ଉପକ୍ରମ ଅଣୁ ATM ହେଉଛି ବିକ୍ରିର କେନ୍ଦ୍ର, ଯେଉଁଥିରେ ଅତିକମ ଶକ୍ତି GPRS ସିଷ୍ଟମ ଦ୍ଵାରା ସେଣ୍ଟ୍ରାଲ ବ୍ୟାଙ୍କ ସରଭର ଦ୍ଵାରା ସଂଯୋଗ ଏବଂ କମ ଅର୍ଥ ବିନିଯୋଗ ହୋଇଥାଏ । ବ୍ୟାଙ୍କ ନଥିବା ଗ୍ରାମାଞ୍ଚଳରେ ଲୋକମାନଙ୍କ ଦ୍ଵାରା ଏହା ଅତି ସହଜରେ କାର୍ଯ୍ୟକରିଥାଏ । ଆଧାର କାର୍ଡ ଦ୍ଵାରା ଅଣୁ ATMରେ ଲେଣଦେଣ କରାଯାଇଥାଏ । ଅଣୁ ATM ଦ୍ଵାରା ସମ୍ପାଦିତ ହେଉଥିବା କାର୍ଯ୍ୟ ଅର୍ଥ ସଞ୍ଚୟ ଅର୍ଥ ଉଠାଣ ଜମା ସ୍ଥାନାନ୍ତର କେତେଟଙ୍କା ଅଛି ସମ୍ବନ୍ଧୀୟ ତଥ୍ୟ ଏବଂ ସଂକ୍ଷିପ୍ତବିବୃତ୍ତି ଅଣୁ ATM ନିମ୍ନଲିଖିତ ପ୍ରାମାଣିକ ତଥ୍ୟ ଉପରେ ନେଣଦେଣ କରିହେବ। ଆଧାର + ବାୟୋମେଟ୍ରିକ ଆଧାର + OTP (One Time Password) ଚୁମ୍ବକୀୟ ପଟି କାର୍ଡ + ବାୟୋମେଟ୍ରିକ ଚୁମ୍ବକୀୟ ପଟିକାର୍ଡ + ବ୍ୟାଙ୍କ ପିନ ଅଣୁ ATM ପାଇଁ ବିପଦ ଦୁର୍ବଳ ତଥ୍ୟ ପିଓଏସ ଦୁର୍ବତଥ୍ୟ ସମ୍ବନ୍ଧରେ ତିନୋଟି କାରଣ ଉପରେ ନଜର ଦେବାକୁ ପଡେ । ମେମୋରିରେ ଥିବା ଡାଟା ଡାଟା ବହନ ବିଶ୍ରାମରେ ଥିବା ଡାଟା ଡାଟା ମେମୋରି ଅର୍ଥ ଯେତେବେଳେ କାର୍ଡ ଦ୍ଵାରା ଡାଟାକୁ ପିଓଏସ ସିଷ୍ଟମକୁ ଅଣାଯିବ । ମେମୋରିରେ ଡାଟା, ପିଓଏସ ସିଷ୍ଟମ ଉପରେ ଭାଇରସ ଆକ୍ରମଣ ହେଲେ ନିଜକୁ ପ୍ରତିରକ୍ଷା କରିପାରିବ ନାହିଁ । ପରମ୍ପରାଗତ ଭାବରେ ପିଓଏସ ସିଷ୍ଟମରେ ଡାଟା ଇନପୁଟ ଅକ୍ଷରରେ ଥାଏ, ଯାହାକୁ କି ଖୁବ୍ ଶୀଘ୍ର ନଷ୍ଟ କରିହୁଏ । ସ୍କିମିଙ୍ଗ ସ୍କିମିଙ୍ଗ ଏପରି ଏକ ଛୋଟ ଡିଭାଇସ ଯାହା କ୍ରେଡିଟ/ଡେବିଟ କାର୍ଡକୁ ସ୍କାନ କରି ମ୍ୟାଗେନେଟିକ ପଟିରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିଥାଏ । ଅଣୁ ATMର ସୁରକ୍ଷିତ ବ୍ୟବହାର ପାଇଁ ଉତ୍ତମ ଅଭ୍ୟାସ ATM ବ୍ୟବହାର ପୂର୍ବରୁ ନିଜର ଚାରିପାଖକୁ ସତର୍କତା ସହ ଦେଖ ନିଅନ୍ତୁ । କେହି ଆପଣଙ୍କ ଉପରେ ନଜର ରଖିନିତ? ଯେତେବେଳେ ପିନ ନଂ ମାରୁଛନ୍ତି ପିନପ୍ୟାଡକୁ ଘୋଡାଇ ରଖନ୍ତୁ । ନେଣଦେଣ ଦସ୍ତାବେଜକୁ ନଷ୍ଟ କରିଦିଅନ୍ତୁ । ATM ପିନ୍ କୁ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରନ୍ତୁ । ନିଜର ବ୍ୟାଙ୍କ ନେଣଦେଣ ଉପରେ ସବୁବେଳେ ନିଜର ରଖନ୍ତୁ । କିଛି ବେଆଇନ ଚାର୍ଜ କିମ୍ବା ଟଙ୍କା ଉଠାଣ ହୋଇଛି ତେବେ ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କ୍ରେଡିଟ କାର୍ଡର ନମ୍ବର ଲେଖି ରଖନ୍ତୁ । କ୍ରେଡିଟ/ଡେବିଟ କାର୍ଡ କଲାବେଳେ ନିଜର ଠିକଣା ଠିକ୍ ରେ ଲେଖନ୍ତୁ । କ୍ରେଡିଟ/ଡେବିଟ କାର୍ଡର ଉପରେ ପିନ୍ ନମ୍ବର ଲେଖନ୍ତୁ ନାହିଁ । ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ATMରେ ନିଅନ୍ତୁ ନାହିଁ । କାହାକୁ ନିଜର ATM କାର୍ଡ ଦିଅନ୍ତୁ ନାହିଁ । କାହାକୁ ନିଜର ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ବିଷୟରେ ଜଣାନ୍ତୁ ନାହିଁ । ଯଦି କାର୍ଡ ହଜିଯାଏ ତେବେ ତୁରନ୍ତ ସେବାଯୋଗାଣକାରୀ/ବ୍ୟାଙ୍କକୁ ଜଣାନ୍ତୁ । ସେବାଯୋଗାଣକାରୀଙ୍କ ଉତ୍ତମ ଅଭ୍ୟାସ ଅଣୁ ATMରୁ କୌଣସି ତଥ୍ୟ ଯେପରି ବାହାରକୁ ନଯାଏ । ଅଣୁ ATM ମନକୁମନ ଲଗଆଉଟ ହେବା ଆବଶ୍ୟକ । ନିୟମିତ ଭାବରେ ଅଣୁ ATMର ସଫ୍ଟୱେୟାର, ଆପ୍ଲିକେସନ ଏବଂ ଆଣ୍ଟଭାଇରସକୁ ଅପଡେଟ କରାଯିବା ଉଚିତ । ଗ୍ରାହକକୁ ଏହା କାର୍ଯ୍ୟକାରିତା ସମ୍ବନ୍ଧରେ ଶିକ୍ଷା ଦିଆଯିବ ଉଚିତ୍ । ଆଧାର - ଇନଫୋସ ଆୱାରନେସ.ଇନ