অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗଜପତି - ଅନଲାଇନ ସେବା

ଅନ୍ଲାଇନ ପାସପୋର୍ଟ ସେବା

ଯେ କୌଣସି ସ୍ଥାନରୁ ଅନ୍ଲାଇନ ପୋର୍ଟାଲରେ ପାସପୋର୍ଟ ସେବା ପାଇଁ ଆବେଦନ କରିପାରିବେ । ଯାଆନ୍ତୁ: ଅନ୍ଲାଇନ ପାସପୋର୍ଟ ସେବା

ଯେ କୌଣସି ସ୍ଥାନରୁ ଅନ୍ଲାଇନ ପୋର୍ଟାଲରେ ପାସପୋର୍ଟ ସେବା ପାଇଁ ଆବେଦନ କରିପାରିବେ ।
ସ୍ଥାନ : ଡାକଘର ଓ ଅନ୍ୟ ସି ଏସ ସି କେନ୍ଦ୍ରରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଉଦୟଗିରି ଓ ମୋହାନା ତହସିଳରୁ । ପିନକୋଡ୍ : ୭୬୧୨୦୦
ଫୋନ : ୦୬୭୪ – ୨୫୬୩୮୫୫ । ଇମେଲ୍ : rpo[dot]bbsr[at]nic[dot]in

ଅନ୍ଲାଇନ ପାନ କାର୍ଡ

ଯେ କୌଣସି ସ୍ଥାନରୁ ଅନ୍ଲାଇନ ପୋର୍ଟାଲରେ ପାନକାର୍ଡ ପାଇଁ ଆବେଦନ କରିପରିବେ ।

ଯାଆନ୍ତୁ: ଅନ୍ଲାଇନ ପାନ କାର୍ଡ ଆବେଦନ

ଯେ କୌଣସି ସ୍ଥାନରୁ ଅନ୍ଲାଇନ ପୋର୍ଟାଲରେ ପାନ କାର୍ଡ ସ୍ଥାନ : ଡାକ ଘର ଓ ଅନ୍ୟ ସି ଏସ ସି କେନ୍ଦ୍ରରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଳରୁ । ପିନକୋର୍ଡ଼ : ୭୬୧୨୦୦

ଫୋନ : ୦୨୨ – ୨୭୨୧୮୦୮୦ । ଇମେଲ୍ : tininfo[at]nsdl[dot]co[dot]in

ଆରକ୍ଷଣ ରେଳ ଟିକଟ

ଯେ କୌଣସି ସ୍ଥାନରୁ ଅନ୍ଲାଇନରେ ଟିକଟ ପାଇପାରିବେ ।

ଯାଆନ୍ତୁ: ଅନ୍ଲାଇନ ଆରକ୍ଷଣ ରେଳ ଟିକଟ

ସ୍ଥାନ : ଯେ କୌଣସି ସ୍ଥାନରୁ ଅନ୍ଲାଇନ ରେ ଓ ଯେ କୌଣସି ସି ଏସ ସି କେନ୍ଦ୍ରରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଳ ରୁ । ପିନକୋର୍ଡ଼ : ୭୬୧୨୦୦
ଫୋନ : ୦୭୫୫ – ୩୯୩୪୧୪୧ । ମୋବାଇଲ : ୭୫୫୬୬୧୦୬୬୧ । ଇମେଲ୍ : care[at]irctc[dot]co[dot]in

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର

ମାତ୍ର କାଶିନଗର ଏନ ଏ ସି ଓ ପାରଲଖେମୁଣ୍ଡି ନଗରପାଲିକା ପାଇଁ ଉଦ୍ଦିଷ୍ଟ।

ଯାଆନ୍ତୁ: ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର

ଈ ନଗର ପାଲିକା ଓଡ଼ିଶା

ନଗରପାଳିକା ଅଫିସ୍‌, ପୁରନା ବସ୍‌ ସ୍ଟେଣ୍ଡ ପଖରେ, ପାରଳାଖେମୁଣ୍ଡି, ଗଜପତି ଜିଳ୍ଳା, ଓଡ଼ିଶା
ସ୍ଥାନ : ନଗରପାଲିକା ଓଫିସ, ଏନ ଏ ସି ଓଫିସ ଏବଂ ଅଙ୍ଗନୱାଡି କେନ୍ଦ୍ରରୁ । ସହର : ପାରଳାଖେମୁଣ୍ଡି ଏବଂ କଶିନଗର । ପିନକୋର୍ଡ଼ : ୭୬୧୨୦୦

ମୋବାଇଲ : ୮୮୯୫୯୨୬୩୪୦ | ଇମେଲ୍ : Parala[dot]mply[at]yahoo[dot]in

ଖତିୟାନ

ଖତିୟାନ ଅଥବା ଅର୍. ଓ. ଅର୍. ପେଜ ପାଇଁ ଅନ୍ଲାଇନ ପୋର୍ଟାଲ ରୁ ଯେ କୌଣସି ତହସିଲର ତଥ୍ୟ ପାଇପାରିବେ

ଯାଆନ୍ତୁ: ଭୁଲେକ

ଉପ-ଜିଳ୍ଳାପାଳ, ପାରଳାଖେମୁଣ୍ଡି
ସ୍ଥାନ : ସଭୁ ୭ ଟି ତହସିଲ ଓଫିସ ରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଲରୁ । ପିନକୋର୍ଡ଼ : ୭୬୧୨୦୦ ଫୋନ : ୦୬୮୧୫ – ୨୨୩୩୩୩। ମୋବାଇଲ : ୯୪୩୭୦୦୩୧୦୭ । ଇମେଲ୍ : subcol[dot]para-od[at]nic[dot]in

ବିଦ୍ୟୁତ ବିଲ ଆନଲଇନ

ଯେ କୌଣସି ସ୍ଥାନରୁ ବିଦ୍ୟୁତ ବିଲ ଅନ୍ଲାଇନରେ ଦେୟ କରିବାପାଇଁ ତଳେ ଦେଇ ଥିବା ଲିଙ୍କକୁ ବ୍ୟବହାର କରିପାରିବେ ।

ଯାଆନ୍ତୁ: ବିଦ୍ୟୁତ ବିଲ - ଅନ୍ଲାଇନ

ବିଦ୍ୟୁତ ବିଲ - ଅନ୍ଲାଇନ ଯେ କୌଣସି ସ୍ଥାନରୁ

ଓଡ଼ିଶା - ଡିସ କୋମ, ପାରଳାଖେମୁଣ୍ଡି
ସ୍ଥାନ : ଓଡ଼ିଶା - ଡିସ କୋମ ଅନ୍ଲାଇନ ଯେ କୌଣସି ସ୍ଥାନରୁ ଓ ସି ଏସ ସି କେନ୍ଦ୍ରରୁ | ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଲରୁ । ପିନକୋର୍ଡ଼ : ୭୬୧୨୦୦
ଫୋନ : ୦୬୭୪ – ୨୫୫୮୩୪୩ । ମୋବାଇଲ : ୧୮୦୦୩୪୫୬୭୯୭ । ଇମେଲ୍ : southco[at]southcoorissa[dot]com

ବିବାହ ପଞ୍ଜୀକରଣ

ମାତ୍ର କାଶିନଗର ଏନ ଏ ସି ଓ ପାରଲଖେମୁଣ୍ଡି ନଗରପାଳିକା ଅଞ୍ଚଳ ପାଇଁ ଯେକୌଣସି ସ୍ଥାନରୁ ଅନ୍ଲାଇନରେ ବିବାହ ପଞ୍ଜୀକରଣ କରିପରିବେ ।

ଯାଆନ୍ତୁ: ବିବାହ ପଞ୍ଜୀକରଣ

ବିବାହ ପଞ୍ଜୀକରଣ

ନଗରପାଳିକା ଅଫିସ, ପୁରାଣା ବସ ଷ୍ଟାଣ୍ଡ ପାଖରେ, ପାରଳାଖେମୁଣ୍ଡି
ସ୍ଥାନ : ନଗରପାଳିକା ଓଫିସ, ଏନ ଏ ସି ଓଫିସ ଏବଂ ଅଙ୍ଗନୱାଡି କେନ୍ଦ୍ରରୁ । ସହର : ପାରଳାଖେମୁଣ୍ଡି ଏବଂ କଶିନଗର । ପିନ କୋଡ୍ : 761200
ମୋବାଇଲ : 8895926340 | ଇମେଲ୍ : Parala[dot]mply[at]yahoo[dot]in

କେମିତି ଅଭିଯୋଗ କରିବେ

ମୁଖ୍ୟ ମନ୍ତ୍ରୀଙ୍କୁ ଓ ଜିଲ୍ଲାପଳଙ୍କୁ ଯେ କୌଣସି ସ୍ଥାନରୁ ଅଭିଯୋଗ କରିବା ପାଇଁ ତଳେ ଦିଆଯାଇଥିବା ଲିଙ୍କକୁ ବ୍ୟବହାର କରିପାରିବେ ।

ଯାଆନ୍ତୁ: ମୁଖ୍ୟ ମନ୍ତ୍ରୀଙ୍କୁ ଓ ଜିଲ୍ଲାପଳଙ୍କୁ କେମିତି ଅଭିଯୋଗ କରିବେ

କେମିତି ଅଭିଯୋଗ କରିବେ

ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ଗଜପତି ଜିଲ୍ଲା, ପାରଳାଖେମୁଣ୍ଡି
ସ୍ଥାନ : ଜିଲ୍ଲାପାଳ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ଓ ଅନ୍ୟ ୭ ଟି ବ୍ଲକ ଅଫିସରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଲରୁ । ପିନକୋର୍ଡ଼ : ୭୬୧୨୦୦ ଫୋନ : ୦୬୮୧୫ – ୨୨୨୩୯୭ । ଇମେଲ୍ : dm-gajapati[at]nic[dot]in

ଟେଲିଫୋନ ବିଲ

ବି. ଏସ୍. ଏନ୍.ଏଲ୍. ଟେଲିଫୋନ ବିଲ ଓ ମୋବାଇଳ ବିଲ୍‌ ଅନ୍ଲାଇନରେ ଯେ କୌଣସି ସ୍ଥାନରୁ ଦେୟ କରିପାରିବେ ।

ଯାଆନ୍ତୁ: ବି.ଏସ.ଏନ.ଏଲ ଅନ୍ଲାଇନ ଟେଲିଫୋନ ବିଲ ପେମେଣ୍ଟ

ବି.ଏସ.ଏନ.ଏଲ ଅନ୍ଲାଇନ ଟେଲିଫୋନ ବିଲ

ବି.ଏସ୍.ଏନ୍.ଏଲ୍., ପାରଳାଖେମୁଣ୍ଡି
ସ୍ଥାନ : କୌଣସି ସ୍ଥାନରୁ ଅନ୍ଲାଇନରେ ଭାଗ ନେଇପାରିବେ । ସହର : ପାରଳାଖେମୁଣ୍ଡି । ପିନକୋର୍ଡ଼ : ୭୬୧୨୦୦
ଫୋନ : ୧୮୦୦୩୪୫୧୫୦୦। ମୋବାଇଲ : ୧୮୦୦୧୮୦୧୫୦୩ । ଇମେଲ୍ :portalhelpdesk[at]bsnl[dot]co[dot]in

ବାଦ ତାଲିକା

ଗଜପତି ଜିଲ୍ଲାର କୌଣସି ତହସିଲର ବାଦ ତାଲିକା ଏବଂ ତହସିଲର ତଥ୍ୟ ଏହି ଅନ୍ଲାଇନ ପୋର୍ଟାଲରୁ ପାଇପାରିବେ ।

ଯାଆନ୍ତୁ: ତହସିଲର ବାଦ ତାଲିକା ଏବଂ ତହସିଲର ତଥ୍ୟ ଏହି ଅନ୍ଲାଇନ ପୋର୍ଟାଲ

ବାଦ ତାଲିକା ତହସିଲ ଅନୁସାରେ

ଉପ-ଜିଳ୍ଳାପାଳ କାର୍ଯ୍ୟାଳୟ ପାରଳାଖେମୁଣ୍ଡି
ସ୍ଥାନ : ଗଜପତି ଜିଲ୍ଲାର ସବୁ ତହସିଲ ଅଫିସରୁ । ସହର : ପାରଳାଖେମୁଣ୍ଡି, ଗୁମ୍ମା, କଶୀନଗର, ରଯଗଡା, ନୁଆଗଡା, ଅର୍.ଊଦଯଗିରି ଓ ମୋହାନା ତହସିଲରୁ । ପିନକୋର୍ଡ଼ : ୭୬୧୨୦୦ ଫୋନ : ୦୬୮୧୫ – ୨୨୩୩୩୩ । ଇମେଲ୍ : subcol[dot]para-od[at]nic[dot]in

ଚାଇଲ୍ଡଲାଇନ୍‌ ୧୦୯୮

ଚାଇଲ୍ଡଲାଇନ୍‌ ଏକ ସର୍ବ ଭାରତୀୟ ସ୍ତରୀୟ ପରିଯୋଜନା ଯାହା ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟଙ୍କ ଦ୍ଵାରା ସମର୍ଥିତ ଓ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନାର ଏକ ଅଭିନ୍ନ ଅଙ୍ଗ ।

ଯାଆନ୍ତୁ: ଚାଇଲ୍ଡଲାଇନ୍‌

District Child Protection Unit, Collectorate, Gajapati, odisha
ସ୍ଥାନ : ପାରେଳାଖେମୁଣ୍ଡି । ସହର : ପାରେଳାଖେମୁଣ୍ଡି

ଫୋନ : ୦୬୮୧୫ – ୨୨୨୬୩୧ । ମୋବାଇଲ : ୯୪୩୮୮୬୪୯୪୭ । ଇମେଲ୍ : childlinegajapatiiu1[at]gmail[dot]com

ଆଧାର -"ଗଜପତି ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା"

Last Modified : 5/23/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate