অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏବେ ଓଡ଼ିଆରେ ଅନଲାଇ ନେ ଟ୍ରେଡିଂ ସମ୍ଭବ ହେବ

ଏବେ ଓଡ଼ିଆରେ ଅନଲାଇ ନେ ଟ୍ରେଡିଂ ସମ୍ଭବ ହେବ

ନିଜର ମାତୃଭାଷାରେ ଟ୍ରେଡିଂ

କିଛି ବର୍ଷ ପୂର୍ବେ ଏ ବିଷୟରେ ଚିନ୍ତା ବି କରାଯାଇ ପାରୁନଥିଲା। କିନ୍ତୁ ଜି ରୋଧାର ଅଭିନବ ଉଦ୍ୟମ ଯୋଗୁଁ ଏହା ସମ୍ଭବ ପର ହେବାକୁ ଯାଉଛି। ଦେଶର ଏହି ଅଗ୍ରଣୀଅ ନଲାଇନ୍ବ୍ରୋ କରେଜ୍ ସଂସ୍ଥା ଘୋଷଣା କରିଛି ଯେ ତାହାର ୱେବଭିତ୍ତିକ ଟ୍ରେଡିଂ ପ୍ଲାଟଫର୍ମକାଇଟ୍ ଓଡ଼ିଆ ଭାଷାରେ ଉପଲବ୍ଧ ହେବ। କାଇଟ୍ ଏଭଳି ଏକ ପ୍ଲାଟଫର୍ମ ଯାହାକୁ ମୋବାଇଲ୍ ଓ ଟାବଲେଟରେ ବ୍ୟବହାର କରାଯାଇପାରିବ। ଏହା ପାରମ୍ପରିକ ପ୍ଲାଟଫର୍ମରେ ମିଳୁଥିବା ସୁବିଧା ସହ ଆହୁରି ଅନେକ କିଛି ପ୍ରଦାନ କରିପାରିବ। ଏହି ବ୍ୟବସ୍ଥା ଏତେ ସହଜ ଯେକେବଳ ମୌଳିକ ଜ୍ଞାନ ଥିବା ଲୋକବି ନାତାଲି ମରେଲଗ୍ଇନ୍କରି ଟ୍ରେଡିଂ ଆରମ୍ଭ କରି ପାରିବେ।

ପ୍ରତିଷ୍ଠାତାଙ୍କ ମୁହରୁ

ଏ ସଂପର୍କ ରେ ନୀତିନ କାମାତ, ପ୍ରତିଷ୍ଠାତା  ଓସିଇଓ, ଜିରୋଧା କହିଛନ୍ତି ଯେ, କାଇଟ୍ ଓଡ଼ିଆରେ ଉପଲବ୍ଧ ହେବାକୁଯାଉଥିବାରୁ ଆମେ ଖୁସି ଯେ ଓଡ଼ିଶାର ଲୋକମାନଙ୍କ  ପାଖରେ ଷ୍ଟକବଜାର ସହଜରେ ପହଞ୍ଚିପାରିବ । କାଇଟରେ ଆଡଭାନ୍ସଡ୍ ଆନାଲିଟିକ୍ସଓ  ଭିଜୁଆଲାଇଜେସନ ପ୍ଲାଟଫର୍ମ କ୍ବାଂଟ୍ ରହିଛି ଯାହା ଟ୍ରେଡର ମାନଙ୍କୁ ସେମାନଙ୍କ ଟ୍ରେଡିଂ ବ୍ୟବହାର ଉପରେ ସୂଚନା ଦେବା ସହନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରିବ । ବ୍ୟାପକ ଏକ୍ସଚେଞ୍ଜରେ କାଇଟ୍ 70 ହଜାରରୁ ଅଧିକଷ୍ଟକ ସର୍ଚ୍ଚ କରିପାରିବ। ଏ ବିଷୟରେ କୈଳାଶନାଧ, ମୁଖ୍ୟ ପ୍ରଯୁକ୍ତି ଅଧିକାରୀ, ଜିରୋଧା କହିଛନ୍ତି ଯେ, ପ୍ରଯୁକ୍ତିର ଆଞ୍ଚଳିକୀ କରଣ ଯୋଗୁଁ ଏହା ଭାରତର ଜନ ସାଧାରଣ ନିକଟ ରେ ପହଂଚି ପାରିବ। ଆମେ ଆଶା କରୁଛୁ ଯେ ଆମର ଟ୍ରେଡିଂ ପ୍ଲାଟଫର୍ମକାଇଟ୍ଅ ପହଞ୍ଚ ଅଂଚଳ ରେଷ୍ଟକ ବଜାରକୁ ପହଂବାଇବା ରେ ବିଶେଷ ସହାୟକ ହେବ। କାଇଟରେ ମୂଲ୍ୟର ଲାଇଭଷଟ୍ରିମିଂ

ହେବ ଓ ଦୁଇଟି କ୍ଲିକରେ କିଣାବିକା ହୋଇପାରିବ କିମ୍ବା  ସମ୍ପୂର୍ଣ୍ଣ କିବୋର୍ଡ ସର୍ଟକର୍ଟ ଜରିଆରେ କିଣାବିକା ହୋଇପାରିବ। ଏଥିରେ ସମସ୍ତଷ୍ଟକର 5 ବର୍ଷର ମାଗଣା ଇତିହାସ ତଥ୍ୟ ରହିବ। ଓଡ଼ିଆ ବ୍ୟତୀତ କାଇଟ୍ଏ ବେହିନ୍ଦୀ, କନ୍ନଡ, ମାଲାୟାଲମ, ପାବୀ, ଗୁଜୁରାଟି ଭାଷାରେ ଉପଲବ୍ଧ ହେଉଛି। ଆଗାମୀ ମାସ ଗୁଡ଼ିକରେ ଏହା ଅନ୍ୟାନ୍ୟ ଭାଷାରେ ଉପଲବ୍ଧ ହେବ।

 

Aadhar

Tapan moharana (freelancer journalist)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate