ଆଇଆରସିଟିସିରେ କରନ୍ତୁ ଆବେଦନ, ୨୫ହଜାର ଦରମା ସହ ସିଧା ଭର୍ତି ପଦବୀ ନାମ : ସୁପରଭାଇଜର ଶେଷ ତାରିଖ- ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଆବେଦନ କରି ପାରିବେ |
ଦ୍ୱାଦଶ ଶ୍ରେଣୀ ପାସ ପ୍ରାର୍ଥୀଙ୍କ ପାଇଁ ଏୟାରଫୋର୍ସ ଅଥୋରିଟି ଅଫ ଇଣ୍ଡିଆରେ ନିଯୁକ୍ତି ପଦବୀ ନାମ : ଅପେରେଟର ଶେଷ ତାରିଖ- ୨୦୧୯ ଫେବୃଆରୀ ୧୮ ସନ୍ଧ୍ୟା ୬ଟା ଯାଏ |
+୩ ପାସଙ୍କ ପାଇଁ ଓଏସଏସଏସସିର ଗ୍ରାଣ୍ଡ ଭର୍ତି, ଜୁନିଅର କ୍ଲର୍କ ପାଇଁ କରନ୍ତୁ ଅବେଦନ ସ୍ଥାନ : ଓଡିଶା ପଦବୀ ନାମ : ଜୁନିଅର କ୍ଲର୍କ, ଏବଂ ଆସିଷ୍ଟାଂଟ ଜୁନିଅର କ୍ଲର୍କ ଶେଷ ତାରିଖ – ୨୯-୦୧-୨୦୧୯ |
ଓପିଏସସି ନିଯୁକ୍ତି : ୨୨୧ ମେଡ଼ିକାଲ ଅଫିସର ପାଇଁ କରନ୍ତୁ ଆବେଦନ ସ୍ଥାନ : ଓଡିଶା ପଦବୀ ନାମ : ଆୟୁରବେଦିକ୍ ମେଡ଼ିକାଲ ଅଫିସର ଶେଷ ତାରିଖ – ୧୪-୦୧-୨୦୧୯ (ରାତି ୧୨ଟା ପର୍ୟ୍ୟ ନ୍ତ) |
ଭାରତୀୟ ନୌସେନାରେ ସ୍ନାତକତୋର ପାଇଁ ଭର୍ତି ଆରମ୍ଭ, ପ୍ରତି ମାସରେ ପାନ୍ତୁ ୧ଲକ୍ଷ ଟଙ୍କାର ରୋଜଗାର ଅବସର ପଦବୀ ସଂଖ୍ୟା- ୧୦୨ ଭାରତୀୟ ନୌସେନାରେ ଅନେକ ପଦବୀରେ ଭର୍ତି ଆରମ୍ଭ ହୋଇଛି । ସମୁଦାୟ ୧୦୨ଟି ପଦବୀରେ ଏହି ଭର୍ତି ହେବାକୁ ଯାଉଛି । ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ । ତେବେ ଆବେଦନ କରିବାକୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଆବେଦନ କରିବା ପାଇଁ ୨୦୧୯ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ଫେବୃଆରୀ ୦୧ରେ ଏହାର ଅନ୍ତିମ ତାରିଖ ରହିଛି । ଦରମା- ୫୬ହଜାର ଶହେରୁ ୧ ଲକ୍ଷ ୧୦ ହଜାର ୭୦୦ ଟଙ୍କା ଯୋଗ୍ୟତା: ପାର୍ଥୀ ବିଇ କିମ୍ବା ବିଟେକ୍ ଛାତ୍ର ହୋଇଥିବା ଆବଶ୍ୟକ ।୧୯୯୫ ଜାନୁଆରୀ ୦୨ରୁ ୨୦୦୦ ଜୁଲାଇ ୦୧ ମଧ୍ୟରେ ଜନ୍ମ ତାରିଖ ଥିବା ଶିକ୍ଷାର୍ଥୀ ଆବେଦନ କରି ପାରିବେ । ଆବେଦନ ଫି: ଏସ୍ସି ଓ ଏସ୍ଟି ପାଇଁ ୨୫୦ ରଖାଯାଇଥିବା ବେଳେ ଏନ୍ସିସି ସ୍ପେଶାଲ ଏଣ୍ଟ୍ରି ଓ ପାଣିପାଗ ବିଭାଗ ପାଇଁ କୌଣସି ଫି ରଖାଯାଇ ନାହିଁ। ଡେବିଡ୍ କାର୍ଡ, କ୍ରେଡିଟ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଫି ଭରି ପାରିବେ। ଆବେଦନର ଶେଷ ତାରିଖ: ଆବେଦନ କରିବା ପାଇଁ ୨୦୧୯ ଜାନୁଆରୀ ୧୨ରୁ ଆରମ୍ଭ ହୋଇ ଫେବୃଆରୀ ୦୧ରେ ଏହାର ଅନ୍ତିମ ତାରିଖ ରହିଛି । |
ସୁପ୍ରିମ୍କୋର୍ଟରେ ଚାକିରି କରିବାକୁ ସୁଯୋଗ ନୂଆଦିଲ୍ଲୀ: ବିଚାର ବିଭାଗୀୟ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଛନ୍ତି। ଏଥିପାଇଁ ଆବେଦନର ଶେଷ ତାରିଖ ୨୦୧୮ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ରଖାଯାଇଛି। ଆବେଦନ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣି ରଖନ୍ତୁ। ଖାଲି ଥିବା ପଦବୀ ସଂଖ୍ୟା: ମୋଟ ୭୮ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଯେଉଁଥିରେ ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୬୫ଟି ଓ ଚ୍ୟାମ୍ବର କୋର୍ଟ ଆଟେଣ୍ଡାଣ୍ଟ ପାଇଁ ୧୩ଟି ପଦବୀ ଖାଲି ରହିଛି। ଯୋଗ୍ୟତା: ଆବେଦନକାରୀ ମାନ୍ୟାତା ପ୍ରାପ୍ତ ସ୍କୁଲରୁ ୧୦ ଶ୍ରେଣୀ ପାସ୍ କରିଥିବା ନିହାତି ଆବଶ୍ୟକ। ଚୟନ ପ୍ରକ୍ରିୟା: ଏଥିପାଇଁ ଲିଖିତ ପରୀକ୍ଷା ପରେ ଦକ୍ଷତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଦରମା: ୩୩,୩୧୫ ଟଙ୍କା ରଖାଯାଇଛି। ସ୍ଥାନ ଓ ଆବେଦନର ଫିସ୍: ସାଧାରଣ (ଜେନେରାଲ୍) ବର୍ଗଙ୍କ ଓ ଓବିସି ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଫିସ୍ ରହିଥିବା ବେଳେ ଏସ୍ସି, ଏସ୍ଟି ଓ ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୧୫୦ ଟଙ୍କା ଫିସ୍ ରହିଛି। ଏହାର ଜବ୍ ଲୋକେଶନ୍ ନୂଆଦିଲ୍ଲୀ। ଆବେଦନର ପ୍ରକ୍ରିୟା: ଆଶାୟୀ ପ୍ରାର୍ଥୀ ୱେବ୍ସାଇଟ୍www.sci.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। |
ଭାରତୀୟ ସୁପ୍ରିମକୋର୍ଟରେ ଆସିଷ୍ଟାଣ୍ଟ୍ ପଦ ପାଇଁ ବିଜ୍ଞପ୍ତି ଜାରିହୋଇଛି। ଆବେଦନ ପ୍ରକ୍ରିୟା ନିମ୍ନରେ ଦିଆଗଲା । ୱେବସାଇଟ - www.sci.nic.in ପଦବୀ ବିବରଣୀ – କୋର୍ଟ ଆସିଷ୍ଟାଣ୍ଟ (ଟେକ୍ନିକାଲ ଆସିଷ୍ଟାଣ୍ଟ କମ୍ ପ୍ରୋଗ୍ରାମର) ପଦବୀ ସଂଖ୍ୟା – ୧୫ ଶିକ୍ଷାଗତ ଯୋଗ୍ୟାତା – କମ୍ପ୍ୟୁଟର ସାଇନ୍ସ, ଇନଫରମେସନ ଟେକନୋଲୋଜିରେ ବି.ଇ, ବିଟେକ୍ ଡିଗ୍ରୀ ଏବଂ କମ୍ପ୍ୟୁଟର କ୍ଷେତ୍ରରେ ତିନି ବର୍ଷର ଅଭିଜ୍ଞତା ଶେଷ ତାରିଖ – ୨୦ ଫେବୃୟାରୀ ୨୦୧୮ ଆବେଦନ ଶୁଳ୍କ – ନିଃଶୁଳ୍କ ବୟସ ସୀମା – ୩୦ ଏମିତି କରନ୍ତୁ ଆବେଦନ – ଆଶାୟୀ ପାର୍ଥୀ ନିର୍ଦ୍ଦାରିତ ଆବେଦନ ପତ୍ରକୁ ଡାଉନଲୋଡ଼ କରି ପୂରଣ କରନ୍ତୁ । ଆବେଦନ ପତ୍ର ସହ ସଂବଧିତ ଶିକ୍ଷାଗତ ପ୍ରମାଣପତ୍ରର ସାର୍ଟିଫିକେଟ ସଂଲଗ୍ନ କରି 'ରେଜିଷ୍ଟର, ଆଡମିନ୍, ସୁପ୍ରିମକୋର୍ଟ ଅଫ ଇଣ୍ଡିଆ, ତିଲକ ମାର୍ଗ, ନୂଆଦିଲ୍ଲୀ-୧୧୦୨୦୧' ଠିକଣାରେ ପଠାଇ ଦିଅନ୍ତୁ । ଦରମା – ୪୪,୯୦୦ ଚୟନ ଆଧାର – ଲିଖିତ ପରୀକ୍ଷା, ଅବଜେକ୍ଟିଭ୍ ଟେକ୍ନିକାଲ ଆପଚିଟିୟୁଡ୍ ଚେଷ୍ଟ, ପ୍ରକ୍ଟିକାଲ ଆପଚିଚିୟୁଡ୍ ଟେଷ୍ଟ ଏବଂ ସାକ୍ଷାତକାର ବିଜ୍ଞପ୍ତି ନୋଟିସ ଲିଙ୍କ୍ -http://supremecourtofindia.nic.in/pdf/recruitment/tech%20post%20advertisement.pdf |
ଦଶମ ପାସଙ୍କ ପାଇଁ ସରକାରୀ ଚାକିରୀରେ ଅବସର, ଦରମା ୨୫ ହଜାର ଟଙ୍କା ସ୍ଥାନ : ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ର ପଦବୀ ନାମ - ଅପର ଡିଭିଜନ କ୍ଲର୍କ ଶେଷ ତାରିଖ - ଫେବୃଆରୀ ୨୫ |
ଆଧାର : ପୋର୍ଟାଲ ଟିମ
Last Modified : 2/19/2020