ବ୍ୟକ୍ତିତ୍ଵ ଓ ସାମାଜିକୀକରଣ
କଣ ଠିକ୍ – କଣ ଭୁଲ
- ଉଦ୍ଦେଶ୍ୟ – ଦୈନନ୍ଦିନ ଜୀବନରେ ଘଟୁଥିବା କାର୍ଯ୍ୟ ପ୍ରତି ସଚେତନ ହେବ ।
- ଉପକରଣ – ଠିକ୍ ଓ ଭୁଲର ଛବି କାର୍ଡ
- ରାସ୍ତାର କେଉଁପଟେ ଚାଲିବ ।
- ଶ୍ରେଣୀକୁ ଖେଳ ପଡ଼ିଆକୁ ଯିବା ସମୟରେ ଧାଡି ବାନ୍ଧି ଯିବ ।
- ବଜାରରେ ଥୁଆ ହୋଇଥିବା କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ।
- ଶ୍ରେଣୀ ଗୃହରେ କିପରି ବସିବା ଉଚିତ ।
- ବ୍ୟବହାର ପ୍ରଣାଳୀ –
ଛବି ଗୁଡ଼ିକୁ ଦେଖି କେଉଁଟି ଭୁଲ୍ ଚିହ୍ନଟ କରିବା ।
କିଏ କେଉଁ କାମ କରେ
- ଉଦ୍ଦେଶ୍ୟ – ସମାଜରେ ଥିବା ଭିନ୍ନ ଭିନ୍ନ ପେଷାଦାର ବ୍ୟକ୍ତିଙ୍କର କାର୍ଯ୍ୟ ସମ୍ବନ୍ଧରେ ଧାରଣା ।
- ଉପକରଣ – ଛବି କାର୍ଡ଼
(୧) ଶିକ୍ଷକ (୨) ଡାକ୍ତର (୩) କୃଷକ (୪) ସୈନିକ (୫) ପୋଲିସ (୬) ଡାକ ପିଅନ (୭) ଦର୍ଜୀ
- ବ୍ୟବହାର ପ୍ରଣାଳୀ – କାର୍ଡ ଗୁଡିକ ଦେଖି କିଏ କେଉଁ କାମ କରେ ତାହା ବର୍ଣ୍ଣନା କରି ପିଲାଙ୍କୁ କହିବେ ।
ଆମ ଦେଶର ଉତ୍ସବ
- ଉଦ୍ଦେଶ୍ୟ – ପିଲାର ଆମ ଦେଶର ଜାତୀୟ ଉତ୍ସବ ବିଷୟରେ ଧାରଣା ହେବ ।
- ଉପକରଣ – ଛବି କାର୍ଡ଼
- ଜାତୀୟ ଦିବସ
- ବ୍ୟବହାର ପ୍ରଣାଳୀ –
ଛବି କାର୍ଡ଼ ଗୁଡିକ ଦେଖାଇ ପିଲାକୁ ଜାତୀୟ ଦିବସ ଏବଂ ଶିଶୁ ଦିବସ ବିଷୟରେ ବର୍ଣ୍ଣନା କରି କହିବେ ।
କନାର କଣ୍ଢେଇ
- ଉପକରଣ –
- ବ୍ୟବହାର ପ୍ରଣାଳୀ –
ଏହି kit ରେ ୪ଟି କଣ୍ଢେଇ ବାପା, ମା, ପୁଅ, ଝିଅ ଦିଆ ହୋଇଛି । ଏହି ଗୁଡିକ ପିଲାମାନଙ୍କ ପାଇଁ ବିଭିନ୍ନ ଗପ, ଗୀତ, ଖେଳରେ ବ୍ୟବହାର କରିବେ । ଏହାଦ୍ୱାରା ପିଲାମାନଙ୍କର ଆବେଗିକ, ବୌଦ୍ଧିକ, ସୃଜନାତ୍ମକ, ଭାଷା ଓ ସାମାଜିକ ବିକାଶ କରାଯାଇପାରିବ।
ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ ଶିକ୍ଷାସୌଧ
Last Modified : 12/10/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.