অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜଳ ପ୍ରଦୂଷଣ

ଜଳ ପ୍ରଦୂଷଣ ଦ୍ୱାରା ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ

ଜଳକୁ ଦୂଷିତ କରିବା ପ୍ରକ୍ରିୟା ହେଉଛି ଜଳ ପ୍ରଦୂଷଣ । ହ୍ରଦ, ନଦୀ, ନଳ, ସାଗର, ଏବଂ ଭୂତଳ ଜଳ ଇତ୍ୟାଦି ଦୂଷିତ ହୋଇପାରେ । ପରିବେଶରୁ ବାହାରୁଥିବା ଆବର୍ଜ୍ଜନା/ ଅପରିଷ୍କାର ପଦାର୍ଥ ପ୍ରତ୍ୟକ୍ଷ କିଂବା ପରୋକ୍ଷ ଭାବେ ପରିସ୍କାର ନକରି ସିଧା ସଳଖ ଜଳାଶୟକୁ ନିଷ୍କାସନ କରିବାଦ୍ଵାରା ଜଳ ପ୍ରଦୂଷଣ ହୁଏ ।

ଜଳ ପ୍ରଦୂଷଣ ଦ୍ୱାରା ପ୍ରାଣୀ ଓ ଉଦ୍ଭିଦ ଜଗତ ଉଭୟ ପ୍ରଭାବିତ ହୁଅନ୍ତି । ଅଧିକାଂଶ ପ୍ରଦୂଷଣର ପ୍ରଭାବ କେବଳ ଗୋଟିଏ ସ୍ଥାନରେ ପ୍ରଭାବ ପଡ଼େନି, ପରିବେଶର ପ୍ରାକୃତିକ ଜୀବମାନଙ୍କ ଉପରେ ବି ପ୍ରଭାବ ପକାଏ ।

ଜଳ ପ୍ରଦୂଷଣ ହଉଚି ବିଶ୍ୱର ମୁଖ୍ୟ ସମସ୍ୟା । ଜଳ ପ୍ରଦୂଷଣ ଜନିତ ରୋଗ ପାଇଁ ଭାରତରେ ଗୋଟିଏ ବର୍ଷରେ ଆନୁମାନିକ ୫୮୦ ଜଣ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ଚୀନ ସହରରେ ୯୦% ପାଣି ପ୍ରଦୂଷିତ । ୨୦୦୭ ମସିହାରେ ଅର୍ଦ୍ଧଶତ କୋଟି ଲୋକଙ୍କ ପାଖରେ ପିଇବା ପାଇଁ ବିଶୁଦ୍ଧ ଜଳ ପ‌ହଞ୍ଚି ନ ଥିଲା । ବିକଶିତ ରାଷ୍ଟ୍ର ମାନଙ୍କରେ ଜଳ ପ୍ରଦୁଷଣ ସମସ୍ୟା ସହ ସଙ୍ଘର୍ଷ ଜାରି ଅଛି ଯାହା ଧୀରେ ଧୀରେ ବିଶ୍ୱରେ ବଢୁଛି ହେଉଛି । ନିକଟରେ ଆମେରିକାରେ ପରୀକ୍ଷଣଦ୍ଵାରା ଜଣା ଯାଇଛି ଯେ ୪୫% ଝରଣା ଜଳ, ୪୭% ହ୍ରଦ, ୩୨% ସମୁଦ୍ର ଓ ନଦୀ ଜଳ ଦୂଷିତ । ରାଷ୍ଟ୍ରୀୟ ବିକାଶ ସଂସ୍ଥାଦ୍ୱାରା ପରୀକ୍ଷଣରେ ଜଣାଯାଇଛି ଯେ ୨୦୦୭ ମସିହାରେ ୭ଟି ମୁଖ୍ୟ ନଦୀ ଦୈର୍ଘ୍ୟର ୧/୪ ଅଂଶର ପାଣି ଚର୍ମ ପାଇଁ ହାନିକାରକ । ଜଳ ସାଧାରଣ ପିଇବା ପାଇଁ ବ୍ୟବହାର କରାଯାଏ । ପାଣିକୁ ଆମେ ସେତେବେଳେ ଦୂଷିତ କହିବା ଯେତେବେଳେ ଏହା ମାନବ ବ୍ୟବ‌ହାର ନିମନ୍ତେ ଅନୁପ‌ଯୋଗୀ ହୁଏ, ଯେପରିକି ଏହା ପିଇବା ଉପଯୋଗୀ ହୋଇ ନ ଥାଏ ଓ ଜଳଚର ପ୍ରାଣୀ ରହିବା ନିମନ୍ତେ ଉପ‌ଯୁକ୍ତ ହୁଏନି ।

ପ୍ରକାର ଭେଦ

ଭୂତଳ ଜଳ ଓ ଭୂପୃଷ୍ଠ ଜଳ ପରସ୍ପର ଅଲଗା ଅଲଗା ଉତ୍ସ ବୋଲି ଆମେ ପଢ଼ିଥାଉ । ଭୂପୃଷ୍ଠରେ ଥିବା ଜଳ ମୃତ୍ତିକା ଶୋଷିନେଇ ଭୂତଳରେ ରଖିଲେ ତାକୁ ଭୂତଳ ଜଳ କୁହାଯାଏ ଏବଂ ଭୂତଳ ଜଳ ଜଳର ମୁଖ୍ୟ ଉତ୍ସରେ ପରିବତ୍ତିତ ହୁଏ । ଭୂପୃଷ୍ଠ ଜଳର ଉତ୍ସର ପ୍ରଦୂଷିତ ଜଳକୁ ସାଧାରଣ ୨ ଭାଗରେ ବିଭକ୍ତ କରାଯାଇଛି।

ପ୍ରଦୂଷଣ ମୁଖ୍ୟ କାରଣ

ମୁଖ୍ୟଉତ୍ସର ପ୍ରଦୂଷଣର ମୁଖ୍ୟ କାରଣ ପ୍ରଦୂଷକ ଜଳ ମଧ୍ୟ କୁ ଗୋଟେ ନିଦ୍ଧିଷ୍ଟ ଉତ୍ସ/ ସଂସ୍ଥା ରୁ ପାଇପ / ଖୋଳା ଯାଇଥିବା ନାଳଦ୍ବାରା ଏକା କାଳୀନ ଆସି ଜଳପଥରେ ମିଶିଥାଏ।ଉଦାହରଣ-: ପ୍ରଦୂଷକ ଶ୍ରେଣୀ ମଧ୍ୟରେ ଅନ୍ତଭୂକ୍ତ ହେଉଚି ଶିଳ୍ପ, କଳକାରଖାନା, ସହର ନଳର ଦୂଷିତଜଳ, ମଇଳାଜଳ, ଓ ଆବର୍ଜ୍ଜନା ।ଆମେରିକା ସ୍ୱଚ୍ଛ ଜଳ ଅଧିନିୟମ ଅନୁସାରେ (CAW) ମୁଖ୍ୟ ଉତ୍ସରେ ମିଶୁଥିବା ପ୍ରଦୂଷକ ପାଇଁ ଉଦ୍ଦେଶ୍ୟ ମୂଳକ ଓ ବାଧ୍ୟତାମୂଳକ ନିୟମ ପ୍ରଚଳନ କରିବା ଦରକାର। ଆମେରିକା ସ୍ୱଚ୍ଛ ଜଳ ଅଧି ନିୟମ ୧୯୮୭ମସିହା ଠାରୁ ସଂଶୋଦିତ ସଂଜ୍ଞା/ ନିୟମ ସହରର ମଇଳା ଆବର୍ଜ୍ଜନା ନିଷ୍କାସନ ପାଇଁ ବ୍ୟବସ୍ଥା ,ଶିଳ୍ପକ୍ଷେତ୍ରର ମଇଳାପାଣି ପାଇଁ ଏବଂ ଘର ନିର୍ମାଣ ସ୍ଥାନମାନଙ୍କ ପାଇଁ ଉଦ୍ଦିଷ୍ଠ। The CWA definition of point source was amended in 1987 to include municipal storm sewer systems, as well as industrial storm water, such as from construction sites.

non point ଉତ୍ସ

nonpoint ଉତ୍ସ ପ୍ରଦୂଷଣ, ଏକ ଅଲଗା ଅଲଗା ଉତ୍ସ ଉତତ୍ପନ/ ଆରମ୍ଭ କରିନଥାଏ। NPS ପ୍ରଦୂଷଣ ବେଳେବେଳେ ଏକ ବଡ଼ କ୍ଷେତ୍ର୍ ରୁ ଏକାଠି ହୋଇଥିବା ପ୍ରଦୂଷଣ କିଛି ମାତ୍ରା ରେ ପ୍ରଭାବ ପକାଏ।ଏକ ସାମାନ୍ୟ ଉଦାହରଣ କୃଷି କ୍ଷେତ୍ରରେ ନିଟ୍ରୋଜେନ ଯୌଗିକକୁ ଉତ୍ପାଦନ ଶକ୍ତି ବୃଦ୍ଧି କରିବା ପାଇଁ ମାଟିରେ ଦିଆଯାଏ। ଏକ କୃଷି କ୍ଷେତ୍ର ରୁ ଅଧିକ "ଚାଦର ପ୍ରବାହ" /"sheet flow" କିଂବା ଏକ ଜଙ୍ଗଲ ରୁ ତୋଫାନ ଜଳରେ ପୋଷକତତ୍ୱ ଅପଵାହ ମଧ୍ୟ NPS ପ୍ରଦୂଷଣ ଉଦାହରଣ ରୂପରେ ଉଦ୍ଧିଷ୍ଟ କରାଯାଉଛି।

ବର୍ଷାଜଳ ଦ୍ଵାରା ରାସ୍ତା, ରାଜପଥ, ବହୁ ସଂଖ୍ୟକ ପାର୍କରୁ ଦୂଷିତ ପଦାର୍ଥ ଧୋଇ ହୋଇ ଦୂର କୁ ଯାଇ ନଦୀ, ନାଳରେ ମିଶିଥାଏ, ତାକୁ ସହରର ମଇଳା/ ଅପରିଷ୍କାର ଜଳ କୁହନ୍ତି।ବେଳେ ବେଳେ ଏହା NPS ପ୍ରଦୂଷଣ ର ଶ୍ରେଣୀ ର ଅନ୍ତର୍ଗତ।ଏପରିକି, କାରଣ ଦୂଷିତ ଜଳକୁ ବିଭିନ୍ନ ପ୍ରଣାଳୀ ମାଧ୍ୟମରେ ବର୍ଷାଜଳ ଯାଉଥିବା ନାଳରେ ମିଶିଥାଏ କିଂବା ତାକୁ ପାଇପ ଦ୍ଵାରା ସ୍ଥାନୀୟ ଭୂପୃଷ୍ଠ ଜଳକୁ ଛଡାଯାଏ।ତେଣୁ ଏହା ମୁଖ୍ୟ ଉତ୍ସ ମଧ୍ୟ କୁହାଯାଏ।

ଭୂତଳଜଳ ପ୍ରଦୂଷଣ

ଭୂତଳଜଳ ଓ ଭୂପୃଷ୍ଠଜଳ ମଧ୍ୟରେ ସମ୍ପର୍କ ବହୁତ ଜଟିଳ । ଫଳତଃ ଭୂତଳଜଳ ପ୍ରଦୂଷଣ କେବଳ ଭୂତଳଜଳକୁ ଦୂଷିତ କରିବାର  ପକ୍ରିୟା।  ତାହା ସହଜରେ ଭୂପୃଷ୍ଠଜଳ ପ୍ର ଦୂଷଣ ପ୍ରକ୍ରିୟାରେ ଅନ୍ତର୍ଗତ ନୁହେଁ। ଭୂତଳଜଳ ହେଉଚି ପ୍ରାକୃତିକ।ଭୂତଳଜଳ ,ଭୂପୃଷ୍ଠର ସ୍ତର ଭେଦୀ ସିଧା ଭୂତଳେ ଜମା ହୋଇଥାଏ।ଭୂତଳଜଳ ଦୂଷିତ କରିବା ପକ୍ରିୟା ଉତ୍ସ ସିଧା ସଳଖ ଭୂପୃଷ୍ଠଜଳକୁ ପ୍ରଭାବ ପକାଏ ନାହିଁ ।

କାର୍ବନିକ ପ୍ରଦୂଷଣ

  • କୀଟାଣୁନାଶକ/ ନିର୍ମଳକାରକ
  • ଜୀବାଣୁ ନାଶକ ପ୍ରଦାର୍ଥ ଜୀବାଣୁ ନାଶକ କେମିକାଲ ପିଇବା ପାଣି ରେ, ଯାହା କ୍ଲୋରଫୋର୍ମ
  • ଖାଦ୍ୟ ପ୍ରସ୍ତୁତି ରପକ୍ରିୟା ର ନଷ୍ଟ , ଯାହା ଅମ୍ଳଜାନ ର ନିପୁଣ ଉପାଦାନ ତାହା ଗ୍ରିଜ୍ ଓ
  • କୀଟନାଶକ ଓ ହେର୍ବିସିଡେସ ର ଏକ ବଡ଼ ପରିସରର organohalides ଏବଂ ଅନ୍ୟ ରସାୟନିକ ଯଉଗିକ ପଦାର୍ଥ
  • Insecticides and herbicides, a huge range of organohalides and other chemical compounds
  • ପେଟ୍ରୋଲିୟମ ହାଇଡ୍ରୋକାର୍ବନ, ଇନ୍ଧନ(ଗ୍ୟାସୋଲିନ୍, ଡିଜେଲ ଇନ୍ଧନ, ଜେଟ ଇନ୍ଧନ, ଏବଂଇନ୍ଧନ ତେଲ ) ଏବଂ ତୈଳ ପଦାର୍ଥ(ମୋଟରଯାନ ତେଲ ), ଏବଂ ତେଲଦହନ ପଦାର୍ଥ ଜଲାଶୟ runoff କୁ ଧୋଇହୋଇ ଯିବା[୧୩]
  • ବାଷ୍ପୀୟଶୀଳ ଜୈବ ପଦାର୍ଥ , ଯାହା ଶିଳ୍ପକ୍ଷେତ୍ରରsolvent, from improper storage.
  • Chlorinated solvents, which are dense non-aqueous phase liquids, may fall to the bottom of reservoirs, since they don't mix well with water and are denser.
  • Polychlorinated biphenyl(PCBs)
  • Trichloroethylene
  • Perchlorate
  • Various chemical compounds found in personal hygiene and cosmetic products
  • ଡ୍ରଗ ପ୍ରଦୂଷଣ involving ଫର୍ମଟିକାଲ ଡ୍ରଗସ୍ ଏବଂ ତାହା ଶରୀରକୁ ଶକ୍ତିଦାୟକ ପଦାର୍ଥ

ବିଭିନ୍ନ ରସାୟନିକ ଯୌଗିକ ଉପାଦାନ ବ୍ୟକ୍ତିଗତ ସ୍ଵଚ୍ଚତା ଓ ସୌନ୍ଦର୍ଯ୍ୟ ବଦ୍ଧକ ରେ ଥାଏ।

ଅକାର୍ବନିକ ପ୍ରଦୂଷଣ

  • ଶିଳ୍ପକ୍ଷେତ୍ରରେ ବାହାରୁଥିବା/ନିର୍ଗତ କରୁଥିବା ଅମ୍ଳର କାରଣ (ପ୍ରଧାନତଃ/ବିଶେଷତଃ ପାୱାର ପ୍ଲାଣ୍ଟକାର୍ଯ୍ୟ କରୁଥିବା sulfur dioxideର କାରଣ
  • ଆମୋନିଆ ଖାଦ୍ୟ ପ୍ରସ୍ତୁତି ସମୟରେ ନଷ୍ଟ ହୁଏ
  • ଶିଳ୍ପକ୍ଷେତ୍ରରେ ଉପଦାନରେ କେମିକାଲ ର ନଷ୍ଟ
  • ଖତ/ଉର୍ବରକ ପଦାର୍ଥ ଧାରଣ କରିଥିବା nutrients--nitrates ଏବଂ phosphates - ଯାହା କୃଷିକ୍ଷେତ୍ର ର ଅଵବାହିକା ରେ ମିଳିଥାଏ।
  • ତାହା ମଧ୍ୟ ଆବାସିକ ଓ ବାଣିଜ୍ୟକ ରେ ବ୍ୟବହାର ହୁଏ।
  • ଭାରୀଧାତୁମୋଟର ବାହାନ ( ସହର ର ଅପରିଷ୍କାର ପାଣି ଅପଵାହ ମାଧ୍ୟମ ରେ) ଓ ଏସିଡ ନିଷ୍କାସନ।

ସ୍ତୁଳ ପ୍ରଦୂଷଣ

ବଡ଼ ଦେଖାଯାଉଥିବା ଜିନିଷ ଜଳ ପ୍ରଦୂଷଣ ର କାରଣ-ତାହା ଭାସମାନ ଜିନିଷ/ "floatables" ସହରର ଆବର୍ଜନା ଜଳରେ ମିଶି ସମୁଦ୍ର ରେ ମିଶେ, ତାହା ସାମୁଦ୍ରିକ ଆବର୍ଜନା ରେ ପରିଣତ ହୁଏ।ତାହା ହେଉଚି-:

  • ବାଜେ ଜିନିଷ କିମ୍ବା ଅଳିଆ(ଉଦାହରଣ ପେପର, ପ୍ଲାଷ୍ଟିକ ଏବଂ ନଷ୍ଟ ହୋଇଥିବା ଖାଦ୍ୟ)ଇତ୍ୟାଦି କୁ ଲୋକମାନେ ରାସ୍ତାରେ ଫୋପାଡ଼ି ଦଉଛନ୍ତି।ଆକସ୍ମିକ କିମ୍ବା ଇଛାକୃତଭାବେ ଅଳିଆ ଗଦାରେ ଫିଙ୍ଗି ଦେଉଛନ୍ତି।ଯାହା ବର୍ଷାଜଳ ଦ୍ୱାରା ଧୋଇ ହୋଇ ନାଳ ଦ୍ଵାରା ଯାଇ ଭୂପୃଷ୍ଠ ଜଳରେ ମିଶିଥାଏ।
  • Nurdles, small ubiquitous
  • waterborne plastic pellets
  • ଝଡ଼ ତୋଫାନ ଦ୍ୱାରା ସମୁଦ୍ର ଜାହାଜ ନଷ୍ଟହେବା, ପରିତ୍ୟକ୍ତ ଜାହାଜ।

ଉତ୍ତପ/ ତାପୀୟ ପ୍ରଦୂଷଣ

ଜଳ ର ପ୍ରାକୄତିକ ଶରୀରରେ ମନୁଷ୍ୟ କାରଣରୁ ତାପମାତ୍ରା କମିଯାଏ କିମ୍ବା ବଢିଯାଏ।ତାକୁ ତାପିୟ ପ୍ରଦୂଷଣ କୁହନ୍ତି।ତାପିୟ ପ୍ରଦୂଷଣ ରସାୟନିକ ପ୍ରଦୂଷଣ ର ବିପରୀତ, ଜଳ ର ଭୌତିକ ଗୁଣର ବଦଳର ପରିଣାମ।ତାପିୟ ପ୍ରଦୂଷଣ ର ସାଧାରଣ କାରଣ ପାୱାର ପ୍ଲାଣ୍ଟ କ୍ଷେତ୍ରରେ ଜଳର ଶିତିଳତା ଓ ଶିଳ୍ପକ୍ଷେତ୍ରରେ ନୂତନ କିଛି ନିର୍ମାଣ କରିବା।ଉଚ୍ଚତାପମାତ୍ରା ଜଳରେ, ମାଛର ମୃତ୍ୟୁ ଓ ଖାଦ୍ୟ ଶୃଙ୍ଖଳା ସରଞ୍ଚନାରେ ପରିବର୍ତନ,ପ୍ରଜାତୀୟ ଜୟିବ ବିବିଧତା କୁ କମ କରେ,ଏବଂ ନୂଆ ଥର୍ମଫୋଲିସି ଜାତୀୟ ଦ୍ଵାରା ଆକ୍ରମଣ କୁ ବଢିଥାଏ, ଯାହା ଦ୍ୱାରା ଅମ୍ଳଜାନ ସ୍ତର କମିଯାଏ। .

ତାପିୟ ପ୍ରଦୂଷଣ ବି ଗରମ ନଦୀ ର ଜଳରାଶି କୁ ଜଳ ଭଣ୍ଡାର/ ଜଳାଶୟ ରେ ଥିବା ଥଣ୍ଡା ଜଳ କୁ ଛାଡ଼ିବା ଦ୍ୱାରା ହୋଇଥାଏ।

ପରିବହନ ଓ ରସାୟନିକ ଦ୍ରଵର ପ୍ରତିକ୍ରିୟା ଦ୍ଵାରା ଜଳ ପ୍ରଦୁଷଣ

ଅଧିକାଂଶ ଜଳ ପ୍ରଦୂଷିତ ଅନ୍ତତଃ ମହାସାଗର କୁ ନଦୀ ଦ୍ଵାରା ପ୍ରଦୂଷିତ କରାଯାଏ ।ବିଶ୍ୱ ରେ କିଛି ଜାଗା ରେ ଜଳ ବିଜ୍ଞାନ ଗଠନ ବିଦ୍ୟା ଦ୍ଵାରା ,ପ୍ରଭାବ ପକାଉଥିବା ପ୍ରଦୂଷଣ, ମୁହାଣଠାରୁ ୧୦୦ ମାଇଲ ଦୂରରୁ ଅନୁଧ୍ୟାନ କରି ହବ।ଆଧୁନିକ କଂପୁଟର ଗଠନ ଦ୍ଵାରା (SWMM,DSSAM) ବ୍ୟବହାର କରି ବିଶ୍ୱର ବିଭିନ୍ନ ଯାଗାରେ ଜଳଚର/ ଜଳଜାତ ଦ୍ଵାରା ବିଭିନ୍ନ ପ୍ରଣାଣୀ ଦ୍ଵାରା ପରୀକ୍ଷା କରାଯାଉଛି।

ମାପ

ପ୍ରଦୂଷିତ ଜଳର ଭୌତିକ ଓ ରାସାୟନିକ ପରୀକ୍ଷା ବିଭିନ୍ନ ଉପାୟ ଅବଲମ୍ବନ କରାଯାଏ । ଅଧିକ ଜଡ଼ିତ/ସମ୍ପୃକ୍ତ ନମୁନା ସଂଗ୍ରହ କରିବା, ଅନୁସରଣ କରିବା ପାଇଁ ବିଶେଷିତ ଓ ବିଶ୍ଳେଷଣ ସଂକ୍ରାନ୍ତି ପରୀକ୍ଷା କରାଯାଏ। କିଛିଉପାୟର ସଂଚାଳନ situ,ବିନା ନମୁନା ରେ ,ତାହା ତାପମାତ୍ରା ସରକାରୀ ଏଜେନ୍ସ ଓ ଅନୁସନ୍ଦାନ ସଂଗଠନ ର ପ୍ରକାଶିତ ମାନଯୁକ୍ତ୍ ବିଧିସିଦ୍ଧ ବିଶ୍ଳେଷଣ କରିବା ପାଇଁ/ ପରୀକ୍ଷଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କେବେଳ ସହଜ ତୁଳନୀୟ ଫଳାଫଳ/ ପରିଣାମ ପାଇଁ କରାଯାଏ।

ଶାରୀରିକ/ ରାସାୟନିକ ପରୀକ୍ଷଣ ପାଇଁ ଜଳ ନମୁନାର ଜରୁରୀ ଲକ୍ଷଣ ଦୂଷିତ ପ୍ରଦାର୍ଥ ଓ ପରିଶୁଦ୍ଧତା ବିଶେଷତା ଉପରେ ନିର୍ଭର କରେ, ତାକୁ ବିଭିନ୍ନ ପ୍ରକ୍ରିୟା ଦ୍ଵାରା କରାଯାଏ।

ଭୌତିକ ପରୀକ୍ଷା

ସାଧରଣତଃ ପାଣିର ଭୌତିକ ପରୀକ୍ଷା ତାପମାତ୍ରା, କଠିନ ସନ୍ଦରତା ( ଉଦାହରଣ, ଭାସମାନ କଠିନ ବସ୍ତୁ(TSS) ଓ ମଇଳା/ ଗୋଳିଆ ପାଣି)

କିପରି ରୋକିବେ

ବିଭିନ୍ନ ପ୍ରକାର ଓ ଉପଚାର ଓ ଅଳିଆ, ଆବର୍ଜ୍ଜନା ର ନିୟନ୍ତ୍ରଣ, ଏବଂ ମୁକାବିଲା ଓ ପଯ୍ୟପ୍ତ ରୂପରେ ପରୀକ୍ଷା କରି ଅପରିଷ୍କାର ଜଳକୁ ଠିକ ଉପାୟରେ ଓ ଆବଶ୍ୟକ ଅନୁସାରେ ଉପଯୋଗ।ପରିବେଶ ରେ ପ୍ରଦୂଷଣ ଓ ପରିବେଶ ର କ୍ଷତି ରୋକିବା ପାଇଁ ପ୍ରତ୍ୟେକ ଜଳ କୁ ଠିକ ଉପାୟରେ ନିଷ୍କାସନ କରିବା ଦରକାର।

ମଇଳାପାଣିର ଉପଚାର

ବିକଶିତ ଦେଶର ସହର ମାନଙ୍କରେ, ଘର ମାନଙ୍କରୁ ବାହାରୁଥିବା ଆବର୍ଜ୍ଜନା/ମଇଳା ପାଣି ସାଧରଣତଃ ମୁଖ୍ୟ ଆବର୍ଜନା ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା/ଉପଚାର କରାଯାଉଛି।ଉଚିତ ପରିକଳ୍ପନା ଓ କାର୍ଯ୍ୟ ସଂପାଦନ(ମାଧ୍ୟମିକ ଉପଚାର )ବହୁତ ଭଲ କରି୯୦%କିଂବା ତା ଠାରୁ ଅଧିକ ପ୍ରଦୂଷଣ ଦୂର କରାଯାଇ ପାରୁଛି।କିଛି ଗଛ ଲତା ର ପୋଷାକତତ୍ ୱ ଏବଂ ଜୀବାଣୁ ହଟାଇବା ପାଇଁ ଅତିରିକ୍ତ ପଦ୍ଧତି ଅଛି।

ସହର ମାନଙ୍କରେ ନିମ୍ନ ସ୍ତରରେ ଏକାଠି ହୋଇଥିବା ଅଳିଆ ଓ ଆବର୍ଜନା ଓ ମଇଳାପାଣି ର ଉପଚାର ପାଇଁ ଏକ କିଂବା ଅଧିକ ଲୋକମାନକ୍ନୁ ନିଯୁକ୍ତି କରାଯାଇଛି:

  • ସବୁଜରଙ୍ଗର ଭିତ୍ତି ସାରାଂଚନା ର ସୁବିଧା ଦୃଷ୍ଟିକୋଣରୁ ବର୍ଷାଜଳକୁ ସୁଧାରିବା ଓ ବିଭିନ୍ନ ପଦ୍ଧତି ଉପଚାର କରି ତାକୁ ବ୍ୟବହାର ଯୋଗ୍ୟରେ ପରିଣତ କରିବା।
  • ତିଆରି କରିବା ଓ ଖରାପ ଉପକରଣ ବଦଳରେ ନୂତନ ଉପକରଣ ବ୍ୟବହାର କରିବା କିଂବା ପ୍ରତିସ୍ଥାପନ କରିବା।
  • ଜଳ ସ°ରକ୍ଷଣ ବ୍ୟବସ୍ଥା ରେ ଜଳ ରଖିବା କ୍ଷମତା କୁ ବଢାଇବା ଉଚିତ(ଏହା ବହୁତ ମହଙ୍ଗା ପ୍ରକଳ୍ପ)

A household or business not served by a municipal treatment plant may have an individual septic tank, which pre-treats the wastewater on site and infiltrates it into the soil

ଶିଳ୍ପରେ ଅପଚୟ ହଉଥିବା ଜଳର ଉପଚାର

କିଛି ଶିଳ୍ ପ କ୍ଷତ୍ରରେ ସୁବିଧା ଅଛି କି ମଇଳା ପାଣି ସାଧାରଣତଃ ଘର ମାନଙ୍କ ରୁ ବାହାରୁ ମଇଳା ପାଣି ସହ ସମାନ। ଏହାକୁ ନଗରପାଳିକା ର ସୁବିଧା ଦ୍ବାରା ପରୀକ୍ଷଣ କରି ବ୍ୟବହାର ଉପଯୋଗୀ ହୋଇପାରିବ।ଶିଳ୍ପ କ୍ଷତ୍ରରେ ଉତତ୍ପନ ହୋଇଥିବା ମଇଳା ପାଣି/ଦୂଷିତ ଜଳ ରେ ମାତ୍ରାଧିକ ବିଷାକ୍ତ ଏକତ୍ରିତ ଥାଆନ୍ତି(ଯଥା ତେଲ ଓ ଗ୍ରୀସ)ଓ ବିଷାକ୍ତ ପ୍ରଦୂଷକ(ଭାରୀ ଧାତୁ ଓ ବାଷ୍ପଶୀଳ କାର୍ବୋନ ଜୀବାଣୁ) କିମ୍ବା ଅନ୍ୟାନ୍ୟ ଆମୋନିଆ ରୂପରେ ଅନ୍ୟ ବିଷାକ୍ତ ପ୍ରଦୂଷଣ ପାଇଁ ବିଶେଷ ଉପଚାର ପାଇଁ ବିଭିନ୍ନ ପ୍ରଦ୍ଧତି ଦରକାର। ପୂର୍ବ ପ୍ରଣାଳୀ ପ୍ରୟୋଗ କରି ବିଷାକ୍ତ ପଦାର୍ଥକୁ ବାହର କରି ଦେଇ ,ତାକୁ ନାଗରପାଳିକା ର ମଇଳା ପାଣି ପାରିଷ୍କର କେନ୍ଦ୍ରରେ ପରିଷ୍କାର କରି ,ବ୍ୟବହାର ଉପଯୋଗ କରିବା ଦରକାର।କିଛି ଶିଳ୍ପ କ୍ଷେତ୍ରରେ ବିଭିନ୍ନ ପ୍ରକ୍ରିୟା ଦ୍ବାରା ପ୍ରଦୂଷଣ ରୋକିବା ପାଇଁ ମାଧ୍ୟମ ଅଛି,ପ୍ରଦୂଷଣ କମ୍ କରିବା କିମ୍ବା ସମାପ୍ତ କରିବା ପାଇଁ ଶିଳ୍ପ କ୍ଷେତ୍ରମାନଙ୍କରେ ନୂତନ ପରିକଳ୍ପନା/ ଶୈଳ ର ପରିବର୍ତନ ସଫଳ କରାଯାଉଛି। ବିଜୁଳି ଚଳିତ ଶିଳ୍ପ କିଂ ନିର୍ମାଣ ଶିଳ୍ପ ରେ ଉତ୍ପନ୍ନ ଗରମ ପଣି କୁ ନିୟନ୍ତ୍ରଣ କରାଯାଇପାରିବ:

  • Cooling pounds, ମନୁଷ୍ୟ ଦ୍ୱାରା ତିଆରି ପ୍ରକଳ୍ପ ବାଷ୍ପୀକରଣ, ବିକିରଣ,ଦ୍ୱାରାପାଣି କୁ ଥଣ୍ଡା କରି ହେବ।
  • cooling towers,ଯାହା ନଷ୍ଟ ହୋଉ ଥିବା ତାପ କୁ ବାୟୁମଣ୍ଡଳ କୁ ବିକିରଣ ଓ/କିମ୍ବା ତାପ ସଂଚାଳନ ଦ୍ବାରା
  • coneneration, ଏହା ହଉଚି ତାପ ପୁନଃ ବିନିଯୋଗ ପକ୍ରିୟା ,ତାହା ଘରୋଇ/ଶିଳ୍ପକ୍ଷେତ୍ରରେ ଉତ୍ତପ ପାଇଁ ବ୍ୟବହାର ହୁଏ

ଗୃହ ନିର୍ମାଣ ରେ ଅପଚୟ ହଉଥିବା ଜଳର ଉପଚାର

ନିର୍ମାଣ ସ୍ଥାନରେ ପଟୁ କ୍ଷୟ ରୋକିବାକୁ ବିଭିନ୍ନ ସମାଧାନ ନିବେଶ କରିବା:

  • କ୍ଷୟ ରୋକିବା, ତାହା ଶୁଖିଲା ପତ୍ରର ସ୍ତର ଓ hydroseeding ଏବଂ
  • ମୁର୍ତ୍ତିକା କ୍ଷୟ ରୋକିବା, ତାହା sediment basins ଏବଂ ବାଡ ଦେବା।

ବାହାରୁଥିବା ବିଷାକ୍ତ କେମିକାଲ, ଯାହାକି ମୋଟର ଇନ୍ଧନ ଓ ସିମେଣ୍ଟ washout ର ନିବାରଣ କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା।

  • ଉଛୁଳିବାର ନିବାରଣ ଏବଂ ରୋକିବା ପାଇଁ ଯୋଜନା, ଏବଂ
  • ପ୍ରଧାନ ଯୋଜନା ଧାରଣ କରିବା(ଉଦାହରଣ ସିମେଣ୍ଟ washout)ଏବଂଗଠନ ପ୍ରଣାଳୀ ଯେମିତି କି ଉଛୁଳିବା କୁ ରୋକିବା ଏବଂ ଗତି ପରିବର୍ତ୍ତନ

ଆଧାର - ଶକ୍ତି ବିଭାଗ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate