ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ ।
ଯାଆନ୍ତୁ:"ଇ- ଜିଲ୍ଲା,ଓଡିଶା"
ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର
ବାସିନ୍ଦା, ଆୟ, ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ ।
ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"
ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର
ଜନ୍ମ ଓ ମୃତ୍ୟୁ ର ପ୍ରମାଣ ପାତ୍ର ପାଇଁ ପୌର ପାଳିକା କାର୍ଯ୍ୟାଳୟ ରେ ଆବେଦନ କରିବାକୁ ହେବ
ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"
ସ୍ଥାନ : ପୌରପାଳିକା କାର୍ଯ୍ୟାଳୟ, ଏନ ଏ ସି କାର୍ଯ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
ଜନସାଧାରଣ ଖତିଆନର ନକଲ ତହସିଲ କାର୍ଯ୍ୟାଳୟରୁ ପାଇପାରିବେ କିମ୍ବା ଜନସେବା କେନ୍ଦ୍ର ଦ୍ଵାରା ପାଇପାରିବେ ଏହା ଇ-ଜିଲ୍ଲା ସେବାରେ ଅନ୍ତର୍ଭୁକ୍ତ ।
ଯାଆନ୍ତୁ: "ଭୂମି ଅଭିଲେଖ"
ସ୍ଥାନ : ତହସିଲ କାର୍ଯ୍ୟାଳୟ । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୭୯୭୮୫୯୭୨୯ । ଇମେଲ୍ : adm-kalahando[dot]od[at]nic[dot]in
ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି.,କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ। ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରିପାରିବେ ।
ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"
ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର
ଅଭିଯୋଗ ଶୁଣାଣି ପାଇଁ ଆପଣ ନିମ୍ନ ଲିଖିତ ଦୁଇ ପ୍ରକାର ଉପାୟରେ ଅଭିଯୋଗ ଦାଖଲ କରିପାରିବେ।
ଇ-ଅଭିଯୋଗ
ଏହି ଉପାୟ ରେ ଆପଣ ଘରେ ବସିକି ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଣ୍ଟେର୍ନେଟ ଆବଶ୍ୟକ । ତଳେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ।
"ଇ-ଅଭିଯୋଗ ପାଇଁ ଦୟା କରି ଏଠାରେ କ୍ଲିକ କରନ୍ତୁ …….."
ପାରମ୍ପରିକ ଉପାୟ
ପ୍ରତି ସୋମବାର ଦିନ ପ୍ରତେକ ଗ୍ରାମ ପଞ୍ଚାୟତରେ, ଗୋଷ୍ଠୀ କେନ୍ଦ୍ରରେ ଏବଂ ଜିଲ୍ଲା ରେ ଅଭିଯୋଗ ଶୁଣାଣି ହୋଇଥାଏ । ନାଗରିକ ମାନେ ସିଧା ସଳଖ ଉପଯୁକ୍ତ ଅଧିକାରୀ ସହିତ ପାରସ୍ପରିକ କଥା ବାର୍ତ୍ତା ହୋଇଥାନ୍ତି।
ଯାଆନ୍ତୁ: "ଇ-ଅଭିଯୋଗ"
କଳାହାଣ୍ଡି
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେକ୍ଟରେଟ , ଭବାନୀପାଟଣା-୭୬୬୦୦୧
ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୯୬୬୮୩୦୩୪୫୬। ଇମେଲ୍ : dm-kalahandi[at]nic[dot]in
ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ କଳାହାଣ୍ଡି ଭବାନିପାଟଣା କାର୍ଯ୍ୟାବଳୀ ସମ୍ବନ୍ଧେ -
ଯାଆନ୍ତୁ: ନିଯୁକ୍ତି ପଞ୍ଜୀକରଣ
ଜିଲ୍ଲା ନିୟୋଜନ ଅଧିକାରୀ, କଳାହାଣ୍ଡି, ଭବାନିପାଟଣା
ଭବାନୀପାଟଣା , କାଳିମନ୍ଦିର ପଡା , ବ୍ଲକ ଅଫିସ ପାଖ , -୭୬୬୦୦୧
ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା
ଫୋନ : ୦୬୬୭୦ – ୨୩୦୬୨୮ । ଇମେଲ୍ : dexkalahandi[at]gmail[dot]com
ବିଜୁଳି ପାଉଣା ଭୁକ୍ତାନ ଅନ-ଲାଇନରେ ୱେସ୍କୋ ୱେବ ପୃଷ୍ଠାରେ କରିହେବ । ନିଜର ବିଲ ମଧ୍ୟ ଦେଖିପାରିବେ ।
ଯାଆନ୍ତୁ: ବିଜୁଳି ପାଉଣା ଭୁକ୍ତାନ
ଦେଖନ୍ତୁ ଏବଂ ଅନଲାଇନ ପାଉଣା ପଇଠ କରନ୍ତୁ
ସ୍ଥାନ : ଵେସ୍କୋ କାର୍ଯ୍ୟାଳୟ, ଜଗନ୍ନାଥ ମନ୍ଦିର ରାସ୍ତା, ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
ଭାରତ ସଂଚାର ନିଗମ ର ପାଉଣା ଭୁକ୍ତାନ ଅନଲାଇନରେ ହେଇପାରିବ ।
ଯାଆନ୍ତୁ: ବି ଏସ ଏନ ଏଲ ଫୋନ ପାଉଣା ଭୁକ୍ତାନ
ବି,ଏସ,ଏନ,ଏଲ କାର୍ଯ୍ୟାଳୟ, ଭବାନୀପାଟଣା
ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
Last Modified : 5/22/2020