অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡିଜିଟାଲ ଇଣ୍ଡିଆ

ଡିଜିଟାଲ ଇଣ୍ଡିଆ

  • Bootstrap at Breakfast: ଷ୍ଟାର୍ଟଅପ୍-ଅନୁକୂଳ ପରିବେଶ ସନ୍ଧାନରେ ଭୁବନେଶ୍ୱରର ଷ୍ଟାର୍ଟଅପ୍ ସମୂହ
  • ଭୁବନେଶ୍ୱରରେ ଷ୍ଟାର୍ଟଅପ୍ ପାଇଁ ଥିବା ସୁଯୋଗ ସଂପର୍କରେ ବର୍ଷେ ତଳେ XIMBର ମାର୍କେଟିଂ ବିଭାଗ ପ୍ରାଧ୍ୟାପକ ଗୋଟେ ଉତ୍ସାହପ୍ରଦ ଆଲେଖ ଲେଖିଥିଲେ ।

  • Paytm ପ୍ରତିଷ୍ଠାତାଙ୍କ ସଂଘର୍ଷ କାହାଣୀ:ଖାଇବାକୁ ଟଙ୍କା ନ ଥିଲା, ଇଞ୍ଜିନିୟରିଂ ପରେ ଚାକିରି ନ ଥିଲା
  • Paytm ମୋବାଇଲ୍ ୱାଲେଟର ପ୍ରତିଷ୍ଠାତା ବିଜୟ ଶଙ୍କର ଶର୍ମା ନିଜ ସଂଘର୍ଷ କାହାଣୀ ବିଷୟରେ ଆମିଟି ବିଶ୍ୱବିଦ୍ୟାଳୟରେ ବର୍ଣ୍ଣନା କରିଛନ୍ତି ।

  • Truejodi : ବିବାହ ପାଇଁ ଅନଲାଇନ୍ ବରକନ୍ୟା ଖୋଜିବା ସମସ୍ୟାର ସମାଧାନ
  • ଏହା ଏଭଳି ଏକ ମାଟ୍ରିମୋନି ସାଇଟ୍ ଯେଉଁଥିରେ ଥିବା ସମସ୍ତ ପ୍ରୋଫାଇଲ୍କୁ ୧୦୦% ଯାଂଚ କରାଯାଇଛି ।

  • ଅନ୍ ଲାଇନ ରୋଜଗାର
  • ଅନ୍ ଲାଇନ ରୋଜଗାର ର ସୂଚନା

  • ଆପ୍ ଜରିଆରେ ବି କରିହେବ ଡିପ୍ରେସନର ଚିକିତ୍ସା
  • ଆପ୍ ଜରିଆରେ କରିହେବ ଡିପ୍ରେସନର ଚିକିତ୍ସା

  • ଆପ୍‌ରେ ରହିବ ସବୁ ପୁଲିସ ଅଧିକାରୀଙ୍କ ନମ୍ବର
  • ଆପ୍‌ରେ ପୁଲିସ ବିଭାଗର ୩୫୦୦ ଅଫିସ୍‌, ୫୮୦ ଥାନାର ସୂଚନା ସମେତ ୧୫ ହଜାର ପୁଲିସ ଅଧିକାରୀଙ୍କ ମୋବାଇଲ୍‌ ନମ୍ବର ରହିଛି।

  • ଆୟକର ଅଭିଯୋଗ ପାଇଁ ନୂଆ ଫର୍ମ ଇ-ନିବାରଣ
  • ଟିକସଦାତାମାନଙ୍କ ଅଭିଯୋଗର ତ୍ଵରିତ ସମାଧାନ ପାଇଁ ଆୟୁକର ବିଭାଗ ଖୁବ୍ ଶୀଘ୍ର ଏକ ନୂଆ ଫର୍ମ ପ୍ରଚଳନ କରିବାକୁ ଯାଉଛି ।

  • ଇ- ସର୍ଭିସ ସବୁଠାରେ
  • ବିକାଶଶୀଳ ଅର୍ଥନୀତିକୁ ଲୋକଙ୍କ ପାଖରେ ମୋବାଇଲ ଏବଂ ୱୟାରଲେସ୍ ଡାଟା ନେଟୱର୍କ ମାଧ୍ୟମରେ ପହଞ୍ଚାଇବା

  • ଇ- ସାଇନ୍ : ଅନ୍-ଲାଇନ ଡିଜିଟାଲ ସିଗ୍ନେଚର ସେବା
  • ପାରମ୍ପରିକ ଭାବେ କାଗଜ ଉପରେ କଳିରେ ହେଉଥିବା ଦସ୍ତଖତକୁ ଇଲେକ୍ଟ୍ରୋନିକ ଫର୍ମାଟ ରେ ରୂପାନ୍ତରିକରଣକୁ ଡିଜିଟାଲ ସିଗ୍ନେଚର କୁହାଯାଏ ।

  • ଏକ ଯୁଗାନ୍ତକାରୀ ଅନଲାଇନ ଟୀକା ବିକ୍ରି ମଡେଲ
  • କିଛି ଦିନ ହେବ ସାରା ଦେଶରେ ସ୍ଵାଇନ ଫ୍ଲୁ ଏକ ଆତଙ୍କ ସୃଷ୍ଟି କରିଛି । ଟୀକା ନେଲେ ହିଁ ଏହି ରୋଗର ଭୟାବହତାରୁ ସମସ୍ତେ ଦୂରେଇ ନିରାପଦ ରହିପାରିବେ ।

  • ଏବେ ଓଡ଼ିଆରେ ଅନଲାଇ ନେ ଟ୍ରେଡିଂ ସମ୍ଭବ ହେବ
  • କରେଜ୍ ସଂସ୍ଥା ଘୋଷଣା କରିଛି ଯେ ତାହାର ୱେବଭିତ୍ତିକ ଟ୍ରେଡିଂ ପ୍ଲାଟଫର୍ମକାଇଟ୍ ଓଡ଼ିଆ ଭାଷାରେ ଉପଲବ୍ଧ ହେବ।

  • ଓଡ଼ିଆ ଉଇକିପାଠାଗାର
  • ଓଡ଼ିଆ ଉଇକିପାଠାଗାର: ଓଡ଼ିଆରେ ଡିଜିଟାଲ ପାଠାଗାର ଆନ୍ଦୋଳନର ନୂଆ ମୁହଁ ର ସୂଚନା

  • ଓଡ଼ିଆ ଭାଷାର ବିକାଶରେ ଡିଜିଟାଲ ଟେକନୋଲୋଜି
  • ଓଡ଼ିଆ ଭାଷାର ବିକାଶରେ ଡିଜିଟାଲ ଟେକନୋଲୋଜି ର ସୂଚନା ।

  • ଓଡିଆ କଳାକୁ ବିଶ୍ଵ ଦରବାର ରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com
  • ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।

  • ଓଡିଆ କଳାକୁ ବିଶ୍ଵ ଦରବାର ରେ ପହଞ୍ଚାଇବାର ପ୍ରୟାସ- ରାକେଶଙ୍କର Thoomri.com
  • ଓଡିଶା ହେଉଛି କଳାର ରାଜ୍ୟ। ଶାଢୀ ଠାରୁ ଆରମ୍ଭ କରି ପଟ୍ଟଚିତ୍ର ଓ ଢୋକ୍ରାଯାଏ, ସବୁ ଥିରେ ଓଡିଆ କରିଗରୀ ରସ୍ଵତନ୍ତ୍ର୍ୟ ଓ ଉତ୍କର୍ଷତା ରହିଛି। ଏହି ସବୁ ଜିନିଷର ଓ ଡିଶା ବାହାରେ ବ୍ୟାପ କଚାହିଦା ମଧ୍ୟ ରହିଛି। ମାତ୍ର ଏହି ସବୁ କଳାରକଳାକାର ଓ ଶିଳ୍ପୀ ମାନେ ଅବହେଳିତ। ଏହି କଳାକାର ମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ହିଁ Thoomri.comର ପରିକଳ୍ପନା।

  • କେ.ଭି.କେ. ପୋର୍ଟାଲ
  • କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କ ଦ୍ୱାରା କେ.ଭି.କେ. ପୋର୍ଟାଲ ଉଦଘାଟିତ

  • ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେଉଛି iKure ସଫ୍ଟୱେର
  • iKure ସଫ୍ଟୱେର ସାହାଯ୍ୟରେ ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା

  • ଘରୋଇ ଖାଦ୍ୟର ସ୍ୱାଦ ଦେଉଛି ‘Easy Khaana’
  • ଘରୋଇ ଖାଦ୍ୟର ସ୍ୱାଦ ର ସୁଚନା

  • ଛୋଟ ବିକ୍ରେତାଙ୍କୁ ଇ-ବଜାର ଉପଲବ୍ଧ କରାଉଛି ନୂଆ ଷ୍ଟାର୍ଟ-ଅପ୍ “Kraftly’
  • ଇ-ବଜାର ଉପଲବ୍ଧ କରାଉଛି ନୂଆ ଷ୍ଟାର୍ଟ-ଅପ୍ “Kraftly’

  • ଜାତୀୟ ଡିଜିଟାଲ ସାକ୍ଷରତା ମିଶନ
  • ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି ।

  • ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ
  • ଡଷ୍ଟବିନ୍ ଓ ଟଏଲେଟ୍ କୁ ରାସ୍ତା ଦେଖାଇବ ମୋବାଇଲ୍ ଆପ ସୁଚନା ମିଳିବା

  • ଡିଜିଲକର
  • ଇ –ସ୍ଵାକ୍ଷର ଯୋଗାଣ ସୁବିଧା ଡିଜିଲକର ଅଂଶ ସ୍ୱରୂପ ଇ-ଦଲିଲର ଡିଜିଟାଲ ସ୍ଵାକ୍ଷର ଭାବେ ବ୍ୟବହାର କରାଯାଏ ।

  • ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବ
  • ଡ୍ରାଇଭିଙ୍ଗ ଲାଇସେନ୍ସର କପିକୁ ଡିଜିଟାଲ ଲକର ନାମକ ଆପରେ ରଖିବା ର ସୂଚନା

  • ଦରଜୀଙ୍କୁ ଗ୍ରାହକଙ୍କ ଘର ଦୁଆରେ ପହଞ୍ଚାଇବାର ଅଭିନବ ପ୍ରୟାସ: ବାଙ୍ଗାଲୋର ରେ ଚାରି ଓ ଡିଆଯୁବକଙ୍କ ଦ୍ଵାରା ପ୍ରତିଷ୍ଠିତ yourtailor.in
  • ମହିଳାମାନଙ୍କ ମଧ୍ୟରେ ଆଜିବି ତିଆରି ପୋଷାକ ପିନ୍ଧିବାର କ୍ରେଜ ରହିଛି । ସଠିକ ମାପ ଓ ନିଜ ପସନ୍ଦ ଅନୁସାରେ ଡିଜାଇନ ପାଇଁହିଁ ମହିଳାମାନେ ତିଆରି ପୋଷାକକୁ ରେଡିମେଡ ପୋଷାକ ଅପେକ୍ଷା ଅଧିକ ପସନ୍ଦ କରନ୍ତି।

  • ଦେଢ ଲକ୍ଷରେ ମିଳିବ ଥ୍ରୀଡି ‘ମାନବ’ ରୋବୋଟ୍
  • ଚଲାବୁଲା କରିବ ରୋବୋଟ୍ । ଆଉ ଫୁଟବଲ୍ ବି ଖେଳିବ । ଖାଲି ସେତିକି ନୁହେଁ ଉଠିବ, ବସିବ ଓ ସବୁଠୁ ବଡ କଥା ହେଉଛି ମଣିଷ ଡାକିଲେ ଶୁଣିବ ।

  • ଦେଶର ବିଭିନ୍ନ ପ୍ରାନ୍ତ ର ଖାଣ୍ଟି ଖାଦ୍ୟ ପହଞ୍ଚାଇବା ପାଇଁ ଆଇଆଇଏମ୍ ଛାତ୍ରଙ୍କ Appeti.in
  • ବିଭିନ୍ନ ଅଞ୍ଚଳର ସ୍ଥାନୀୟ ପ୍ରସିଦ୍ଧ ଖାଦ୍ୟ ଭାବେ ପରିଚିତ ଏମିତିକା ୨୪୦ରୁ ଅଧିକ ପ୍ରକାରର ସୁଆଦିଆ ବ୍ୟଞ୍ଜନ ।

  • ପରିଚୟ
  • ଡିଜିଟାଲ ଇଣ୍ଡିଆ ହେଉଛି ଏପରି ଏକ କାର୍ଯ୍ୟକ୍ରମ ଯ଼ାହା ଦ୍ବାରା ଭାରତକୁ ଡିଜିଟାଲ ସଶକ୍ତିକୃତ ସମାଜ ଓ ଜ୍ଞାନ ଅର୍ଥନୀତିରେ ରୂପାନ୍ତରିତ କରାଯ଼ାଇ ପାରିବ ଭିଜନ ଅଂଚଳ ପ୍ରତ୍ୟେକ ନାଗରିକର ବ୍ୟବହାର ପାଇଁ ଡିଜିଟାଲ ଭିତ୍ତିଭୂମି ଚାହିଦା ଅନୁସାରେ ପ୍ରଶାସନ ନାଗରିକ ମାନଙ୍କର ଡିଜିଟାଲ ସଶକ୍ତିକରଣ ଡିଜିଟାଲ ଇଣ୍ଡିଆର ସମ୍ଭାବନା ଡିଜିଟାଲ ଇଣ୍ଡିଆର ନଅଟି ସ୍ତମ୍ଭ

  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ
  • ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ର ସୂଚନା

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate