অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡିଜିଟାଲ ନେଣଦେଣ

ବ୍ୟାଙ୍କ କାର୍ଡ଼ କେମିତି ପାଇବେ

  1. ନିଜ ସଞ୍ଚୟଖାତା ଦ୍ଵାରା କାର୍ଡ଼ ପାଇବାର ବ୍ୟବସ୍ଥା
    • ନିକଟସ୍ଥ ବ୍ୟାଙ୍କର ଶାଖାକୁ ଯାଆନ୍ତୁ ।
    • ଗୋଟିଏ ସଞ୍ଚୟ ଖାତାରୁ ଏକାଧିକ କାର୍ଡ଼ ।
    • ବ୍ୟାଙ୍କ ଦ୍ଵାରା ଅଲଗା ଅଲଗା ପିନନମ୍ବର ପ୍ରଦାନ ।
  2. ନିଜକାର୍ଡକୁ ବ୍ୟବହାର କରନ୍ତୁ ।
    • ATM ଦ୍ଵାରା ନିଜ ବ୍ୟାଙ୍କରେ ଥିବା ଜମାରାଶିକୁ ଜାଞ୍ଚ କରନ୍ତୁ ।
    • କିମ୍ବା

    • ନିଜ ବ୍ୟାଙ୍କରେ କୌଣସି ନେଣଦେଣ କରି ।

ବିକ୍ରିସ୍ଥାନ (POS)

  1. ବ୍ୟାଙ୍କ ନିଜର ଗ୍ରାହକଙ୍କ ପାଇଁ ବିଭିନ୍ନ କାର୍ଡ଼ ପ୍ରଦାନ ।
    • ପ୍ରିପେଡ କାର୍ଡ଼
    • ଡେବିଟ କାର୍ଡ଼
    • କ୍ରେଡ଼ିଟ କାର୍ଡ଼
  2. ଯେକୌଣସି ସ୍ଥାନରେ କିଣାକିଣି ପାଇଁ ନିଜର କାର୍ଡ଼ ବ୍ୟବହାର କରନ୍ତୁ କୌଣସି ବିକ୍ରି ସ୍ଥାନରେ
    • ATMରେ
    • ଅନ୍ଲାଇନ ଖରିଦାରୀ
  3. ନିଜ ବ୍ୟାଙ୍କ ଦ୍ଵାରା ସଞ୍ଚୟ ଖାତାରୁ ନଗଦରାଶି ନେଇ ପ୍ରିପେଡ କାର୍ଡ଼ କରାଯାଇ ପାରିବ ।
    • କାର୍ଡରେ ପ୍ରଥମରୁ ଟଙ୍କା ଜମାଥିବ ।
    • ନକହିବା ସାଙ୍ଗେ ସମାନ
    • ଅନେକଥର ରିଚାର୍ଜ କରାଯାଇପାରିବ ।
    • କୌଣସି ବିକ୍ରି ସ୍ଥାନ, ATMରେ ବ୍ୟବହାର କରାଯାଇପାରିବ ।

ୟୁଏସଏସଡି ଆଧାରିତ ମୋବାଇଲ ବ୍ୟାକିଙ୍ଗ

  1. ବ୍ୟାଙ୍କରେ ସଞ୍ଚୟ ଖାତା ।
  2. ଜିଏସଏମ ନେଟୱାର୍କ ଥିବା ମୋବାଇଲ ଫୋନ୍, ଇଣ୍ଟରନେଟର ଆବଶ୍ୟକ ନାହିଁ ।

ପଞ୍ଜୀକରଣ

  1. ବ୍ୟାଙ୍କ ସଞ୍ଚୟ ଖାତାରେ ନିଜର ମୋବାଇଲ ନମ୍ବର ସଂଯୋଗ ପାଇଁ ବ୍ୟାଙ୍କ ଶାଖାକୁ ଯାଆନ୍ତୁ ।
  2. ପଞ୍ଜୀକରଣ କରିବା ପରେ ଆପଣଙ୍କୁ ନିଜର ମୋବାଇଲ ଅର୍ଥ ଏବଂ ମୋବାଇଲ ପିନ୍ ମିଳିବ ।
  3. ନିଜର MMID ଏବଂ MPINକୁ ମନେରଖନ୍ତୁ ।

ଆଧାର ଦ୍ଵାରା ନେଣଦେଣ ପ୍ରଣାଳୀ

  • ସଞ୍ଚୟ ଖାତାକୁ ଆଧାର ନମ୍ବର ସାଙ୍ଗରେ ସଂଯୋଗ କରନ୍ତୁ ।
  • ନେଣଦେଣ ପାଇଁ PINକୁ ମନେ ରଖିବା ଜରୁରୀ ନୁହେଁ ।

ଆଧାର ଦ୍ଵାରା ପ୍ରାପ୍ତ ସେବା

  • ଆକାଉଣ୍ଟରେ ଥିବା ଜମାର ସୂଚନା
  • ନଗଦ କାଢିବା
  • ନଗଦ ଜମା କରିବା

AEPSର ମୁଖ୍ୟ ବସ୍ତୁ

ମାଇକ୍ରୋ ATM ଦ୍ଵାରା ନେଣଦେଣ

 

UPI ପଞ୍ଜୀକରଣ ପାଇଁ କଣ ଆବଶ୍ୟକ

ଆବଶ୍ୟକ

  1. ଇଣ୍ଟରନେଟ ସୁବିଧାଯୁକ୍ତ ସ୍ମାର୍ଟଫୋନ୍
  2. ବ୍ୟାଙ୍କ ଖାତାର ତଥ୍ୟ

ଉପଲବ୍ଧ ଆପ (28 ବ୍ୟାଙ୍କ ଆପ)

SBI ଆପ, PNB, UPI କଲେକ୍ଟ (ICICI), ଏକ୍ସିସ ପେ, କାନାର ବ୍ୟାଙ୍କ UPI, ୟୁକେ UPI, ୟୁନିୟନ ବ୍ୟାଙ୍କ UPI, OBC UPI ଏବଂ 20ଟି ଅନ୍ୟ ବ୍ୟାଙ୍କ ।

UPI ପଞ୍ଜୀକରଣ ପ୍ରକ୍ରିୟା

UPI ପଞ୍ଜୀକରଣ

UPIକୁ ପଇସା ପଠାଇବା

ପଇସା ପଠାଇବା

UPI ଦ୍ଵାରା ପଇସା ପ୍ରାପ୍ତ କରନ୍ତୁ

ପଇସା ପ୍ରାପ୍ତ

ବଟୁଆ

ଇ – ବଟୁଆ କଣ ?

  • ପ୍ରଥମତଃ ମୋବାଇଲ ଆବଶ୍ୟକ ।
  • କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଫୋନ ଦ୍ଵାରା ଅନ୍ଲାଇନରେ ଦ୍ରବ୍ୟ କିଣିବା ପାଇଁ ଉପଯୋଗ କରାଯାଏ ।
  • ଡିଜିଟାଲ ପର୍ସ/ଇ-ପର୍ସରେ ପଇସା ରଖିବା ପାଇଁ ସେହି ବ୍ୟକ୍ତିର ବ୍ୟାଙ୍କ ଖାତାରେ ଲିଙ୍କ କରିବା ଆବଶ୍ୟକ ।
  • କେତେଗୁଡିଏ ବ୍ୟାଙ୍କ ଏବଂ କିଛି କମ୍ପାନୀ ମାନଙ୍କର ନିଜସ୍ୱ ଇ-ପର୍ସ ବ୍ୟବସ୍ଥା ରହିଛି ।

ପର୍ସର ଉପଯୋଗ

ଗ୍ରାହକଙ୍କର ପର୍ସର ସୀମା ମାସକ ୨୦,୦୦୦ଟଙ୍କା KYC ଫର୍ମ ପ୍ରଦାନ କଲେ ମାସକୁ ଏହା ଏକ ଲକ୍ଷ ଟଙ୍କା କରାଯାଇପାରିବ ।

ପର୍ସ ଉପଯୋଗ ପାଇଁ – ବ୍ୟାଙ୍କ ଖାତା, ସ୍ମାର୍ଟ ଫୋନ,2G/3G କନେକସନ ଏବଂ ଏକ ମାଗଣା ପର୍ସ ଆପ ।

ବିକ୍ରିସ୍ଥାନ (POS)

POSର ପ୍ରକାର ଭେଦ

ପ୍ରକୃତ POS

ପ୍ରକୃତ କାର୍ଡ ସ୍ୱାଇପକୁ ସମର୍ଥ କରୁଥିବା ଲ୍ୟାଣ୍ଡଲାଇନ /GPRSର ସାଙ୍ଗରେ PTSN

MPOS

ବ୍ଲୁଟୁଥ ଦ୍ଵାରା ବାହାର POS ଉପକରଣ ସମ୍ବନ୍ଧିତ ଫୋନ

B-POS

B-POS  ଇପେମେଣ୍ଟ ଦ୍ଵାରା

ପ୍ରକୃତ POS

  1. POS ମେସିନ ଦ୍ଵାରା ଡେବିଟ/କ୍ରେଡିଟ କାର୍ଡ ସ୍ଵାଇପ କରନ୍ତୁ ।
  2. ଦେୟ ରାଶି ଟାଇପ କରନ୍ତୁ । ପିନ ଏନଣ୍ଟର କରନ୍ତୁ ।
  3. ରସିଦ ନିଅନ୍ତୁ ।

ପ୍ରକୃତ    POS ସ୍ଥାପନ ପାଇଁ ଆବେଦନ

  1. ନେଣଦେଣ ପାଇଁ ସଞ୍ଚୟ ଖାତା ଖୋଲନ୍ତୁ
  2. ଆବେଦନ କରନ୍ତୁ
  3. କେଉଁ ପ୍ରକାର POS ଚାହୁଁଛନ୍ତି ଉଲ୍ଲେଖ କରନ୍ତୁ ।
  4. ନିମ୍ନଲିଖିତ ପ୍ରମାଣ ପତ୍ର ଦିଅନ୍ତୁ ।
    • ବ୍ୟବସାୟର ପ୍ରମାଣ
    • ଦୋକାନର ପଞ୍ଜୀକରଣ
    • ପ୍ରମାଣ ପତ୍ର

    ଆର୍ଥିକ ବିବରଣୀ

    • ବ୍ୟାଙ୍କ ବିବରଣୀ
    • ଆୟକର ରିଟର୍ଣ୍ଣ
  5. ବ୍ୟବସାୟୀଙ୍କ ଦ୍ଵାରା MDR ସ୍ଵୀକାର କରନ୍ତି ।

ମୋବାଇଲ POS

 

B-POS

POS ମେସିନର ଆବଶ୍ୟକତା ନାହିଁ ।

ବ୍ୟବସାୟୀଙ୍କ ବ୍ୟାଙ୍କ ଖାତାରେ QR କୋଡ ଦ୍ଵାରା ନେଣଦେଣ କରାଯିବ ।

ବ୍ୟବସାୟୀଙ୍କ ବ୍ୟାଙ୍କଖାତାର ଗୋପନୀୟତା ରକ୍ଷା ।

ସାବଧାନତା

ପ୍ରତ୍ୟେକ ନେଣଦେଣର ସୂଚନା ପାଇବା ପାଇଁ ନିଜର ମୋବାଇଲ ନମ୍ବର ବ୍ୟାଙ୍କରେ ପଞ୍ଜୀକୃତ କରନ୍ତୁ ।

କାହାକୁ ନିଜର ପିନନମ୍ବର ଜଣାନ୍ତୁ ନାହିଁ ।

ବିଶ୍ଵାସ ଯୋଗ୍ୟ ବ୍ୟବସାୟୀଙ୍କ ଦ୍ଵାରା ଲେଣଦେଣ କରନ୍ତୁ ।

ATMରେ ଥିବା ସମୟରେ ଆପଣଙ୍କର ଉପରେ କାହାର ନିଜର ନାହିଁ ନିଶ୍ଚିତ କରନ୍ତୁ ।

ଆଧାର  - ଭାରତ ସରକାର

Last Modified : 9/4/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate