অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଳାହାଣ୍ଡି - ଅନଲାଇନ ସେବା

ବାସିନ୍ଦା ପ୍ରମାଣ ପତ୍ର

ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ ।

  1. ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ ।
  2. ନିଜ ତହସିଲ କାର୍ଯ୍ୟାଳୟ ରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରିପାରିବେ ବା ତହସିଲ କାର୍ଯ୍ୟାଳୟରୁ ପାଇପାରିବେ।

ଡାଉନଲୋଡ ଫର୍ମ

ସେବା ର ସମୟ ସୀମା ଜାଣନ୍ତୁ

ଯାଆନ୍ତୁ:"ଇ- ଜିଲ୍ଲା,ଓଡିଶା"

ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର

କାନୁନୀ ଉତ୍ତରାଧିକାରୀ ପ୍ରମାଣ ପତ୍ର

ବାସିନ୍ଦା, ଆୟ, ଓ.ବି.ସି./ଏସ.ଇ.ବି.ସି., କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ । ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରି ପାରିବେ ।

  1. ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ ।
  2. ନିଜ ତହସିଲ କାର୍ଯ୍ୟାଳୟ ରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ତହସିଲ କାର୍ଯ୍ୟାଳୟରୁ ପାଇପାରିବେ।

ଡାଉନଲୋଡ ଫର୍ମ

ସେବାର ସମୟ ସୀମା ଜାଣନ୍ତୁ

ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"

ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର

ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର

ଜନ୍ମ ଓ ମୃତ୍ୟୁ ର ପ୍ରମାଣ ପାତ୍ର ପାଇଁ ପୌର ପାଳିକା କାର୍ଯ୍ୟାଳୟ ରେ ଆବେଦନ କରିବାକୁ ହେବ

ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"

ସ୍ଥାନ : ପୌରପାଳିକା କାର୍ଯ୍ୟାଳୟ, ଏନ ଏ ସି କାର୍ଯ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧

ଭୂମି ଅଭିଲେଖ

ଜନସାଧାରଣ ଖତିଆନର ନକଲ ତହସିଲ କାର୍ଯ୍ୟାଳୟରୁ ପାଇପାରିବେ କିମ୍ବା ଜନସେବା କେନ୍ଦ୍ର ଦ୍ଵାରା ପାଇପାରିବେ ଏହା ଇ-ଜିଲ୍ଲା ସେବାରେ ଅନ୍ତର୍ଭୁକ୍ତ ।

ଯାଆନ୍ତୁ: "ଭୂମି ଅଭିଲେଖ"

ସ୍ଥାନ : ତହସିଲ କାର୍ଯ୍ୟାଳୟ । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧

ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୭୯୭୮୫୯୭୨୯ । ଇମେଲ୍ : adm-kalahando[dot]od[at]nic[dot]in

ଜାତି ପ୍ରମାଣ ପତ୍ର

ବାସିନ୍ଦା , ଆୟ , ଓ.ବି.ସି./ଏସ.ଇ.ବି.ସି.,କାନୁନୀ ଉତ୍ତରାଧିକାରୀ ଓ ଜାତି ପ୍ରମାଣ ପତ୍ର କୁ ବିବିଧ ପ୍ରକାର ପ୍ରମାଣ ପତ୍ର କୁହାଯାଏ। ଏହି ସବୁ ପ୍ରମାଣ ପାତ୍ର ତହସିଲ କାର୍ଯ୍ୟାଳୟ ରୁ ମିଳିଥାଏ । ଏହି ବିଭିନ୍ନ ପ୍ରକାର ପ୍ରମାଣ ପତ୍ର ପାଇବାକୁ ହେଲେ ଜଣେ ଦୁଇ ପ୍ରକାର ଆବେଦନ କରିପାରିବେ ।

  1. ନିକଟସ୍ଥ ଜନସେବା କେନ୍ଦ୍ର ରେ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରି ପାରିବ । ସେ ଫର୍ମ ଡାଉନଲୋଡ କରି ପାରିବେ ବା ଜନସେବା କେନ୍ଦ୍ର ତାଙ୍କୁ ଯୋଗାଇଦେବେ ।
  2. ନିଜ ତହସିଲ କାର୍ଯ୍ୟାଳୟରେ ସିଧା ସଳଖ ଫର୍ମ ଭରି ସେଥି ସହିତ ଆବଶ୍ୟକ ଶୁଳ୍କ ଓ ଆବଶ୍ୟକ ଦସ୍ତାବିଚ ଦେଇ ଆବେଦନ କରି ପାରିବେ । ଆବେଦନ ପରେ ଉପଯୁକ୍ତ ସମୟ ସୀମା ପରେ ପ୍ରମାଣ ପତ୍ର ଜନସେବା କେନ୍ଦ୍ର ଠାରୁ ହସ୍ତ ଗତ କରିପାରିବ । ସେ ଫର୍ମ ଡାଉନଲୋଡ କରିପାରିବେ ବା ତହସିଲ କାର୍ଯ୍ୟାଳୟ ରୁ ପାଇ ପାରିବେ।

ଡାଉନଲୋଡ ଫର୍ମ

ସେବା ର ସମୟ ସୀମା ଜାଣନ୍ତୁ

ଯାଆନ୍ତୁ: "ଇ - ଜିଲ୍ଲା, ଓଡିଶା"

ସ୍ଥାନ : ତହସିଲ କାର୍ଯ୍ୟାଳୟ, ନିକଟସ୍ଥ ଜନସେବା କେନ୍ଦ୍ର

ଅଭିଯୋଗ କିପରି ଦାଖଲ କରିବେ ?

ଅଭିଯୋଗ ଶୁଣାଣି ପାଇଁ ଆପଣ ନିମ୍ନ ଲିଖିତ ଦୁଇ ପ୍ରକାର ଉପାୟରେ ଅଭିଯୋଗ ଦାଖଲ କରିପାରିବେ।

  1. ଇ-ଅଭିଯୋଗ ଓ
  2. ପାରମ୍ପାରିକ ଉପାୟ

ଇ-ଅଭିଯୋଗ

ଏହି ଉପାୟ ରେ ଆପଣ ଘରେ ବସିକି ନିଜର ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଆପଣଙ୍କୁ ଇଣ୍ଟେର୍ନେଟ ଆବଶ୍ୟକ । ତଳେ ଦିଆଯାଇଥିବା ଲିଙ୍କ କୁ କ୍ଲିକ କରନ୍ତୁ ।

"ଇ-ଅଭିଯୋଗ ପାଇଁ ଦୟା କରି ଏଠାରେ କ୍ଲିକ କରନ୍ତୁ …….."

ପାରମ୍ପରିକ ଉପାୟ

ପ୍ରତି ସୋମବାର ଦିନ ପ୍ରତେକ ଗ୍ରାମ ପଞ୍ଚାୟତରେ, ଗୋଷ୍ଠୀ କେନ୍ଦ୍ରରେ ଏବଂ ଜିଲ୍ଲା ରେ ଅଭିଯୋଗ ଶୁଣାଣି ହୋଇଥାଏ । ନାଗରିକ ମାନେ ସିଧା ସଳଖ ଉପଯୁକ୍ତ ଅଧିକାରୀ ସହିତ ପାରସ୍ପରିକ କଥା ବାର୍ତ୍ତା ହୋଇଥାନ୍ତି।

ଯାଆନ୍ତୁ: "ଇ-ଅଭିଯୋଗ"

କଳାହାଣ୍ଡି

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲେକ୍ଟରେଟ , ଭବାନୀପାଟଣା-୭୬୬୦୦୧
ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧
ଫୋନ : ୦୬୬୭୦ – ୨୩୦୨୦୧ । ମୋବାଇଲ : ୯୬୬୮୩୦୩୪୫୬। ଇମେଲ୍ : dm-kalahandi[at]nic[dot]in

ନିଯୁକ୍ତି ପଞ୍ଜୀକରଣ

ଜିଲ୍ଲା ନିୟୋଜନ କାର୍ଯ୍ୟ।ଳୟ କଳାହାଣ୍ଡି ଭବାନିପାଟଣା କାର୍ଯ୍ୟାବଳୀ ସମ୍ବନ୍ଧେ -

  • ନିଯୁକ୍ତି ନିମନ୍ତେ ନାମ ପଞ୍ଜୀକରଣ କରିବା ।
  • ସରକାରୀ / ବେସରକାରୀ ସଂସ୍ଥାରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ କରିବା।
  • ବୃତ୍ତିଗତ ମାର୍ଗଦର୍ଶନ କରିବା ।
  • ନିଯୁକ୍ତି ନିମନ୍ତେ ଦକ୍ଷତା ବୃଦ୍ଧି କରିବା ।
  • ସୈନ୍ୟ ବାହିନୀରେ ନିଯୁକ୍ତି ନିମନ୍ତେ ପ୍ରାକ ତାଲିମ ଶିବିର ଅନୁଷ୍ଠିତ କରିବା ।
  • ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ।
  • ବାର୍ଷିକ ନିଯୁକ୍ତି ମେଳା ଅନୁଷ୍ଠିତ କରାଇ ଘରୋଇ ସଂସ୍ଥା ମାନଙ୍କରେ ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଇବା ।

ଯାଆନ୍ତୁ: ନିଯୁକ୍ତି ପଞ୍ଜୀକରଣ

ଜିଲ୍ଲା ନିୟୋଜନ ଅଧିକାରୀ, କଳାହାଣ୍ଡି, ଭବାନିପାଟଣା

ଭବାନୀପାଟଣା , କାଳିମନ୍ଦିର ପଡା , ବ୍ଲକ ଅଫିସ ପାଖ , -୭୬୬୦୦୧
ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା
ଫୋନ : ୦୬୬୭୦ – ୨୩୦୬୨୮ । ଇମେଲ୍ : dexkalahandi[at]gmail[dot]com

ବିଜୁଳି ପାଉଣା ଭୁକ୍ତାନ

ବିଜୁଳି ପାଉଣା ଭୁକ୍ତାନ ଅନ-ଲାଇନରେ ୱେସ୍କୋ ୱେବ ପୃଷ୍ଠାରେ କରିହେବ । ନିଜର ବିଲ ମଧ୍ୟ ଦେଖିପାରିବେ ।

ଯାଆନ୍ତୁ: ବିଜୁଳି ପାଉଣା ଭୁକ୍ତାନ

ଦେଖନ୍ତୁ ଏବଂ ଅନଲାଇନ ପାଉଣା ପଇଠ କରନ୍ତୁ

ସ୍ଥାନ : ଵେସ୍କୋ କାର୍ଯ୍ୟାଳୟ, ଜଗନ୍ନାଥ ମନ୍ଦିର ରାସ୍ତା, ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧

ବି ଏସ ଏନ ଏଲ ଫୋନ ପାଉଣା ଭୁକ୍ତାନ

ଭାରତ ସଂଚାର ନିଗମ ର ପାଉଣା ଭୁକ୍ତାନ ଅନଲାଇନରେ ହେଇପାରିବ ।

ଯାଆନ୍ତୁ: ବି ଏସ ଏନ ଏଲ ଫୋନ ପାଉଣା ଭୁକ୍ତାନ

ବି,ଏସ,ଏନ,ଏଲ କାର୍ଯ୍ୟାଳୟ, ଭବାନୀପାଟଣା

ସ୍ଥାନ : ଭବାନୀପାଟଣା । ସହର : ଭବାନୀପାଟଣା । ପିନ କୋଡ୍ : ୭୬୬୦୦୧

ଆଧାର - "କଳାହାଣ୍ଡି ଡିଷ୍ଟ୍ରିକ ପୋଟଲ, ଓଡିଶା"

Last Modified : 5/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate