ଇ – ଚକର – ଇ-ଚରକ ହର୍ବ, ଆରୋମାଟିକ, କଞ୍ଚାମାଲ ଓ ଜ୍ଞାନ
ଔଷଧିୟ ବୃକ୍ଷର ଯୋଗାଣ ଚେନ
ଇଚକର ହେଉଛି ଔଷଧିୟ ବୃକ୍ଷର ଏକ ଯୋଗାଣ ଚେନ । ଔଷଧୀୟ ବୃକ୍ଷ ପାଇଁ ଏହା ଏକ ଜ୍ଞାନଷ୍ଟପ ପ୍ରକୃତ ପ୍ରଦର୍ଶିତ ସ୍ଥାନ । କେବଳ ଔଷଧୀୟ ବୃକ୍ଷ ନୁହେଁ ବରଂ ଏହାକୁ ସମ୍ବନ୍ଧିତ କରୁଥିବା ପଦାର୍ଥ, ସେବା, ବଜାର, ଜ୍ଞାନ ସମ୍ବନ୍ଧୀୟ ସମ୍ବଳ ଇତ୍ୟାଦି ପ୍ରଦର୍ଶିତ ହୁଏ । ଏହା ଏକ ବହୁଭାଷୀ ମୋବାଇଲ ଆପ୍ଲିକେସନ ଯାହାକୁ ଯେତେବେଳେ, ଯେଉଁଠାରେ ବ୍ୟବହାର କରିହେବ ।
ଏହି ପ୍ଲାଟଫର୍ମରେ କୃଷକ, କୋ – ଅପରେଟିଭ ଉତ୍ପାଦନ କମ୍ପାନି, ସେବାଯୋଗାଣକାରୀ, ବିଶେଷଜ୍ଞ ଇନପୁଟ ଏଜେନ୍ସି, ପ୍ରୋସେସିଙ୍ଗ କେନ୍ଦ୍ର, ଛୋଟ ବ୍ୟବସାୟୀ ଇତ୍ୟାଦି ।
ପ୍ରୟୋଗର ବୈଶିଷ୍ଟ୍ୟ
- ମୋବାଇଲରେ ସେବା ଉପଲବଧ ।
- ସ୍ଥାନୀୟ ଭାଷାର ସହାୟତା – ଇଂରେଜୀ ଛଡା ୫ଟି ଭାରତୀୟ ଭାଷାରେ ଉପଲବଧ ।
- ଜିଲ୍ଲାରେ ସୁବିଧା ପାଇଁ ତୃତୀୟ ପକ୍ଷ ସହିତ କାର୍ଯ୍ୟ ।
- ଉତ୍ପାଦ କ୍ୟଟେଗାରି ମେଡଲ ।
- ଆଡଭାନସ ସର୍ଚ୍ଚ ଅପରେସନ ।
- ଆଲୋଚନା ଦ୍ଵାରା ସମସ୍ତ ବିଷୟ ସ୍ଥିର କରିବା ।
- ବିକ୍ରେତା ଓ କ୍ରେତାଙ୍କ ମଧ୍ୟରେ ଅନେକ ପ୍ରକାର ଚ୍ୟାନେଲ କାର୍ଯ୍ୟକରେ ।
- ପଦାର୍ଥକୁ ପ୍ରୋତ୍ସାହନ ପାଇଁ ଇ – ନିଉଜଲେଟର ।
ଇ ଚରକ ହେଉଛି ଜାତୀୟ ଔଷଧୀୟ ବୋର୍ଡ (NMPB), ଆୟୁଷ ମନ୍ତ୍ରଣାଳୟ, ସେଣ୍ଟର ଫର ଡେଭଲପମେଣ୍ଟ ଅଫ ଆଡଭାନସ କମ୍ପ୍ୟୁଟିଙ୍ଗ ହାଇଦ୍ରାବାଦର ମିଳିତ ପ୍ରକଳ୍ପ ।
ଆଧାର – CDAC
Last Modified : 7/15/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.