ତତ୍ କ୍ଷଣାତ ଟଙ୍କା ସ୍ଥାନାନ୍ତର ବ୍ୟବସ୍ଥା – ୟୁପିଆଇ (UPI)
ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (UPI) ଏମିଡିଏଟ ବ୍ୟବସ୍ଥା ଯାହା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଏକ ମୋବାଇଲ ଆପ୍ଲିକେସନରେ କରାଯାଇଥାଏ ।
ଏହା ଦରକାର ମୁତାବକ କାର୍ଯ୍ୟ ଯେପରି ବ୍ୟବସାୟୀଙ୍କ ଟଙ୍କା ପୈଠ, କାହାକୁ ଟଙ୍କା ଦେବା ଇତ୍ୟାଦି ଖୋଜି କରି ସମ୍ପନ୍ନ କରେ । ଜାତୀୟ ଅବପ୍ରଦାନ ନିଗମ ହେଉଛି ମୂଳ ଅନୁଷ୍ଠାନ ଯାହା ପରବର୍ତ୍ତୀ ବଂଶଭୋବଙ୍କ ପାଇଁ ଅନ୍ଲାଇନ ଅର୍ଥ ପ୍ରଦାନ କାର୍ଯ୍ୟକୁ ସରଳ କରିଛି ।
ଏହା କାହିଁକି ଅଦ୍ଵିତୀୟ
- ଦିନରାତି ୨୪ଘଣ୍ଟା ସପ୍ତାହର ୭ଦିନ ବର୍ଷକୁ ୩୬୫ ଦିନ ଏହା ତୁରନ୍ତ ଟଙ୍କା ସ୍ଥାନାନ୍ତର କରିପାରେ ।
- ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ପାଇଁ ଗୋଟିଏ ମୋବାଇଲ ଆପ୍ଲିକେସନ ।
- ଗୋଟିଏ କ୍ଲିକ୍ ରେ ସୁରକ୍ଷିତ ଭାବରେ ପ୍ରାମାଣିକ ନେଣଦେଣ କରେ ।
- କେବଳ ଗ୍ରାହକର ଠିକଣା ହେଲେ କାର୍ଯ୍ୟ କରିହେବ, କୌଣସି କାର୍ଡନଂ, ଆକାଉଣ୍ଟ ନଂ, IFSC କୋର୍ଡର ଆବଶ୍ୟକତା ନାହିଁ ।
- ବନ୍ଧୁଙ୍କ ସହିତ ନିଜର ସେୟାର କରିପାରିବେ ।
- ATMକୁ ଦୌଡିବା ପରିବର୍ତ୍ତେ ଜିନିଷ ପାଇବା ପରେ ଟଙ୍କା ଦେବା ।
- ବ୍ୟବସାୟୀ ମାନେ ଏକକ ଆପ୍ଲିକେସନରେ କିମ୍ବା ଆପ ପେମେଣ୍ଟ ଜରିଆରେ ଦେଇ ପାରିବେ ।
- ବିଭିନ୍ନ ଉଦ୍ଦେଶ୍ୟ ପାଇଁ ପୁଶ୍ ଏବଂ ପୁଲ ଦେୟ କରିପାରିବେ ।
- ୟୁଟିଲିଟି ବିଲ ପେମେଣ୍ଟ, କାଉଣ୍ଟର ପେମେଣ୍ଟ, ବାରକୋର୍ଡ ଦେୟ ।
- ଟଙ୍କାଦାନ, ଟଙ୍କା ଆଦାୟ ଇତ୍ୟାଦି କରାଯାଇ ପାରିବ ।
- ମୋବାଇଲ ଆପ ଜରିଆରେ କମ୍ପଲେନ କରାଯାଇ ପାରିବ ।
ୟୁପିଆଇର ଅଂଶ ଗ୍ରହଣକାରୀ
- ପ୍ରାପ୍ୟଦେଉଥିବା ବ୍ୟକ୍ତି PSP ।
- ଗ୍ରହିତା PSP।
- ଟଙ୍କା ପ୍ରେରଣ ବ୍ୟାଙ୍କ ।
- ହିତାଧିକାରୀ ବ୍ୟାଙ୍କ ।
- ଜାତୀୟ ଅର୍ଥପ୍ରଦାନକାରୀ ନିଗମ ।
- ବ୍ୟାଙ୍କ ଆକାଉଣ୍ଟଧାରୀ ।
- ବ୍ୟବସାୟୀ ।
ଇକେସିଷ୍ଟମ ଅଂଶଗ୍ରହଣକାରୀଙ୍କ ସୁବିଧା
ବ୍ୟାଙ୍କର ସୁବିଧା
- ବୈଧତା ଜାଣିବା ପାଇଁ ଏକ କ୍ଲିକ ।
- ନେଣଦେଣ ପାଇଁ ଏକ ଉପଯୋଗୀତା ।
- ଶକ୍ତିଶାଳୀ ଭିତ୍ତିଭୂମି ।
- ସୁରକ୍ଷିତ ଏବଂ ସୃଜନଶୀଳ ।
- ଏକକ ଅର୍ଥପ୍ରଦାନ ।
- ବ୍ୟବସାୟୀଙ୍କ ନେଣଦେଣ ପାଇଁ ସମର୍ଥ ।
ଗ୍ରାହକଙ୍କ ପାଇଁ ସୁବିଧା
- ଦିନରାତି ଚବିଶଘଣ୍ଟା ସୁବିଧା ମିଳିବ ।
- ବିଭିନ୍ନ ବ୍ୟାଙ୍କ ନେଣଦେଣ ପାଇଁ ଏକକ ଆପ୍ଲିକେସନ ।
- ପ୍ରକୃତ ID ଯାହା ସୁରକ୍ଷିତ ।
- ପ୍ରାମାଣିକ ଏକକ କ୍ଲିକ୍ ।
- ମୋବାଇଲ ଆପ୍ ଦ୍ଵାରା ଅଭିଯୋଗ ।
ବ୍ୟବସାୟୀଙ୍କ ସୁବିଧା
- ଗ୍ରାହକଙ୍କ ଏକକ ପରିଚୟରେ ପୁଞ୍ଜି ସଂଗ୍ରହ ।
- ଗ୍ରାହକଙ୍କର ପ୍ରକୃତ ପରିଚୟ ପାଇଁ ପ୍ରମାଣ ଆବଶ୍ୟକ ନାହିଁ ଯେପରି କାର୍ଡ ।
- ଗ୍ରାହକଙ୍କର ଡେବିଟ/କ୍ରେଡିଟ କାର୍ଡର ଆବଶ୍ୟକତା ନାହିଁ ।
- e-com ଏବଂ m-com ଟ୍ରାନଜାକସନ ପାଇଁ ସୁବିଧା ।
- ଆପ୍ ରେ ଅର୍ଥ ପ୍ରଦାନ ।
ପଞ୍ଜୀକରଣ ୟୁପିଆଇ ଆପ୍ଲିକେସନ
ପଞ୍ଜୀକରଣ ପଦକ୍ଷେପ
- ବ୍ୟାଙ୍କ ୱେବସାଇଟ/ଆପରୁ UPI ଆପ୍ଲିକେସନକୁ ଡାଉନ୍ଲୋଡ କରିହେବ ।
- ବ୍ୟବହାରକାରୀ ସେମାନଙ୍କର ପ୍ରୋଫାଇଲ ତିଆରି କରି ପାରିବେ, ତାଙ୍କ ନାମ, ପ୍ରକୃତ ଠିକଣା, ପାସୱାର୍ଡ ଇତ୍ୟାଦି ।
- ବ୍ୟବହାରକାରୀ ଆଡ/ଲିଙ୍କ/ ମ୍ୟାନେଜ ବ୍ୟାଙ୍କ ଆକାଉଣ୍ଟ ଅପସନକୁ ଲିଙ୍କ କରି ସେଠାରେ ନିଜର ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରକୃତ ଠିକଣା ଦେବେ ।
M-PIN ଜେନେରେଟ କରିବା
- ବ୍ୟବହାରକାରୀ ସେ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟ ନଂ ସିଲେକ୍ଟ କରି ନେଣଦେଣ କରିପାରିବେ ।
- ବ୍ୟବହାରକାରୀ ଯେ କୌଣସି ଗୋଟିଏ ଅପସନରେ କାର୍ଯ୍ୟ କରିବେ ।
- ମୋବାଇଲ ବ୍ୟାଙ୍କିଙ୍ଗ ରେଜିଷ୍ଟ୍ରେଶନ/ଜେନେରେଟ M-PIN
- M-PIN ପରିବର୍ତ୍ତନ ।
- ବ୍ୟବହାରକାରୀ OPT ନମ୍ବର କେବଳ ନିଜର ପଞ୍ଜୀକୃତ ମୋବାଇଲ ଫୋନ୍ ରେ ଗ୍ରହଣ କରିବା ଉଚିତ୍ ।
- ବ୍ୟବହାରକାରୀ ଡେବିଟ କାର୍ଡର ଶେଷ ୬ଟି ନମ୍ବର ଏବଂ କାର୍ଡର expiring ତାରିଖ ଉଲ୍ଲେଖ କରିବେ ।
- ବ୍ୟବାହରକାରୀ OTP ନମ୍ବର ସହ MPINର ନମ୍ବର ଏଣ୍ଟ୍ରି କରି ଦାଖଲ କରନ୍ତୁ । ନମ୍ବର ଏଣ୍ଟ୍ରିକରି ଦାଖଲ କଲାପରେ ଗ୍ରାହକଙ୍କୁ ଅଧିସୂଚନା ମିଳିବ ।
- ବ୍ୟବହାରକାରି ଯଦି MPIN ପରିବର୍ତ୍ତନ କରିଥାନ୍ତି ତେବେ ସେ ନିଜର ପୁରଣା MPIN ସହ ନୂଆ MPIN ଟାଇପ କରି ଦାଖଲ କରିବେ ।
- ଦାଖଲ ପ୍ରଣାଳୀ ପରେ ଗ୍ରାହକ ଅଧିସୂଚନା ପାଇବେ ।
ୟୁପିଆଇରେ ପଇସା ପଠାଇବା ବ୍ୟବସ୍ଥା
ପ୍ରକୃତ୍ତ ଠିକଣାରେ ପଇସା ପଠାଇବା
- VIP ଆପ୍ଲିକେସନରେ ବ୍ୟବହାର ଲଗ ।
- ସଫଳତା ସହ ଲଗିନ କଲାପରେ ବ୍ୟବହାରକାରୀ ପଇସା ପଠାଇବେ /ଟଙ୍କା ଦେବେ ସ୍ଥିର କରିବେ ।
- ବ୍ୟବହାରକାରୀ ଯାହାଙ୍କୁ ପଇସା ପଠାଇବେ ତାଙ୍କର ପ୍ରକୃତ ଠିକଣା, କେତେ ଟଙ୍କା ଇତ୍ୟାଦିର ତଥ୍ୟ ଦେବେ ।
- ବ୍ୟବହାରକାରୀ ନିଶ୍ଚିତ କରଣ ବାର୍ତ୍ତା ଆସିବ ।
- ବ୍ୟବହାରକାରୀ ବିଫଳ ବାର୍ତ୍ତା ମଧ୍ୟ ପାଇବେ ।
ଟଙ୍କା ପାଇଁ ଅନୁରୋଧ
- ବ୍ୟବହାରକାରୀ ନିଜ ବ୍ୟାଙ୍କର UPI ଆପ୍ଲିକେସନ ସଫଳତା ସହ ଲଗିନ କଲାପରେ ବ୍ୟବହାରକାରୀ ଟଙ୍କା ସଂଗ୍ରହର ଅପସନଦେବେ ।
- ପ୍ରାପ୍ୟ ଦେଉଥିବା ବ୍ୟକ୍ତି ତାଙ୍କର ପ୍ରକୃତ ଠିକଣା ଏବଂ କେତେ ଟଙ୍କା ଆକାଉଣ୍ଟକୁ କ୍ରେଡିଟ ହେବ ତାହା ଉଲ୍ଲେଖ ରହିବା ଉଚିତ୍ ।
- ପ୍ରାପ୍ୟ ଦେଉଥିବା ବ୍ୟକ୍ତିଙ୍କ ପାଖକୁ ଅଧିସୂଚନା ମିଳିଯିବ ।
ଅଧିକ ଜାଣିବା ପାଇଁ
ଆଧାର - National Payment Corporation of India
Last Modified : 3/22/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.