀଙ୍କର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ ଏବଂ ସୁପରିଚାଳନା ନମନ୍ତେ ପ୍ରାଣୀ ଚିକିତ୍ସକଙ୍କ ଠାରୁ ନିୟମିତ ପରାମର୍ଶ ନେବା ଜରୁରୀ।

  • ଖରାଦିନେ ପ୍ରାଣୀଙ୍କୁ ସୁରକ୍ଷା ଦେବା ଉପାୟ
  • ଗ୍ରୀଷ୍ମଦିନେ ପ୍ରଚଣ୍ଡ ରୌଦ୍ରରୁ ତୃଣଭୋଜି ପ୍ରାଣୀଙ୍କୁ ସୁରକ୍ଷା ଦେବା ସମ୍ବନ୍ଧିତ ସୂଚନା ।

  • ଖରାଦିନେ ପ୍ରାଣୀମାନଙ୍କ ସୁରକ୍ଷା
  • ଖରାଦିନେ କିପରି ପଶୁ ପକ୍ଷୀ ମାନଙ୍କ ଯତ୍ନନେବା ।

  • ଗର୍ଭବତୀ ଗାଈର ଯତ୍ନ
  • ଗର୍ଭବତୀ ଗାଈର ଯତ୍ନ କିପରି ନେବେ ସୂଚନା ।

  • ଗାଈ ଓ ବାଛୁରୀଙ୍କ ଯତ୍ନ
  • ଗାଈ ଓ ବାଛୁରୀଙ୍କ ଯତ୍ନ ସମ୍ବନ୍ଧୀୟ ସୂଚନା ।

  • ଗାଈ ପଡିଆ ସମୟର ସୁପରିଚାଳନା
  • ଗର୍ଭବତୀ ଗାଈର ସୁପରିଚାଳନା ଦିଗ ପ୍ରତି ଧାନ ଦେବା ଜରୁରି।

  • ଗାଈଙ୍କ ‘ଥେଲେରିଓସିସ୍’ ରୋଗ
  • ଗାଈଙ୍କ ‘ଥେଲେରିଓସିସ୍’ ରୋଗର କିପରି ଚିକିତ୍ସା କରିବେ ସେ ସମ୍ବନ୍ଧରେ ସୂଚନା ।

  • ଗାଈଙ୍କ “ଟ୍ରିପାନୋସୋମିଆସିସ୍” ରୋଗ
  • ଗାଈଙ୍କ “ଟ୍ରିପାନୋସୋମିଆସିସ୍” ରୋଗ ପ୍ରତି କିପରି ସଚେତନ ଓ ଚିକିତ୍ସା ବିଧି ସମ୍ବନ୍ଧରେ ସୂଚନା ।

  • ଗାଈର ପଡ଼ିଆ ସମୟର ପରିଚାଳନ
  • ଗାଈଟିର ପଡ଼ିଆ ଅବସ୍ଥାରେ ଉପଯୁକ୍ତ ଯତ୍ନ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

  • ଗୃହପାଳିତ ପ୍ରାଣୀଙ୍କୁ ଅଂଶୁଘାତର ପ୍ରତିକାର
  • ବର୍ତ୍ତମାନ ଆମ ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପର ପ୍ରକୋପ ସହିତ ଜଳବାୟୁର ଆଦ୍ରତା ବୃଦ୍ଧି ଓ ପାନୀୟ ଜଳର ଉତ୍କଟ ଅଭାବ ଯୋଗୁଁ ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଜୀବନ ବିପର୍ଜ୍ୟସ୍ତ ହୋଇପଡିଛି ।

  • ଗୋ ଖାଦ୍ୟ ଫସଲ
  • ଘାସ ଚାଷ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଏବଂ ଗୋଖାଦ୍ୟ ଫସଲ ଚାଷ କରିବା ପାଇଁ ଆବଶ୍ୟକୀୟ ସୂଚନା ।

  • ଗୋ ମହିଷାଦି ପଶୁ ମାନଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି
  • ଗୋ ମହିଷାଦି ପଶୁ ମାନଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରୋଗ ପାଇଁ ପାରମ୍ପାରିକ ଚିକିତ୍ସା ପଦ୍ଧତି ର ସୂଚନା

  • ଗୋ-ଖାଦ୍ୟ ଫସଲ
  • ଗୋ-ଖାଦ୍ୟ ଫସଲ ବିଷୟରେ ସୂଚନା

  • ଗୋ-ପୂଜନ
  • ଗୋବର୍ଦ୍ଧନ ପୂଜା ଓ ଗୋପାଷ୍ଟମୀକୁ ୧୯୫୨ ଠାରୁ ନଭେମ୍ବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ଦେଶରେ ଗୋସମ୍ବର୍ଦ୍ଧନା ସପ୍ତାହ ପାଳିତ ହେଉଛି ।

  • ଗୋଖାଦ୍ୟ ପିଣ୍ଡ ଉତ୍ପାଦନ
  • ଜନସଂଖ୍ୟା ବୃଦ୍ଧି ସହିତ ପ୍ରାଣୀଯ ପୃଷ୍ଟିସାରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି ।

  • ଗୋପାଳନ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ
  • ଗୋପାଳନ କରିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟ ରୋଜଗାର କରିପାରିବେ ।

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate