ଉପକ୍ରମ ଇ-ଜିଲ୍ଲା, ଇଲେକଟ୍ରୋନିକ୍ସ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (DeitY), କମ୍ୟୁନିକେଶନ ଏବଂ ଇନଫରମେଶନ ଟେକ୍ନୋଲୋଜି ବିଭାଗ (MCIT) ଦ୍ଵାରା ଆରମ୍ଭ କରାଯାଇଛି ଏବଂ ଭାରତ ସରକାର ଏହାକୁ ରାଜ୍ୟ ସ୍ତରୀୟ ମିଶନ ମୋଡ ପ୍ରକଳ୍ପ ରୂପେ ଚିହ୍ନଟ କରିଥିଲେ I ଏହି ପ୍ରକଳ୍ପ ର ଉଦ୍ଧେଶ୍ୟ, ଜିଲ୍ଲା ପ୍ରଶାସନ ର “ସରକାର ଠାରୁ ନାଗରିକ” ସେବା ତ୍ଵରାନ୍ୱିତ ନିମନ୍ତେ ସହାୟତା ତତସଙ୍ଗେ ସଙ୍ଗେ ଅତିଉତ୍ତମ କାର୍ଯ୍ୟ ସକାଶେ ତିନୋଟି ଅନ୍ତନିର୍ମାଣ ସ୍ତମ୍ବର ବ୍ୟାବହୃତ କରିବା ଯଥା ଷ୍ଟେଟ ୱାଇଡ ଏରିୟା ନେଟୱର୍କ (SWAN) ସଂଯୋଗ ନିମନ୍ତେ, ଷ୍ଟେଟ ଡାଟା ସେଣ୍ଟର (SDC) ସୁରକ୍ଷିତ ଓ ନିରବଛିନ୍ନ ତଥ୍ୟ ସଞ୍ଚୟ ଏବଂ ସାଧାରଣ ସେବା କେନ୍ଦ୍ର, ମାଧ୍ୟମରେ ନାଗରିକ ସେବା ନାଗରିକର ହାତପହାନ୍ତରେ ପହଞ୍ଚାଇବା I ଇ-ଜିଲ୍ଲା ପୋର୍ଟାଲ ଅନ୍ତ୍ରଭୂକ୍ତ ନାଗରିକ ସେବା ଯୋଗାଉଥିବା ବିଭାଗ / ଶାଖା ର ଏକକୀକରଣ , ପଦ୍ଧତିର ପୁନପରିକଳ୍ପନା ଏବଂ ଜିଲ୍ଲା ପ୍ରଶାସନର ସ୍ଵୟମଚାଳିତ କାର୍ଯ୍ୟ ପ୍ରବାହ ଦ୍ଵାରା ନାଗରିକଙ୍କୁ ସମ୍ପୂର୍ଣ୍ଣ ଏବଂ ନିରବଛିନ ଦକ୍ଷ ସେବା ପ୍ରଦାନ କରିବା. ଅଧିକ ଜାଣିବା ପାଇଁ ଏହି ଲିଂକରେ "ଇ-ଜିଲ୍ଲା ପୋର୍ଟାଲଇ-ଜିଲ୍ଲାରୁ ମିଳୁଥିବା ସେବା ପ୍ରମାଣପତ୍ର ଦସ୍ତାବିଜ ମୂଲ୍ୟ ସମୟସୀମା ୧ ରେସିଡେଣ୍ଟ ପ୍ରମାଣପତ୍ର ରୁଜୁ କରିବା Click Click Click ୨ ଜାତି ପ୍ରମାଣପତ୍ର ରୁଜୁ କରିବା Click Click Click ୩ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର Click Click Click ୪ ସାମାଜିକ ଓ ଆର୍ଥିକ ପ୍ରମାଣପତ୍ର ରୁଜୁ କରିବା Click Click Click ୫ ଋଣପରିଶୋଧ ପ୍ରମାଣପତ୍ର ରୁଜୁ କରିବା Click Click Click ୬ ଆୟ ପ୍ରମାଣପତ୍ର ରୁଜୁ କରିବା Click Click Click ୭ ପଛୁଆବର୍ଗ ପ୍ରମାଣପତ୍ର ରୁଜୁ କରିବା Click Click Click ରାଜସ୍ୱ କୋର୍ଟ ସମ୍ବନ୍ଧରେ ଦସ୍ତାବିଜ ମୂଲ୍ୟ ସମୟସୀମା ୧ ଜମି ଅଧିକାରର ଅଭିଲିଖିତ ପୃଷ୍ଠା ପାଇବା ପାଇଁ Click Click Click କିୟସ୍କ କେନ୍ଦ୍ରର ସେବାର ଅର୍ଥ ସମ୍ପର୍କରେ ସବିଶେଷ ସୂଚନା ରାଜ୍ୟ ସରକାରଙ୍କ ଦ୍ଵାରା କିଛି ସ୍ଥାୟୀ ଶୁଳ୍କ ପ୍ରତି କିୟସ୍କ କେନ୍ଦ୍ରପାଇଁ ପ୍ରସ୍ଥାବିତ ହୋଇଛି ଓ ତାହଠୁ କେହି ଅଧିକ ଶୁଳ୍କ ନେଇ ପାରିବେ ନାହିଁ । ତା’ଭିତରୁ କିଛିର ଶୁଳ୍କ ବିବରଣୀ ନିମ୍ନରେ ଦିଆଗଲା । ୧. କିୟସ୍କ ଅପରେଟରଙ୍କ ଶୁଳ୍କ =୮. ୦୦ ୨. ମୁଦ୍ରଣ ଶୁଳ୍କ ପ୍ରତି ୟୁନିଟ =୧୦.୦୦ ୩. ସ୍କାନ ଶୁଳ୍କ ପ୍ରତି ୟୁନିଟ = ୫.୦୦ ୪. ସରକାରୀ ପ୍ରାପ୍ୟ ପ୍ରତି ୟୁନିଟ=୩୦.୦୦ ୫. DEGS ଶୁଳ୍କ ପ୍ରତି ୟୁନିଟ =୨.୦୦ ସର୍ବମୋଟ –ପ୍ରତି ଦରଖାସ୍ତର ନିବେଦନର ବ୍ୟୟ ସର୍ବମୋଟ ୫୫.୦୦ ଟଙ୍କା । କିନ୍ତୁ ଦୟାକରି ଧ୍ୟାନ ଦିଅନ୍ତୁ ଏହି ଟଙ୍କା ସ୍କାନ ପୃଷ୍ଠା ଅନୁଯାୟୀ ବଦଳି ପାରେ । ଆବେଦନକାରୀ ନିଜେ ମଧ୍ୟ ଆବେଦନ ଫର୍ମ ଡାଉନଲୋଡ କରିବେ "ଆବେଦନ ଫର୍ମ ଡାଉନଲୋଡ" ଆବଶ୍ୟକ ଦସ୍ତାବିଜର ତାଲିକା ଆବେଦନ ଫର୍ମ ପୂରଣ କରିବା ପାଇଁ କିଛି ମୁଖ୍ୟ ଓ ନିତ୍ୟାନ୍ତ ଆବଶ୍ୟକ ତଥ୍ୟ ୧. ଜମି ଅଧିକାରର ଅଭିଲିଖିତ ପୃଷ୍ଠା ୨. ଜମି ପାସ ବହି ୩. ସରପଞ୍ଚ/ବିଧାୟକ /ସାଂସଦଙ୍କ ସୁପାରିସ ୪. ଭୋଟ ପରିଚୟ ପତ୍ର ୫. ଅନ୍ୟାନ୍ୟ ସମ୍ପର୍କିତ ତଥ୍ୟ/ଅଭିଯୋଗ ବିତରଣର ସମୟ ସୀମା ଆବେଦନ ପ୍ରକ୍ରିୟା ର ଅଟକଳ ସମୟ ସୀମା ୩୦ ଦିନ କିନ୍ତୁ କିଛି କ୍ଷେତ୍ରରେ ବିତରଣ ସମୟ ସାମାନ୍ୟ ବଦଳି ପାରେ । ଅନଲାଇନରେ ଆବେଦନର ସ୍ଥିତି ଯାଞ୍ଚ କରନ୍ତୁ "ଆବେଦନର ସ୍ଥିତି" ଆଧାର "ଇ ଜିଲ୍ଲା " ଓଡିଶା କମ୍ପ୍ୟୁଟର ଆପ୍ଲିକେସନ କେନ୍ଦ୍ର "OCAC"