ଭାରତର ରାଜଧାନୀ ନୂଆଦିଲ୍ଲୀ। ଦେଶର ଅନ୍ୟତମ। ଶିକ୍ଷାନଗରୀ ବିଶ୍ଵସ୍ତରର ଗୁଣାସକ ଶିକ୍ଷା ପାଇଁ କେବଳ ଦେଶର କୋଣ ଅନୁକୋଣ ନୁହେଁ ବିଦେଶରୁ ମଧ୍ୟ ବହୁ ଛାତ୍ରଛାତ୍ରୀ ଏଠାକୁ ଆସିଥାନ୍ତି । ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ଜାଣିବା ପାଇଁ ଦିଲ୍ଲୀ ଏକ ଉପଯୁକ୍ତ ସ୍ନାନ ।
ଏଠାରେ ରହିଥିବା ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ସହ ଡିପ୍ଲୋମା ପ୍ରଦାନ କରିଥାନ୍ତି । ବିଶ୍ଵବିଦ୍ୟାଳୟଗୁଡିକ ପକ୍ଷରୁ ପିଏଚଡି ମଧ୍ୟ ପ୍ରଦାନ କରାଯାଇଥାଏ । ଓଡ଼ିଶାରେ ବହୁ ଛାତ୍ରଛାତ୍ରୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଅଛନ୍ତି । ନିଜର ରୁଚି ଅନୁସାରେ ଓଡ଼ିଆ ବିଦ୍ୟାର୍ଥୀ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ ।
ରହଣି ବ୍ୟବସ୍ଥା
ଦିଲ୍ଲୀରେ ରହିବା ପାଇଁ ବିଭିନ୍ନ ବିକଳ୍ପ ରହିଛି । ସଶୁଳ୍କ ଅତିଥ୍ ବା ପାଇଁ ଗୋଷ୍ଟ ଏଠାକାର ଅନ୍ୟତମ ଲୋକପ୍ରିୟ ରହଣୀ ବ୍ୟବସ୍ଥା। ବାହାରୁ ଯାଉଥିବା ବହୁ ଛାତ୍ରଛାତ୍ରୀ ପାଇଁ ଗୋଷ୍ଟ ଭାବେ ଏଠାରେ ରହିବା ପାଇଁ ବିଶେଷ ଭାବେ ପସନ୍ଦ କରିଥାନ୍ତି । ଏହା ଦ୍ଵାରା ପାରିବାରିକ ପରିବେଶ ମିଳି ପାରିଥାଏ ।
ସେହିପରି ଗୋଟିଏ ବା ଦୁଇଟି ଶୋଇବା ଘର ରହୁଥିବା ଆପାର୍ଟମେଣ୍ଟ ଗୁଡିକରେ ରହଣି ବ୍ୟବସ୍ଥା କରାଯାଇ ପାରେ । ଏକାଧିକ ଛାତ୍ର ଏକାଠି ରହିବା ଦ୍ଵାରା ଖର୍ଚ୍ଚରେ ଭାଗ ହୋଇଯାଇଥାଏ । ଏହା ସହ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ବେସରକାରୀ ହଷ୍ଟେଲ ବ୍ୟବସ୍ଥା ସବୁ ରହିଛି । ଏହି ସବୁ ହଷ୍ଟେଲଗୁଡିକରେ ଡାକ୍ତର ସେବା, ଲଣ୍ଡି, କେବୁଲ ଟିଭି, ସୁରକ୍ଷା ଗାର୍ଡ, ପାୱାର ବ୍ୟାକଅପ ଆଦି ବ୍ୟବସ୍ଥା ମଧ୍ୟ ରହିଥାଏ ।
ଗମନାଗମନ ବ୍ୟବସ୍ଥା
ଦିଲ୍ଲୀ ଏକ ସୁପରିକଳ୍ପିତ ଏବଂ ବ୍ୟବସ୍ଥିତ ସହର । ରାସ୍ତାଗୁଡିକ ଚଉଡା ହେବା ସହିତ ଯୋଗାଯୋଗର ଉତ୍ତମ ବ୍ୟବସ୍ଥା ରହିଛି । ଯିବା ଆସିବା ପାଇଁ ଏଠାରେ ଅନ୍ୟ ସହର ପରି ବହୁ ବିକଳ୍ପ ରହିଥିବାବେଳେ ଦିଲ୍ଲୀ ମେଟ୍ରୋ ହେଉଛି ସବୁଠାରୁ ବେଶୀ ଲୋକପ୍ରିୟ। ଏହା ସହ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ ବିଶ୍ଵର ସର୍ବବୃହତ ସିଏନର୍ଜି ବସ ସେବାକୁ ପରିଚାଳନା କରିଥାଏ । ସାର୍ବଜନିକ ପରିବହନ ପାଇଁ ଅଟୋ ରିକ୍ସା ଅନ୍ୟତମ ବିକନ୍ଧ । ଭାରତର ଅନ୍ୟ ସହର ସହିତ ଦିଲ୍ଲୀ ସଡ଼କ, ରେଳ ଓ ଆକାଶପଥ ସହ ଜଡିତ ହୋଇରହିଛି।
ବିଭିନ୍ନ ଶିକ୍ଷାନୁଷ୍ଠାନ
ଦିଲ୍ଲୀର ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟ
- ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ
- ଦିଲ୍ଲୀ ବିଶ୍ଵବିଦ୍ୟାଳୟ
- ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ଵବିଦ୍ୟାଳୟ
- ଇନ୍ଦିରା ଗାନ୍ଧି ନ୍ୟାସନାଲ ଅପନ୍ ୟୁନିଭରସିଟି
- ଜାମିଆ ମିଲିଆ ଇସଲାମିଆ
- ନ୍ୟାସନାଲ ୟୁନିଭରସିଟି ଅଫ୍ ଏଜୁକେସନାଲ ପ୍ଲାନିଂ ଏଣ୍ଡ ଆଡମିନିଷ୍ଟ୍ରେସନ
- ନ୍ୟାସନାଲ ଲ' ୟୁନିଭରସିଟି
- ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି
ଏହାସହିତ ଦିଲ୍ଲୀରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରହିଛି ।
ଇଞ୍ଜିନିୟରିଂ କଲେଜ
- ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଦିଲ୍ଲୀ
- ଆମେଠି ସ୍କୁଲ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି
- ଭଗବାନ ପର୍ଶୁରାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
- ଭାରତୀ ବିଦ୍ୟାପୀଠ କଲେଜ ଅଫ ଇଞ୍ଜିନିୟରିଂ
- ବ୍ରହ୍ମପ୍ରକାଶ ସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟୟ
- ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଟୁଲ ଇଞ୍ଜିନିୟରିଂ
- ଦ୍ରୋନାଚାର୍ଯ୍ୟ କଲେଜ ଅଫ ଇଞ୍ଜିନିୟରିଂ
- ଫାକଲ୍ଟି ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି
- ଜି.ବି ପନ୍ଥ ଇଞ୍ଜିନିୟରିଂ କଲେଜ
- ଗୁରୁ ପ୍ରେମସୁଖ ମେମୋରିଆଲ କଲେଜ ଅଫ ଇଞ୍ଜିନିୟରିଂ
- ଏଚଏମାଆର ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିକାଲ
- ଇନ୍ଦିରା ଗାନ୍ଧି ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭରସିଟି ଫର ଓ ମେନ
- ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି
- ଜଗନ୍ନାଥ ଗୁପ୍ତ ମେମୋରିଆଲ ଏଜୁକେସନ ସୋସାଇଟି
- ଦିଲ୍ଲୀ ଟେକନୋଲୋଜିକାଲ ୟୁନିଭରସିଟି ସୋସାଇଟି
- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
- ନେତାଜୀ ସୁଭାଷ ଇନଷ୍ଟିଚ୍ୟୁଟ ଅଫ ଦିଲ୍ଲୀ ଟେକ୍ନୋଲୋଜି
- ନର୍ଦେନ ଇଣ୍ଡିଆ ଇଞ୍ଜିନିୟରିଂ କଲେଜ
- ପୁଷା ପଲିଟେକ୍ନିକ୍
- ଶ୍ରୀ ବଲୱନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି
- ୟୁନିଭରସିଟି ସ୍କୁଲ ଅଫ ବାୟୋଟେକ୍ନୋଲୋଜି
- ୟୁନିଭରସିଟି ସ୍କୁଲ ଅଫ କେମିକାଲ ଟେକ୍ନୋଲୋଜି
- ୟୁନିଭରସିଟି ସ୍କୁଲ ଅଫ ଇନଫରମେସନ, କମ୍ୟୁନିକେସନ ଏଣ୍ଡ ଟେକ୍ନୋଲୋଜି
- ଅନ୍ୟାନ୍ୟ
ଆଇନ ପାଠ
- ୟୁନିଭରସିଟି ସ୍କୁଲ ଅଫ ଲ’ ଏଣ୍ଡ ଲିଗାଲ ଷ୍ଟଡିଜ୍
- ଆମେଠି ଲ’ ସ୍କୁଲ
- ଫାକଲଟି ଅଫ ଲ', ୟୁନିଭରସିଟି ଅଫ ଦିଲ୍ଲୀ
- ଆଇଡିଆଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଟେକ୍ନୋଲୋଜି
- ଇଣ୍ଡିଆନ ଲ' ଇନଷ୍ଟିଚ୍ୟୁଟ୍
- ଇସାନ ଇନଷ୍ଟିଚ୍ୟୁଟ ଅଫ ଲ’
- ନ୍ୟାସନାଲ ଲ’ ସ୍କୁଲ ଅଫ ଦିଲ୍ଲୀ
ବିଜିନେସ୍
- ଆମେଠି ବିଜିନେସ ସ୍କୁଲ
- ଏସିଆ ପାସିଫିକ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ
- ସେଣ୍ଟମ ୟୁ
- ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ ମାର୍କେଟିଂ
- ଦିଲ୍ଲୀ ସ୍କୁଲ ଅଫ ମ୍ୟାନେଜମେଣ୍ଟ
- ଦିଲ୍ଲୀ ସ୍କୁଲ ଅଫ କମ୍ୟୁନିକେସନ
- ଦିଲ୍ଲୀ ସ୍କୁଲ ଅଫ ପ୍ରଫେସନାଲ ଷ୍ଟଡିଜ ଏଣ୍ଡ ରିସର୍ଚ୍ଚ
- ଡିପାର୍ଟମେଣ୍ଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
- ଫାକଲ୍ଲି ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
- ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡ଼୍
- ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପ୍ଲାନିଂ ଏଣ୍ଡ ମ୍ୟାନେଜମେଣ୍ଟ
- ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଏଣ୍ଡ ଡେଭଲପମେଣ୍ଟ
- ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବିଜିନେସ ଷ୍ଟଡିଜ
- ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ
- ଜଗନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
- ଲାଲ ବାହାଦୁର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ
- ମାଉଣ୍ଟ କାରମେଲ ବିଜିନେସ୍ ସ୍କୁଲ
- ନ୍ୟୁ ଦିଲ୍ଲୀ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ
- ନିଲ୍ମ ସ୍କୁଲ ଅଫ ବିଜିନେସ
- ସହିଦ ଶୁକଦେବ କଲେଜ ଅଫ ବିଜିନେସ୍ ଷ୍ଟଡିଜ
- ସ୍କାଏ ଲାଇନ ବିଜିନେସ୍ ସ୍କୁଲ
- ଟାଇମ୍ବ ବିଜିନେସ ସ୍କୁଲ
- ୟୁନିଭରସିଟି ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ
ଏହାସହିତ ଅନ୍ୟ କେତେକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି ।
ବିଭିନ୍ନ ପାଠ୍ୟକ୍ରମ
ଦିଲ୍ଲୀରେ ରହିଥିବା ଶିକ୍ଷାନୁଷ୍ଠାନଗୁଡିକରେ ବିଭିନ୍ନ ବିଭାଗର ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଆଦି ପାଠ୍ୟକ୍ରମର ସୁଯୋଗ ରହିଛି । ହିନ୍ଦୀ, ଇଂରାଜୀ, ଅର୍ଥନୀତି, ଗଣିତ, ଇତିହାସ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ ପରି ସାଧାରଣ ମହାବିଦ୍ୟାଳୟଗୁଡିକରେ ରହୁଥିବା ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ଅନ୍ୟ କେତେକ ବିଷୟରେ ସ୍ନାତକ ଡିଗ୍ରୀ ପାଇଁ ଶିକ୍ଷା ଦିଆଯାଇଥାଏ ।
ସ୍ନାତକ ପାଠ୍ୟକ୍ରମ
- ବିବିଏ
- ଇଣ୍ଡିଗ୍ରେଟେଡ ବିବିଏ ଏଣ୍ଡ ଏମବିଏ
- ବିବିଏ ରିଟଲି ଅପରେସନ
- କମ୍ପ୍ୟୁଟର ବିଜ୍ଞାନ
- ସୂଚନା ଓ ପ୍ରଯୁକ୍ତି
- ଭିଏଫଏକ୍ ଏଣ୍ଡି ଡିଜିଟାଲ ମିଡିଆ ଆନିମେଶନ
- ବିଏସସି ଆଇଟି
- ବିଏସସି ନେଟୱର୍କିଂ
- ଇଣ୍ଡିଗ୍ରେଟେଡ ବିଏସସି - ଏମଏସସି
- ଇଣ୍ଟିଗ୍ରେଟେଡ ବିସିଏ-ଏମସିଏ
- ଜର୍ଣ୍ଣାଲିଜମ୍ ଏଣ୍ଡ ମାସ୍ କମ୍ୟୁନିକେସନ
- ବିଏସସି ଇନ୍ ଆପ୍ଲାଏଡ଼ ବାୟୋ-ଟେକ୍ନୋଲୋଜି
- ହୋମ ସାଇନ୍
- ବିଏସସି ଇନ୍ ହୋଟେଲ ମ୍ୟାନେଜମେଣ୍ଟ
- ମେଡିକାଲ ଲାବ୍ ଟେକନିସିଆନ
- ଆଇନ
- ଇଣ୍ଟେରିଅର୍ ଡିଜାଇନ
- ବିକମ୍
ସ୍ନାତକୋତ୍ତର ପାଠ୍ୟକ୍ରମ
- ଏମବିଏ
- ଏମସିଏ
- ମାଷ୍ଟର ଇନ୍ କମ୍ପ୍ୟୁଟର ସାଇନ୍ସ
- ମାଷ୍ଟର ଇନ୍ ବାୟୋ ଇନଫରମେଟିକ
- ମାଷ୍ଟର ଇନ୍ କର୍ଣ୍ଣାଲିଜମ୍
- ମାଷ୍ଟର ଇନ୍ ହୋଟେଲ ମ୍ୟାନେଜମେଣ୍ଟ
- ମାଷ୍ଟର ଇନ୍ ମେଡିକାଲି ଲାବ ଟେକ୍
- ମାଷ୍ଟର ଇନ ଇଣ୍ଟରିଅର ଡିଜାଇନିଂ
- ମାଷ୍ଟର ଇନ ଲାଇବ୍ରେରୀ ସାଇନ୍ସ
ଆଧାର – କ୍ୟାରିୟର କାଉନ୍ସିଲିଙ୍ଗ