ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ
ସେଆର କରନ୍ତୁ

କ୍ୟାରିୟର ମାର୍ଗଦର୍ଶକ

ଏହି ଭାଗରେ କ୍ୟାରିୟର ବହୁତ ସୁଚନା ଅଛି

ବଢୁଛି ରାଜନୀତି ବିଜ୍ଞାନର ଚାହିଦା
ବର୍ତ୍ତମାନ ରାଜନୀତି ବିଜ୍ଞାନର ଚାହିଦା ବଢିବାରେ ଲାଗିଛି । ଏହି ପାଠପଢାରେ କ୍ୟାରିୟର କରିହେବ ।
ଗ୍ରୁପ୍ ପାଠପଢା ସହ ଶିଖନ୍ତୁ ସାମାଜିକ ମୂଲ୍ୟବୋଧ
ସମାଜର ସାଙ୍ଗମାନେ ଓ ଅନ୍ୟ ଅଚିହ୍ନା ଲୋକଙ୍କ ସହ ମିଶିବା ଆଉ ସେମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିବା ସାମାଜିକ ମୂଲ୍ୟବୋଧର ପରିଚୟ ଦେଇଥାଏ ।
ପାଣିପାଗ ବିଜ୍ଞାନ ପାଠ୍ୟକ୍ରମ
ବିଜ୍ଞାନ ଓ ଗଣିତରେ ଭଲ ହେଉଥିଲେ । ପାଣିପାଗ ବିଜ୍ଞାନରେ ଭଲ ପାରଦର୍ଶୀ ହୋଇପାରିବେ ।
ବଢାନ୍ତୁ ସମସ୍ୟା ସମାଧାନ, ଦୃଢ ନିଷ୍ପତ୍ତି ନେବାର ଦକ୍ଷତା
ସମସ୍ୟା ସମାଧାନ କରିବା ଏବଂ ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି କରିବା ପାଇଁ ଅନେକ ପ୍ରକାର କୌଶଳ ଅଛି । ତେବେ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ନିଷ୍ପତ୍ତି ନେବାର ଦକ୍ଷତା ପିଲାବେଳୁ ଥାଏ ।
ପରୀକ୍ଷା ପ୍ରସ୍ତୁତି
ପରୀକ୍ଷାରେ ଆଶାନୁରୂପ ସଫଳତା ପାଇବା ଲାଗି ଶିକ୍ଷାର୍ଥୀ ଏହି ସମୟରେ କିଭଳି ପ୍ରସ୍ତୁତ ହେବା ଦରକାର ଜାଣିବା ଉଚିତ୍ ।
ସବଜେକ୍ଟ ନଲେଜ ସହ ସବ୍ ସ୍କିଲ୍ସ
ଭଲ କ୍ୟାରିଅର ପାଇଁ ଦରକାର ସବଜେକ୍ଟ ନଲେଜ, ଅନାଲିଟିକାଲ ସ୍କିଲ୍ସ ଆଉ ସବ୍ ସ୍କିଲ୍ସ । ଏତିକି ହେଲେ ଜଣେ କୃତକାର୍ଯ୍ୟ ହୋଇପାରିବ ।
ଏମ୍ଏସ୍ଏମ୍ଇ ସୁଯୋଗ ରହିଛି ପ୍ରଚୁର
ଚାକିରି କ୍ଷେତ୍ରରେ କାର୍ଯ୍ୟଚାପ ଏବଂ ବାରମ୍ବାର କମ୍ପାନୀ ବଦଳାଇବା ଭଳି ସମସ୍ୟା ଯୋଗୁ ଆଜିର ଯୁବପିଢି ସରକାରଙ୍କ ଏମ୍ଏସ୍ଏମ୍ଇ ଯୋଜନା ଅଧୀନରେ ନିଜର ଉଦ୍ୟୋଗ କରିବା ପାଇଁ ପସନ୍ଦ କରୁଛନ୍ତି ।
ନ୍ୟୁଟ୍ରିଶନିଷ୍ଟ ଭାବେ କ୍ୟାରିୟର
ଆହାର ବିଶେଷଜ୍ଞ (ଡାଏଟିସିଆନ୍) ଓ ପୁଷ୍ଟି ବିଜ୍ଞାନୀ (ନ୍ୟୁଟ୍ରିଶନିଷ୍ଟ)ଭାବେ କ୍ୟାରିୟର ଗଢି ଉତ୍ତମ ଅର୍ଥ ଉପାର୍ଜନ କରିବାକୁ ସୁଯୋଗ ରହିଛି ।
୧୦ମ ପରେ ଷ୍ଟ୍ରିମ୍ ଚୟନ କରୁଥିଲେ
ଦଶମ ବୋର୍ଡ ପରୀକ୍ଷା ଶେଷ ନେଇ ଉତ୍ସାହିତ । ଷ୍ଟ୍ରିମ୍ ଚୟନ କରୁଥିଲେ ସେ ସମ୍ବନ୍ଧୀୟ ସୂଚନା ।
ଇଥୋଲୋଜିରେ କ୍ୟାରିଅର୍
ଗଣିତ, ବିଜ୍ଞାନ ଓ ଜୀବ ବିଜ୍ଞାନ ଆଦି ପାଠରେ ଭଲ ମାର୍କସ୍ ରଖିଛନ୍ତି । ଇଥୋଲୋଜିରେ କ୍ୟାରିଅର୍ କରିପାରିବେ ।
ନେବିଗତିଓଂ
Back to top