ଏହି ପୋର୍ଟାଲରେ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସମ୍ବନ୍ଧରେ ସୂଚନା ଦିଆଯାଇଛି ।
ଆୟୁର୍ବେଦ, ଯୋଗ, ନେଚୁରୋପାଥୀ, ଜୁନାନୀ, ସିଦ୍ଧ ଏବଂ ଯୋଗ (ଆୟୁଷ ) ର ଲୋକପ୍ରିୟତା ଦିନକୁ ଦିନ ବାଢୁଥିବାରୁ ଏ ସମ୍ବନ୍ଧରେ ସମସ୍ତ ଯୋଜନା ସମ୍ପର୍କରେ ପୋର୍ଟାଲରେ ଦିଆଯାଇଛି ।
ଜୀବନର ସତ୍ୟତାରେ କିଛି ଗୁରୁତ୍ଵପୂର୍ଣ ବାର୍ତା ରହିଛି। ସୁଅଭ୍ୟାସ କୁ ଆପଣାଇ ଗର୍ଭବତୀ ମା , ଶିଶୁ , ବୟସ୍କ ନାଗରିକ, ଓ ଅନ୍ୟାନ୍ୟ ମଣିଷ ମାନେ କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ଦିଆଯାଇଛି ।
ଏହି ପୋର୍ଟାଲରେ ଗୁରୁତ୍ଵପୂର୍ଣ ରାଜ୍ୟ ଓ ଜାତୀୟ ସ୍ତରୀୟ ଯୋଜନା ଓ ନୀତି ସମ୍ପର୍କରେ ସୂଚନା ଦିଆ ଯାଇଛି
ବିଶୁଦ୍ଧ ପାନୀୟ ଜଳ, କଠିନ ବ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶର ସ୍ଵଚ୍ଛତା ତଥା ବ୍ୟକ୍ତିଗତ ସ୍ଵଚ୍ଛତା ଆଦି ସମ୍ବନ୍ଧରେ ଗୁରୁତ୍ତ୍ୱପୂର୍ଣ ବିଷୟ ଗୁଡିକ ସମ୍ପର୍କରେ ଏହି ପୋର୍ଟାଲରେ ସୂଚନା ଦିଆଯାଇଛି
ପୁଷ୍ଟି ଓ ଅପପୁଷ୍ଟି ର ସୂଚନା
ଏହି ପୋର୍ଟାଲ ରେ ବିଭିନ୍ନ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ବିସ୍ତ୍ରୁତ ଭାବରେ ବର୍ଣନା କରାଯାଇଛି
ଏହି ପୋର୍ଟାଲରେ ନିରାପଦ ମାତୃତ୍ଵ ଏବଂ ଅନ୍ୟାନ୍ୟ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ରହିଛି ।
ମାନସିକ ସ୍ୱାସ୍ଥ୍ୟ
ଏଠାରେ ଗାଁ ପାଇଁ ସ୍ଵାସ୍ଥ୍ୟ ର ସୂଚନା ମିଳିବ
ଯୋଗ ଦ୍ଵାରା ରୋଗ ନିୟନ୍ତ୍ରଣ ସମ୍ବନ୍ଧୀୟ ସୂଚନା ।
ଶରୀର କିମ୍ବା ତାର କୌଣସି ଅଂଶ କାର୍ଯ୍ୟ କରିବା ବନ୍ଦ କରିଦିଏ କିମ୍ବା ବ୍ୟକ୍ତି କାର୍ଯ୍ୟ କରିବାକୁ ଇଚ୍ଛା କରେନାହିଁ ସେତେବେଳେ ରୋଗ ଶବ୍ଦର ବ୍ୟବହାର କରାଯାଏ । ସାଧାରଣତଃ ରୋଗକୁ ତିନି ଭାଗରେ ବିଭକ୍ତ କରାଯାଇ ପାରେ, ଏଗୁଡିକ ହେଲା ଶରୀର ଭିତରେ ସଂକ୍ରମଣ ଦ୍ଵାରା ରୋଗ, ବାହ୍ୟ ସଂକ୍ରମଣ ଏବଂ ଅନ୍ୟ କେତେକ ଅଜଣା କାରଣରୁ ହୋଇଥିବା ରୋଗ ସମ୍ବନ୍ଧରେ ଏହି ପୋର୍ଟାଲରେ ସ୍ଥାନ ଦିଆଯାଇଛି ।
ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ତଥ୍ୟ ପୋର୍ଟାଲରେ ପ୍ରଦାନ କରାଯାଇଛି
ସ୍ଵାସ୍ଥ୍ୟ ଡିରେକ୍ଟୋରି ର ସୂଚନା
ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶିକ୍ଷକ ପାଇଁ ସୂଚନା
ଏଠାରେ ହୋମିଓପ୍ୟାଥି ଓ ପ୍ରାକୃତିକ ଚିକିତ୍ସା ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ।