InDG ଅନ୍ଲାଇନ ପାଠ୍ୟକ୍ରମ ହେଉଛି ଏକ ବହୁଭାଷୀ ଇ – ପାଠ୍ୟକ୍ରମ ପ୍ଲାଟଫର୍ମ ଯାହା ଇ – ଶିକ୍ଷକ, C – DAC ହାଇଦ୍ରାବାଦ ଦ୍ଵାରା ବିକାଶ କରାଯାଇଛି । ପରିବର୍ତ୍ତନଶୀଳ ପୃଥିବୀରେ ବୈଷୟିକ ଉନ୍ନତି ଯେପରି ଭାବରେ ଚାଲିଛି ସେଥିପାଇଁ ସମସ୍ତଙ୍କୁ ଅଧ୍ୟୟନ କରିବାକୁ ପଡିବ ।
ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଅଧ୍ୟୟନ ପାଇଁ ସୁବିଧା ଦରକାର । ଯିଏ ଯେଉଁଠି ଚାହିଁବ, ଯେପରି ଚାହିଁବ ପାଠ ପଢିପାରିବ ।
ଅବହେଳିତ ଅବସ୍ଥାରେ ଥିବା ବ୍ୟକ୍ତି / ଗୋଷ୍ଠୀଙ୍କ ପାଇଁ C – DAC ଦ୍ଵାରା ଇ – ଅଧ୍ୟୟନ ପ୍ଲାଟଫର୍ମର ବିକାଶ ଡେଭେଲପମେନ୍ଟ ଗେଟୱେ ପ୍ରୋଗ୍ରାମ (Development Gateway Programme) ସହାୟତାରେ କରାଯାଇଛି ।
InDG ର ଇ – ଅଧ୍ୟୟନ ପ୍ଲାଟଫର୍ମରେ ବ୍ୟବହୃତ ହେଉଥିବା ତଥ୍ୟ
- କୃଷି,ପ୍ରାଥମିକ ଶିକ୍ଷା, ସମାଜମଙ୍ଗଳ, ଗ୍ରାମ୍ୟଶକ୍ତି ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପାଠ୍ୟକ୍ରମ ମିଳେ।
- ଅଧ୍ୟୟନ ବିଷୟବସ୍ତୁ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ( ଆସାମୀ, ବେଙ୍ଗଲି, ଇଂଲିଶ, ଗୁଜୁରାଟି, ହିନ୍ଦୀ, କନ୍ନଡ, ମରାଠି, ମାଲାଲାୟମ, ତାମିଲ, ତେଲଗୁ)
- ପାଠ୍ୟକ୍ରମ ଜାତୀୟ ସ୍ତରର ଅନୁଷ୍ଠାନ ମାନଙ୍କ ଦ୍ଵାରା କରାଯାଇଛି ।
- ଏହି ସବୁ କୋର୍ସ ସହରାଞ୍ଚଳ, ଗ୍ରାମ୍ୟ ଏବଂ ଆଦିବାସୀ ଅଞ୍ଚଳ ଗୁଡିକରେ ଟେଲି ସେଣ୍ଟର (CSC, VKC, VRC, e – ଲାଇବ୍ରେରୀ )ରେ ଉପଲବ୍ଧ ।
ମୁଖ୍ୟ ଅଂଶ
- ଅନ୍ଲାଇନ ବ୍ୟବହାରକାରୀ ପଞ୍ଜୀକରଣ
- ସୁବିଧାରେ ଯୋଗ, ଅପଡେଟ ଏବଂ ଡ଼ିଲିଟର ସୁବିଧା ୱିକ ଦ୍ଵାରା ବିଷୟ ବସ୍ତୁ ବିକାଶ ।
କାର୍ଯ୍ୟକର୍ତ୍ତା
- ପ୍ରଶାସନିକ
- ଇନଷ୍ଟ୍ରକଟର
- ବ୍ୟବହାରକାରୀ / ଛାତ୍ର / ପାଠକ
ଆଧାର - ପୋର୍ଟାଲ ଟିମ
Last Modified : 3/5/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.