କ୍ଵାଣ୍ଟମ୍ କମ୍ୟୁନିକେଶନ ସାଟେଲାଇଟ୍
ସାଟେଲାଇଟ୍ ପ୍ରସ୍ତୁତ
ମହାକାଶ ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ଏକ ସଫଳତା ହାସଲ କରିଛି । ନିକଟରେ ଚାଇନିଜ୍ ଏକାଡେମୀ ଅଫ ସାଇନ୍ସ (ସି.ଏ.ଏସ)ର ମହାକାଶ ବିଜ୍ଞାନୀମାନେ କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ପ୍ରସ୍ତୁତ କରିଛନ୍ତି ।
କ୍ଵାଣ୍ଟମ କମ୍ୟୁନିକେଶନ ସାଟେଲାଇଟ୍ ସମ୍ବନ୍ଧରେ
- ମହାକାଶ ବିଜ୍ଞାନ ଗବେଷଣାରେ ଏଭଳି ଉଦ୍ୟମ ପ୍ରଥମଥର ପାଇଁ କରଯାଇଥିଲା ଏବଂ ସେଥିରେ ଚାଇନା ମହାକାଶ ବିଜ୍ଞାନୀମାନେ ସଫଳ ହୋଇଛନ୍ତି ।
- ଏ ସମ୍ପର୍କରେ ଚାଇନାସ୍ଥିତ ୟୁନିଭର୍ସିଟି ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଫ୍ରଫେସର ପାନ୍ ଜିୟାନୱି କହନ୍ତି, ‘ପ୍ରଥମଥର ପାଇଁ ଏଭଳି ଏକ ଉଦ୍ୟମ କରାଯାଇଥିଲା ଏବଂ ସେଥିରେ ଆମେ ସଫଳ ହୋଇଛୁ । ଏହାଦ୍ଵାରା କ୍ଵାଣ୍ଟମ୍ ଫୋଟନ୍ ସମ୍ପର୍କରେ ଅନେକ ତଥ୍ୟ ଜାଣିହେବ । ‘
- ଏହି ସାଟେଲାଇଟ୍ କୁ ଚଳିତବର୍ଷ ଜୁନ୍ ରେ ମହାକାଶକୁ ପଠାଯାଇଛି ।
ଆଧାର – ଦୈନିକ ଧରିତ୍ରୀ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.