অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବସ୍ ଟିକେଟ ପାଇଁ HotTicket.in ୱେବ ସାଇଟର ଉନ୍ମୋଚନ

ବସ୍ ଟିକେଟ ପାଇଁ HotTicket.in ୱେବ ସାଇଟର ଉନ୍ମୋଚନ

HotTicket.in ୱେବ ସାଇଟ

ନିକଟରେ ଓଡ଼ିଶାରେ ବସ୍ ଟିକେଟ କରିବାପାଇଁ HotTicket.in ୱେବ ସାଇଟର ଉନ୍ମୋଚନ ପରେ ଏହା ରାଜ୍ୟର ବସ ଯାତ୍ରୀମାନଙ୍କର ବିଶେଷ କରି ଯୁବଗୋଷ୍ଠୀର ବିପୁଳ ସମର୍ଥନ ହାସଲ କରିପାରିଛି। ପ୍ରାରମ୍ଭିକ ଭାବେ ଏହା ରାଜଧାନୀ ଭୁବନେଶ୍ଵରକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଯଥା ରାଉରକେଲା ଏବଂ ବଲାଙ୍ଗୀର ସହିତ ସଂଯୁକ୍ତ କରି ଏକ 'ସଫ୍ଟ ଲଞ୍ଚ' ଆରମ୍ଭ କରିଛି ଏବଂ ବହୁତ ଶୀଘ୍ର ରାଜ୍ୟର ଅନ୍ୟାନ୍ୟ ମୁଖ୍ୟ ସହର ଗୁଡ଼ିକୁ ସମ୍ପ୍ରସାରିତ ହେବ।

ଡାଇଲ୍ ଏ ଟିକେଟ୍

www HotTicket.in ମଧ୍ୟ ଏକ “Dial a Ticket” ସୁବିଧା ଆରମ୍ଭ କରିଛି ଯାହା ମାଧ୍ୟମରେ ଜଣେ ଗ୍ରାହକ ବସ୍ ଛାଡ଼ିବା ସମୟର ୨୪ ଘଣ୍ଟା ପୂର୍ବରୁ ସେମାନଙ୍କରବସ୍ ଟିକେଟ ପାଇଁ HotTicket.in ୱେବ ସାଇଟର ଉନ୍ମୋଚନଗ୍ରାହକ ସେବା ନମ୍ବର 9777478306 କୁ ଡାକି କ୍ୟାସ୍ ଅନ୍ ଡେଲିଭରି ଭିତ୍ତିରେ ବସ୍ ଟିକେଟ ବୁକ୍ କରିପାରିବ। ଏହି ସେବା ବର୍ତ୍ତମାନ ଭୁବନେଶ୍ଵର ଓ ରାଉରକେଲାର ଏକ ସୀମିତ ଅଞ୍ଚଳ ପାଇଁ ଉପଲବ୍ଧ କରାଯାଇଛି ଏବଂ ବିତରଣକୁ ଶୁଳ୍କ ମୁକ୍ତ ରଖାଯାଇଛି। ଅତି ଶୀଘ୍ର ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସେବାକୁ ସମଗ୍ର ସହର ମଧ୍ୟରେ ସମ୍ପ୍ରସାରିତ କରାଯିବ। ଯାତ୍ରୀମାନଙ୍କର ଏକ ବୃହତ୍ତର ଅଂଶକୁ ପହଞ୍ଚିବା ପାଇଁ www HotTicket.in ବେଶୀରୁ ବେଶୀ ସେବା ସହଯୋଗୀମାନଙ୍କୁ ନିଯୁକ୍ତ କରିବାକୁ ଯାଉଛି ଯେଉଁମାନେ ସେମାନଙ୍କର ବସ୍ ଟିକେଟ ବିକ୍ରୀ କରିବାକୁ ଚାହାଁନ୍ତି।

ଏହା ଫଳରେ ଯେଉଁମାନଙ୍କର ଇଣ୍ଟରନେଟ ସୁବିଧା ନାହିଁ ବା ଯେଉଁମାନେ ଅନ୍ ଲାଇନ କାରବାର ଲାଗି ଦ୍ଵିଧା ବୋଧ କରନ୍ତି ସେମାନେ ମଧ୍ୟ ଟିକେଟ ପାଇଁ ଏହି ସୁବିଧା ପାଇ ପାରିବେ। ଯେଉଁମାନେ ବସ୍ ଟିକେଟ ବିକ୍ରୀ କରିବାକୁ ଆଗ୍ରହୀ, ଗ୍ରାହକ ସେବା କେନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରି ଅଧିକୃତ ସେବା ସହଯୋଗୀ ହୋଇ ପାରିବେ। ଏହି ନୂତନ ପ୍ରୟାସଟି ରାଜ୍ୟର ଟିକେଟ କାଟିବା କ୍ଷେତ୍ରରେ ଏକ ସକାରାତ୍ମକ ବିପ୍ଲବ ଆଣିବାକୁ ସର୍ବତୋଭାବେ ପ୍ରସ୍ତୁତ ।

HotTicket.in ସମ୍ପର୍କରେ

HotTicket.in ଓଡ଼ିଶାରଏକ ଅନ୍ ଲାଇନ ଟିକେଟ ବୁକିଙ୍ଗ ଷ୍ଟାର୍ଟଅପ୍ ଯାହାକି ଅନ୍ ଲାଇନ ଟିକେଟ କରିବା ସୁବିଧା ପ୍ରଦାନ କରିଥାଏ।ଗ୍ରାହକମାନେ ଏହି ୱେବ ସାଇଟରୁ ଭୁବନେଶ୍ଵର, ରାଉରକେଲା, ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଏବଂ ଓଡ଼ିଶାର ଅନ୍ୟ ସ୍ଥାନରୁ ଖୋଜି ଓ ତୁଳନା କରି ଅନ୍ ଲାଇନ ଟିକେଟ କରି ପାରିବେ ଏବଂ ବସ୍ ର ଉପଲବ୍ଧତା,ରୁଟ୍, ଭଡ଼ା ଓ ସମୟସାରଣୀ ବିଷୟରେ ମଧ୍ୟ ଯାଞ୍ଚ କରିପାରିବେ। ଏହା ନିମ୍ନତମ ମୂଲ୍ୟରେ ନିଃଶୁଳ୍କ ଅନ୍ ଲାଇନ ବସ୍ ଟିକେଟ ପ୍ରଦାନ କରିବା ସହିତ ସେବା ସହଯୋଗୀ ଏବଂ ଟେଲିବୁକିଙ୍ଗ ମାଧ୍ୟମରେ ସହଜରେ ଟିକେଟ କରିବା ସୁବିଧା ଦେଇଥାଏ।

ଅଧିକ ସୂଚନା ପାଇଁ ଦେଖନ୍ତୁ www HotTicket.in

ଆଧାର

Team odia

Last Modified : 1/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate