অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଲାଙ୍ଗିର - ଅନଲାଇନ ସେବା

ମୃତ୍ୟୁ ପ୍ରମାଣ ପତ୍ର

ଯାଆନ୍ତୁ: ମୃତ୍ୟୁ ପ୍ରମାଣ ପତ୍ର

ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି , ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି
ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ । ସହର : ବଲାଙ୍ଗିର

ଆବାସିକ ପ୍ରମାଣପତ୍ର

କିପରି ଆବାସିକ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଇ - ଜିଲ୍ଲା ଓଡିଶା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର

ଉତ୍ତରାଧିକାରୀ ପ୍ରମାଣପତ୍ର

କିପରି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟଲରୁ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ |
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଇ - ଜିଲ୍ଲା, ଓଡିଶା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର

ଜନ୍ମ ପ୍ରମାଣ ପତ୍ର

ଯାଆନ୍ତୁ: ଜନ୍ମ ପ୍ରମାଣ ପତ୍ର

ବଲାଙ୍ଗିର ମୁନସିପାଲଟି , ଟିଟିଲାଗଡ ମୁନସିପାଲଟି, ପାଟଣାଗଡ ଏନ.ଏ.ସି., ତୁଷରା ଏନ.ଏ.ସି, କଣ୍ଟାବାଞ୍ଜି ଏନ.ଏ.ସି
ସ୍ଥାନ : ସମସ୍ତ ମୁନିସିପାଲ୍ଟି ଓ ଏନ.ଏ.ସି କାର୍ଯ୍ୟ।ଳୟ । ସହର : ବଲାଙ୍ଗିର

ଜମି ଖତିଆନ

ଯାଆନ୍ତୁ: ଜମି ଖତିଆନ

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର । ପିନକୋର୍ଡ଼ : ୭୬୭୦୦୧
ଇମେଲ୍ : adm-balangir[at]nic[dot]in

ଜାତିଗତ ପ୍ରମାଣପତ୍ର

କିପରି ଜାତିଗତ ପ୍ରମାଣପତ୍ର ପାଇବେ?

ନିମ୍ନଲିଖିତ ପଦ୍ଦତି

  1. ଅବେଦନ ଫର୍ମଟିକୁ ଇ-ଜିଲ୍ଲା ପୋର୍ଟାଲ କିମ୍ବା ଉପର ଫର୍ମ ଟାବକୁ କ୍ଲିକ କରି ଡାଉନ ଲୋଡ କରନ୍ତୁ ।
  2. ଅବେଦନ ଫର୍ମରେ ଆବଶ୍ୟକିୟ ତଥ୍ୟ ପୁରଣ କରନ୍ତୁ ।
  3. ଫର୍ମରେ ଉଲ୍ଲେଖିତ ଥିବା ସମସ୍ତ ଦଲିଲ ସଂଲଗ୍ନ କରନ୍ତୁ ।
  4. ନିକଟତ୍ତମ ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
  5. ବିତ୍ତରଣ ସମୟ ସିମା ଜାଣିବା ପାଇଁ ଏଇଠି କ୍ଲିକ କରନ୍ତୁ.

ଯାଆନ୍ତୁ: ଜାତିଗତ ପ୍ରମାଣପତ୍ର

ସ୍ଥାନ : ତହସିଲ | ସହର : ବଲାଙ୍ଗିର

କେମିତି ଅଭିଯୋଗ କରିବା ?

ଅନଲାଇନ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟ ରେ ଅଭିଯୋଗ ଶୁଣାଣି

ଯାଆନ୍ତୁ: ଅଭିଯୋଗ ଦାଖଲ

ସ୍ଥାନ : କଲେକ୍ଟରେଟ୍ । ସହର : ବଲାଙ୍ଗିର

ଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ

ଯାଆନ୍ତୁ: ଜିଲ୍ଲା ନିୟୋଜନ ବିନିମୟ ପଞ୍ଜୀକରଣ

ସ୍ଥାନ : ଟିଟିଲାଗଡ ରୋଡ , ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପାଖରେ ବଲାଙ୍ଗିର – ୭୬୭୦୦୧ । ସହର : ବଲାଙ୍ଗିର

ବାଦ ତାଲିକା (ତହସିଲରେ)

ତହସିଲରେ ଉପଲବ୍ଧ ବାଦ ତାଲିକା

ଯାଆନ୍ତୁ: ବାଦ ତାଲିକା

ସ୍ଥାନ : ଜିଲ୍ଲା ର ସମସ୍ତ ୧୪ ଟି ତହସିଲ ଅଫିସ । ସହର : ବଲାଙ୍ଗିର

ଜିଲ୍ଲା କୋଷାଗାର

ଯାଆନ୍ତୁ: ଜିଲ୍ଲା କୋଷାଗାର

ସ୍ଥାନ : ଜିଲ୍ଲା କୋଷାଗାର ଅଫିସ, ବଲାଙ୍ଗିର । ସହର : ବଲାଙ୍ଗିର

ପରିବହନ ସେବା

ଆଞ୍ଚଳିକ ପରିବହନ କାର୍ୟାଳୟ, ବଲାଙ୍ଗିର

ଯାଆନ୍ତୁ: ପରିବହନ ସେବା

ସ୍ଥାନ : କ୍ଷେତ୍ରୀୟ ପରିବହନ କାର୍ୟାଳୟ, ବଲାଙ୍ଗିର । ସହର : ବଲାଙ୍ଗିର । ପିନକୋର୍ଡ଼ : ୭୬୭୦୦୧
ଫୋନ : ୦୬୬୫୨ - ୨୩୨୪୨୪ । ଇମେଲ୍ : rto_bolangir[at]yahoo[dot]co[dot]in

ଆଧାର -"ବଲାଙ୍ଗିର ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା"

Last Modified : 5/30/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate