অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶକ୍ତି

  • ସୌର ଶକ୍ତି ର ବିକାଶ

    ସୌର ଶକ୍ତି ର ବିକାଶ

    ଆଜିକାଲି ବର୍ଷାର ଅନିଶ୍ଚିତତା ଓ ଜଳ ଭଣ୍ଡାରରେ ପାଣିର ଆଭାବ ଜଳବିଦ୍ୟୁତ ଶକ୍ତି ଉତ୍ପାଦନକୁ ଯଥେଷ୍ଟ କମେଇଦେଇଛି । କୋଇଲା ପେଟ୍ରୋଲିୟମ ଜାତ ଦ୍ରବ୍ୟର ବହୁଳ ଉତ୍ତୋଳନ ମଧ୍ୟ କ୍ରମେ ସଂକଟ ଆଡକୁ ଗତି କରୁଛି । ଏଇ ପରିସ୍ଥିତିରେ ଆମ ପାଇଁ ସୌର ଶକ୍ତିର ବ୍ୟହାର ,ଏକମାତ୍ର ବିକଳ୍ପ ଭାବରେ ରହିଛି । ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହୋଇଥିବାରୁ , ବର୍ଷର ଅଧିକାଂଶ ସମୟ ଆମେ ଉଜ୍ଵଳ ସୂର୍ଯ୍ୟ କିରଣ ପାଉ । ତେଣୁ ବହୁଳ ମାତ୍ରାରେ ସୌର ପ୍ୟାନେଲ ବସାଇ ସୌର ଶକ୍ତି ସଂଚୟ କରି ତାର ଉପଯୋଗ କରାଯାଇପାରିବ ।

  • ସୌର ଶକ୍ତି ର ଉପଯୋଗ

    ସୌର ଶକ୍ତି ର ଉପଯୋଗ

    ସୌର ଶକ୍ତିକୁ ସଂଗ୍ରହ କରି ଗଚ୍ଛିତ ରଖିତାକୁ ବହୁତ ଉପାୟରେ ବ୍ୟବାହାର କରାଯାଇ ପାରିବ। ପିଇବା ପାଣିର ସମସ୍ୟା ବହୁତ ଗାଁ ଗହଳି ସହିତ ସହରାଞ୍ଚଳରେ ବି ଆଛି। ଗଭୀର ନଳକୂପରୁ ପାଣି ଉପର ଟାଙ୍କିକୁ ଉଠାଇବା ପାଇଁ ପମ୍ପ ଚଲେଇବାକୁ ପଡେ ସେଥିପାଇଁ ବିଜୁଳି ଶକ୍ତିର ଦରକାର ପଡେ । ଡିଜେଲ ଭଳି ଖର୍ଚ ବହୁଳ ଉପାୟରେ ବ୍ୟବାହାର କରିପାରୁ ନଥିବା ଗାଁ ଗହଳି ମାନଙ୍କ ରେ ସୌରଶକ୍ତିର ବ୍ୟବାହର କରାଯାଇ ପିଇବା ପାଣିର ସମସ୍ୟାକୁ ଅନେକ ପରିମାଣରେ ରୋକାଯାଇ ପାରିବ ।

ଅଧିକ ଶକ୍ତି ସଂରକ୍ଷଣ ଓ ଶକ୍ତି ସାମର୍ଥ୍ୟରେ ସୁଧାର ଏବଂ ନବୀକରଣ ଯ଼ୋଗ୍ୟ ସ୍ରୋତରୁ ଶକ୍ତି ଉତ୍ପାଦନ ଫଳରେ ଭାରତ ନିଶ୍ଚିତ ଭାବରେ ଏହି କ୍ଷେତ୍ରରେ ଆତ୍ମନିର୍ଭର ହୋଇଥିବା ଗୋଷ୍ଠୀରେ ସାମିଲ ହୋଇ ପାରିବ।

ଶକ୍ତି ପୋର୍ଟାଲ ଉପରୋକ୍ତ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାକୁ ପ୍ରୟାସ କରିବ। ଏଥିରେ ପ୍ରେରଣାଦାୟୀ କାହାଣୀ ମାଧ୍ୟମରେ ଆପଣଙ୍କୁ ଏହାକୁ ବ୍ୟବହାର କରିବାକୁ ପ୍ରେରଣା ଦେବ ଓ ଅନ୍ୟ ସୁବିଧା ସମ୍ପର୍କରେ ସୂଚନା ଦେବ। ।

ଶକ୍ତି ସମ୍ପର୍କରେ ମୁଳ କଥା

ଶକ୍ତି ସମ୍ପର୍କରେ ମୌଳିକ କଥା ଯ଼େପରିକି ଶକ୍ତିର ସ୍ରୋତ, ଶକ୍ତିର ପ୍ରକାର, ବିଦ୍ୟୁତର ଏକକ ଏବଂ ବର୍ତମାନରେ ଶକ୍ତିର ବ୍ୟବହାର ସମ୍ପର୍କରେ ଅବଗତ କରାଯ଼ାଇଛି ।

ଶକ୍ତି ସଂରକ୍ଷଣ

ଶକ୍ତି ସଂରକ୍ଷଣର ଗୁରୁତ୍ୱ ଏବଂ ଘରେ, କୃଷି କ୍ଷେତ୍ର, ପରିବହନ ପ୍ରଣାଳୀ ତଥା ଅନ୍ୟ ସ୍ଥାନରେ ଶକ୍ତି ସଂରକ୍ଷଣ କିପରି କରାଯ଼ାଇପାରିବ ସେ ସମ୍ପର୍କରେ ସରଳ ଆଭାସ ବିଷୟରେ ବୁଝାଯ଼ିବ।

ଶକ୍ତି ସାମର୍ଥ୍ୟ

ଶକ୍ତି ସାମର୍ଥ୍ୟ କୁ ପ୍ରୋତ୍ସାହନ ଦେଉଥିବା ବୈଷୟିକ ଜ୍ଞାନ ସମ୍ପର୍କରେ ଏଠାରେ ରେଖାଙ୍କିତ କରାଯ଼ିବ।

ଶକ୍ତି ଉତ୍ପାଦନ

ନବୀକରଣ ଯ଼ୋଗ୍ୟ ଶକ୍ତି ଉତ୍ସରୁ କିପରି ଶକ୍ତି ଉତ୍ପାଦନ କରାଯ଼ିବ ସେ ସମ୍ପର୍କରେ ଥିବା ବୈଷୟିକ ଜ୍ଞାନ ସମ୍ପର୍କରେ ଏଠାରେ ଆଲୋଚନା କରାଯ଼ିବ।

ଶ୍ରେଷ୍ଠ ପ୍ରାଚଳନ

ଗୋଷ୍ଠୀ ମାନଙ୍କର ଶକ୍ତି ଓ ଜଳ ଚାହିଦା ପୂରଣ ବାବଦରେ ପରୀକ୍ଷଣ ଓ ଅନୁଭୂତି ସମ୍ପର୍କରେ ଏଠାରେ ସୂଚନା ଦିଆଯ଼ିବ।

ମହିଳା ଓ ଶକ୍ତି

ଏହି ଭାଗରେ ମହିଳା ଓ ଶକ୍ତି ସମ୍ପର୍କିତ ବିଭିନ୍ନ ଆଭିମୁଖ୍ୟସମ୍ପର୍କରେ ସୂଚନା ଦିଆଯ଼ିବ।

ନୀତି ସହାୟତା

ଏହି ଭାଗରେ ସରକାର ଓ ଅନ୍ୟ ସଂସ୍ଥା ମାନଙ୍କର ବିଭିନ୍ନ ନୀତି ଓ ଯ଼ୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯ଼ିବ।

ଗ୍ରାମୀଣ ନବରଚନା

ତୃଣମୂଳ ସ୍ତରରେ ହେଉଥିବା ନବରଚନା ସମ୍ପର୍କରେ ବିବରଣୀ ଏହି ଭାଗରେ ରହିବ ।

ପରିବେଶ

ପରିବେଶ ସହ ସମ୍ପର୍କିତ ସମସ୍ତ ବିଷୟ ଯ଼େପରିକି ନୀତି, ଆଭାସ , ଟେକ୍ନୋଲୋଜି ଆଦି ବିଷୟରେ ଏହି ଭାଗରେ ଉଲ୍ଲେଖ କରାଯ଼ିବ ।

ତଥ୍ୟାଧାର

ଶକ୍ତି ଉତ୍ପାଦ, ବିକ୍ରୀ , ସେବା, ଯ଼ୋଜନା, ଅର୍ଥ ପ୍ରଦାନ କରୁଥିବା ସଂସ୍ଥା ମାନଙ୍କର ତଥ୍ୟାଧାର କୁ ଏହି ଭାଗରେ ଦିଆଯ଼ିବ ।

Last Modified : 12/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate