ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚତ୍ତର ଶିକ୍ଷା ପାଇଁ ମିଳୁଥିବା ବୃତ୍ତି / ଋଣ ଷ୍ଟାଇପେଣ୍ଡ ଇତ୍ୟାଦି ସମ୍ବନ୍ଧରେ ନିମ୍ନରେ ଦିଆଯାଇଛି ।
ଯୋଜନାର ନାମ |
ମିଳୁଥିବା ସୁବିଧା |
କିଏ ପାଇବ |
କ’ଣ ଦରକାର |
କାହାକୁ କହିବେ |
ଓଡିଶା ଆଦର୍ଶ ବିଦ୍ୟାଳୟ |
ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ସି.ବି.ଏସ୍.ଇ. ମାଧ୍ୟମ ଶିକ୍ଷା ସୁଯୋଗ ଦେବା ପାଇଁ ପ୍ରତି ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି । |
ଛାତ୍ରଛାତ୍ରୀ |
ଛାତ୍ରଛାତ୍ରୀ ପରିଚୟ ପତ୍ର |
ଜିଲ୍ଲା ଶିକ୍ଷା ଅଧିକାରୀ |
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ |
ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ୧୮୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଖୋଲାଯାଇ ୧୮୨୦୦ ବାଳିକାଙ୍କୁ ଆବାସିକ ଶିକ୍ଷା ଦିଆଯାଉଛି । |
ବାଳିକା |
ପରିଚୟ ପତ୍ର |
ଜିଲ୍ଲା ଶିକ୍ଷା ଅଧିକାରୀ |
କଳିଙ୍ଗ ଶିକ୍ଷା ସାଥି ଯୋଜନା |
ଉଚ୍ଚ ଶିକ୍ଷା ପାଇଁ ୧% ସୁଧରେ ଶିକ୍ଷା ଋଣ ଯୋଗାଇ ଦିଆଯାଉଛି |
ଛାତ୍ରଛାତ୍ରୀ |
ପରିଚୟ ପତ୍ର / କଲେଜ ସାର୍ଟିଫିକେଟ |
ଅଧ୍ୟକ୍ଷ, ମହାବିଦ୍ୟାଳୟ / ଯୁଗ୍ମ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ |
ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ମଞ୍ଜୁରୀ |
ଛାତ୍ରଛାତ୍ରୀମାନଙ୍କୁ ବରିଷ୍ଠ, କନିଷ୍ଠ, ଉପାଧ୍ୟୁତ୍ତର, ମେଧାବୃତ୍ତି, ବାଳିକା ମେଧାବୃତ୍ତି, ବୃତ୍ତିଗତ ଓ ବୈଷୟିକ ମେଧାବୃତ୍ତି ମଞ୍ଜୁରୀ ୩୦ ଦିନ |
ଛାତ୍ରଛାତ୍ରୀ - ମାନେ |
ପରିଚୟ ପତ୍ର / କଲେଜ ସାର୍ଟିଫିକେଟ |
ଅତିରିକ୍ତ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ |
ଲୋକ ଷ୍ଟାଇପେଣ୍ଡ ମଞ୍ଜୁରୀ |
ଛାତ୍ରଛାତ୍ରୀମାନଙ୍କ ସୁବିଧା ସହଯୋଗ ପାଇଁ ସହାୟତା (୧୫ ଦିନ ମଧ୍ୟରେ) |
ଛାତ୍ରଛାତ୍ରୀ – ମାନେ |
ପରିଚୟ ପତ୍ର / କଲେଜ ସାର୍ଟିଫିକେଟ |
ଅଧ୍ୟକ୍ଷ ମହାବିଦ୍ୟାଳୟ / ଅତିରିକ୍ତ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ |
ବାଣିଶ୍ରୀ ଶିକ୍ଷା ବୃତ୍ତି |
ପ୍ରାଥମିକ ସ୍ତରରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବୃତ୍ତି ୧ମ ରୁ ୫ ମ ୨୦୦ ଟଙ୍କା ୬ଷ୍ଠରୁ ୧୦ମ ୨୫୦ ଟଙ୍କା +୨, +୩ – ୩୦୦ ଟଙ୍କା ସ୍ନାତକ / ବୈଷୟିକ ୩୫୦ ଟଙ୍କା (୧ ମାସ ମଧ୍ୟରେ) |
ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟ ବୈଷୟିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ |
ଭିନ୍ନକ୍ଷମା ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୬୦୦୦୦ ରୁ କମ୍, ଫୁଲ୍ ଫଟୋ ୨ଟି ପୂର୍ବ ବର୍ଷ ପରୀକ୍ଷା ଫଳ |
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ |
ପାକ୍ ମାଟ୍ରିକ ପରବର୍ତ୍ତୀ ମାଟ୍ରିକ ଉଚ୍ଚଶିକ୍ଷା |
ଶିକ୍ଷା ବୃତ୍ତି, ଭାରତ ସରକାରଙ୍କ ଯୋଜନା ମାସିକ ବୃତ୍ତି ୩୫୦ ସହିତ ବହି, ୟୁନିଫର୍ମ, ଗମନାଗମନ ଖର୍ଚ୍ଚ ୧୦ ମାସ ପାଇଁ ବୃତ୍ତି ଆର୍ଥିକ ସହାୟତା (୧ମାସ ମଧ୍ୟରେ) |
ପ୍ରାକ ମାଟ୍ରିକ, ୯ମ, ୧୦ମ, ପରବର୍ତ୍ତୀ ମାଟ୍ରିକ, ଏକାଦଶ, ଦ୍ଵାଦଶ, ସ୍ନାତକ ବିଦ୍ୟାର୍ଥୀ |
ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ରୁ ଉର୍ଦ୍ଧ୍ଵ) ଆୟ ପ୍ରମାଣ ପତ୍ର ଫୁଲ୍ ଫଟୋ ୨ଟି ପୂର୍ବ ବର୍ଷ ପରୀକ୍ଷା ଫଳ |
ବିଦ୍ୟାଳୟ / ମହାବିଦ୍ୟାଳୟର ଅଧ୍ୟକ୍ଷ |
ଉଚ୍ଚ ଶିକ୍ଷା ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ସନ୍ତାନମାନଙ୍କୁ ବୃତ୍ତି |
ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ମାସିକ ୩୫୦ ଟଙ୍କା (୧ ମାସ ମଧ୍ୟରେ) |
ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ସନ୍ତାନମାନଙ୍କୁ |
ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୧୨୦୦୦୦୦ରୁ କମ୍, ଫୁଲ୍ ଫଟୋ ୨ଟି |
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ବି.ଏସ୍.ଏସ୍.ଓ.) |
ଉଚ୍ଚଶିକ୍ଷା ପାଇଁ ଟିଉସନ / ଆଡମିସନ ଫି ଛାଡ |
ଟିଉସନ / ଆଡମିସନ ଛାଡ ସଂପୂର୍ଣ୍ଣ ଅନ୍ଧ, ମୂଳ ବଧିର ଶାରୀରିକ ଅକ୍ଷମ ୭୫% ରୁ ଉର୍ଦ୍ଧ୍ଵ |
ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀ |
ଭିନ୍ନକ୍ଷମ ପ୍ରମାଣପତ୍ର (୪୦% ର ଉର୍ଦ୍ଧ୍ଵ), ପିତାମାତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ବାର୍ଷିକ ଆୟ ୧୨୦୦୦୦୦ରୁ କମ୍, ଫୁଲ୍ ଫଟୋ ୨ଟି |
ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟ |
ସ୍ଵତନ୍ତ୍ର ବିଦ୍ୟାଳୟ |
ବିନା ମୂଲ୍ୟରେ ସ୍ଵତନ୍ତ୍ର ଶିକ୍ଷା ପ୍ରଦାନ, ଅନ୍ତେବାସୀଙ୍କୁ ମାସିକ ୧୨୦୦ ଟଙ୍କା ଦିବ୍ୟଧ୍ୟାୟୀଙ୍କୁ ମାସିକ ୨୫୦ ଟଙ୍କା |
ଭିନ୍ନକ୍ଷମ ଛାତ୍ରଛାତ୍ରୀ |
ଭିନ୍ନକ୍ଷମ ପ୍ରମାଣ ପତ୍ର ଜେରକ୍ସ |
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ |
ସ୍କୁଲ ୟୁନିଫର୍ମ |
ସ୍ଵତନ୍ତ୍ର ବିଦ୍ୟାଳୟର ଛାଛାତ୍ରୀମାନଙ୍କୁ ମାଗଣାରେ ପୋଷାକ ପ୍ରଦାନ (ବାର୍ଷିକ ୧୦୦୦ ଟଙ୍କା) |
ସ୍ଵତନ୍ତ୍ର ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ |
ସ୍ଵତନ୍ତ୍ର ବିଦ୍ୟାଳୟରେ ପଢୁଥିବା ଆବଶ୍ୟକ |
ବି.ଏସ୍.ଏସ୍.ଓ |
ମାଗଣା ଲାପଟପ |
ବିନା ମୂଲ୍ୟରେ ସ୍ଵତନ୍ତ୍ର ସଫ୍ଟୱାର ଥିବା ଲାପଟପ |
ଉଚ୍ଚତର ଶିକ୍ଷା କରୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀ |
ଦୃଷ୍ଟିହୀନ ପ୍ରମାଣ ପତ୍ର ଶିକ୍ଷା ପ୍ରମାଣ ପତ୍ର |
ବି.ଏସ୍.ଏସ୍.ଓ |
ଭିନ୍ନକ୍ଷମଙ୍କ ପାଇଁ ବସ୍ ଓ ଟ୍ରେନ ଭଡାରେ ରିହାତି |
୫୦% ରୁ ୧୦୦% ଭିନ୍ନକ୍ଷମ - ୧୦୦% ରିହାତି ଓ ସହଯାତ୍ରୀଙ୍କ ପାଇଁ ୫୦% ରିହାତି ୪୦% ରୁ ୪୯% ଭିନ୍ନକ୍ଷମ - ୫୦% ରିହାତି |
ଭିନ୍ନକ୍ଷମ ଛାତ୍ରୀ |
ଭିନ୍ନକ୍ଷମ ପ୍ରମାଣପତ୍ର ଜେରକ୍ସ ଭୋଟର / ଆଧାର କାର୍ଡ ଜେରକ୍ସ |
ବି.ଏସ୍.ଏସ୍.ଓ / ବି.ଡି.ଓ. ବି.ଏସ୍.ଏସ୍.ଓ |
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ |
ଭିନ୍ନକ୍ଷମ ସାର୍ଟିଫିକେଟ, ପାସ ବୁକ, ଭ୍ରମଣ ରିହାତି କାର୍ଡ ପ୍ରଦାନ, ଦକ୍ଷତା ବିକାଶ ଟ୍ରେନିଂ, ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ପୋଷାକ ପାଇଁ ବର୍ଷକୁ ୭୦୦ ଟଙ୍କା ପ୍ରଦାନ, ଭିନ୍ନକ୍ଷମ ପିତାମାତାଙ୍କ ପିଲା ଉଚ୍ଚଶିକ୍ଷା ପଢୁଥିଲେ ମାସିକ ୩୫୦ ଟଙ୍କା ବୃତ୍ତି |
ଭିନ୍ନକ୍ଷମ |
ଭିନ୍ନକ୍ଷମ ପ୍ରମାଣପତ୍ର ଜେରକ୍ସ ଭୋଟର / ଆଧାର କାର୍ଡ ଜେରକ୍ସ |
ବି.ଏସ୍.ଏସ୍.ଓ / ବି.ଡି.ଓ. ବି.ଏସ୍.ଏସ୍.ଓ |
ଆଧାର – ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼, ଓଡିଶା
Last Modified : 2/19/2020