অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମୀଣ ନବରଚନା

ଗ୍ରାମୀଣ ନବରଚନା

  • ଉଜ୍ଜା ଉତ୍ସବ
  • ଊର୍ଜା ଉତ୍ସବ- ୨୦୧୫’ ରେ ଗିଭ୍ ଇଟ୍ ଅପ୍ ଅଭିଯାନ ଆରମ୍ଭ କରିବା ସହିତ ବିତଶାଳୀ ଏଲପିଜି ରିହାତି ଛାଡିଦେବା ପାଇଁ ଆହ୍ଵାନ କରିଥିଲେ

  • ଉଜ୍ଜ୍ଵଳା ଯୋଜନା
  • ଆଲୋକ ଉପକରଣ ବ୍ୟବହାରକରି ବିଦ୍ୟୁତ ଖର୍ଚ୍ଚ କମ୍ କରିବା ଏବଂ ଏହାଦ୍ଵାରା ପରିବେଶର ସଂରକ୍ଷଣ କରିବା ଏହି ଯୋଜନାର ଲକ୍ଷ୍ୟ ।

  • ପ୍ରଧାନମନ୍ତ୍ରୀ ଉଜ୍ଜ୍ୱାଳା ଯୋଜନା
  • ପ୍ରଧାନମନ୍ତ୍ରୀ ଉଜ୍ଵାଳା ଯୋଜନା ଦ୍ଵାରା ଗ୍ରାମୀଣ ସ୍ତରରେ ଉନ୍ନତି ହୋଇପାରିବ ।

  • ରିଫାଇନାରୀକ୍ଷମତାର ବିସ୍ତାର
  • ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ଵାରା ଓଡିଶାର ପାରାଦୀପଠାରେ ୩୪,୫୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ବାର୍ଷିକ ୧୫ ମିଲିୟନ ମେଟ୍ରିକଟନ୍ କ୍ଷମତା ସମ୍ପନ୍ନ ଅତ୍ୟାଧୁନିକ ରିଫାଇନାରୀର ସ୍ଥାପନା କରାଯାଇଛି ।

  • ରୋଷେଇଘରେ ପ୍ରଦୁଷଣ କମେଇବାରେ ସହାୟକ ହେଉଛି ନବଦୁର୍ଗାର ଧୁଆଁ ବିହୀନ ଚୁଲା
  • ଜୈସବାଲ୍ ଓ ତାଙ୍କ ପିତା ଅରବିନ୍ଦ ଜୈସବାଲ୍ ନବଦୁର୍ଗା ମେଟାଲ୍ ୨୦୦୯ରେ ପ୍ରତିଷ୍ଠା କଲେ ଯାହାକି ଗୃହିଣୀମାନଙ୍କୁ ସୁଲଭ ମୁଲ୍ୟରେ ଧୁଆଁ ରହିତ ଚୂଲି ଯୋଗାଇ ଦେଉଛି।

  • ସବୁଜ ଉଦ୍ୟମ
  • ସରକାର ଇଥନୋଲ୍ ଆଧାରିତ ପେଟ୍ରୋଲ କାର୍ଯ୍ୟକ୍ରମ ରୂପାୟନ କରୁଛନ୍ତି ଯାହାଦ୍ଵାରା ତୈଳ ବିପଣନକାରୀ କମ୍ପାନୀମାନେ ଇଥନୋଲ୍ ମିଶ୍ରିତ ପେଟ୍ରୋଲ୍ ବିକ୍ରୀ କରିବେ ଯେଉଁଥିରେ ୧୦ ପ୍ରତିଶତ ଇଥନୋଲ୍ ହେବ ।

  • ୨୦୧୬ ନୂଆ ନୀତି
  • ଉପଭୋକ୍ତାମାନଙ୍କର ସହ ଯୋଡି ହେବାକୁ ନେଇ ବିଭିନ୍ନ ଗତିବିଧି କରିଆରେ ଉପଭୋକ୍ତମାନଙ୍କୁ ଉନ୍ନତ ମାନର ସେବା ପ୍ରଦାନ କରିବା

    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate