অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୁବ କଳାକାରଙ୍କ ପାଇଁ ବୃତ୍ତି

ସୁବିଧା

ଏହି ଯୋଜନାରେ ଯୁବ କଳାକାରଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ । ଭାରତରେ, ଭାରତୀୟ କ୍ଲାସିକାଲ ନୃତ୍ୟ, ଡ୍ରାମା, ଦୃଶ୍ୟମାନ କଳା, ପାରମ୍ପରିକ କଳା, ପାରମ୍ପରିକ ସଙ୍ଗୀତ  ।

ସମୁଦାୟ ବୃତ୍ତି – ୪୦୦

କେଉଁ କ୍ଷେତ୍ରରେ ବୃତ୍ତି ଦିଆଯିବ

  • ପାରମ୍ପରିକ ସଙ୍ଗୀତ
  • ପାରମ୍ପରିକ ହିନ୍ଦୁସ୍ଥାନୀ ସଙ୍ଗୀତ (ଗାଇବା, ବାଦ୍ୟଯନ୍ତ୍ର) ପାରମ୍ପରିକ କର୍ଣ୍ଣାଟକ ସଙ୍ଗୀତ (ଗୀତ ଏବଂ ବାଦ୍ୟଯନ୍ତ୍ର) ।
  • ଭାରତୀୟ ପାରମ୍ପରିକ ନୃତ୍ୟ ।
  • ଭାରତନାଟ୍ୟମ, କଥକ, କୁଚିପୁଡି, କଥକଲି, ମୋହିନ୍ୟାଟମ, ଓଡିଶୀ ନୃତ୍ୟ, ସଙ୍ଗୀତ, ମଣିପୁରୀ ନୃତ୍ୟ, ସଙ୍ଗୀତ, ଗୌଡିୟା ନୃତ୍ୟ, ଛାଉନୃତ୍ୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ।
  • ଡ୍ରାମା
  • ଡ୍ରାମାର କଳାକାର, ନିର୍ଦ୍ଦେଶକ ଇତ୍ୟାଦି, ଡ୍ରାମା ଲେଖକ କିମ୍ବା ଗବେଷକକୁ ଏଥିରୁ ବାଦ ଦିଆଯିବ ।
  • ମିମେ
  • ଦୃଶ୍ୟମାନ କଳା
  • ଗ୍ରାଫିକ, ପଥର କଳା, ପେଣ୍ଟିଙ୍ଗ, ଫଟଗ୍ରାପି, ଚିତ୍ରକଳା, ଚିଟା ମାଟିରୁ କଳାକୃତି ଇତ୍ୟାଦି ।
  • ଲୋକ କଳା, ପାରମ୍ପରିକ କଳା
  • କଣ୍ଢେଇ ନାଚ, ଲୋକକଳା ଡ୍ରାମା, ଲୋକ ନୃତ୍ୟ, ଲୋକ ଗୀତ, ଲୋକ ସଙ୍ଗୀତ
  • ଶାସ୍ତ୍ରୀୟ ସଙ୍ଗୀତ
  • ଠୁମୁରୀ, ଦାଦ୍ରା, ତାପା, କୱାଲି, ଗଜଲ
  • ଶାସ୍ତ୍ରୀୟ ନୃତ୍ୟ ଯାହା କର୍ଣ୍ଣାଟଙ୍କ ଉପରେ ପର୍ଯ୍ୟବେସିତ ।
  • ରବିଦ୍ର ସଙ୍ଗୀତ, ନାଜୁରାଲା ସଙ୍ଗୀତ, ଅତୁଲ ପ୍ରସାଦ ।

ବୃତ୍ତିର ଅବଧି

ବୃତ୍ତିର ଅବଧି ହେଉଛି ୨ ବର୍ଷ ।

ବୃତ୍ତିଧାରୀର ପୂର୍ବ ରେକର୍ଡକୁ ଯାଞ୍ଚ କରାଯାଇ ବୃତ୍ତିପାଇଁ ଚୟନ କରାଯିବ । ବୃତ୍ତିଧାରୀ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ହୋଇଥିବେ ଏବଂ ଏକ ଗୁରୁଙ୍କ ଅଧିନରେ ନିଜର ଅଭ୍ୟାସ ଜାରୀ ରଖିଥିବେ ।

ପ୍ରତ୍ୟେକ ବୃତ୍ତିଧାରୀଙ୍କ ୨ ବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦/- ଟଙ୍କା ପ୍ରଦାନ କରାଯିବ ଯେଉଁଥିରେ ଯାତ୍ରା, ବହି, ଚିତ୍ରାଳୟ ବସ୍ତୁ, ଟ୍ୟୁସନ ଓ ଟ୍ରେନିଙ୍ଗର ଫିସ ଅନ୍ତର୍ଭୁକ୍ତ ।

ବୃତ୍ତି ପାଇଁ ଫର୍ମ

ବୃତ୍ତି ପାଇଁ ଆବେଦନ ଫର୍ମ

ଆଧାର - ଭାରତ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate